Sanjay Kumar Panigrahi
ଜରୁରୀ ସୂଚନା ଓ ତଥ୍ୟ ପ୍ରଦାନ ପାଇଁ ଜାରିହେଲା ଫୋନ ନମ୍ବର
କନ୍ଧମାଳ, ୨୧/୭-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କୋଭିଡ-୧୯ସହ ଜଡିତ ବିଭିନ୍ନ କ୍ଷେତ୍ର ସ୍ତରୀୟ କାର୍ଯ୍ୟକ୍ରମର ସଠିକ ମନିଟରିଂ ଓ ସମନ୍ୱୟ ଏବଂ ଏହି ପ୍ରରିପ୍ରେକ୍ଷୀରେ ସରକାରଙ୍କ ସହ ପ୍ରଭାବଶାଳୀ ଯୋଗାଯୋଗ ପାଇଁ ଫୁଲବାଣୀ...
ବାପା, ପୁଅଙ୍କୁ କରୋନା ଆକ୍ରାନ୍ତ : ଗାଁକୁ ସାନିଟାଇଜ କରାଗଲା
ବାଲିଗୁଡା, ୨୧/୭-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି-ଉଦୟଗିରି ବ୍ଲକର କାଲିଙ୍ଗା ପଞ୍ଚାୟତରୁ ୨ କରୋନା ଅକ୍ରାନ୍ତ ଚିହ୍ନଟ ହେବା ପରେ କାଲିଙ୍ଗା ପଞ୍ଚାୟତର ତାରାବାଡ଼ି ନଦୀସାହି...
ମାଓ ସମସ୍ୟା ଓ ବେଆଇନ ଗଞ୍ଜେଇ ଚାଷ ବନ୍ଦକୁ ଗୁରୁତ୍ୱ ଦିଆଯିବ : କନ୍ଧମାଳ...
କନ୍ଧମାଳ, ୨୧/୭-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲାର ଦୁଇ ପ୍ରମୁଖ ମାଓ ସମସ୍ୟା ଓ ବେଆଇନ ଗଞ୍ଜେଇ ଚାଷ, ଚାଲାଣ ଉପରେ ଗୁରୁତ୍ୱ ଦେଇ କିପିରି ଏହା ତୃଣମୂଳ ସ୍ତରରେ ବନ୍ଦ...
ଆଣ୍ଟିଜେନ୍ ଟେଷ୍ଟ କରୋନା ପଜିଟିଭ୍ଙ୍କ ମୃତ୍ୟୁ: ସାରଙ୍ଗଡ଼ ହେଲା ସାନିଟାଇଜ୍, ବେଆଇନ ଭାବେ ଚାଲିଥିବା...
ବାଲିଗୁଡା, ୨୧/୭-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା କ-ନୂଆଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାରଙ୍ଗଡ଼ ଗ୍ରାମର ଭୈରବୀ ମନ୍ଦିର ସାହିରେ ରହୁଥିବା ଜନୈକ ବ୍ୟକ୍ତିଙ୍କର ଆଣ୍ଟିଜେନ୍ ଟେଷ୍ଟ୍ରରୁ କରୋନା ପଜିଟିଭ୍ ଚିହ୍ନଟ...
କର୍ତ୍ତବ୍ୟରତ ମହିଳା ତହସିଲଦାରଙ୍କ ଉପରେ ମରଣାନ୍ତକ ଆକ୍ରମଣ:ଅଧ୍ୟାପକଙ୍କ ନାମରେ ଏତଲା
ବାଲିଗୁଡା, ୨୧/୭-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ)କରୋନା ସଂକ୍ରମଣ ମୁକାବିଲା ଦିଗରେ କର୍ତ୍ତବ୍ୟରତ ଜଣେ ମହିଳା ତହସିଲଦାରଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା...
କରୋନା ସାଇଡଇଫେକ୍ଟ; ଗାଁରେ ଗଣ୍ଡଗୋଳ, ସହରରେ ବଢୁଛି ଲୁଟତରାଜ : କାମ ଧନ୍ଦା ନ...
ବାଲିଗୁଡା, ୨୦/୭-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କରୋନା ମହାମାରୀର ସାଇଡ୍ ଇଫେକ୍ଟ ଏବେ କନ୍ଧମାଳ ଜିଲାର ବିଭିନ୍ନ ଅଞ୍ଚଳରେ ଦେଖିବାକୁ ମିଳିଲାଣି। କେଉଁଠି ଚୋରି, ତ କେଉଁଠି ଲୁଟତରାଜ, କେଉଁଠି ଗଣ୍ଡଗୋଳ ତ...
ବିଶ୍ୱ ପ୍ରସିଦ୍ଧ କନ୍ଧମାଳ ହଳଦୀ କନ୍ଧମାଳରେ ଭରପୁର ଥିବା ବେଳେ ଆସାମରୁ ହଳଦୀ ଟ୍ରକ...
ବାଲିଗୁଡା, ୨୦/୭-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳର ହଳଦୀ ସମଗ୍ର ଦେଶରେ ଏବଂ ବିଦେଶରେ ପ୍ରସିଦ୍ଧି ଲାଭ କରିଛି। ସେଥିପାଇଁ କନ୍ଧମାଳର ହଳଦୀ ମାନରେ କିଛି ଜିଲାରେ ଲୋକେ ଭେଜାଲ ହଳଦୀ ତିଆରି...
କୋଟଗଡ ଅଞ୍ଚଳ ୭ଦିନ ପାଇଁ ସଟଡାଉନ
ବାଲିଗୁଡା, ୨୦/୭-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ଅଞ୍ଚଳକୁ ୨୦ ତାରିଖ ଠାରୁ ୨୫ ତାରିଖ ପର୍ଯ୍ୟନ୍ତ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ୭ଦିନ ପାଇଁ...
ଭାରସାମ୍ୟ ହରାଇ ମାଲବାହୀ ଟ୍ରକ ଓଲଟିଲା ଏସଡିପିଓଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଡ୍ରାଇଭର ଓ...
ବାଲିଗୁଡା, ୨୦/୭-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ ନୂଆଗାଁ ଥାନା ନିକଟସ୍ଥ କନ୍ଦିଵନ୍ଧା ଘାଟିରେ ଅପରାହ୍ନ ସମୟରେ ଏକ ମାଲବାହୀ ଟ୍ରକଟି ଭାରସାମ୍ୟ ହରାଇ ଓଲଟି...
ବେଙ୍ଗାଲୁରୁରେ ଗ୍ୟାସ ଫାଟିଯିବା ଘଟଣା : ପୁଣି ଜଣଙ୍କ ମୃତ୍ୟୁ : ମୃତ୍ୟୁ ସଂଖ୍ୟା...
ବାଲିଗୁଡା, ୨୦/୭-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ବେଙ୍ଗାଲୁରରେ ଗତ ମଙ୍ଗଳବାର ରାତିରେ ଏକ ଘରେ ଗ୍ୟାସ ଫାଟିଯିବା ଘଟଣାରେ ୪ ଜଣ ଯୁବତୀ ଓ ଜଣେ ଯୁବକ ଗୁରୁତର ଆହତ ହୋଇଥିଲେ। ତେବେ...
ଫୁଲବାଣୀ, ସାରଙ୍ଗଡ଼ ଓ ବାଲିଗୁଡାର କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଏବଂ ବଫର ଜୋନ...
ବାଲିଗୁଡା, ୨୦/୭-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲ୍ଲା ପାଇଁ ବିପଦ ୨ କରୋନା ଆକ୍ରାନ୍ତ। ବାଲିଗୁଡା ପଣସପଡ଼ିର କରୋନା ସଂକ୍ରମିତ ଆଇନଜୀବୀ ଓ କେ-ନୂଆଗାଁ ବ୍ଲକ ସାରଙ୍ଗଡ଼ ପଞ୍ଚାୟତର ଭୈରବୀ ମନ୍ଦିର ସାହିରେ...
ହଟ୍ସ୍ପଟ୍ ଅଞ୍ଚଳରୁ ଆସି ସଙ୍ଗରୋଧ କେନ୍ଦ୍ରରେ ରହିଲେ ୬ ଜଣ ଶ୍ରମିକ
କନ୍ଧମାଳ, ୨୦/୭-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅଞ୍ଚଳରେ ଶନିବାର ହଟ୍ସ୍ପଟ୍ ଅଞ୍ଚଳରୁ ଆସି ୬ ଜଣ ଶ୍ରମିକ ସଙ୍ଗୋରୋଧ କେନ୍ଦ୍ରରେ ରହିଥିବା ସୂଚନା ମିଳିଛି। ବର୍ତ୍ତମାନ ଜିଲ୍ଲାର ସମସ୍ତ ପ୍ରବେଶ...
କନ୍ଧମାଳରେ ପୁଣି ଜନନୀ ଯନ୍ତ୍ରଣା : ଭାରରେ ବୁହାହେଲେ ଗର୍ଭବତୀ
ବାଲିଗୁଡା, ୨୦/୭ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲାରେ ପୁଣି ଜଣେ ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି। କନ୍ଧମାଳ-ରାୟଗଡ଼ା ସୀମାନ୍ତ ର ଏକ ଗ୍ରାମରୁ ଆସିଛି ଏଭଳି ଚିତ୍ର। କନ୍ଧମାଳ ଜିଲ୍ଲା...
ମାଟିରେ ଗାତ ଖୋଳି ପ୍ରସ୍ତୁତ ହେଉଛି ମଦ; ଚଢ଼ାଉ ସମୟରେ କେହି ନଥାନ୍ତି ଦାବିଦାର:ଉଚ୍ଚ...
ବାଲିଗୁଡା, ୨୦/୭-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ମହାମାରୀ କରୋନା ସଂକ୍ରମଣ ପ୍ରାରମ୍ଭ ତଥା ମାର୍ଚ୍ଚ ମାସରୁ ଅବକାରୀ ବିଭାଗର ନିଷ୍କ୍ରିୟତାର ସୁଯୋଗରେ କନ୍ଧମାଳ ଜିଲାର ପ୍ରତ୍ୟେକ ବ୍ଲକରେ ଚୋରା ଦେଶୀ ମଦ ପ୍ରସ୍ତୁତି...
ବାଲିଗୁଡା ବନ୍ଧସାହିରେ ବ୍ରହ୍ମକମଳ ଫୁଲ ଫୁଟିଲା
ବାଲିଗୁଡ଼ା, ୧୮/୭-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ସଦର ଟାଉନର ବନ୍ଧସାହିରେ ରହୁଥିବା ଅବସର ପ୍ରାପ୍ତ ପ୍ରଧାନଶିକ୍ଷୟତ୍ରୀ କୁମୁଦିନୀ ପାତ୍ରଙ୍କ ଫୁଲ ବଗିଚାରେ ଗୋଟିଏ ବ୍ରହ୍ମକମଳ ଫୁଲ ଫୁଟିଥିବା ଦେଖିବାକୁ ମିଳିଛି।...
ଫୁଲବାଣୀ ପୌରାଞ୍ଚଳ ଓ ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଚାରିଦିନିଆ ସଟ୍ ଡାଉନ୍ ଆରମ୍ଭ
ବାଲିଗୁଡ଼ା, ୧୮/୭-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ୧୭ ତାରିଖ ସନ୍ଧ୍ୟା ୭ ଘଣ୍ଟିକା ଠାରୁ ୨୨ତାରିଖ ସକାଳ ୬ଘଣ୍ଟିକା ପାଇଁ ଫୁଲବାଣୀ ପୌରାଞ୍ଚଳ ଓ ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦକୁ ୪ ଦିନିଆ...
କନ୍ଧମାଳର ନୂତନ ଏସପି ଭାବେ ଭିନିତ୍ ଅଗ୍ରୱାଲ ଙ୍କ ଦାୟିତ୍ୱ ଗ୍ରହଣ
କନ୍ଧମାଳ, ୧୮/୭ - (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲାର ନୂତନ ଏସପି ଭାବେ ଭିନିତ୍ ଅଗ୍ରୱାଲ ଶନିବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବତନ ଏସପି ପ୍ରତୀକ ସିଂଙ୍କ ଠାରୁ...
କୋଟଗଡ ଷ୍ଟେଟ ବ୍ୟାଙ୍କ ସିଲ କରାଗଲା
ବାଲିଗୁଡା, ୧୮/୭-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ସ୍ଥିତ ଭାରତୀୟ ଷ୍ଟେଟବ୍ୟାଙ୍କକୁ ଶନିବାର ସିଲ୍ ହୋଇଥିବା ସୂଚନା ମିଳିଛି। ଏହି ବ୍ୟାଙ୍କର ଜଣେ କର୍ମଚାରୀ କରୋନା...
ଦାରିଙ୍ଗବାଡି ଷ୍ଟେଟବ୍ୟାଙ୍କର କର୍ମଚାରୀ କରୋନା ପଜିଟିଭ ଚିହ୍ନଟ: ଦାରିଙ୍ଗବାଡ଼ି ପ୍ରଶାସନ ତରଫରୁ ବ୍ୟାଙ୍କକୁ ସିଲ...
ବାଲିଗୁଡା, ୧୭/୭-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡିରେ ଥିବା ଭାରତୀୟ ଷ୍ଟେଟବ୍ୟାଙ୍କର ଜୈନିକ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବାପରେ ଦାରିଙ୍ଗବାଡ଼ି ପ୍ରଶାସନ ତରଫରୁ ବ୍ୟାଙ୍କକୁ ସିଲ...
ଯାତ୍ରୀଙ୍କ ଜୀବନ ରକ୍ଷା କଲେ କରୋନା ଯୋଦ୍ଧା
ବାଲିଗୁଡା, ୧୭/୭-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ଏକ ଦୁର୍ଘଟଣାରେ ଗୁରୁତର ହୋଇ ପଡ଼ିଥିବା ଜଣେ ଯାତ୍ରୀଙ୍କ ଜୀବନ ରକ୍ଷା କରିଛନ୍ତି କରୋନା ଯୋଦ୍ଧା। ପ୍ରକାଶ ଯେ, କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ...