Home Coronavirus Outbreak କୋଭିଡ-୧୯ ସହ ଜଡ଼ିତ ରପ୍ତାନି ଓ ଆମଦାନୀ ମାମଲା ପାଇଁ ହେଲ୍ପଡେସ୍କ ସୁବିଧା ଆରମ୍ଭ କଲା...

କୋଭିଡ-୧୯ ସହ ଜଡ଼ିତ ରପ୍ତାନି ଓ ଆମଦାନୀ ମାମଲା ପାଇଁ ହେଲ୍ପଡେସ୍କ ସୁବିଧା ଆରମ୍ଭ କଲା ଡିଜିଏଫଟି

127

ନୂଆ ଦିଲ୍ଲୀ ୨୬-୩ (ଓଡ଼ିଆ ପୁଅ) ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ ଅଧୀନ ବାଣିଜ୍ୟ ବିଭାଗର ବୈଦେଶିକ ବ୍ୟାପାର ମହାନିର୍ଦ୍ଦେଶାଳୟ (ଡିଜିଏଫଟି) ପକ୍ଷରୁ କୋଭିଡ-୧୯ ସଂକ୍ରାନ୍ତ ଯେକୌଣସି ପ୍ରକାର ଆମଦାନୀ କିମ୍ବା ରପ୍ତାନି ସଂକ୍ରାନ୍ତ ମାମଲାରେ ସହାୟତା ପ୍ରଦାନ କରିବା ଉଦ୍ଦେଶ୍ୟରେ ହେଲ୍ପଡେସ୍କ କାର୍ଯ୍ୟକ୍ଷମ କରାଯାଇଛି। ରପ୍ତାନି କିମ୍ବା ଆମଦାନୀକାରୀମାନେ ନିମ୍ନୋକ୍ତ ଯେକୌଣସି ଚ୍ୟାନେଲ ଜରିଆରେ ସିଧାସଳଖ ନିଜ ମାମଲା ସହ ଜଡ଼ିତ ସୂଚନା ପାଇପାରିବେ

ଇ-ମେଲ : Contact@DGFT Platform
ୱେବସାଇଟ : (http://rla.dgft.gov.in:8100/CRS_NEW/)
ଟୋଲ ଫ୍ରି ନଂ : ୧୮୦୦-୧୧୧-୫୫୦

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.