Home ଅପରାଧ  ଆଇଏସ୍ ଚିଫ୍ ବାଗଦାଦୀ ନିହତ !

 ଆଇଏସ୍ ଚିଫ୍ ବାଗଦାଦୀ ନିହତ !

261

ନୂଆଦିଲ୍ଲୀ: ରିପୋର୍ଟ ଅନୁଯାୟୀ ଆଇଏସଆଇଏସ୍ ମୁଖିଆ ଅବ୍ବୁ ବକର୍ ଅଲ-ବାଗଦାଦୀ ନିହତ ହୋଇଛି।ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶରେ ଆମେରିକା ସେନାର ଆକ୍ରମଣରେ ଇସ୍ଲାମିକ୍ ଷ୍ଟେଟ ମୁଖିଆ ୪୮ବର୍ଷ ବୟସ୍କ ବାଗଦାଦୀର ସପ୍ତାହ ତଳେ (ଶନିବାର ଦିନ) ମୃତ୍ୟୁ ଘଟିଥିବା କୁହାଯାଉଛି।ତେବେ ହ୍ଵାଇଟହାଉସ ପକ୍ଷରୁ ଏ’ ନେଇ ବିଧିବଧ ଭାବରେ ରିପୋର୍ଟ ପ୍ରକାଶ ପାଇବା ବାକି ଅଛି।ଏଠାରେ ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ବାଗଦାଦୀର ମୃତ୍ୟୁ ଘଟିଥିବା ନେଇ ଅନେକ ଥର ଏପରି ଖବର ପ୍ରକାଶ ପାଇଛି, କିନ୍ତୁ ତାହା ସ୍ପଷ୍ଟ ହୋଇନାହିଁ।//ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.