Home Authors Posts by Ranjan Das

Ranjan Das

1805 POSTS 0 COMMENTS

କୋରାପୁଟ ସରକାରୀ କଲେଜ ପଡିଆରେ ପରବ ପାଳନ କରାଯିବ

0
କୋରାପୁଟ ; ତା୧୮-୧୦-୧୮(ଓଡିଆପୁଅ/ରଂଜନ କୁମାର ଦାସ)ଲାଣ୍ଡିଗୁଡାସ୍ଥିତ କୋରାପୁଟ ସରକାରୀ କଲେଜ ପଡିଆରେ ପରବ-୨୦୧୮ର ମୁଖ୍ୟ ଉସôବ ପାଳନ କରାଯିବ ବୋଲି ଜିଲ୍ଲା ପ୍ରଶାସନ ନିଷ୍ପତି ନେଇଥିବା ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ...

ପରବ ନିମନ୍ତେ ସ୍ଥାନ ନିରୂପଣ ହୋଇପାରିଲା ନାହିଁ ;ଗଠିତ କମିଟି ପ୍ରସ୍ତାବିତ ସ୍ଥାନ ତଦାରଖ...

0
କୋରାପୁଟ ; ତା୧୭-୧୦-୧୮(ଓଡିଆପୁଅ /ରଂଜନ କୁମାର ଦାସ)ରାଜ୍ୟସ୍ତରୀୟ ଆଦିବାସୀ ମହୋସôବ ପରବ-୨୦୧୮ର ମୁଖ୍ୟ ଉସôବ ପାଳନ ନିମନ୍ତେ ସ୍ଥାନ ନିରୂପଣ ନିମନ୍ତେ ଆୟୋଜିତ ବୈଠକରେ ସ୍ଥାନ ନିରୂପଣ ହୋଇପାରି ନ ଥିଲା ।କୋରାପୁଟ...

ହସପିଟାଲ ସମ୍ମୁଖରେ ମହିଳାଙ୍କ ପ୍ରସବ

0
କୋରାପୁଟ ; ତା୧୬-୧୦-୧୮(ଓଡିଆ ପୁଅ /ରଂଜନ କୁମାର ଦାସ) ହସପିଟାଲ ପହଂଚିବା ପୂର୍ବରୁ ଜଣେ ଗର୍ଭବତୀ ମହିଳା ହସପିଟାଲ ସମ୍ମୁଖରେ ଶିଶୁପତ୍ରକୁ ଜନ୍ମ ଦେଇଥିଲେ। ବଡସୁକୁ ଗ୍ରାମର ସଦନ ଜାନୀଙ୍କ ପତ୍ନୀଙ୍କର ଆଜି...

ସେପ୍ଟେମ୍ବର ମାସରେ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଯୁବକର କୋରାପୁଟ ଡାକ୍ତରଖାନାରେ ମୃତ୍ୟୁ

0
କୋରାପୁଟ ; ତା୧୫-୧୦-୧୮(ଓଡିଆପୁଅ/ରଂଜନ କୁମାର ଦାସ)ଗତ ସେପ୍ଟେମ୍ବର ମାସ ୮ ତାରିଖରେ ଏକ ଅଜଣାଗାଡି ଧକ୍କାରେ ଗୁରୁତର ଆହତ ହୋଇଥିବା ଯୁବକର କୋରାପୁଟ ଡାକ୍ତରଖାନାରେ ଚିକିସôାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡିଛି ।ମାଳିପୁଟର...

କୋରାପୁଟ ଷ୍ଟାଡିୟମରେ ପରବ ମୂଖ୍ୟଉସôବ ପାଳନ ନ କରିବା ନିମନ୍ତେ ଶୋଭାଯାତ୍ରା ଓ ଦାବିପତ୍ର...

0
କୋରାପୁଟ ; ତା୧୫-୧୦-୧୮(ଓଡିଆପୁଅ/ରଂଜନ କୁମାର ଦାସ) ରାଜ୍ୟସ୍ତରୀୟ ଆଦିବାସୀ ଉସôବ ପରବ-୨୦୧୮ର ୩ ଦିନିଆ ମୁଖ୍ୟ ଉସôବ କୋରାପୁଟ ଷ୍ଟାଡିୟମଠାରେ ଆୟୋଜନ କରିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତି ନେବା ପରେ ସାଧାରଣରେ ଅସନ୍ତୋଷ...

ଷ୍ଟାଡିୟମରେ ପରବ ମୁଖ୍ୟଉତ୍ସବ ପାଳନକୁ ବିରୋଧଜାରି ; କ୍ରୀଡାବିତ ଓ ସହରବାସୀ ଷ୍ଟାଡିୟମକୁ ବଚାଂଇବାକୁ...

0
କୋରାପୁଟ ; ତା୧୪-୧୦-୧୮(ଓଡିଆ ପୁଅ/ରଂଜନ କୁମାର ଦାସ)ରାଜ୍ୟସ୍ତରୀୟ ଆଦିବାସୀ ଉତ୍ସବ ପରବର ମୁଖ୍ୟ ଉତ୍ସବ ପୂଜାରୀପୁଟସ୍ଥିତ ଷ୍ଟାଡିୟମଠାରେ ପ୍ରତିବର୍ଷ ପାଳନ କରାଯାଇଥାଏ।ରାଜ୍ୟ କ୍ରୀଡା ବିଭାଗ ଷ୍ଟାଡିୟମର ଉନ୍ନତି କରିବାକୁ ୮୦ ଲକ୍ଷ ଟଙ୍କା...

ପରବ ଶୁଭାରମ୍ଭ ନିମନ୍ତେ ପଟ୍ଟାଙ୍ଗୀଠାରେ ପ୍ରସ୍ତୁତି ବୈଠକ

0
କୋରାପୁଟ ; ତା୧୪-୧୦-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ରାଜ୍ୟସ୍ତରୀୟ ଆଦିବାସୀ ଉତ୍ସବ ପରବ-୧୮ର ଶୁଭାରମ୍ଭ ନିମନ୍ତେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି କୋଟିଆର ସୁନାପାହାଡ ସ୍ଥାନରେ କରିବାକୁ ଆୟୋଜିତ ହୋଇଯାଇଥିବା ଜିଲ୍ଲାସ୍ତର...

କୋରାପୁଟରେ ପହଂଚିଲା ଗାନ୍ଧି ଶାନ୍ତି ସଦଭାବନା ଜ୍ୟୋତି ଯାତ୍ରା

0
କୋରାପୁଟ ; ତା୧୪-୧୦-୧୮(ଓଡିଆ ପୁଅ /ରଂଜନ କୁମାର ଦାସ)ମହାତ୍ମା ଗାନ୍ଧିଙ୍କ ୧୫୦ ତମ ଜୟନ୍ତି ଅବସରରେ ଓଡିଶା ଗାନ୍ଧିବାଦୀ ଫୋରମ ପକ୍ଷରୁ ରାଜ୍ୟ ସରକାରଙ୍କ ସହଯୋଗରେ ଦିଲ୍ଲୀ ରାଜଘାଟରୁ ବାହାରିଥିବା ଗାନ୍ଧି ଶାନ୍ତି...

ଅଧାପନ୍ତରିଆ ରାସ୍ତା ଓ ପୋଲ ନିର୍ମାଣ ଶେଷ କରିବା ନିମନ୍ତେ ଧାରଣା ; ପ୍ରତିଶୃତି...

0
କୋରାପୁଟ ; ତା୧୪-୧୦-୧୮(ଓଡିଆ ପୁଅ/ରଂଜନ କୁମାର ଦାସ)ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ ୨୬ ନମ୍ବର ଜାତୀୟ ରାଜପଥ ପୁକାଲିଛକଠାରୁ ଆନ୍ଧ୍ର-ଓଡିଶା ସୀମାନ୍ତ ଆରକୁଭେଲିକୁ ସଂଯୋଗ କରୁଥିବା ରାସ୍ତା ଓ ପୁକାଲିଠାରେ ନିର୍ମାଣଧିନ ପୋଲି କାର୍ଯ୍ୟ...

ରୋପଣ ଯନ୍ତ୍ରପାତି ନ ଥିବାରୁ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ...

0
କୋରାପୁଟ ; ତା୧୩-୧୦-୧୮(ଓଡିଆ ପୁଅ /ରଂଜନ କୁମାର ଦାସ) କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲର ଅସ୍ଥିଶଲ୍ୟ ରୋଗୀମାନେ ଏବେ ବଡ ଅସୁବିଧାରେ ପଡିଥିବା ଜଣାପଡିଛି।ଅସ୍ତ୍ରୋପଚାର ନିମନ୍ତେ ରୋପଣ...

ଅର୍ଥ ନ ଥିବାରୁ କାଶୀପୁରର ଜଣେ ଗୁରୁତର ନାବାଳିକାକୁ କୋରାପୁଟରୁ ବାପା ଗାଁକୁ ନେଇଗଲେ

0
କୋରାପୁଟ ; ତା୧୩-୧୦-୧୮(ଓଡିଆ ପୁଅ/ରଂଜନ କୁମାର ଦାସ)ଅର୍ଥ ନ ଥିବାରୁ କାଶିପୁରର ଜଣେ ଗୁରୁତର ନାବାଳିକାକୁ ତାର ବାପା ନିଜ ଗାଁକୁ କୋରାପୁଟରୁ ନେଇଯାଇଥିବା ଅଭିଯୋଗ ଆସିଛି।କାଶିପୁର ବଣ୍ଡାହାମ୍ମଡି ଗ୍ରାମର କେ .ମାଝିଙ୍କ...

୫ ଟି ଆମ୍ବୁଲାନ୍ସ ଉଦଘାଟିତ

0
କୋରାପୁଟ ; ତା୧୩-୧୦-୧୮(ଓଡିଆ ପୁଅ /ରଂଜନ କୁମାର ଦାସ) ରାଜ୍ୟ ସରକାର କୋରାପୁଟ ଜିଲ୍ଲା ନିମନ୍ତେ ଆଉ ୫ ଟି ଆମ୍ବୁଲାନ୍ସ ପ୍ରଦାନ କରିଥିଲେ ସେଗୁଡିକୁ ଆଜି କୋରାପୁଟଠାରେ ଉଦଘାଟିତ ହୋଇଯାଇଛି।କୋରାପୁଟ ସାଂସଦ...

ତିତିଲିର ପ୍ରଭାବ; ଶୁଙ୍ଗୀ ଘାଟିରେ ବିରାଟ ଗଛ ପଡିଲା ; ୩ ଘଣ୍ଟା ପର୍ଯ୍ୟନ୍ତ ଯାତାୟତ...

0
କୋରାପୁଟ ; ତା୧୧-୧୦-୧୮(ଓଡିଆ ପୁଅ /ରଂଜନ କୁମାର ଦାସ)ସାମୁଦ୍ରିକ ଝଡ ତିତ୍ଲି ର ପ୍ରଭାବ କୋରାପୁଟ ଜିଲ୍ଲାରେ ସେତେ କ୍ଷୟକ୍ଷତି କରି ନ ଥିବା ବେଳେ କେବଳ ଶୁଙ୍ଗି ଘାଟିରେ ଏକ ବିରାଟ...

ସାଂସଦ ସୌମ୍ୟ ପଟ୍ଟନାୟକଙ୍କ କୋରାପୁଟ ଗସ୍ତ ସେମିଲିଗୁଡା, ଦଶମନ୍ତପୁରରେ ବାଂଟିଲେ ଖାଦ୍ୟ ସୁରକ୍ଷା କାର୍ଡ

0
କୋରାପୁଟ; ତା୦୯-୧୦-୧୮(ଓଡିଆ ପୁଅ/ରଂଜନ କୁମାର ଦାସରାଜ୍ୟସଭା ସାଂସଦ ତଥା ବିଜୁ ଜନତା ଦଳର ଅବିଭକ୍ତ କୋରାପୁଟ ଜିଲା ପାଇଁ ନିଯୁକ୍ତ ବରିଷ୍ଠ ପର୍ଯ୍ୟବେକ୍ଷକ ସୌମ୍ୟ ରଂଜନ ପଟ୍ଟନାୟକ ଦୁି ଦିନିଆ କୋରାପୁଟ ଜିଲା...

୫ ଡକାୟତ ଗିରଫ, ୨ ଫେରାର୍

0
କୋରାପୁଟ;ତା୯-୧୦-୧୮((ଓଡିଆ ପୁଅ /ରଂଜନ କୁମାର ଦାସ) ଟାଉନ ଥାନା ପୁଲିସ ପାଟ୍ରୋଲିଂ ସମୟରେ କେଚେଲା ରୋଡରୁ ୫ଜଣ ଡକାୟତଙ୍କୁ ଗିରଫ କରିଥିବାବେଳେ ୨ଜଣ ଫେରାର୍ ହୋଇଥିବା ଜଣା ପଡିଛି। ଏଏସପି ସାଗରିକା ନାଥ...

ଆସନ୍ତାକାଲି କୁନ୍ଦୁଲି ଗଣଦୁଷ୍କର୍ମକୁ ବର୍ଷେ ପୂରିବ, କଂଗ୍ରେସ ବିଧାୟକ ଓ ନେତାମାନେ ଏହି ଦିନକୁ...

0
କୋରାପୁଟ; ୦୯-୧୦-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ଆସନ୍ତାକାଲି ବହୂଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମକୁ ବର୍ଷେ ପୂରିବ ନ୍ୟାୟ ନ ମିଳିବାରୁ କଂଗ୍ରେସ ବିଧାୟକ ଓ ଅନ୍ୟାନ୍ୟ କଂଗ୍ରେସ ନେତାମାନେ କଳା ଦିବସ ରୂପେ ପାଳନ...

କୁମ୍ବିଂ ଅପରେସନ ଜୋରଦାର ହେବ-ଏସପି

0
କୋରାପୁଟ;ତା୦୮-୧୦-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ଓଡିଶା-ଆନ୍ଧ୍ର ସୀମା ଅଂଚଳରେ କୁମ୍ବିଂ ଅପରେସନକୁ ଜୋରଦାର କରା ଯାଇଥିବା ଏସପି ଡାକ୍ତର ଳେ.ଭି.ସିଂହ୍ ଗଣ ମାଧ୍ୟମକୁ କହିଛନ୍ତି। ଜିଲା ପୁଲିସ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ...

କେନ୍ଦ୍ର ସାହିତ୍ୟ ଏକାଡେମାର ଗ୍ରାମାଲୋକ କାର୍ଯ୍ୟକ୍ରମ

0
କୋରାପୁଟ ୦୮-୧୦-୧୮(ଓଡିଆ ପୁଅ /ରଂଜନ କୁମାର ଦାସ) କେନ୍ଦ୍ର ସାହିତୟ ଏକାଡେମୀ ନୂଆଦିଲ୍ଲୀ ଦ୍ୱାରା ଦଶମନ୍ତପୁର ବ୍ଲକ ପୋଡାଗଡ ନିକଟ ନୂଆଗାଁ ସ୍ଥିତ ବ୍ରାଉନ ଭେଲ୍ଲି କଫି ବଗିଚାରେ କାବ୍ୟପାଠ ଓ ସାହିତ୍ୟ...

ଅପରିଚିତ ଯୁବକଙ୍କ ମୃତଦେହ ଉଦ୍ଧାର

0
କୋରାପୁଟ ; ତା୦୮-୧୦-୧୮(ଓଡିଆପୁଅ/ରଂଜନ କୁମାର ଦାସ) ଉପର କୋଲାବ ଜଳଭଣ୍ଡାରରୁ ଡୁମୁରିପୁଟ ପୁଲିସ ଜଣେ ଅପରିଚିତ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି । କୋଲାବ ଜଳଭଣ୍ଡାରର ଡୁମୁରିପୁଟ ପାହାଡ ନିକଟରେ ଏକ ମୃତଦେହ...

ଭତାରୁ ବଂଚିତ ୬ ବିଧବା

0
କୋରାପୁଟ ;ତା୦୮-୧୦-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ସ୍ୱାମୀ ମୃତ୍ୟୁର ଦୀର୍ଘ ବର୍ଷ ପରେ ମଧ୍ୟ ବିଧବା ଭତା ପାଇବାରୁ ବଂଚିତ ହୋଇଛନ୍ତି ଦଶମନ୍ତପୁର ବ୍ଲକ ପାଇକ ଫୁଲବେଡା ପଂଚାୟତ ଚାକିଲି ଗ୍ରାମର ୬...