Home ଓଡ଼ିଶା ସଙ୍ଗଠନ ପର୍ବ: ଆଜିଠୁ ଆରମ୍ଭ ଭାଜପାର ସଦସ୍ୟତା ଅଭିଯାନ

ସଙ୍ଗଠନ ପର୍ବ: ଆଜିଠୁ ଆରମ୍ଭ ଭାଜପାର ସଦସ୍ୟତା ଅଭିଯାନ

442

ନୂଆଦିଲ୍ଲୀ:ଆଜି ଡଃ: ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜନ୍ମତିଥି।ଭାଜପା ଏହି ସମୟକୁ “ସଙ୍ଗଠନ ପର୍ବ” ଭାବରେ ପାଳନ କରୁଛି।ଏବଂ ଆଜିଠୁ ଦେଶବ୍ୟାପୀ ଭାଜପା ଆରମ୍ଭ କରୁଛି ସଦସ୍ୟତା ଅଭିଯାନ।

ଆଜିଠୁ ଆରମ୍ଭ ସଦସ୍ୟତା ଅଭିଯାନ: ଆରମ୍ଭରୁ ବିବାଦ; ଅପରାଜିତା ଆସିବେ, କାର୍ଯ୍ୟକର୍ତ୍ତାଙ୍କ ପ୍ରଶ୍ନ ଆମେ ଯିବୁ କେମିତି?

ବାଜପେୟୀ ସରକାର ମଧ୍ୟ କରିଥିଲେ ଏୟାର ଷ୍ଟ୍ରାଇକ୍ ଯୋଜନା: ଶେଷ ସମୟରେ ଟଳିଲା ନିଷ୍ପତି; କାରଣ କ’ଣ?

ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୧୧:୩୦ରେ ତାଙ୍କ ସଂସଦୀୟ କ୍ଷେତ୍ର ବାରଣାସୀର ବଡ଼ା ଲାଲପୁର ଠାରେ ସଦସ୍ୟତା ଅଭିଯାନର ଶୁଭାରମ୍ଭ କରିବେ।ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ତଥା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଅପରାହ୍ନ ୪:୩୦ରେ ତେଲେଙ୍ଗାନାର ରଙ୍ଗାରେଡ୍ଡୀ ଠାରେ ସଦସ୍ୟତା ଅଭିଯାନର ଶୁଭାରମ୍ଭ କରିବେ।ଏହାସହ ଭାଜପାର ସମସ୍ତ କେନ୍ଦ୍ରମନ୍ତ୍ରୀ,ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ପାର୍ଟି ପଦାଧିକାରୀ ରାଷ୍ଟ୍ରବ୍ୟାପୀ ଆଜି ସଦସ୍ୟତା ଅଭିଯାନର ଶୁଭାରମ୍ଭ କରିବେ।//ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.