Pramod Kumar Ray
୧୫୪ତମ ଗାନ୍ଧୀ ଜୟନ୍ତୀ ମହାସମାରୋହରେ ପାଳିତ
ଭଦ୍ରକ, ୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସକାଳର ଝିପି ଝିପି ବର୍ଷା ସତ୍ତ୍ୱେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଜିଲ୍ଲାସ୍ତରୀୟ ଗାନ୍ଧୀ ଜୟନ୍ତୀ ଭଦ୍ରକ ଜିଲ୍ଲା ସଦର ମହକୁମାରେ ମହା...
ସଡ଼କ ଦୁର୍ଘଟଣାରେ ୨ ମୃତ
ଭଦ୍ରକ, ୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ବନ୍ତ ଓ ହାଟଡିହି ବ୍ଲକ ସିମାନ୍ତ ବସନ୍ତିଆ ନିକଟସ୍ଥ ବିରଞ୍ଚିପୁର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କର...
ହରିପୁର ପୋଲ ନିକଟ ସାଳନ୍ଦୀ ନଦୀରୁ ଯୁବକର ମୃତଦେହ ଉଦ୍ଧାର
ଭଦ୍ରକ, ୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ହରିପୁର ପଞ୍ଚାୟତର ଏକ ପୋଲ ନିକଟ ସାଳନ୍ଦୀ ନଦୀରେ ଏକ ଅଚିହ୍ନା ଯୁବକର ଶବ ଭାସୁଥିବାର ଦେଖି ସ୍ଥାନୀୟ ଲୋକେ...
ବିଧାୟକ-ପୌରାଧ୍ୟକ୍ଷାଙ୍କ ବିବାଦ ତେଜୁଛି : ବିକାଶ କମୁଛି
ଭଦ୍ରକ, ୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ୨୦୨୪ ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି, ବିଧାୟକ ଓ ପୌରାଧ୍ୟକ୍ଷାଙ୍କ ବିବାଦ ସେତିକି ତେଜୁଛି । କମିବା ପରିବର୍ତ୍ତେ ବଢିବାରେ...
ଶିଶୁକୁ ରେସିଂ ସାଇକେଲ ଉପହାର ଦେଲେ ପ୍ରଣିତକାନ୍ତି ସାମଲ, ରାଜ୍ୟ ସାଇକେଲ ଚାଳନା ପ୍ରତିଯୋଗିତା...
ଭଦ୍ରକ, ୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ନିର୍ଗୁଣ୍ଡି ପଞ୍ଚାୟତ ଗୁହାଳିଆ ଗ୍ରାମର ସତ୍ୟଜିତ ରାଉତଙ୍କୁ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପ୍ରଣିତକାନ୍ତି ସାମଲ ରେସିଂ...
ସଫେଇ କାର୍ଯ୍ୟରେ ଏକତା ଦେଖାଇଲା ବିଜେପି
ଭଦ୍ରକ, ୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଗାନ୍ଧି ଜୟନ୍ତୀର ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯୁଗାନ୍ତକାରୀ ପଦକ୍ଷେପ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମରେ ଆଜି ବନ୍ତ ଠାରେ...
ଜ୍ଞାନ ବିଜ୍ଞାନ ମେଳାକୁ ପ୍ରଭୁଦତ୍ତଙ୍କ ପ୍ରକଳ୍ପ ମନୋନୀତ
ଭଦ୍ରକ, ୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ବନ୍ତ ବ୍ଲକ ଟିଲୋ ବଡ଼ସାହି ଗ୍ରାମର ମନୋରଞ୍ଜନ ଦାଶ ଏବଂ ଝରଣାମୟୀ ଦାଶଙ୍କ ଏକମାତ୍ର ପୁତ୍ର ପ୍ରଭୁଦତ୍ତ ସରସ୍ୱତୀ...
ବାଂଶଡା ପଂଚାୟତରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ
ଭଦ୍ରକ, ୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ବାଂଶଡା ପଂଚାୟତରେ ଏକ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପଂଚାୟତର ସରପଂଚଙ୍କ ପ୍ରତିନିଧି...
ବିଶ୍ୱ ବୟୋବୃଦ୍ଧ ଦିବସ ପାଳିତ
ଭଦ୍ରକ, ୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସନ୍ତୋଷ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ବିଶ୍ୱ ବୟୋବୃଦ୍ଧ ଦିବସ ପାଳନ ଅବସରରେ...
ଜିଲ୍ଲା ନ୍ୟାୟାଳୟ ପରିସରରେ ସ୍ୱଚ୍ଛଭାରତ ଦିବସ ପାଳିତ
ଭଦ୍ରକ, ୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ, ଭଦ୍ରକ ଏବଂ ଜିଲ୍ଲା ଦୌରାଜଜ୍ଙ୍କ ମିଳିତ ଆନୁକୂଲ୍ୟରେ ଶ୍ରୀ ଆଶିଷ୍ କୁମାର ତ୍ରିପାଠୀ, ଭାରପ୍ରାପ୍ତ ଜିଲ୍ଲା...
ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ – ୨୦୨୩...
ଭଦ୍ରକ, ୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ନିଖିଳ ଉତ୍କଳ ହରିଜନ ଆଦିବାସୀ ସେବା ସଂଘ, ନୁହାସ, ବାସୁଦେବପୁର ଠାରେ ଆନ୍ତର୍ଜାତୀୟ ବରିଷ୍ଠ...
ବୟସ୍କ ନାଗରିକଙ୍କ ପରାମର୍ଶ ଆଗକୁ ବଢ଼ିବାରେ ପ୍ରେରଣା ଯୋଗାଏ, ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ବରିଷ୍ଠ ନାଗରିକ...
ଭଦ୍ରକ, ୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଳା ପ୍ରଶାସନ ଆନୁକୂଲ୍ୟରେ ଜିଲ୍ଲା ସାମାଜିକ ସୁରକ୍ଷା ଯୋଜନା ବିଭାଗ ପକ୍ଷରୁ ଆଜି ଭଦ୍ରକ ସହିଦ୍ ସ୍ମୃତି ଭବନ (ଟାଉନ...
ଲାୟନ୍ସ କ୍ଲବ୍ ଭଦ୍ରକାଳୀ ଡିଭାଇନ୍ ପକ୍ଷରୁ ସ୍ୱଚ୍ଛଭାରତ କାର୍ଯ୍ୟକ୍ରମ
ଭଦ୍ରକ, ୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଗାନ୍ଧି ଜୟନ୍ତୀର ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯୁଗାନ୍ତକାରୀ ପଦକ୍ଷେପ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମରେ ସହରର ଲୋକନାଥ...
ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ପଙ୍ଖା ଚୋରିକରି ଚୋର ଗିରଫ, ସହଯୋଗୀ ଫେରାର
ଭଦ୍ରକ, ୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ପୂର୍ବାହ୍ନ ପ୍ରାୟ ୧୧.୫୯ ସମୟରେ ପୁରୁଣାବଜାର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଜଣେ ସଂଖ୍ୟାଲଘୁ ସଂପ୍ରଦାୟର ଯୁବକ ଆଜବେଷ୍ଟସ୍ ଭାଙ୍ଗି...
କଂଗ୍ରେସ ନେତା ବସନ୍ତ ଦାସଙ୍କ ପରଲୋକ
ଭଦ୍ରକ, ୩୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କଂଗ୍ରେସ ନେତା ତଥା ଭଦ୍ରକ କଲେଜର ପୂର୍ବତନ ଛାତ୍ର ସଂସଦ ସଭାପତି ବସନ୍ତ ଦାସଙ୍କ ପରଲୋକ ଘଟିଛି । ସେ ଗତକାଲି...
ଭଦ୍ରକ ସବଜେଲ୍ରେ ବିଚାରାଧୀନ କଏଦୀଙ୍କ ଉନ୍ମୁକ୍ତ କାଣ୍ଡ, କାଟିଲେ ହାତ ଓ ଗୁପ୍ତାଙ୍ଗ, କଟକ...
ଭଦ୍ରକ, ୩୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସ୍ତ୍ରୀଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେବା ଅଭିଯୋଗରେ କିଛିଦିନ ତଳେ ଗିରଫ ହୋଇ ଜେଲ୍ରେ ରହୁଥିଲେ । ଜେଲ୍ରେ ଶୌଚ...
‘ଆୟୁଷ୍ମାନ ଭବ’ ସ୍ୱାସ୍ଥ୍ୟମେଳାରେ ୬୮୦ ରୋଗୀ ଚିକିତ୍ସିତ
ଭଦ୍ରକ, ୩୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ‘ଅୟୁଷ୍ମାନ ଭବ’ ସ୍ୱାସ୍ଥ୍ୟମେଳା ଅନୁଷ୍ଠିତ ହୋଇ ୬୮୦ ଜଣ ରୋଗୀ ଚିକିତ୍ସିତ ହୋଇଛନ୍ତି...
ଭଣ୍ଡାରିପୋଖରୀ ହାଇସ୍କୁଲରେ କୌଶଳି ପ୍ରଶିକ୍ଷଣ ଶିବିର
ଭଦ୍ରକ, ୩୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଲକର ରୂପାନ୍ତରିକରଣ ଉଚ୍ଚବିଦ୍ୟାଳୟ ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ଶନିବାର ଉଦଯାପିତ ହୋଇଛି । ଭଦ୍ରକ...
ଷୋଳମପୁର ବୌଦ୍ଧବିହାର ହେବ ପର୍ଯ୍ୟଟନସ୍ଥଳୀ, ବିଧାୟକ ସୂରଜ ସୂର୍ଯ୍ୟବଂଶୀଙ୍କ ବିଧାନସଭାରେ ପ୍ରଶ୍ନ, ମନ୍ତ୍ରୀ ଅଶ୍ୱନୀ...
ଭଦ୍ରକ, ୩୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ବିଶ୍ୱପ୍ରସିଦ୍ଧ ଷୋଳମପୁର ବୌଦ୍ଧବିହାର ପର୍ଯ୍ୟଟନସ୍ଥଳୀକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପ୍ରଦାନ କରାଯିବ । ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ...
ବନ୍ତ ବିଜେପିର ସାମ୍ବାଦିକ ସମ୍ମିଳନୀ, ଭୟଭୀତ ବନ୍ତ ବିଜେଡି ମିଥ୍ୟା ଆରୋପର ଆଶ୍ରୟ ନେଉଛି...
ଭଦ୍ରକ, ୩୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଶାସକ ବିଜେଡି ଦୁର୍ନୀତି, ଭଷ୍ଟ୍ରାଚାରରେ ବୁଡି ରହିଥିବା ବେଳେ ଏହାକୁ ବିରୋଧ କରୁଥିବା ଲୋକଙ୍କୁ ବିଭିନ୍ନ ଉପାୟରେ ଭୟଭୀତ କରାଯାଇ ବଦନାମ...
























