Pramod Kumar Ray
ଧାମରାରେ ଚୋରୀ ସାମଗ୍ରୀ ଉଦ୍ଧାର, ୬ ଅଟକ
ଭଦ୍ରକ, ୨୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମରା ଅଂଚଳରେ ଦିନକୁ ଦିନ ଚୋରୀ ବୃଦ୍ଧି ପାଉଥିବା ବେଳେ ଏହି ଚୋରଙ୍କୁ ଧରିବାରେ ଧାମରା ପୁଲିସ କୁ...
ମେରୀ ମାଟି ମେରା ଦେଶ : ଦିଲ୍ଲୀ ଅଭିମୁଖେ ଭଦ୍ରକ ଜିଲ୍ଲାର ମାଟି
ଭଦ୍ରକ, ୨୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ମେରୀ ମାଟି ମେରାଦେଶ ଅଭିଯାନରେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଭଦ୍ରକ ଜିଲ୍ଲାର ଗ୍ରାମପଞ୍ଚାୟତ, ବ୍ଲକ୍, ପୌରାଞ୍ଚଳରୁ ସଂଗୃହୀତ ମୃତ୍ତିକାକୁ ଦିଲ୍ଲୀ ଅଭିମୁଖେ...
ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ- ୨୦୨୪ ନେଇ ସର୍ବ ଦଳୀୟ ବୈଠକ, ତ୍ରୁଟିଶୂନ୍ୟ ଚୂଡ଼ାନ୍ତ ଭୋଟର...
ଭଦ୍ରକ, ୨୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆସନ୍ତା ୨୦୨୪ ଜାନୁୟାରୀ ୫ ତାରିଖରେ ପ୍ରକାଶିତ ହେବାକୁ ଥିବା ନୂତନ ଏବଂ ତ୍ରୁଟିଶୂନ୍ୟ ଚୂଡ଼ାନ୍ତ ଭୋଟର ତାଲିକା ପ୍ରସ୍ତୁତି ନେଇ...
ଭଦ୍ରକର ଐତିହାସିକ କାଳୀପୂଜାକୁ ପ୍ରଶାସନର ଅଣଦେଖା ପ୍ରତିବାଦରେ ସାମ୍ବାଦିକ ସମ୍ମିଳନୀ !, ପୂଜା ୭...
ଭଦ୍ରକ, ୨୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକର ଓଡ଼ିଶା ପ୍ରସିଦ୍ଧ ଐତିହାସିକ କାଳୀପୂଜା ଆଉ ମାତ୍ର ୧୫ ଦିନ ବାକିଥିବାବେଳେ ଏହାର ସମୟସୀମାକୁ ନେଇ ପୁଣି ଚଳିତବର୍ଷ ଦ୍ୱନ୍ଦ୍ୱ...
ବ୍ରାଉନସୁଗାର ମାୟାରେ ଭଦ୍ରକର ଯୁବପିଢି ବାୟା, ଚୋରି କରି ୨ ଯୁବକ ଥାନାରେ ଅଟକ
ଭଦ୍ରକ, ୨୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଅବକାରୀ ବିଭାଗର ଅବହେଳାରୁ ଏବେ ସଦର ମହକୁମା ସମେତ ତାର ଆଖପାଖ ଅଂଚଳ ଧଳାଜହରରୂପୀ ବ୍ରାଉନସୁଗାରର ପେଣ୍ଠସ୍ଥଳୀ ପାଲଟିଛି...
ସୟା ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କ ପରଲୋକ
ଭଦ୍ରକ, ୨୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ସୟା ପଞ୍ଚାୟତର ପୂର୍ବତନ ସରପଞ୍ଚ ଗୋକୁଳାନନ୍ଦ ମଲିକଙ୍କର ବୁଧବାର ସନ୍ଧ୍ୟାରେ ପରଲୋକ ହୋଇଯାଇଛି ।...
ତିହିଡ଼ିରେ ନୂତନ ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କ ଯୋଗଦାନ
ଭଦ୍ରକ, ୨୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ତିହିଡ଼ି ତହସିଲ କାର୍ଯ୍ୟାଳୟରେ ନୂତନ ତହସିଲଦାର ଭାବେ ଦେବୀପ୍ରସନ୍ନ ସାରସ୍ୱତ ଗୁରୁବାର କାର୍ଯ୍ୟଭାର ଗ୍ରହଣ କରିଥିବା ବେଳେ ଅତିରିକ୍ତ...
ବ୍ୟାଟେରୀ ଚୋରି ଅଭିଯୁକ୍ତ ଗିରଫ
ଭଦ୍ରକ, ୨୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଭଣ୍ଡାରିପୋଖରୀ ବସଷ୍ଟାଣ୍ଡ ନିକଟରୁ ଜଣେ ବ୍ୟାଟେରୀ ଚୋରକୁ ସ୍ଥାନୀୟ ପୁଲିସ ବୁଧବାର ରାତ୍ରରେ ଗିରଫ କରିଥିବା ଜଣାଯାଇଛି ।...
‘ରାଷ୍ଟ୍ରୀୟ ବୟୋଶ୍ରୀ ଯୋଜନା’ ହିତାଧିକାରୀ ଚିହ୍ନଟ ଶିବିର
ଭଦ୍ରକ, ୨୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଭଣ୍ଡାରିପୋଖରୀ ମହାବିଦ୍ୟାଳୟ ପରିସରରେ ରାଷ୍ଟ୍ରୀୟ ବୟୋଶ୍ରୀ ଯୋଜନା ହିତାଧିକାରୀ ଚିହ୍ନଟ ଶିବିର ଗୁରୁବାର ବ୍ଲକ ସାମାଜିକ ସୁରକ୍ଷା ବିଭାଗ...
ସାମ୍ବାଦିକ ପରମାନନ୍ଦ ଦାସଙ୍କୁ ଶ୍ରଦ୍ଧାଞ୍ଜଳି
ଭଦ୍ରକ, ୨୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବରିଷ୍ଠ ସାମ୍ବାଦିକ, ସର୍ବୋଦୟ ସଙ୍ଗଠକ, ସମାଜସେବୀ ତଥା ପୂର୍ବତନ ପାରିଷଦ ପରମାନନ୍ଦ ଦାସଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଗାନ୍ଧୀ ବାଳାଶ୍ରମ ପରିସରରେ ଅନୁଷ୍ଠିତ...
ମଠସାହି ରାଜଘାଟ ସାର୍ବଜନୀନ ବୈଷ୍ଣବୀ ବନଦୁର୍ଗା ପୂଜା ଓ ଭସାଣି ଶାନ୍ତିଶୃଙ୍ଖଳାରେ ସମାପନ
ଭଦ୍ରକ, ୨୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ସହର ମଠସାହି ରାଜଘାଟଠାରେ ସାର୍ବଜନୀନ ମା’ ବୈଷ୍ଣବୀ ବନଦୁର୍ଗା ପୂଜା ଉତ୍ସବ ୭ ଦିନ ଧରି ମହାସମାରୋହରେ ପାଳିତ ହୋଇ...
୨୮ ରେ ଚନ୍ଦ୍ରଗ୍ରହଣ ପାଇଁ ଆଖଣ୍ଡଳମଣିଙ୍କ ମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଚୂଡାନ୍ତ, ଅପରାହ୍ନ ୪...
ଭଦ୍ରକ, ୨୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆସନ୍ତା ୨୮ ଶନିବାରରେ ଚନ୍ଦ୍ରଗ୍ରହଣ । ଏଥିପାଇଁ ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଚୂଡାନ୍ତ ହୋଇଛି ସ୍ୱତନ୍ତ୍ର ନୀତିକାନ୍ତି । ତାହା...
ପ୍ରତିପକ୍ଷଙ୍କ ଆକ୍ରମଣରେ ଶମ୍ଭୁନାଥ ଗୁରୁତର, ଆମ୍ବୁଲାନ୍ସ ନଆସିବାରୁ ପିତାଙ୍କୁ ୪୦ କିମି ଟ୍ରଲିରେ ବୋହି...
ଭଦ୍ରକ, ୨୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମନଗର ନିର୍ବାଚନ ମଣ୍ଡଳୀ ଅଧୀନସ୍ଥ ଧୁଷୁରୀ ଥାନା ନଦୀଗାଁରେ ଜମିବାଡି ବିବାଦକୁ ନେଇ ଅପରପକ୍ଷଙ୍କ ମରଣାନ୍ତକ ଆକ୍ରମଣରେ ଗୁରୁତର...
ଅଗ୍ନିଶମ ବିଭାଗ ପକ୍ଷରୁ ପେଟ୍ରୋଲ ପମ୍ପରେ ମକ୍ଡ୍ରିଲ
ଭଦ୍ରକ, ୨୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ବନ୍ତ ବ୍ଲକ ତରାପୁର ଛକସ୍ଥିତ ବେଳେଶ୍ୱରୀ ପ୍ରେଟ୍ରୋଲ ପମ୍ପରେ ଆଗରପଡ଼ା ଅଗ୍ନିଶମ ବିଭାଗ ପକ୍ଷରୁ ମକ୍ଡ୍ରିଲ ଅନୁଷ୍ଠିତ ହୋଇଯାଇଛି...
ତିହିଡ଼ି ବ୍ଲକରେ ବିଭିନ୍ନ ଅଞ୍ଚଳରେ ଶାରଦୀୟ ଦୁର୍ଗାପୂଜା ପାଳିତ, ଗୁଡ଼ୁପାଳ ଓ କାଁପଡ଼ାରେ ନବମୀରେ...
ଭଦ୍ରକ, ୨୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ତିହିଡ଼ି ବ୍ଲକର ବିଭିନ୍ନ ଅଞ୍ଚଳରେ ଶାରଦୀୟ ଦୁର୍ଗା ପୂଜା ବହୁ ଆଡ଼ମ୍ବରରେ ପାଳିତ ହୋଇଯାଇଛି । ବ୍ଲକର ବୋଡ଼କ...
ସମବାୟ ବ୍ୟାଙ୍କ ତିହିଡ଼ି ଶାଖା ପରିଚାଳକଙ୍କ ବଦଳି ବାତିଲ ଦାବି, ପ୍ରତୀକ ଧାରଣା ଦେଲେ...
ଭଦ୍ରକ, ୨୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ତିହିଡି ଶାଖା ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ପରିଚାଳକ ସୁଶାନ୍ତ କୁମାର ପୁହାଣଙ୍କ ବଦଳି ବାତିଲ ଦାବି କରି...
ଭଣ୍ଡାରିପୋଖରୀ ସାହିତ୍ୟ ସଂସଦର ଶାରଦୀୟ ଆସର
ଭଦ୍ରକ, ୨୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସାହିତ୍ୟ ମାନବିକ ଚେତନା ସୃଷ୍ଟି କରେ । ଜୀବନ ଓ ସମାଜକୁ ସାହିତ୍ୟ ରାହା ଦେଖାଇଥାଏ ବୋଲି ଭଣ୍ଡାରିପୋଖରୀ ସାହିତ୍ୟ ସଂସଦର...
ପଣ୍ଡିତ ଭାସ୍କର ଚନ୍ଦ୍ର ତ୍ରିପାଠୀଙ୍କ ସ୍ମୃତି ସଭା
ଭଦ୍ରକ, ୨୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ବିଶିଷ୍ଟ ପଣ୍ଡିତ ଭାସ୍କର ଚନ୍ଦ୍ର ତ୍ରିପାଠୀଙ୍କ ସ୍ମୃତିସଭା ପଢୁଆଁସ୍ଥ ବାସନ୍ତୀଦୁର୍ଗା ପରିସରରେ ଅନୁଷ୍ଠିତ ହୋଇଯାଇ ଅଛି ।...
ଷଣ୍ଢ ଉପରେ ଚଢିଗଲା ବାଲିଗାଡି
ଭଦ୍ରକ, ୨୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥର ପାଳଦାବାଙ୍କ ଗଳିପୋଲ ତଳେ ଶୋଇଥିବା ଏକ ବୁଲା ଷଣ୍ଢକୁ ବାଲିବୋଝେଇ...
ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ଜିଲ୍ଲାସ୍ତରୀୟ ପ୍ରଶାସନିକ ପ୍ରସ୍ତୁତି ବୈଠକ
ଭଦ୍ରକ, ୨୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଅକ୍ଟୋବର ୩୦ ରୁ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ପାଳିତ ହେବାକୁ ଥିବା ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ...
























