Home ଆନ୍ତର୍ଜାତୀୟ ଚନ୍ଦ୍ରଯାନ-୨ କୁ ଦେଖି କାହିଁକି ଡରିଗଲେ ଅଷ୍ଟ୍ରେଲିଆ ବାସୀ ?

ଚନ୍ଦ୍ରଯାନ-୨ କୁ ଦେଖି କାହିଁକି ଡରିଗଲେ ଅଷ୍ଟ୍ରେଲିଆ ବାସୀ ?

490

ନୂଆଦିଲ୍ଲୀ,୨୪/୭,(ଓଡ଼ିଆ ପୁଅ): ଇସ୍ରୋର ଚନ୍ଦ୍ରଯାନ-୨ ମିଶନର ସଫଳ ଲଞ୍ଚିଂ ପରେ ଅଷ୍ଟ୍ରେଲିଆ ବାସୀ ଏହାକୁ ନେଇ ସଂପୂର୍ଣ୍ଣ ଭାବେ ଡରିଯାଇଛନ୍ତି। ତେବେ ଆପଣମାନେ ଭାବୁଥିବେ ଯେ, ଇସ୍ରୋ ତ ଏହାକୁ ଲଞ୍ଚ କଲା। ହେଲେ ସେମାନେ ଡରିଗଲେ କଣ ପାଇଁ?

ତେବେ ଏପରି ହେବାର କାରଣ ଏହା ଯେ, ସୋମବାର ଲଞ୍ଚ ହେବା ପରେ ଯେତେବେଳେ ଏହା ମହାକାଶରେ ଯାଇ ଅଷ୍ଟ୍ରେଲିଆ ଆକାଶ ଛୁଇଁ ଥିଲା, ସେହି ସମୟରେ ଅଷ୍ଟ୍ରେଲିଆ ବାସୀ ଏହାକୁ ଏଲିୟନ ଭାବି ଭୟଭୀତ ହୋଇ ଯାଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.