Home ଓଡ଼ିଶା ବିଜୁ ଯୁବ ଜନତା ଦଳ ରାଜ୍ୟ ସମ୍ପାଦକ ନିଲମ୍ବିତ

ବିଜୁ ଯୁବ ଜନତା ଦଳ ରାଜ୍ୟ ସମ୍ପାଦକ ନିଲମ୍ବିତ

78

ଭୁବନେଶ୍ୱର: ବିଜୁ ଯୁବ ଜନତା ଦଳ ରାଜ୍ୟ ସମ୍ପାଦକ ଦୀପକ କୁମାର ସାହୁ ଦଳରୁ ନିଲମ୍ବିତ ହୋଇଛନ୍ତି। ବିଜୁ ଯୁବ ଜନତା ଦଳ ରାଜ୍ୟ ସଭାପତି ତଥା ଚାନ୍ଦବାଲି ବିଧାୟକ ଡା: ବ୍ୟମୋକେଶ ରାୟ ଦୀପକ କୁମାର ସାହୁଙ୍କୁ ଦଳରୁ ନିଲମ୍ବିତ କରାଗଲା ବୋଲି ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି।
-/Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.