Home Authors Posts by Ranjan Das

Ranjan Das

1805 POSTS 0 COMMENTS

କୋରାପୁଟ ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ କ୍ୟାନସର ପରାମର୍ଶ ଶିବିର

0
କୋରାପୁଟ ; ତା୨୯-୧୦-୧୮(ଓଡିଆ ପୁଅ /ରଂଜନ କୁମାର ଦାସ) କୋରାପୁଟ ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ କ୍ୟାନସର ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି।ମୁମ୍ବାଇର ବରିଷ୍ଠ କ୍ୟାନେସର ରୋଗ ବିଶେଷଜ୍ଞ...

ରାଜ୍ୟସ୍ତରୀୟ ଆଦିବାସୀ ମହୋସôବ ପରବ-୨୦୧୮ ଶୁଭାରମ୍ଭ ;ପାରମ୍ପରିକ ନୃତ୍ୟରେ ଝୁମିଲେ ନେତା

0
କୋରାପୁଟ ; ତା୨୮-୧୦-୧୮(ଓଡିଆପୁଅ /ରଂଜନ କୁମାର ଦାସ) କୋଟିଆଠାରେ ରାଜ୍ୟସ୍ତରୀୟ ଆଦିବାସୀ ମହୋସôବ ପରବ-୨୦୧୮ର ଶୁଭାରମ୍ଭ ହୋଇଯାଇଛି । ରାଜ୍ୟ ଅନୁସୂଚିତ ଜନଜାତି ଓ ଜାତି ବିକାଶ ମନ୍ତ୍ରୀ ରମେଶ ମାଝି ମୁଖ୍ୟ...

କୋରାପୁଟଠାରେ ବିଜୟିନୀ ମହିଳା ସହଯୋଗ କେନ୍ଦ୍ର ଉଦଘାଟିତ

0
କୋରାପୁଟ ; ତା୨୭-୧୦-୧୮(ଓଡିଆପୁଅ/ରଂଜନ କୁମାର ଦାସ) କୋରାପୁଟ ଜିଲ୍ଲା ପୋଲିସ କାର୍ଯ୍ୟାଳୟଠାରେ ବିଜୟନୀ ମହିଳା ସହଯୋଗ କେନ୍ଦ୍ର ଉଦଘାଟିତ ହୋଇଯାଇଛି ।କୋରାପୁଟ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତି ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ...

ପରବ-୨୦୧୮- କୋଟିଆ ଯାଇ ସ୍ଥିତି ପରଖିଲେ ଜିଲ୍ଲାପାଳ

0
କୋରାପୁଟ ୨୪-୧୦-୧୮(ଓଡିଆ ପୁଅ/ରଂଜନ କୁମାର ଦାସ)ଆସନ୍ତା ୨୮ ତାରିଖରେ କୋଟିଆର ସୁନାପାହାଡଠାରେ କୋରାପୁଟ ଜିଲ୍ଲାର ଗଣପର୍ବ ପରବ-୨୦୧୮ ର ଶୁଭାରମ୍ଭ କରାଯିବାକୁ ଥିବା ବେଳେ ଆଜି ଅପାରହ୍ନରେ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତି କୋଟିଆ...

ନାଚିକା ଲିଙ୍ଗାଙ୍କ ପତ୍ନୀଙ୍କ ସହ ନାରାୟଣପାଟଣାର ଶତାଧିକ ପୁରୁଷ ଓ ମହିଳା ବିଜେଡିରେ ଯୋଗଦେଲେ

0
କୋରାପୁଟ ; ତା୨୪-୧୦-୧୮(ଓଡିଆ ପୁଅ /ରଂଜନ କୁମାର ଦାସ) ଚାଷୀ ମୂଲିଆ ଆଦିବାସୀ ସଂଘର ସଭାପତି ନାଚିକା ଲିଙ୍ଗାଙ୍କ ପତ୍ନୀ ଟିକାଇ ନାଚିକାଙ୍କ ସହ ନାରାୟଣପାଟଣାର ଶତାଧିକ ପୁରୁଷ ଓ ମହିଳା ବିଜେଡିରେ...

ପୁଅର ଚିକିତ୍ସା ପାଇଁ ବାପା ଜିଲାପାଳଙ୍କ ଦ୍ୱାରସ୍ଥ

0
କୋରାପୁଟ ;ତା୨୩-୧୦-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ପୁଅର ଆଖିି ଉପରେ ମାଂସ ପିଣ୍ଡୁଳା ବଢି ଚାଲିଥିବାରୁ ତାର ଚିକିତ୍ସା ନିମନ୍ତେ ବାପା ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। କୋଟପାଡ ବ୍ଲକ ଗିର୍ଲା ପଂଚାୟତ ଧନପୁର...

କୋରାପୁଟ ଜିଲ୍ଲାପରିଷଦର ସ୍ୱତନ୍ତ୍ର ବୈଠକ ; ପ୍ରାଧାନମନ୍ତ୍ରୀ ଗ୍ରାମୀଣ ସଡକ ଯୋଜନା-୨ ପ୍ରସ୍ତାବ ଉପରେ...

0
କୋରାପୁଟ ; ତା୨୩-୧୦-୧୮(ଓଡିଆ ପୁଅ /ରଂଜନ କୁମାର ଦାସ)ସ୍ଥାନୀୟ ସଦଭାବନା ସଭାଗୃହଠାରେ ଜିଲ୍ଲାପରିଷଦର ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲାପରିଷଦ ସଭାପତି ପ୍ରଭୁ ଜାନିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡକ...

କୋରାପୁଟ ଜିଲ୍ଲା ବିଜେପିର କାର୍ଯ୍ୟକାରିଣୀ ବୈଠକ

0
କୋରାପୁଟ ୨୨-୧୦ (ଓଡିଆ ପୁଅ /ରଂଜନ କୁମାର ଦାସ) ସ୍ଥାନୀୟ ଟାଉନହଲଠାରେ କୋରାପୁଟ ଜିଲ୍ଲା ବିଜେପିର କାର୍ଯ୍ୟକାରୀ ବୈଠକ ଅନୁଷ୍ଠିତ ହୋଇଯାଇଛି।କୋରାପୁଟ ଜିଲ୍ଲା ବିଜେପି ସଭାପତି ବିଜୟ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ...

ଆସନ୍ତା ୨୯ ରୁ ରାଜ୍ୟ କ୍ରୀଡା ଓ ଯୁବ ସେବା କର୍ମଚାରୀ ସଂଘ ୫...

0
କୋରାପୁଟ ; ତା୨୨-୧୦-୧୮(ଓଡିଆପୁଅ/ରଂଜନ କୁମାର ଦାସ) ଆସନ୍ତା ୨୯ ତାରିଖରୁ ରାଜ୍ୟ କ୍ରୀଡା ଓଯୁବସେବା କର୍ମଚାରୀ ସଂଘ ୫ ଦଫା ଦାବି ନେଇ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ ଗେଟ ସମ୍ମୁଖରେ ଦାବି ପୂରଣ...

ପରବ-୨୦୧୮ ଶୁଭାରମ୍ଭ ଉସôବ ନିମନ୍ତେ ପଟ୍ଟାଙ୍ଗୀରେ ପ୍ରସ୍ତୁତି ବୈଠକ

0
କୋରାପୁଟ ; ତା୨୨-୧୦-୧୮(ଓଡିଆପୁଅ/ରଂଜନ କୁମାର ଦାସ) ରାଜ୍ୟସ୍ତରୀୟ ଆଦିବାସୀ ମହୋସôବ ପରବ-୨୦୧୮ର ଶୁଭାରମ୍ଭ କୋଟିଆର ସୁନାପାହାଡଠାରୁ ଆସନ୍ତା ୨୮ ତାରିଖଦିନ ଶୁଭାରମ୍ଭ ହେଉଥିବାରୁ ଆଜି ପୂର୍ବାହ୍ନରେ ପଟ୍ଟାଙ୍ଗୀ ବ୍ଲକ ସଭାଗୃହଠାରେ ପ୍ରସ୍ତୁତି ବୈଠକ...

ଗୋଲଡେନ ଜୁବୁଲି କମିଟି ଓ ଜିଲାପାଳଙ୍କ ଆଲୋଚନା

0
କୋରାପୁଟ; ତା୨୨-୧୦-୧୮(ଓଡିଆପୁଅ/ରଂଜନ କୁମାର ଦାସ) ଆସନ୍ତା ଡିସେମ୍ବର ମାସ ୨୯ ତାରିଖରେ କୋରାପୁଟ ସରକାରୀ ମହାବିଦ୍ୟାଳୟର ଗୋଲଡେନ ଜୁବୁଲି ପାଳନ ହେବାକୁ ଥିବାବେଳେ ଗୋଲଡେନ ଜୁବୁଲି କମିଟି ଆୟୋଜନ ସଦସ୍ୟ ମାନେ ଜିଲାପାଳ...

କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲର ବ୍ୟବସ୍ଥାକୁ ସଜାଡିବାକୁ କର୍ତ୍ତୃପକ୍ଷଙ୍କ...

0
କୋରାପୁଟ ୨୨-୧୦-୧୮(ଓଡିଆ ପୁଅ/ରଂଜନ କୁମାର ଦାସ)କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସପିଟାଲରେ ଅବ୍ୟବସ୍ଥା ମଧ୍ୟରେ ରହିଥିବା ବେଳେ ବ୍ୟବସ୍ଥାକୁ ସଜାଡିବାକୁ କର୍ତୂପକ୍ଷଙ୍କ ଦାୟିତ୍ୱ ଅଛି ତ! ବୋଲି ସାଧାରଣରେ ଆଲୋଚ୍ୟର...

୪ ବର୍ଷ ଶିଶୁପୁତ୍ରର ପେଟରେ ଟ୍ୟୁମର ; ଅର୍ଥାଭାବରୁ ଚିକିତ୍ସା ନ କରାଇ ଘରେ...

0
କୋରାପୁଟ ; ତା୨୨-୧୦-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) କୋରାପୁଟ ଜିଲ୍ଲାର ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ପେନ୍ଦାପଡା ପଂଚାୟତର ଦୋଳମୁଣ୍ଡା ଗ୍ରାମର ଜାଇ ପୂଜାରୀ ଓ ଯମୁନା ପୂଜାରୀଙ୍କ ଶିଶୁପତ୍ର ଦୁର୍ଯୋଧନ ପୂଜାରୀ(୪ବର୍ଷ) ଜନ୍ମରୁ...

ସହୀଦ ଲକ୍ଷ୍ମଣ ନାୟକଙ୍କ ଗ୍ରାମର ଉନ୍ନତି ନିମନ୍ତେ ୧୦୦ କୋଟି ଟଙ୍କାର ଅର୍ଥ ଦାବିକରି...

0
କୋରାପୁଟ ; ତା୨୨-୧୦-୧୮(ଓଡିଆ ପୁଅ /ରଂଜନ କୁମାର ଦାସ) କୋରାପୁଟ ଜିଲ୍ଲାର ସ୍ୱାଧିନତା ସଂଗ୍ରାମୀ ସହୀଦ ଲକ୍ଷ୍ମଣ ନାୟକଙ୍କ ନିଜ ଗ୍ରାମ ତେନ୍ତୁଲିଗୁମା ଆଜି ଅବହେଳିତ ହୋଇରହିଅଛି ଅଭିଯୋଗ କରି ଗ୍ରାମର ସର୍ବାଙ୍ଗୀନ...

କୋରାପୁଟଠାରେ ୫୯ ତମ ପୋଲିସ ସହୀଦ ଦିବସ ପାଳିତ

0
କୋରାପୁଟ ; ତା୨୧-୧୦-୧୮(ଓଡିଆ ପୁଅ /ରଂଜନ କୁମାର ଦାସ) ସ୍ଥାନୀୟ ପୋଲିସ ପ୍ୟାରେଡ ପଡିଆଠାରେ ୫୯ ତମ ପୋଲିସ ସହୀଦ ଦିବସ ପାଳିତ ହୋଇଯାଇଛି।କୋରାପୁଟ ଏସପି ଡା.କେ .ବିଶାଳ ସିଂ ମୁଖ୍ୟ ଅତିଥିଭାବେ...

କୋରାପୁଟ ପ୍ରେସକ୍ଲବ ତରଫରୁ ଏନ.ରବି କୁମାର ସମ୍ବର୍ଦ୍ଧିତ

0
କୋରାପୁଟ ; ତା୨୧-୧୦-୧୮(ଓଡିଆ ପୁଅ/ରଂଜନ କୁମାର ଦାସ)କୌନ ବନେଗା କରୋଡପତିରେ ଭାଗନେଇ କୋରାପୁଟ ଜିଲ୍ଲାର ଦାମନ ଯୋଡିସ୍ଥିତ ନାଲକୋରେ କାର୍ଯ୍ୟରତ ଏନ .ରବି କୁମାର ୨୫ ଲକ୍ଷ ଟଙ୍କା ପୁରସ୍କାର ପାଇଥିବାରୁ କୋରାପୁଟ...

ଟ୍ରେନ୍ ଧକ୍କାରେ ମହିଳା ମୃତ

0
କୋରାପୁଟ ; ତା୨୧-୧୦-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) କାକିରିଗୁମ୍ମା ଥାନା ସାନନେରେକା ଗ୍ରାମର ଉକା ଦାମୀଙ୍କ ସ୍ତ୍ରୀ ଛିଙ୍ଗି ଦାମୀ(୨୮) ଟ୍ରେନ ଧକ୍କାରେ ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଛି। ଶନିବାର ଦିନ ଝିଅ...

କ୍ଷତିପୂରଣ ଦାବିରେ ଶବକୁ ବୋହିକରି ସହର ମଧ୍ୟରେ ରାସ୍ତାରେ ରଖିଲେ ;୩ ଘ.ପରେ ଶବ...

0
କୋରାପୁଟ ; ତା୨୦-୧୦-୧୮(ଓଡିଆ ପୁଅ /ରଂଜନ କୁମାର ଦାସ) କୋରାପୁଟ ସହରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା।କ୍ଷତିପୂରଣ ଦାବିରେ ଜଣେ ବ୍ୟକ୍ତିଙ୍କ ଶବକୁ ଡାକ୍ତରଖାନାରୁ ବୋହିକରି ସହର ମଧ୍ୟରେ ନେଇ ଟ୍ରାଫିକ...

କୋରାପୁଟ ଜଗନ୍ନାଥ ମନ୍ଦିରରେ ଲାଠିଯାତ୍ରା ସଂପନ୍ନ

0
କୋରାପୁଟ ; ତା୧୯-୧୦-୧୮(ଓଡିଆପୁଅ/ରଂଜନ କୁମାର ଦାସ) ବିଜୟଦଶମୀ ଅବସରରେ କୋରାପୁଟ ଜଗନ୍ନାଥ ମନ୍ଦିର ପରିସରରେ ଲାଠିଯାତ୍ରା ସଂପନ୍ନ ହୋଇଯାଇଛି ।କୋରାପୁଟ ସହରର ଆଖପାଖ ଗ୍ରାମରୁ ୨୦ ଟି ଲାଠି ଆସିଥିଲା ।ଗ୍ରାମଠାକୁରାଣୀଙ୍କ ପ୍ରତିକଭାବେ...

୨ ବାଇକ ମୁହାଁମୁହିଁ ଧକ୍କା , ୩ ଗୁରୁତର ଓ ଜଣେ ମୃତ

0
କୋରାପୁଟ ; ତା୧୯-୧୦-୧୮(ଓଡିଆପୁଅ /ରଂଜନ କୁମାର ଦାସ)କୋରାପୁଟ ଓଭରବ୍ରିଜ ନିକଟରେ ଆଜି ରାତ୍ରୀରେ ୨ ବାଇକ ମୁହାଁମୁହିଁ ଧକ୍କା ହେବ ଫଳରେ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଥିବା ବେଳେ ୩ ଜଣ ଗୁରୁତର...