Sanjay Kumar Panigrahi
ଟ୍ରକ ସହ ବାଇକ ଧକ୍କା ଜଣେ ଗୁରୁତର
ବାଲିଗୁଡା, ୪/୧ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକରେ ଶନିବାର ଦିନ ଏକ ଟ୍ରକ ସହ ବାଇକ ଧକ୍କା ହେବା ଫଳରେ ଜଣେ ଗୁରୁତର...
ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ପାଇଁ ଆବେଦନ ପତ୍ର ସଂଗ୍ରହ
ବାଲିଗୁଡା, ୪/୧.(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟଠାରେ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ପାଇଁ ଆବେଦନ ପତ୍ର ସଂଗ୍ରହ କରାଯାଇଛି। ଏହି ମେଳାରେ ବାଲିଗୁଡା ବ୍ଲକର...
ଛେଳି ଚୋରି କରିବାକୁ ଆସି ହଟହଟା: ଦେଶୀ ବନ୍ଧୁକ ଦେଖାଇ ଚୋରି କରିବା ମହଙ୍ଗା...
ବାଲିଗୁଡା, ୪/୧.(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ଚୋରି କରିବାକୁ ଆସିଥିବା ଦୁଇ ଜଣ ଙ୍କ ମଧ୍ୟ ରୁ ଜଣ କୁ କାବୁ କରିବା ସହ ନିରଧୂମ ପିଟିଲେ ଓ ଦେଶୀ ବନ୍ଧୁକ ଜବତ...
ପୁଲିସ ଇନଫର୍ମର ସନ୍ଦେହରେ ମାଓବାଦୀ ଜଣକୁ ଗୁଳି କରି ହତ୍ୟା କଲେ
ବାଲିଗୁଡା, ୩-୧ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ଲେତିଙ୍ଗିଆ ପଞ୍ଚାୟତ ବୁଡ୍ରୁମାହା ଗ୍ରାମରେ ଶୁକ୍ରବାର ପୁଲିସ ଇନଫର୍ମର ସନ୍ଦେହରେ ମାଓବାଦୀ ଜଣକୁ ଗୁଳି...
ଟ୍ରାକ୍ଟର ଚକାତଳେ ଶ୍ରମିକଙ୍କ ଜୀବନଗଲା
ବାଲିଗୁଡା,୨୮/୧୨ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା ବାଡ଼ାବାଙ୍ଗା ପଞ୍ଚାୟତ ରାଜେନପାଙ୍ଗା ଗ୍ରାମ ନିକଟରେ ଏକ ଟ୍ରାକ୍ଟର ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ...
୧୪୫ ଲିଟର ମଦ ଜବତ, ୫ କୋର୍ଟ ଚାଲାଣ
ବାଲିଗୁଡା, ୨୮/୧୨. (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ପୋଲିସ ପକ୍ଷରୁ ଅବକାରୀ ଚଢ଼ାଉ କରାଯାଇଛି। ୧୪୫ ଲିଟର ଦେଶୀ ଚୋରାମଦ...
ମାଓବାଦୀ ପ୍ରବଣ ଅଞ୍ଚଳରେ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ
ବାଲିଗୁଡା, ୨୮/୧୨.(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଏବେ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି। ଦୈନିକ ହଜାର ସଂଖ୍ୟାରେ ପର୍ଯ୍ୟଟକ ଦାରିଙ୍ଗବାଡ଼ିକୁ ଆସୁଛନ୍ତି। ମଝିରେ...
ନକଲି ସିଆରପିଏଫ ଜବାନ ଗିରଫ: ଦୁଇଟି ମୋଟର ସାଇକେଲ ଉଦ୍ଧାର
ବାଲିଗୁଡା, ୨୭/୧୨ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ପୋଲିସ ଦ୍ବାରା ଜଣେ ନକଲି ସିଆରପିଏଫ ଜବାନଙ୍କ ସମେତ ଦୁଇଟି ମୋଟର ସାଇକେଲ କ.ନୂଆଗାଁ ପୋଲିସ...
ଭିଜିଲାନ୍ସ ଜାଲରେ କୋଟି ପତି ଫରେଷ୍ଟର
ବାଲିଗୁଡା, ୨୭/୧୨. (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କନ୍ଧମାଳର ସାତୋଟି ସ୍ଥାନରେ ଏକ କାଳୀନ ଚଢ଼ାଉ କରିଛି ଫୁଲବାଣୀ ଓ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ। କନ୍ଧମାଳ ଜିଲ୍ଲା...
ଅନାଥ ଶିଶୁଙ୍କ ସହ ବଡ଼ଦିନ ପାଳିଲେ ମହିଳା କମିଶନ ସଦସ୍ୟା
ବାଲିଗୁଡା, ୨୬/୧୨.(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ନିଆରା ଢ଼ଙ୍ଗରେ ବଡ଼ଦିନ ପାଳନ କରିଛନ୍ତି ରାଜ୍ୟ ମହିଳା କମିଶନ ସଦସ୍ୟା ଜଲିନା ପ୍ରିୟଦର୍ଶିନୀ। ବୁଧବାର ସେ ରାଇକିଆ କନଭେଣ୍ଟ ପରିସରରେ ଥିବା ଅନାଥ ଆଶ୍ରମରେ...
କୀଟନାଶକ ପିଇ ପ୍ରାଣ ହରାଇଲେ ମହିଳା
ବାଲିଗୁଡା, ୨୬/୧୨ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ଣଣୀଗାଁ ଥାନା ଅଞ୍ଚଳରେ ପାରିବାରିକ କଳହକୁ ନେଇ ଜଣେ ମହିଳା କୀଟନାଶକ ପିଇ ପ୍ରାଣ...
ବାରଖମାରେ ଖଗରଶ୍ୱର ମଳିକଙ୍କ ଶ୍ରାଦ୍ଧ ଦିବସ ପାଳିତ ଓ ବଡଦିନ ପାଳିତ
ବାଲିଗୁଡା, ୨୫/୧୨(ଓଡ଼ିଆ ପୁଅ/ସଞ୍ଜୟ ପାଣିଗ୍ରାହୀ)- ବାରଖମା ଠାରେ କୁଇ ସମାଜ ଦ୍ୱାରା ସହିଦ ଖଗେଶ୍ୱର ମଳିକଙ୍କ ଶ୍ରାଦ୍ଧ ଦିବସ ପାଳିତ କରାଯାଇଛ, ଏଥି ନିମନ୍ତେ ବାରଖମା ଠାରେ ଏକ କୁଇକୁଳ ସମିତିର ଜିଲ୍ଲା...
ପର୍ଯ୍ୟଟନସ୍ଥଳରେ ପର୍ଯ୍ୟଟକଙ୍କୁ ଶୋଷଣ ଅଭିଯୋଗ : ପାର୍କିଂ ପାଇଁ ଶତାଧିକ ଟଙ୍କା ଆଦାୟକୁ ବିରୋଧ
ବାଲିଗୁଡା, ୨୫/୧୨.(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ିରେ ଏବେ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି। ତେବେ ପର୍ଯ୍ୟଟନ କେନ୍ଦ୍ରଗୁଡ଼ିକରେ ଗାଡ଼ି ପାର୍କିଂ ପାଇଁ...
ବାରଖମାରେ ସିଆରପିଏଫ ତରଫରୁ ସ୍ୱାସ୍ଥ୍ୟ ଶିବିର ଓ ବିହନ ବଣ୍ଟନ
ବାଲିଗୁଡା, - ୨୫-୧୨ (ଓଡ଼ିଆ ପୁଅ/ସଞ୍ଜୟ ପାଣିଗ୍ରାହୀ) ସିଆରପିଏଫର ଜି/୧୨୭ ବାଟାଲିୟନ ତରଫରୁ ବାଲିଗୁଡା ବ୍ଲକ ଅନ୍ତର୍ଗତ ବାରଖମା ପଂଚାୟତର ଜୁନାଗାଁର ସରକାରୀ ଉପ୍ରା ବିଦ୍ୟାଳୟ ଠାରେ ଏକ ସ୍ୱାସ୍ଥ୍ୟ ଶିବିର ସହ...
ଗଛରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
ବାଲିଗୁଡା, ୨୫/୧୨.(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ)ପାରିବାରିକ କଳହର କରୁଣ ପରିଣତି। ପିଜୁଳି ଗଛରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା। ମୃତକହେଲେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗିବାଡି ଥାନା ପଲେ ଗ୍ରାମର...
ବାଲିଗୁଡାରେ ବଡଦିନ ପାଳନ :ବାଇବେଲ୍ ପାଠ ସହ ପ୍ରାର୍ଥନାରେ ପ୍ରକମ୍ପିତ ଚର୍ଚ୍ଚ ଗୃହ
ବାଲିଗୁଡା, ୨୫-୧୨ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲା ବାଲିଗୁଡା ତଥା ଏହାର ଅଞ୍ଚଳରେ ବୁଧବାର ବଡ଼ଦିନ ଶାନ୍ତି ଶୃଙ୍ଖଳାର ସହ ପାଳନ ହେଉଛି। ଏହି ଅବସରରେ ସମସ୍ତ ଖ୍ରୀଷ୍ଟଶ୍ରଦ୍ଧାଳୁ ଙ୍କ...
ବଡ଼ଦିନ ପୂର୍ବରୁ ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ଭିଡ଼
ବାଲିଗୁଡା, ୨୩-୧୨ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ଠାରେ ରବିବାର ଥିବାରୁ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ସମସ୍ତ ବିଦ୍ୟାଳୟ,...
ଭିଜିଲାନ୍ସ ଜାଲରେ ବାଲିଗୁଡା ପୂର୍ତ୍ତ ବିଭାଗ ଆକାଉଣ୍ଟାଣ୍ଟ
ବାଲିଗୁଡା, ୨୩-୧୨ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ପୂର୍ତ୍ତ ବିଭାଗର ଆକାଉଣ୍ଟାଣ୍ଟ ଭିନିତ କୁମାର ଶ୍ରୀ ବାସ୍ତବ ଏକ ପୁରୁଣା ବିଲ୍ କରାଇ ଦେବା ପାଇଁ ଠିକାଦାର ପ୍ରଦୀପ...
ବଡଦିନ ପାଇଁ ବାଲିଗୁଡା ଚଳଚଞ୍ଚଳ: ପୋଲିସ ବିଭାଗ ତରଫରୁ ସହରରେ ଫ୍ଲାଗ ମାର୍ଚ୍ଚ
ବାଲିଗୁଡା, ୨୨/୧୨.(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ଆଉ କେଇଟା ଦିନ ପରେ ଆସୁଛି, ଖ୍ରୀଷ୍ଟ ସମ୍ପ୍ରଦାୟ ମାନଙ୍କର ବଡ଼ପର୍ବ ଡିସେମ୍ବର ୨୫ ବା ବଡ଼ଦିନ। ଏହିପରି ପ୍ରେକ୍ଷିରେ ସମଗ୍ର ବାଲିଗୁଡା ସହର ଚଳଚଞ୍ଚଳ...
ବଡଦିନ ପାଇଁ ବାଲିଗୁଡା ଚଳଚଞ୍ଚଳ: ସୁରକ୍ଷା ବ୍ୟବସ୍ଥା କଡାକଡ଼ି
ବାଲିଗୁଡା, ୨୧-୧୨ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ଆଉ କେଇଟା ଦିନ ପରେ ଆସୁଛି, ଖ୍ରୀଷ୍ଟ ସମ୍ପ୍ରଦାୟ ମାନଙ୍କର ବଡ଼ପର୍ବ ଡିସେମ୍ବର ୨୫ ବା ବଡ଼ଦିନ। ଏହିପରି ପ୍ରେକ୍ଷିରେ ସମଗ୍ର ବାଲିଗୁଡା ସହର...