Home କନ୍ଧମାଳ କୋଟଗଡ ଅଞ୍ଚଳ ୭ଦିନ ପାଇଁ ସଟଡାଉନ

କୋଟଗଡ ଅଞ୍ଚଳ ୭ଦିନ ପାଇଁ ସଟଡାଉନ

63

ବାଲିଗୁଡା, ୨୦/୭-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ଅଞ୍ଚଳକୁ ୨୦ ତାରିଖ ଠାରୁ ୨୫ ତାରିଖ ପର୍ଯ୍ୟନ୍ତ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ୭ଦିନ ପାଇଁ ସଟଡାଉନ ଘୋଷଣା କରିଛନ୍ତି। ସରପଞ୍ଚ ସ୍ୱେତଲୀନା ସୁକାମାଝୀ ଏନେଇ ଜିଲ୍ଲାପାଳ, ଉପଜିଲ୍ଲାପାଳ, ବିଡିଓ, ଥାନାଅଧିକାରୀ, ଗୋଷ୍ଠୀ ଚିକିତ୍ସାଧିକାରୀ ଏବଂ ତହସିଲଦାରଙ୍କ ସମେତ ଅନ୍ୟମାନଙ୍କୁ ଚିଠି ମାଧ୍ୟମରେ ଅବଗତ କରାଇଛନ୍ତି। ଏଥିସହିତ ସୋମବାର ଦିନ କୋଟଗଡ଼ ଅଞ୍ଚଳକୁ ମଧ୍ୟ ଅଗ୍ନିଶମ ବିଭାଗ ଦ୍ୱାରା ସାନିଟାଇଜ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.