Home Authors Posts by Sanjay Kumar Panigrahi

Sanjay Kumar Panigrahi

692 POSTS 0 COMMENTS

କରୋନା କଟକଣା :ମେଡିକାଲ ବାରଣ୍ଡାରେ ଚାଲିଗଲା ଶିଶୁର ଜୀବନ, ବାଇକରେ ବୁହାହେଲା ଶବ

0
ବାଲିଗୁଡା, ୧୨/୭-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ହୃଦୟ ବିଦାରକ ଦୃଶ୍ୟ। କରୋନା କଟକଣା ଯୋଗୁଁ ଏଭଳି ପରିସ୍ଥିତି...

ଚାଷ କଲା ବେଳେ ଟ୍ରାକ୍ଟର ଓଲଟି ଚାଳକର ମୃତ୍ୟୁ

0
ବାଲିଗୁଡା, ୧୨୭- (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା କିରୀକୁଟି ପଞ୍ଚାୟତ ଆଦିବାସୀ ଗ୍ରାମ ନିକଟ ଲୁଦୁବାନ୍ଦା ଗ୍ରାମରେ ରବିବାର ଅପରାହ୍ଣରେ ଏକ ଅଭାବନୀୟ ଘଟଣା...

କ୍ବାରେଣ୍ଟାଇନ୍ ସେଣ୍ଟର୍ ରେ ପ୍ରବାସୀ ମହିଳାଙ୍କ ସହ ସେଲ୍ଫି ଫଟୋ ଭାଇରାଲ୍:ତଦନ୍ତ ଦାବି

0
ବାଲିଗୁଡା, ୧୨/୭-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): କରୋନା ମହାମାରୀ ମୁକାବିଲା ନିମନ୍ତେ ସରକାର ଓ ପ୍ରଶାସନ ସ୍ତରରେ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି। ଲୋକଙ୍କୁ ସଚେତନ କରିବା ସହ କୋଭିଡ୍‌ ନିୟମକୁ...

ପରିତ୍ୟକ୍ତ କୂଅରୁ ଦମକଳ ବାହିନୀ ଦ୍ୱାରା ବଳଦ ଉଦ୍ଧାର

0
ବାଲିଗୁଡା, ୧୨/୭-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ବସଷ୍ଟାଣ୍ଡ ନିକଟରେ ଥିବା ଏକ ପରିତ୍ୟକ୍ତ କୂଅ ଭିତରେ ବଳଦ ପଡି ଥିବାର ଦେଖିବାକୁ ମିଳିଥିଲା। ପ୍ରକାଶଯେ, ଅନ୍ତର୍ଯ୍ୟାମୀ ବେହେରାଙ୍କର ବାଡ଼ି...

୧୦୨ କେଜି ଗଞ୍ଜେଇ ସହ କାର ଜବତ ଜଣେ ଗିରଫ

0
କନ୍ଧମାଳ, ୧୨/୭-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ)ବାହାର ଜିଲ୍ଲାକୁ କନ୍ଧମାଳରୁ କମୁ ନାହିଁ ଗଂଜେଇ ଚୋରା ଚାଲାଣ। କରୋନା ମହାମାରୀ ସମୟରେ ସମସ୍ତେ ନିଜର ସୁରକ୍ଷା ପାଇଁ ଯତ୍ନବାନ ଥିବା ବେଳେ ମାଫିଆଙ୍କର କିଛି...

ବସ ଚଳାଚଳ ଉପରେ ପୁଣି କଟକଣା ଜାରି କଲା ପ୍ରଶାସନ : କନ୍ଧମାଳ ଜିଲ୍ଲାକୁ...

0
କନ୍ଧମାଳ, ୧୨/୭-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କଟକଣା କୋହଳ ହେଲା। ସରକାର ବସ ଚଳାଚଳ ପାଇଁ ଅନୁମତି ଦେଲେ। ଯାହା ଫଳରେ ଦୀର୍ଘ ୩ ମାସପରେ ବସ ଗଡିଲା। ଏଥି ଯୋଗୁ ବହୁ...

ସଟଡାଉନ ସମୟରେ ଗାଁକୁ ସଫା ଓ ନିର୍ମଳ ରଖିବାକୁ ଆଗେଇ ଆସିଲେ ଗ୍ରାମର କିଛି...

0
ବାଲିଗୁଡା, ୧୨/୭-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲାରେ ଶନିବାର ଓ ରବିବାର ସଟଡାଉନ୍ ଥିବାବେଳେ ଘରୁ କେହି ପଦାକୁ ବାହାରୁନାହାନ୍ତି। ଏହି ସମୟରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି...

ସାଇନପଡ଼ା ପଞ୍ଚାୟତର ୯ଟି ଗାଁ କଣ୍ଟେନମେଣ୍ଟ ଜୋନ

0
ବାଲିଗୁଡା, ୯/୭-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ-ନୂଆଗାଁ ବ୍ଲକ ସାଇନପଡ଼ା ପଞ୍ଚାୟତର ୯ଟି ଗାଁକୁ ଅନିର୍ଦ୍ଦିଷ୍ଟ କାଳ ଯାଏ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। କନ୍ଧମାଳ ଜିଲ୍ଲାପାଳ...

ବଜ଼ାରରେ କଡାକଡି ପାଳନ: ଗ୍ରାମାଞ୍ଚଳ ଓ ସାହି ଗଳିକନ୍ଦୀରେ କରୋନା କଟକଣାକୁ ଲଗାମ ନାହିଁ

0
ବାଲିଗୁଡା, ୧୦/୭-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ)ବର୍ତ୍ତମାନ ପରିସ୍ଥିତିରେ କରୋନା ଭୁତାଣୁର ସଂକ୍ରମଣ ବଢିଚାଲିଛି, ଏହାର ଦମନ ପାଇଁ ଏ ପର୍ଯ୍ୟନ୍ତ କୌଣସି ସଠିକ ଟିକା ବାହାରିନଥିବା ବେଳେ ଏହାକୁ ରୋକିବା ପାଇଁ ସଚେତନ...

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଦ୍ୱାରା ରାଷ୍ଟ୍ରୀୟ ବିଦ୍ୟାର୍ଥୀ ଦିବସ ପାଳନ

0
କନ୍ଧମାଳ: ୧୧/୭-, (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଦ୍ୱାରା ଶୁକ୍ରବାର ଜିଲ୍ଲାର ବିଭିନ୍ନ ସ୍ଥାନରେ ରାଷ୍ଟ୍ରୀୟ ବିଦ୍ୟାର୍ଥୀ ଦିବସ ପାଳନ କରାଯାଇଛି। କନ୍ଧମାଳ ଜିଲ୍ଲା...

ଏସାର କମ୍ପାନୀର ପେଟ୍ରୋଲ ଟାଙ୍କିରେ ଠକାମୀ ଅଭିଯୋଗ: ଓଜନ ଓ ମାପ ବିଭାଗର ଚଢ଼ାଉ

0
ବାଲିଗୁଡା, ୧୧/୭-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ିରେ ଥିବା ଏସାର କମ୍ପାନୀର ପେଟ୍ରୋଲ ଟାଙ୍କିରେ ଗ୍ରାହକମାନେ ଠକାମୀର ଶିକାର ହେଉଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ଶୁକ୍ରବାର...

କୋଭିଡ ନିୟମ ଭାଙ୍ଗି ଟିୟୁସନ କରୁଥିବା ଶିକ୍ଷକ ଫସିଲେ

0
କନ୍ଧମାଳ, ୧୧/୭-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ)ସାରାଦେଶ ଏବେ କରୋନା ମହାମାରୀରେ ପଡିଥିଲା ବେଳେ ଏଥିରୁ ମୁକୁଳିବା ପାଇଁ ସବୁବେଳେ ପ୍ରୟାସ ଜାରିରହିଛି। ଏହି କରୋନାର ମୁକାବିଲା କରିବାପାଇଁ ଚିନ୍ତାରେ ଥିବା ବେଳେ କେତେକ...

କ ନୂଆଗାଁ ବ୍ଲକରେ ଗରିବଙ୍କୁ ମିଳୁନି ଆବାସ ଯୋଜନା : ଛିଣ୍ଡାପାଲ ତଳେ ବିତୁଛି...

0
ବାଲିଗୁଡା, ୧୦(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କେନ୍ଦ୍ର ଓ ରାଜ୍ୟ ସରକାର ଗରିବଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ଯୋଜନା ମାଧ୍ୟମରେ ଗରିବ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକ୍କା...

କଣ୍ଟେନ୍‌ମେଣ୍ଟ ଜୋନ୍‌ ହେଲା ରାଇକିଆ

0
ବାଲିଗୁଡା, ୧୦/୭-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ସହରର ଦୁଇଟି ଅଞ୍ଚଳରୁ ଶୁକ୍ରବାର ୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ କନ୍ଧମାଳ ଜିଲାପାଳ ଡ-...

ସଙ୍ଗରୋଧ କେନ୍ଦ୍ରରୁ ଫେରିବାର ମାସକ ପରେ ଯୁବତୀଙ୍କ ମୃତ୍ୟୁ

0
ବାଲିଗୁଡା ୯/୭-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକ ବେହେରାଗାଁ ପଞ୍ଚାୟତ ସୁନାପାଙ୍ଗା ଗ୍ରାମର ମନୀତା ମଲିକ(୨୭)ଙ୍କ ସଙ୍ଗରୋଧ କେନ୍ଦ୍ରରୁ ଫେରିବାର ମାସକ ପରେ ବୁଧବାର...

ପାଞ୍ଚ ଜଣ ହାର୍ଡକୋର ମାଓବାଦୀ ନିହତ ହେବା ପରେ ସମଗ୍ର ଜିଲ୍ଲାରେ ପୋଲିସର କଡା...

0
ବାଲିଗୁଡା ୯/୭-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ପୁଲିସ ଗୁଳିରେ ଗତ କିଛି ଦିନ ମଧ୍ୟରେ ୨ ଥର ଏନକାଉଣ୍ଟର ହୋଇ ୫ ହାର୍ଡକୋର ମାଓବାଦୀ ନିହତ ହୋଇଛନ୍ତି। ସେହିପରି ପୁଲିସ ଗୁଳିରେ...

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ କାମ କରି ମଜୁରି ପାଉନାହାନ୍ତି ଜବ୍‌କାର୍ଡଧାରୀ : ତଦନ୍ତ ଦାବି

0
ବାଲିଗୁଡା, ୯/୭-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବୁଡାଗୁଡା ପଞ୍ଚାୟତ ଅଞ୍ଚଳରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ କାମ କରି ମଜୁରି ପାଉନାହାନ୍ତି ଜବ୍‌କାର୍ଡଧାରୀ। ଉକ୍ତ ପଞ୍ଚାୟତ ଟପେରିଙ୍ଗିଆ ଗ୍ରାମର...

ଗଞ୍ଜେଇ ସହ କାର ଜବତ : ୪ ଅଭିଯୁକ୍ତ ଗିରଫ

0
କନ୍ଧମାଳ, ୯/୭-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ଅଞ୍ଚଳରେ ଗଞ୍ଜେଇ ଚୋରା ଚାଲାଣ ବେଳେ ଫିରିଙ୍ଗିଆ ଛକରୁ ପୁଲିସ ଏକ କାରରୁ ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ପୁଲିସ...

ପ୍ରତ୍ୟେହ ସନ୍ଧ୍ୟାରେ ବର୍ଷା : ସହରବାସୀଙ୍କୁ ଜ୍ୱର ଓ ଥଣ୍ଡା ଭୟ ଘାରିଛି

0
ବାଲିଗୁଡା ୯-୭ (ଓଡ଼ିଆ ପୁଅ /ସଞ୍ଜୟ କୁମାର ପାଣିଗ୍ରାହୀ) ଗତ କିଛି ଦିନ ଧରି ସମଗ୍ର କନ୍ଧମାଳ ଜିଲ୍ଲା ତଥା ଏହାର ଆଖପାଖ ଅଞ୍ଚଳରେ ପ୍ରତିଦିନ ଅପରାହ୍ନ କିମ୍ବା ସନ୍ଧ୍ୟାରେ ବର୍ଷା ହେଉଛି।...

ଅଜଣା ଗାଡି ଧକ୍କାରେ ବାଇକ ଆରୋହୀ ମୃତ, ରାତିତମାମ ପଡିରହିଥିଲା ମୃତଦେହ

0
ବାଲିଗୁଡା ୯-୭ (ଓଡ଼ିଆ ପୁଅ /ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଖଣ୍ଡର ତୁମୁଡିବନ୍ଧ ଥାନା ଅନ୍ତର୍ଗତ କୁର୍ତ୍ତମଗଡ଼ ନିକଟସ୍ଥ କଟାପାଡ଼ି ଗାଁରେ ଦୁର୍ଘଟଣା ଘଟିଛି। ଅଜଣା ଗାଡି ଧକ୍କାରେ ଜଣେ...