Snigdha Ray
ତାଡକେଶ୍ୱର ମହାଦେବଙ୍କ ବାର୍ଷିକ ଉତ୍ସବ
ଭଦ୍ରକ, ୧୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ବ୍ଲକ ଅନ୍ତର୍ଗତ ରାଣୀତାଲ ବଜାରସ୍ଥିତ ତାଡକେଶ୍ୱର ମହାଦେବଙ୍କ ବାର୍ଷିକଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ମନ୍ଦିର କମିଟିର ଉପଦେଷ୍ଟା ଦୀପ୍ତଦିଗନ୍ତ ନାୟକ...
ରାଣୀତାଲ ବିଭିନ୍ନ ମନ୍ଦିରରେ ଜାଗର ଯାତ୍ରା
ଭଦ୍ରକ, ୧୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ବ୍ଲକ ଅନ୍ତର୍ଗତ ରାଣୀତାଲ ଅଂଚଳ ବିଭିନ୍ନ ଶୈବପୀଠରେ ଜାଗର ଯାତ୍ରା ପାଳିତ ହୋଇ ଯାଇଛି। ରାହାଞ୍ଜ ର ରାଜେଶ୍ୱର ମହାଦେବ,କ୍ଷେତ୍ରପାଳ...
ଚାନ୍ଦବାଲି ବିଜେପିର ମିଶ୍ରଣ ପର୍ବ
ଭଦ୍ରକ, ୧୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଚାନ୍ଦବାଲି ବ୍ଲକ ବିଜେପି ପକ୍ଷରୁ ଖେରଙ୍ଗ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟରେ ଏକ ମହା ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଆରଡ଼ି...
ଚଷାଖଣ୍ଡ ସିଦ୍ଧେଶ୍ୱର ବାବାଙ୍କ ପୀଠରେ ଯାଗର ଯାତ୍ରା ମହାଆଡମ୍ବରରେ ପାଳିତ
ଭଦ୍ରକ, ୧୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ମତୋ ଗ୍ରାମ ପଂଚାୟତ ଚଷାଖଣ୍ଡ ବାବା ସିଦ୍ଧେଶ୍ୱର ଙ୍କ ପୀଠରେ ମହାଆଡମ୍ବରରେ ମହାଶିବରାତ୍ରି ପାଳିତ...
ଡାକ୍ତର ଦେବେନ୍ଦ୍ର ନାଥ ଦାସଙ୍କ ସ୍ମୃତିଚାରଣ ସଭା,ଚକ୍ଷୁ ଚିକିତ୍ସାଳୟକୁ ଆବଶ୍ୟକୀୟ ଉପକରଣୀୟ ଯୋଗାଇ ଦେବାକୁ...
ଭଦ୍ରକ, ୧୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ବାଇପାସ ସ୍ଥିତ ରାଘବାନନ୍ଦ ଚକ୍ଷୁ ଚିକିତ୍ସାଳୟ ର ପ୍ରତିଷ୍ଠାତା ଡାକ୍ତର ଦେବେନ୍ଦ୍ର ନାଥ ଦାସଙ୍କ ସ୍ମୃତି ଚାରଣ ସଭା ଆଜି...
ଜନଶୁଣାଣୀରେ ୧୪୪ଟି ଅଭିଯୋଗ ଗ୍ରହଣ, ୨୬ଟିର ତତ୍କାଳ ସମାଧାନ
ଭଦ୍ରକ, ୧୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜିଲ୍ଲାପାଳ ଦିଲୀପ ରାଉତରାଏଙ୍କ ଅଧ୍ୟକ୍ଷତାରେ ବନ୍ତ ବ୍ଲକ ପଂଚାୟତ ସମିତି ଗୃହରେ ଆୟୋଜିତ ଜନସୁଣାଣି କାର୍ଯ୍ୟକ୍ରମରେ ସମୁଦାୟ ୧୪୪ଟି ଅଭିଯୋଗ ଗ୍ରହଣ...
ଯୋଜନା ଅଭାବରୁ ବରବାଦ ହେଲା ଲକ୍ଷ ଲକ୍ଷ ଟଙ୍କା; ପ୍ରଶ୍ନଘେରରେ ପ୍ରଶାସନ
ଭଦ୍ରକ, ୧୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମନଗର ମହାବିଦ୍ୟାଳୟ ପରିସରରେ ନିର୍ମାଣାଧୀନ ପ୍ରମୋଦ ଉଦ୍ୟାନର ପାଚେରୀ ଭାଙ୍ଗି ଦିଆଯିବାକୁ ନେଇ ପ୍ରଶ୍ନ ଉଠିଛି। ପ୍ରାୟ ୧୦...
ପୋଲିସ ଆକ୍ରମଣରେ ଏଆଇସିସିଟିୟୁ ନେତ୍ରୀ ଗୁରୁତର,ଏସପିଙ୍କୁ ଭେଟିଲେ ପ୍ରତିନିଧି ଦଳ
ଭଦ୍ରକ, ୧୬ା୨ - ଗତ ଫେବୃଆରୀ ୧୨ ତାରିଖରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ମାନଙ୍କ ସର୍ବଭାରତୀୟ ଧର୍ମଘଟ ଚାଲିଥିବା ବେଳେ ଅତିରିକ୍ତ ଏସପିଙ୍କ ଉପସ୍ଥିତିରେ ଜଣେ ପୋଲିସ କନଷ୍ଟେବଳଙ୍କ ଆକ୍ରମଣରେ ଏଆଇସିସିଟିୟୁ କର୍ମୀ...
ଧାନ ମଣ୍ଡିରେ କଂଗ୍ରେସ ଜିଲ୍ଲା ସଭାପତ,ି ସରକାର ଓ ମିଲରଙ୍କ ମଧୁଚନ୍ଦ୍ରିକା ପାଇଁ ଦୁର୍ଦ୍ଦିନରେ...
ଭଦ୍ରକ, ୧୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲାରେ ଧାନ କିଣାରେ ବ୍ୟାପକ ଅନିୟମିତତା ଦେଖାଦେଇଛି। ସମଗ୍ର ଧାନ କିଣା ବ୍ୟବସ୍ଥା ପ୍ରହସନରେ ପରିଣତ ହୋଇଛି। ରାଜ୍ୟ ବିଜେପି...
ବିଜୟନଗରରେ ବଧୂହତ୍ୟା ଅଭିଯୋଗ ଆଣିଲେ ଝିଅର ବାପଘର ଲୋକେ
ଭଦ୍ରକ, ୧୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅନ୍ତର୍ଗତ ବିଜୟନଗର ପଂଚାୟତର ବିଜୟନଗର ଗାଁର ଜଣେ ବିବାହିତା ମହିଳାଙ୍କ ମୃତ୍ୟୁକୁ ନେଇ ଅଂଚଳରେ ଉତେଜନା...
ଚାଷୀ ସମସ୍ୟା ଓ ବିପର୍ଯ୍ୟସ୍ତ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ନେଇ ଭଦ୍ରକ ଜିଲା ବିଜେଡି...
ଭଦ୍ରକ, ୧୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜିଲାରେ ଚାଷୀଙ୍କ ଧାନ ବିକ୍ରି ସମସ୍ୟା ଓ ବିପର୍ଯ୍ୟସ୍ତ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ନେଇ ଆଜି ବିଜେଡି ପକ୍ଷରୁ ଜିଲାପାଳଙ୍କ ଅଫିସ୍...
ଭୋର ୪.୩୦ ରେ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଚୂଡାକୁ ଉଠିଲା ମହାଦୀପ,ଦୁର୍ଲଭ ସୁନାବେଶରେ ଦର୍ଶନ...
ଭଦ୍ରକ, ୧୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପବିତ୍ର ଜାଗରଯାତ୍ରା ପାଇଁ ଗତ ରବିବାର ଦିନତମାମ ଉତ୍ସବ ମୁଖର ହୋଇ ଉଠିଥିଲା ବାବା ଆଖଣ୍ଡଳମଣିଙ୍କ ପୀଠ ରୀତିନୀତି ଓ ପରମ୍ପରା...
ତିହିଡି ମହୋତ୍ସବ ଉଦଯାପିତ, କଣ୍ଠ ଶିଳ୍ପୀ ଅସୀମା ପଣ୍ଡାଙ୍କ ସଂଗୀତରେ ଝୁମିଲେ ଶ୍ରୋତା
ଭଦ୍ରକ, ୧୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ତିହିଡି ମହୋତ୍ସବ ଶନିବାର ଉଦଯାପିତ ହୋଇଯାଇଛି। ତିହିଡ଼ି ମାଟିର ଅନ୍ୟତମ ଦାୟାଦ ତଥା ତିହିଡି ଶ୍ୟାମାକ୍ଲବ ଓ ମହୋତ୍ସବ...
ଓଡିଶା ଆଦର୍ଶ ବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ ‘ଉଦ୍ୟମ’ ଅନୁଷ୍ଠିତ, ଆଦର୍ଶ ସ୍କୁଲର ପିଲାଙ୍କ...
ଭଦ୍ରକ, ୧୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ମଙ୍ଗଳ ପୁର ପଂଚାୟତ ଅଧିନ ସନ୍ଥପୁରା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ...
ବାବା କପିଳ ମୁନିଙ୍କ ବାର୍ଷିକ ଉତ୍ସବ ଧୁମଧାମରେ ପାଳିତ
ଭଦ୍ରକ, ୧୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମନଗର ବ୍ଲକ ଅନ୍ତର୍ଗତ ଭଗବାନପୁର ପଂଚାୟତ ପଳିକିରି ଗ୍ରାମରେ ବାବା କପିଳ ମୁନିଙ୍କ ବାର୍ଷିକ ପୂଜା ଉତ୍ସବ ଧୂମଧାମରେ...
ବାବା ବରୁଣେଶ୍ୱର ମନ୍ଦିରରେ ମହାଶିବରାତ୍ରୀ
ଭଦ୍ରକ, ୧୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ରହଣିଆ ପଂଚାୟତ ଆକୁଲିକଣା ବାବା ବରୁଣେଶ୍ୱର ମହାଶିବରାତ୍ରି ଧୁମ୍ ଧାମରେ ପାଳନ କରାଯାଇଛି। ଭଦ୍ରକ ଅଗ୍ରଣୀ ସ୍ୱେଚ୍ଛାସେବୀ...
ଭଣ୍ଡାରିପୋଖରୀ – ବିଭିନ୍ନ ସ୍ଥାନରେ ଜାଗରଯାତ୍ରା
ଭଦ୍ରକ, ୧୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ଶୈବପୀଠରେ ଆଜି ଭାବ ଭକ୍ତିର ସହିତ ପବିତ୍ର ଜାଗରଯାତ୍ରା ପାଳିତ ହୋଇଯାଇଛି। ସବୁଠି ହରହର...
ଫୈଜ-ଏ-ରଯା ଏଜୁକେସ୍ନଲ ଏଣ୍ଡ ୱେଲଫେୟାର ଟ୍ରଷ୍ଟର ଇସଲାହେ ମୁଆଶରା କନଫ୍ରେନ୍ସ
ଭଦ୍ରକ, ୧୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ସହର ଅବସ୍ଥିତ“ଫୈଯେ ରଯା ଏଜୁକେଶନଲ ଏଣ୍ଡ ୱେଲ ଫେୟାର ଟ୍ରଷ୍ଟ” ଆନୁକୂଲ୍ୟରେ ଟ୍ରଷ୍ଟର ସଭାପତି ଶେଖ ଗୋଲାମ ମହମ୍ମଦଙ୍କ ସଭାପତିତ୍ୱରେ...
ଭଦ୍ରକର ବିଭିନ୍ନ ସ୍ଥାନରେ ମହାଶିବରାତ୍ରୀ ପାଳିତ
ଭଦ୍ରକ, ୧୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ପବିତ୍ର ଶିବରାତ୍ରି ଜିଲାବ୍ୟାପି ବହୁ ଶୈବପୀଠମାନଙ୍କରେ ଭକ୍ତି ଓ ଉତ୍ସାହର ସହ ମହାସମାରୋହରେ ପାଳିତ ହୋଇଯାଇଛି । ବିଶେଷକରି ଓଡ଼ିଶାର...
ତୃତୀୟ ସାଳନ୍ଦୀ ସାହିତ୍ୟ ସଙ୍ଗମ ଉଦ୍ଯାପିତ, ଡ. ପ୍ରତିଭା ରାୟଙ୍କୁ ନିତ୍ୟାନନ୍ଦ ମହାପାତ୍ର ଉପନ୍ୟାସ...
ଭଦ୍ରକ, ୧୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଦୁଇଦିନ ଧରି ଭଦ୍ରକ ବାଇପାସ ସ୍ଥିତ ‘ସଙ୍ଗମ କନ୍ଭେନ୍ସନ୍’ ଠାରେ ‘ଟାଇମ୍ପାସ’ ପକ୍ଷରୁ ଆୟୋଜିତ ଉତରପୂର୍ବ ଓଡ଼ିଶାର ସର୍ବବୃହତ ସାହିତ୍ୟ ଉତ୍ସବ...
























