Home କନ୍ଧମାଳ ପରିତ୍ୟକ୍ତ କୂଅରୁ ଦମକଳ ବାହିନୀ ଦ୍ୱାରା ବଳଦ ଉଦ୍ଧାର

ପରିତ୍ୟକ୍ତ କୂଅରୁ ଦମକଳ ବାହିନୀ ଦ୍ୱାରା ବଳଦ ଉଦ୍ଧାର

96

ବାଲିଗୁଡା, ୧୨/୭-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ବସଷ୍ଟାଣ୍ଡ ନିକଟରେ ଥିବା ଏକ ପରିତ୍ୟକ୍ତ କୂଅ ଭିତରେ ବଳଦ ପଡି ଥିବାର ଦେଖିବାକୁ ମିଳିଥିଲା। ପ୍ରକାଶଯେ, ଅନ୍ତର୍ଯ୍ୟାମୀ ବେହେରାଙ୍କର ବାଡ଼ି ପଟ ଖୋଲା ଥିବାରୁ ଗୋଟିଏ ବଳଦ କୂଅ ଭିତରେ ଖସି ପଡିଥିଲା।ଏହି ବିଷୟ ଅନ୍ତର୍ଯ୍ୟାମୀ ବେହେରା ଜାଣିବା ପରେ ସଙ୍ଗେ ସଙ୍ଗେ ସ୍ଥାନୀୟ ଅଗ୍ନିଶମ ବିଭାଗ କୁ ଜଣାଇଥିଲେ। ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଂଚି କୂଅ ଭିତରୁ ବଳଦ ଟିକୁ ଜୀବିତ ଅବସ୍ଥାରେ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.