Home Authors Posts by Pramod Kumar Ray

Pramod Kumar Ray

9097 POSTS 0 COMMENTS

ଚିହ୍ନଟ ହେଲେ ନୂଆ ୬୬ ଆକ୍ରାନ୍ତ : ପ୍ରଥମ ଥର ପାଇଁ ଆକ୍ରାନ୍ତଙ୍କ ଠାରୁ...

0
ଭଦ୍ରକ, ୨୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଜିଲ୍ଲାରୁ ଆଉ ୬୬ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ପ୍ରଥମ ଥର ପାଇଁ ଆଜି ଆକ୍ରାନ୍ତଙ୍କ...

ପ୍ରସ୍ତାବରେ ଅଟକିଛି ଟ୍ରାଫିକ ଥାନା – ନିୟନ୍ତ୍ରଣ ବାହାରେ ସହରର ଟ୍ରାଫିକ ବ୍ୟବସ୍ଥା

0
ଭଦ୍ରକ, ୨୩-୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ଗଠନକୁ ୨୬ବର୍ଷ ବିତିଛି। ଜିଲ୍ଲା ସଦର ମହକୁମା ଭଦ୍ରକ ପୌରପାଳିକା ଗଠନକୁ ମଧ୍ୟ ୪୧ ବର୍ଷ ବିତିଛି। କିନ୍ତୁ ଏତେ...

୫୩ନଂ-ରାଜ୍ୟ ରାଜପଥର କପାଳୀ ନଦୀର ପୋଲର ପାର୍ଶ୍ୱର ରାସ୍ତା ଧସିବାରେ ଲାଗିଛି

0
ଭଦ୍ରକ, ୨୩-୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଲଘୁଚାପ ଜନିତ ବର୍ଷା ଦୁଇଦିନ ଧରି ଲାଗିରହିବା ଫଳରେ ଭଦ୍ରକ-ଆନନ୍ଦପୁର ୫୩ନଂ-ରାଜ୍ୟ ରାଜପଥର ବନ୍ତ ବ୍ଲକ ଟିଲୋ କପାଳୀ ପୋଲ ପାଶ୍ୱର୍ରେ ନିମିିତ...

ସ୍ୱାଧୀନତା ସଂଗ୍ରାମୀ ବାବାଜୀ ସାମଲଙ୍କ ପରଲୋକରେ ଜିଲା ପ୍ରଶାସନ ପକ୍ଷରୁ ଶୋକପ୍ରକଟ

0
ଭଦ୍ରକ, ୨୩-୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସ୍ୱାଧୀନତା ସଂଗ୍ରାମୀ ବାବାଜୀ ଚରଣ ସାମଲଙ୍କର ଭଦ୍ରକ ବ୍ଲକର କାଉପୁର ପାଟଣାସ୍ଥିତ ନିଜ ବାସଭବନରେ ଗତ ୧୮ ତାରିଖ ରାତି ୯ଟାରେ...

ଯୁବ କଂଗ୍ରେସ ପକ୍ଷରୁ ବୃକ୍ଷରୋପଣ

0
ଭଦ୍ରକ, ୨୩-୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ଯୁବନେତା ହେମନ୍ତ ମହାପାତ୍ରଙ୍କ ନେତୃତ୍ୱରେ ବୃକ୍ଷରୋପଣ...

ବାଲିଚୋରି ଅଭିଯୋଗ ସମ୍ପର୍କରେ ନିଷ୍ପତ୍ତି ପାଇଁ ଜିଲ୍ଲାପାଳଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

0
ଭଦ୍ରକ, ୨୩-୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଣ୍ଡାରିପୋଖରୀ ଥାନା ବାଲିପୋଖରୀ ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗ୍ରାମର ବୈତରଣୀ ନଦୀରୁ ଅବାଧ ଚୋରା ବାଲି ଉଠାଣ ଓ ପରିବହନ ବିରୋଧରେ...

ଖାଦ୍ୟସୁରକ୍ଷା ଯୋଜନାରୁ ବଞ୍ଚିତ ପରିବାର, କାର୍ଡ ଥାଇବି ମିଳୁନି ସାମଗ୍ରୀ

0
ଭଦ୍ରକ, ୨୩-୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -:ଦାରିଦ୍ର ସୀମାରେଖା ତଳେ ବସବାସ କରୁଥିବା ପରିବାରକୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଖାଦ୍ୟଶସ୍ୟ ଯୋଗାଇ ଦେବା ସହ ଅନ୍ୟାନ୍ୟ ସୁବିଧା ସୁଯୋଗ...

ଶିକ୍ଷାବିତ ଭାଗିରଥୀ ନାୟକଙ୍କ ସ୍ମୃତିସଭା:କର୍ମ ମଣିଷକୁ ଅମର କରିଦିଏ

0
ଭଦ୍ରକ, ୨୩-୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକର ଜଣାଶୁଣା ଶିକ୍ଷାବିତ ସ୍ୱର୍ଗତ ଭାଗିରଥୀ ନାୟକଙ୍କ ଏକାଦଶାହ ଅବସରରେ ଏକ ସ୍ମୃତିସଭା ସ୍ତମ୍ଭକାର ଅଭୟ ଦ୍ୱିବେଦୀଙ୍କ ଅଧ୍ୟକ୍ଷତାରେ କୋଭିଡ ନିୟମ ପାଳନ...

ଭଦ୍ରକ ଜିଲ୍ଳା କରୋନା ଆକ୍ରାନ୍ତ ତଥ୍ୟ

0
ଭଦ୍ରକ, ୨୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଜିଲ୍ଳାରୁ ଶୁକ୍ରବାରଦିନ ନୂଆ କରୋନା ଆକ୍‌ରାନ୍ତ ଭାବେ ୮୯ଜଣ ଚିହ୍ନଟ ହୋଇଥିଲେ। ଫଳରେ ଶୁକ୍ରବାର ସୁଦ୍ଧା ଆଜି ଜିଲ୍ଳାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା...

ତଳିଆ ଅଞ୍ଚଳରେ ୨ଦିନ ହେଲା ଉଛୁଳି ରହିଛି ବୈତରଣୀ ଓ ସାଳନ୍ଦୀ ବନ୍ୟା...

0
ଭଦ୍ରକ, ୨୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲାର ତଳିଆ ଅଞ୍ଚଳ ଭାବେ ପରିଚିତ ଆରଡି, ନାନ୍ଦପୁର, ସୁନ୍ଦରପୁ, ଓଳଗ ଆଦି ପଞ୍ଚାୟତ ଦେଇ ପ୍ରବାହିତ ହେଉଥିବା ବୈତରଣୀ ଓ...

କାଡାନାଳରେ ଜଳନିଷ୍କାସନ ସମସ୍ୟା, ପ୍ରାୟ ୩୦ ଏକର ଚାଷ ଜମିରେ ରୁଆଧାନ ନଷ୍ଟ ହେବା...

0
ଭଦ୍ରକ, ୨୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ବନ୍ତ ତହସିଲ ଛୟାଳସିଂ ରାଜସ୍ୱ ନୀରିକ୍ଷକ କାର୍ଯ୍ୟାଳୟ ଅଧିନ ନିଳୋକ ପଞ୍ଚାୟତର ବାଇପୁର ମୌଜାରେ କେତେକ ଚାଷୀ କାଡାନାଳକୁ ଅବରୋଧ କରିଥିବା ଯୋଗୁ...

ବନ୍ତ ହାଟର ବଦଳିପାରୁନି ପାରିପାର୍ଶ୍ୱିିକ ଅବସ୍ଥା

0
ଭଦ୍ରକ, ୨୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଦୀର୍ଘ ଦଶନ୍ଦି ଧରି ବୃକ୍ଷ ମୂଳେ ବରଡ଼ା ଓ ଛଣ ଛପର କୁଡ଼ିଆରେ ଚାଲିଥିବା ବନ୍ତ ହାଟର ପରିବର୍ତ୍ତନ ଘଟି ଉକ୍ତ ସ୍ଥାନ...

ଗଣେଶ ପୂଜା ପାଇଁ ଆରଡିପୀଠରେ ୧୪୪ଧାରା ଜାରି – କଟକଣା ମଧ୍ୟରେ ଆଖଣ୍ଡଳମଣିଙ୍କ ମନ୍ଦିର...

0
ଭଦ୍ରକ, ୨୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ବେଢା ପ୍ରଙ୍ଗଣରେ ଥିବା ବୁଢାଗଣେଶଙ୍କର ପୂଜାର୍ଚ୍ଚନା ବିଧିବିଧାନ ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି।...

ମାଳଦା ସୁନା ଦୋକାନୀ ବାଇକ ଡିକି ଭାଙ୍ଗି ଚୋରି

0
ଭଦ୍ରକ, ୨୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଣ୍ଡାରିପୋଖରୀ ଥାନା ମାଳଦା ବଜାରରେ ଥିବା ବାବାମଣି ଜୁଲଲର୍ସ ଆଣ୍ଡ ୱାର୍କସପ ସମ୍ମୁଖରୁ ବାଇକ ଡିକି ଭାଙ୍ଗି ଚୋରି ହୋଇଛି ବୋଲି ଅଭିଯୋଗ...

ବିପଦସଙ୍କେତ ଉପରେ ବୈତରଣୀ; କଣ୍ଟିଘାଇ ମଧ୍ୟଦେଇ ଜଳ ପ୍ରବାହିତ

0
ଭଦ୍ରକ, ୨୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ବୈତରଣୀ ନଦୀ ବିପଦସଙ୍କେତ ଅତିକ୍ରମ କରି କୂଳ ଲଙ୍ଘିଛି। ଶୁକ୍ରବାର ସକାଳେ ଆଖୁଆପଦା ଠାରେ ନଦୀ ବିପଦସଙ୍କେତ ସ୍ତର ୧୭.୮୩ମିଟରକୁ ଅତିକ୍ରମ କରି...

ବର୍ଷାରେ ବେହାଲ; ୧୨ ପରିବାର ପାଣିଘେରରେ; ଚାଷଜମି ଜଳମଗ୍ନ; ଧାନଚାଷ ନଷ୍ଟ ଆଶଙ୍କା

0
ଭଦ୍ରକ, ୨୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ବିଭିନ୍ନ ଖାଲୁଆ ସ୍ଥାନର ହେକ୍ଟର ହେକ୍ଟର ଚାଷ ଜମିରେ ପାଣିସୁଅ ଚାଲୁଥିବାରୁ ସଦ୍ୟ ଋଆ ହୋଇଥିବା...

ମହିଳା ଉତ୍ପାଦକ ଗୋଷ୍ଠୀର ଗଠନ ଏବଂ କାର୍ଯ୍ୟକାରିତା ସମ୍ପର୍କିତ ଦିନିକିଆ ପ୍ରଶିକ୍ଷଣ ଶିବିର

0
ଭଦ୍ରକ, ୨୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କୋଭିଡ-୧୯ଘରୋଇ ତଥା ଗ୍ରାମୀଣ ଭାରତର ଆର୍ôଥକ ଜୀବନକୁ ବହୁତ ପ୍ରଭାବିତ କରିଛି। ସମଗ୍ର ଭାରତରେ ସ୍ୱୟଂ ସହାୟକ ଗୋଷ୍ଠୀ, ଯେଉଁମାନେ ନିଜ...

ଅଘୋଷିତ ବିଦ୍ୟୁତ କାଟ: ଅତିଷ୍ଠ ସହରବାସୀ – ଖରାପ ପାଗ ଯୋଗୁ ସମସ୍ୟା ବଢିଛି:...

0
ଭଦ୍ରକ, ୨୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ସହରାଞ୍ଚଳରେ ବିଦ୍ୟୁତକାଟକୁ ନେଇ ଅତିଷ୍ଠ ହେଲେଣି ଉପଭୋକ୍ତା। ଅଘୋଷିତ ଭାବେ ଦୈନିକ ୧୦ରୁ ୨୦ଥର ଯାଏ ବିଦ୍ୟୁତ କାଟ ହେଉଛି। କେତେବେଳେ...

ଭଦ୍ରକ ଜିଲ୍ଲା କରୋନା ଆକ୍ରାନ୍ତଙ୍କ ତଥ୍ୟ

0
ଭଦ୍ରକ, ୨୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଶନିବାରଦିନ ଆଉ ୭୭ଜଣ କରୋନା ଆକ୍ରାନ୍ତ ସମଗ୍ର ଭଦ୍ରକ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ଯାହା ଫଳରେ ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ହଜାର...

ସେଣ୍ଢତୀରାରେ ବୁଦ୍ଧିଜୀବୀଙ୍କୁ ସମ୍ବର୍ଦ୍ଧନା

0
ଭଦ୍ରକ, ୨୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ବନ୍ତ ବ୍ଲକ ସେଣ୍ଢତୀରା ବଜାର ଠାରେ ଡାକ୍ତର, ସାମ୍ବାଦିକ, ସ୍ୱାସ୍ଥ୍ୟ କର୍ମଚାରୀ, ସେବିକା, ଅଙ୍ଗନୱାଡି ଓ ଆଶା କର୍ମୀ ମାନଙ୍କୁ ସେବା ଓ...