ବାଜପେୟୀ ସରକାର ମଧ୍ୟ କରିଥିଲେ ଏୟାର ଷ୍ଟ୍ରାଇକ୍ ଯୋଜନା: ଶେଷ ସମୟରେ ଟଳିଲା ନିଷ୍ପତି; କାରଣ କ’ଣ?

ନୂଆଦିଲ୍ଲୀ: ମୋଦୀ ସରକାର ସମୟରେ ପାକିସ୍ଥାନ ଉପରେ ଯେପରି ଏୟାର ଷ୍ଟ୍ରାଇକ୍ କରାଗଲା, ଠିକ୍ ସେହିପରି ଏକ ଏୟାର ଷ୍ଟ୍ରାଇକ୍ କରିବାର ଯୋଜନା ବାଜପେୟୀ ସରକାରଙ୍କ ସମୟରେ ହୋଇଥିଲା।କିନ୍ତୁ ଶେଷ ସମୟରେ ତାହା ବାତିଲ ହୋଇଥିଲା।ଯେତେବେଳେ ୧୩ ଡିସେମ୍ବର ୨୦୦୧ରେ ସଂସଦ ଭବନ ଉପରେ ଆତଙ୍କି ଆକ୍ରମଣ ହୋଇଥିଲା, ସେତେବେଳେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ସୀମାପାର ସ୍ଥିତ ଆତଙ୍କି ଆଡ୍ଡା ଉପରେ ସେହିପରି ଏୟାର ଷ୍ଟ୍ରାଇକ୍ କରିବାର ଯୋଜନା କରିଥିଲେ, ଠିକ୍ ଯେପରି ମୋଦୀ … Continue reading ବାଜପେୟୀ ସରକାର ମଧ୍ୟ କରିଥିଲେ ଏୟାର ଷ୍ଟ୍ରାଇକ୍ ଯୋଜନା: ଶେଷ ସମୟରେ ଟଳିଲା ନିଷ୍ପତି; କାରଣ କ’ଣ?