ଆଜିଠୁ ଆରମ୍ଭ ସଦସ୍ୟତା ଅଭିଯାନ: ଆରମ୍ଭରୁ ବିବାଦ; ଅପରାଜିତା ଆସିବେ, କାର୍ଯ୍ୟକର୍ତ୍ତାଙ୍କ ପ୍ରଶ୍ନ ଆମେ ଯିବୁ କେମିତି?

ଭୁବନେଶ୍ୱର: ଆଜି ଡଃ: ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜନ୍ମତିଥି।ଏହି ସମୟରେ “ସଙ୍ଗଠନ ପର୍ବ” ପାଳନ କରି ବିଜେପିର ସଦସ୍ୟତା ଅଭିଯାନ ସାରା ଦେଶରେ ଆଜିଠୁ ଆରମ୍ଭ ହେଉଛି।ସେହି କ୍ରମରେ ଆଜି ଓଡ଼ିଶାରେ ଭୁବନେଶ୍ୱରଠାରେ ମଧ୍ୟ ସଦସ୍ୟତା ଅଭିଯାନର ଶୁଭାରମ୍ଭ ହେବ।ଭୁବନେଶ୍ୱର ଏକାମ୍ର ମହାବିଦ୍ୟାଳୟ ସମ୍ମୁଖରେ ଥିବା ଗୋଖିବାବା ମଣ୍ଡପଠାରେ ଅପରାହ୍ନ ୩ଟା ସମୟରେ କାର୍ଯ୍ୟକ୍ରମ ଆରମ୍ଭ ହେବ।କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଶୁଭାରମ୍ଭ କରିବା ସହ ଏଥିରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ଅନ୍ୟ ନେତୃଗଣ … Continue reading ଆଜିଠୁ ଆରମ୍ଭ ସଦସ୍ୟତା ଅଭିଯାନ: ଆରମ୍ଭରୁ ବିବାଦ; ଅପରାଜିତା ଆସିବେ, କାର୍ଯ୍ୟକର୍ତ୍ତାଙ୍କ ପ୍ରଶ୍ନ ଆମେ ଯିବୁ କେମିତି?