Surendra Nath Pradhan
ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଶପଥ ପାଠ
ନୟାଗଡ଼, ୨୭-୧୦ (ଓଡ଼ିଆ ପୁଅ) – ପୂର୍ବାହ୍ନ ୧୧ଘଟିକା ସମୟରେ ଜିଲ୍ଲାପାଳଙ୍କ ସଦ୍ଭାବନା ଗୃହରେ ଦିର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ହୋଇଯାଇଛି। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଧାନ ଚନ୍ଦ୍ର...
ନୟାଗଡ଼ରେ ଫିକାରେ ଫିକାରେ ଦଶହରା
ନୟାଗଡ଼, ୨୬ା୧୦ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ଚଳିତବର୍ଷ ପାର୍ବଣ ଋତୁରେ ଦୂର୍ଗାପୂଜାର ମାହୋଲକୁ ଫିକା କରିଦେଇଛି କରୋନା ମହାମାରୀ। କରୋନା କଟକଣାରେ ନୟାଗଡ଼ରେ ଦଶହରା ଫିକାରେ ଫିକାରେ ପାଳିତ ହେଉଛି...
ନୟାଗଡ଼:ଆକାଶରେ ଆଉ ମେଘ ନାହିଁ, ଶୀତ ପ୍ରବେଶ
ନୟାଗଡ଼, ୨୬ା୧୦ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ରେ ଆଜି ପ୍ରଥମ ଶୀତ ଅନୂଭୁତ ହୋଇଛି। ରାତି ୧୦ଟା ପରେ ଏହି ଶୀତ ପ୍ରବେଶ କରିଛି। ପୂର୍ବରୁ ଆକାଶ ଅଳ୍ପ ଅଳ୍ପ ମେଘାଚ୍ଛନ୍ନ...
ନୟାଗଡ଼ ଜିଲାରେ ଏବେବି ବ୍ୟାଙ୍କସେବା ଅପହଂଚ
ନୟାଗଡ଼, ୨୩୧୦:(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ଲୋକମାନଙ୍କର ସୁବିଧା ପାଇଁ ସରକାର ବିଭିନ୍ନ ପ୍ରକାର ବ୍ୟବସ୍ଥା ସବୁ କରିଛନ୍ତି। ଲୋକମାନେ ହାତ ପାଆନ୍ତାରେ କେମିତି ସରକାରଙ୍କ୍ ପୁବିଧା ସୁଯୋଗ ପାଇବେ ସେଥିପ୍ରତି ସରକାର...
ନୟାଗଡ଼: ଦରମା ପ୍ରଦାନ ପାଇଁ ମିଳିତ ଶିକ୍ଷକ ସଂଘର ଦାବିପତ୍ର
ନୟାଗଡ଼, ୧୭ା୯(ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଶିକ୍ଷା ଜିଲାରେ ଏବେ ଅଚଳାବସ୍ଥା ଜାରି ରହିଛି। ନୟାଗଡ଼ ଜିଲା ଶିକ୍ଷାଧିକାରୀଙ୍କ ସ୍ୱେଚ୍ଛାକୃତ ଅବସର ଘୋଷଣା ଓ ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଯିବା ପରେ...
ଆମ୍ବୁଲାନ୍ସ ସହ ମୋଟରସାଇକେଲ ମୁହାଁମୁହିଁ ଧକ୍କା, ଯୁବକ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମୃତ
ନୟାଗଡ଼, ୧୫ା୯ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଦଶପଲ୍ଲା ନିକଟ ୫୭ ନଂ ଜାତୀୟ ରାଜପଥ ରଙ୍ଗମାଟିଆ ଢାବାଠାରେ ଆମ୍ବୁଲାନ୍ସ ସହ ଏକ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ମୋଟରସାଇକେଲ ଆରୋହୀ...
ବଣଭୋଜି ଓ ପ୍ରକୃତି ବିହାର ପାଇଁ ଉତ୍କୃଷ୍ଟ କ୍ଷେତ୍ର ନୟାଗଡ଼ର ଗନ୍ଧମାର୍ଦ୍ଦନ ପର୍ବତ ରାଜଗିରି
ନୟାଗଡ଼, ୧୫ା୯ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ପ୍ରାକୃତିକ ଶୋଭାରାଜିରେ ଭରପୂର ତଥା ଜନମନ ହରଣ କରି ରାଜଗିରି ବକ୍ଷରେ ୧୧ଶହ ମିଟରର ମୁକ୍ତାହାର ପରି ବହି ଯାଉଥିବା କଦଳୀ ଝରଣା ଓ...
ସ୍ୱର୍ଗତ ହରିହର ମହାପାତ୍ରଙ୍କ ସ୍ମୁତି ଶ୍ରଦ୍ଧାଞ୍ଜଳୀ ସଭା
ନୟାଗଡ଼, ୧୪ା୯(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ସ୍ଥାନୀୟ ହୋଟେଲ ତ୍ରିନାଥ ପରିସରରେ ନୟାଗଡ଼ରୁ ପ୍ରକାଶ ପାଉଥିବା ସାପ୍ତାହିକ ଖବରକାଗଜ ‘ଗ୍ରହରାଜ’ର ସଂପାଦକ ସ୍ୱର୍ଗତ ହରିହର ମହାପାତ୍ରଙ୍କ ଏକାଦଶାହ ଅବସରରେ ସ୍ମୃତି ଶ୍ରଦ୍ଧାଞ୍ଜଳୀ ସଭା...
ଶବ ବ୍ୟବଚ୍ଛେଦ ଗୃହରେ ଅଚିହ୍ନା ବ୍ୟକ୍ତିର ଶବ
ନୟାଗଡ଼, ୧୪ା୯ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ମୁଖ୍ୟ ଡାକ୍ତରଖାନାର ଶବ ବ୍ୟବଚ୍ଛେଦ ଗୃହରେ ଥିବା ଅଚିହ୍ନା ବ୍ୟକ୍ତିର ଶବକୁ ପୁଲିସ ଜବତ କରିଛି। କୌଣସି ଅଜଣା ବ୍ୟକ୍ତି କୌଣସି ଅଜଣା...
୬୦ବର୍ଷରେ ମାଟ୍ରିକ ପରୀକ୍ଷା ଦେଲେ ରାଜମିସ୍ତ୍ରୀ
ନୟାଗଡ଼, ୧୪ା୯(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ୬୦ ବର୍ଷରେ ମାଟ୍ରିକ ପରୀକ୍ଷା ଦେଇ ଚର୍ଚ୍ଚାକୁ ଆସିଛନ୍ତି ରାଜମିସ୍ତ୍ରୀ ବିକ୍ରମ ପରିଡ଼ା। ବିକ୍ରମଙ୍କ ଘର ନୟାଗଡ଼ ଉପକଣ୍ଠ ଦୁର୍ଗାପ୍ରସାଦ ଗାଁରେ। ପାଠ ପଢା...
ନୟାଗଡ଼ରେ କ୍ଷୁଦ୍ର ଲୋକ ଅଦାଲତ: ୯ ମୋଟର ଦୁର୍ଘଟଣା, ୧୬ ବୈବାହିକ, ୪ ଚେକ୍...
ନୟାଗଡ଼, ୧୩ା୯ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ କୋର୍ଟ ପରିସରରେ ରବିବାର ଜିଲା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷା ଶ୍ରୀମତୀ ରୂପଶ୍ରୀ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଏକ ମାଇକ୍ରୋସ୍ତରୀୟ...
ବର୍ଷା ନାହିଁ, ଢିପ ଓ ମଧ୍ୟମ କିସମ ଜମି ଫାଟି ଆଁ
ନୟାଗଡ଼, ୧୩ା୯:(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ବର୍ଷା ନାହିଁ, ଜମି ଫାଟି ଆଁ କରିଥିବାରୁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି। ବର୍ଷାର ଅଭାବ ସାଙ୍ଗକୁ ଆଶ୍ୱୀନରେ ମୁଣ୍ଡ ଫଟା ଖରା ଚାଷୀକୁ...
ନୟାଗଡ଼ରେ କରୋନା ମୃତ୍ୟୁ ସଂଖ୍ୟା ୧୭, ଆକ୍ରାନ୍ତ ୩୭୯୭ ଓ ସୁସ୍ଥ ୩୨୩୩
ନୟାଗଡ଼, ୧୩ା୯ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲାରେ କରୋନା ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢୁଛି। ଗତକାଲି ସୁଦ୍ଧା ସରକାରୀ ଭାବେ କରୋନା ମୃତ୍ୟୁ ସଂଖ୍ୟା ୧୬ ଥିଲାବେଳେ ଆଜି...
ନୟାଗଡ଼ରେ କରୋନା ସ୍ଥିତି – ବଢ଼ୁଛି ମୃତ୍ୟୁ ସଂଖ୍ୟା, ଘରେ ଘରେ ଜ୍ୱରରେ ଆକ୍ରାନ୍ତ...
ନୟାଗଡ଼, ୧୧ା୯ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ନୟାଗଡ଼ ଜିଲାରେ କରୋନା ମୃତ୍ୟୁ ସ୍ଥିତି ଭୟାନକ ଆଡ଼କୁ ଗତି କରୁଛି। ଏବେ ନିତି ପ୍ରତିଦିନ କରୋନା ବା ଅନ୍ୟ ରୋଗରେ ଆକ୍ରାନ୍ତ...
ମାଳିସାହି ପଂଚାୟତ କଂଟେନମେଂଟ ଜୋନ
ନୟାଗଡ଼, ୧୧ା୯ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୂଆଗାଁ ବ୍ଳକର ବିଭିନ୍ନ ପଂଚାୟତରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାବେଳେ ଆଜି ମାଳିସାହି ପଂଚାୟତ କରୋନା ଆକ୍ରାନ୍ତରେ ସଂକ୍ରମିତ ହୋଇଛି। ମାଳିସାହି...
ଅକ୍ଟୋବରରୁ ନୟାଗଡ଼ରେ ପୋଷ୍ଟାଲ ଡିଭିଜନ
ନୟାଗଡ଼, ୧୧ା୯(ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ରେ ଅକ୍ଟୋବର ୧ରୁ ପୋଷ୍ଟାଲ ଡିଭିଜନ ଖୋଲିବ। ଏଥିପାଇଁ ଯାବତୀୟ ଆନୁସଙ୍ଗୀକ କାର୍ଯ୍ୟ ଶେଷ ହୋଇଛି। ନୟାଗଡ଼ରେ ପୋଷ୍ଟାଲ ଡିଭିଜନ ଖୋଲିବା ପାଇଁ ଆବଶ୍ୟକୀୟ ଭିତ୍ତିଭୂମୀ, ଯଥାର୍ଥତା...
ନୟାଗଡ଼ରେ ପୋଷ୍ଟାଲ ଡିଭିଜନ ଖୋଲିବା ପାଇଁ ପ୍ରସ୍ତୁତି ବୈଠକ
ନୟାଗଡ଼, ୧୦ା୯ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ଏଣିକି ଆଉ ପୁରୀ ପୋଷ୍ଟାଲ ଡିଭିଜନ ଉପରେ ନୟାଗଡ଼ ଜିଲାବାସୀଙ୍କୁ ନିର୍ଭର କରିବାକୁ ପଡ଼ିବ ନାହିଁ। ପୁରୀ ଡିଭିଜନରୁ ଅଲଗା ହୋଇ ନୟାଗଡ଼ ପୋଷ୍ଟାଲ...
ଜାଗାବାଡ଼ିକୁ କେନ୍ଦ୍ରକରି ଗାଁ ଦାଣ୍ଡରେ ମୁଣ୍ଡ ଗଡ଼ିଲା
ନୟାଗଡ଼, ୯ା୯ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ବ୍ଳକ ଇଟାମାଟି ଥାନା ଅନ୍ତର୍ଗତ ବାଉଁଶିଆପଡ଼ା ମାଳିସାହିରେ ଦେବୋତ୍ତର ଜାଗାବାଡ଼ିକୁ କେନ୍ଦ୍ରକରି ଗାଁ ଦାଣ୍ଡରେ ମୁଣ୍ଡ ଗଡ଼ିଛି। ଯାହାକୁ ନେଇ ଗାଁରେ ଉତ୍ତେଜନା...
ସପନ ଜେନା ହେଲେ ନୟାଗଡ଼ ଜିଲା ଶିକ୍ଷାଧିକାରୀ
ନୟାଗଡ଼, ୮ା୯ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲ୍ଲା ଶିକ୍ଷାଧିକାରୀ ହେଲେ ସପନ ଜେନା। ନୟାଗଡ଼ ଶିକ୍ଷାଧିକାରୀ ଲକ୍ଷ୍ମୀଧର ବେହେରା ଗତ ଅଗଷ୍ଟ ମାସ ୧୯ ତାରିଖରେ ସ୍ୱେଚ୍ଛାକୃତ ଅବସର ପାଇଁ...
ଅରୁଣଙ୍କ ସୁସ୍ଥତା କାମନାରେ ୧୦୮ ଓଁକାର ମନ୍ତ୍ର ଓ ଦୀପଦାନ
ନୟାଗଡ଼, ୮ା୯ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ରାଜ୍ୟ ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଡଃ ଅରୁଣ କୁମାର ସାହୁ କରୋନା ପଜିଟିଭ୍ରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଥିଲାବେଳେ ତାଙ୍କର ଆରୋଗ୍ୟ କାମନା...