Home ଓଡ଼ିଶା ପାଟକୁରାରେ ବିଜେଡିର ବିଜୟ ବାନା !

ପାଟକୁରାରେ ବିଜେଡିର ବିଜୟ ବାନା !

260

ପାଟକୁରା, ୨୪।୭ (ଓଡିଆ ପୁଅ/ପଙ୍କଜିନୀ ନାୟକ) : ପାଟକୁରା ବିଧାନସଭା ନିର୍ବାଚନର ଭୋଟ୍ ଗଣତିରେ ବିଜେପିକୁ ମାତ୍ ଦେଇ ୧୬ ରାଉଣ୍ଡରେ ଆଗରେ ରହିଛି ବିଜେଡି। ୧୬ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ୧୭,୨୩୪ ଭୋଟରେ ଆଗୁଆ ଥିବା ବେଳେ ତାଙ୍କର ମୋଟ୍ ଭୋଟ୍ ରହିଛି ୮୯,୩୮୯।

ଅନ୍ୟପଟେ ବିଜେପିର ବିଜୟ ମହାପାତ୍ରଙ୍କୁ ମୋଟ୍ ୭୨,୧୫୫ ଖଣ୍ଡ ଭୋଟ୍ ମିଳିଛି। କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତିଙ୍କୁ ୨୦୧୬ ଖଣ୍ଡ ଭୋଟ୍ ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.