Home Authors Posts by Pramod Kumar Ray

Pramod Kumar Ray

9097 POSTS 0 COMMENTS

ବିବିସିସି ବ୍ୟାଙ୍କର ଅବସରପ୍ରାପ୍ତ କର୍ମଚାରୀଙ୍କ ମୃତଦେହ ଶୌଚାଳୟରୁ ଉଦ୍ଧାର

0
ଭଦ୍ରକ, ୨୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବାଲେଶ୍ୱର-ଭଦ୍ରକ ସେଣ୍ଟ୍ରାଲ କୋ-ଅପରେଟିଭ୍ ବ୍ୟାଙ୍କର ଅବସରପ୍ରାପ୍ତ କର୍ମଚାରୀ ଅଦୈତ୍ୟ ପ୍ରସାଦ ବେହେରାଙ୍କର ମୃତଦେହ ଆଜି ପୂର୍ବାହ୍ନ ପ୍ରାୟ ୮.୩୦ ସମୟରେ ବ୍ୟାଙ୍କ...

ଭଦ୍ରକରେ ବିଜେଡିର ୨୪ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ

0
ଭଦ୍ରକ, ୨୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଓଡ଼ିଶାରେ କୁଶାସନ ଚାଲିଥିବାବେଳେ ବିଜେଡିର ଜନ୍ମ ହୋଇଥିଲା । ବିଜେଡି ଆଜି ଜଣେ ୨୪ ବର୍ଷର ଅପରାଜେୟ ଯୁବକ ଭାବେ ନିଜର...

ଶ୍ରୀ ଜଗନ୍ନାଥ ଦର୍ଶନ ପ୍ରଚାର ସମିତିର ବାର୍ଷିକ ପ୍ରତିଷ୍ଠା ସ୍ମାରକୀ ଦିବସ , କୋବିଡ଼...

0
ଭଦ୍ରକ, ୨୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଶ୍ରୀଜଗନ୍ନାଥ ଦର୍ଶନ ପ୍ରଚାର ସମିତିର ଏକବିଂଶତମ ବାର୍ଷିକ ପ୍ରତିଷ୍ଠା ସ୍ୱାରକୀ ‘ନେତ ଉଡାଣ’ ଉପଲକ୍ଷେ ପ୍ରସ୍ତୁତି ଚୂଡାନ୍ତ ହୋଇଛି ।...

ଆଦିବାସୀ ସାହିରେ କମ୍ବଳ ବିତରଣ

0
ଭଦ୍ରକ, ୨୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଣ୍ଡାରିପୋଖରୀ ବ୍ଲକର ରାମଚନ୍ଦ୍ରପୁର ପଞ୍ଚାୟତ ଭୂତିଆ ଆଦିବାସୀ ସାହିରେ ଭାରତୀୟ ଜନତା ପାର୍ଟି ପକ୍ଷରୁ କମ୍ବଳ ବିତରଣ କରାଯାଇଛି । ପୂର୍ବତନ...

ଜନତା ସେବା କେନ୍ଦ୍ର ତରଫରୁ କମ୍ବଳ ବଣ୍ଟନ

0
ଭଦ୍ରକ, ୨୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜନତା ସେବା କେନ୍ଦ୍ର, ଚରମ୍ପା କାର୍ଯ୍ୟାଳୟ ପରିସରରେ ବଡଦିନ ଅବସରରେ ଗରିବ ନିଃସହାୟଙ୍କୁ କମ୍ବଳ ବଣ୍ଟନ କରାଯାଇଛି । ସେବା କେନ୍ଦ୍ରର...

ବିଜେଡି ପ୍ରତିଷ୍ଠା ଦିବସ ପାଳିତ

0
ଭଦ୍ରକ, ୨୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ କଲ୍ୟାଣମଣ୍ଡପରେ ଆଜି ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ଆୟୋଜିତ ଦଳର ପ୍ରତିଷ୍ଠା ଦିବସ ପାଳନ ସମାରୋହରେ...

ଭିନ୍ନ ଏକ ଧାରାର ମଣିଷ ବିକାଶ ଦାଶ, ଅତିରିକ୍ତ ଏସ୍‌ପିଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା

0
ଭଦ୍ରକ, ୨୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପୁଲିସ ବିଭାଗରେ ଚାକିରୀ କରିଥିଲେ ମଧ୍ୟ କଳା, ସାହିତ୍ୟ, ସଂସ୍କୃତିରେ ପୂର୍ଣ୍ଣ ରୁଚି ରଖିଥିବା ଏକ ଭିନ୍ନ ଧାରାର ମଣିଷ ହେଉଛନ୍ତି...

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ବାଇକ ଚାଳକ ମୃତ,୧ଆହତ

0
ଭଦ୍ରକ, ୨୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧାମରା ନିକଟସ୍ଥ ରମାଛକ ଠାରେ ଏକ ମର୍ମନ୍‌ୁଦ ସଡକ ଦୁର୍ଘଟଣାରେ ବାଇକ ଚାଳକ ଙ୍କର ଘଟଣା ସ୍ଥଳରେ ମୃତ୍ୟ ହୋଇଥିବା ବେଳେ...

ନାବାଳିକା ନାତୁଣୀ ମାଡରେ ଆଈ ମୃତ

0
ଭଦ୍ରକ, ୨୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ନପଙ୍ଗ ଗ୍ରାମର ଦାସସାହିରେ ମାନସିକ ଅନଗ୍ରସର ଥିବା ନାବାଳିକା ନାତୁଣୀର ହେମଦସ୍ତା ମାଡରେ ଆଈର...

ଧାନମଣ୍ଡି ଉଦଘାଟିତ

0
ଭଦ୍ରକ, ୨୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଣ୍ଡାରିପୋଖରୀ ବ୍ଲକର ରହଣିଆ ପ୍ରାଥମିକ ସେବା ସମବାୟ ସମତିରେ ଧାନମଣ୍ଡି ଶୁକ୍ରବାର ସମ୍ପାଦକ ସନ୍ତୋଷ କୁମାର ଦାସଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି...

ବାଜପେୟୀ ଜୟନ୍ତୀ ସହ ସୁଶାସନ ଦିବସ ପାଳନ

0
ଭଦ୍ରକ, ୨୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ବ୍ଲକର ବାରିକପୁର କଲେଜ ପରିସରରେ ଶୁକ୍ରବାର ବାଜପେୟୀଙ୍କ ୯୬ତମ ଜୟନ୍ତୀ ପାଳନ ଅବସରରେ ଆୟୋଜିତ ‘ସୁଶାସନ ଦିବସ’ ସମାରୋହରେ ଅନୁଷ୍ଠିତ...

ବାଜପେୟୀ ଜୟନ୍ତୀରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

0
ଭଦ୍ରକ, ୨୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭାରତୀୟ ଜନତା ପାର୍ଟି ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀ ଜୟନ୍ତୀ ପାଳନ ଅବସରରେ ଆଜି ବାରିକପୁର ଠାରେ...

ଆଶିର୍ବାଦ ପକ୍ଷରୁ କୁଷ୍ଠ କୋଲନୀରେ କମ୍ବଳ ବଣ୍ଟନ

0
ଭଦ୍ରକ, ୨୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ବଡ଼ଦିନ ପାଳନ ଅବସରରେ ଧୂମଧାମରେ ଭୋଜିଭାତ ମଉଜମଜଲସି କରାଯାଉଥିବା ବେଳେ କେତେକ ମହାବିଦ୍ୟାଳୟ ଛାତ୍ରୀ ଏକ ନୂଆ ସ୍ୱେଚ୍ଛାସେବୀ ସଙ୍ଗଠନ...

ମଣିନାଥପୁର ଉଚ୍ଚବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନ

0
ଭଦ୍ରକ, ୨୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ବ୍ଲକର ମଣିନାଥପୁର ଉଚ୍ଚବିଦ୍ୟାଳୟରେ ପ୍ରଧାନଶିକ୍ଷକ ରବିନ୍ଦ୍ର କୁମାର ମହାରଣାଙ୍କ ଅଧ୍ୟକ୍ଷତାରେ ଆଜି ମୋ ସ୍କୁଲ ଅଭିଯାନ ବୈଠକ ଅନୁଷ୍ଠିତ ହୋଇଯାଇଛି...

ଓଲଙ୍ଗ ଉଚ୍ଚ ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ

0
ଭଦ୍ରକ, ୨୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ବ୍ଳକ ଅନ୍ତର୍ଗତ ଓଲଙ୍ଗ ଗ୍ରାମ ସ୍ଥିତ ଓଲଙ୍ଗ ଉଚ୍ଚ ବିଦ୍ୟାଳୟରେ ମୋ ସ୍କୁଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବିଦ୍ୟାଳୟର...

ମୋ’ସ୍କୁଲ୍ ମୋ’ ପାଠ ମା’ : ଜିଲ୍ଲାସ୍କୁଲ୍ ଭଦ୍ରକରେ ମୋ ସ୍କୁଲ୍ ଅଭିଯାନ

0
ଭଦ୍ରକ, ୨୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜିଲ୍ଲାସ୍କୁଲ୍‌, ଭଦ୍ରକ ଠାରେ ମୋ’ ସ୍କୁଲ୍ ଅଭିଯାନ ଅନ୍ତର୍ଗତ ପ୍ରାକ୍ତନ ଛାତ୍ରଛାତ୍ରୀଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ...

ଉମାକାନ୍ତ ମେମୋରିଆଲ ଟି୨୦ କ୍ରିକେଟ , ଫ୍ୟୁରିୟସ୍ ଆଟାକ୍ ଭଦ୍ରକ ବିଜୟୀ

0
ଭଦ୍ରକ, ୨୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ବ୍ଲକ ପାଞ୍ଚପଡା ଗ୍ରାମରେ ଉମାକାନ୍ତ ମେମୋରିଆଲ ଟି୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇ ଯାଇଛି । ଉଦ୍‌ଘାଟନୀ ମ୍ୟାଚ ବନ୍ଧଗାଁ...

ଧାନ ଶୀଘ୍ର ନ ଉଠିଲେ ପରିସ୍ଥିତି ଅସମ୍ଭାଳ ହେବ – ଚାଷୀ , ପୁଣି...

0
ଭଦ୍ରକ, ୨୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ବ୍ଳକ ବ୍ରହ୍ମପୁର ପଞ୍ଚାୟତରେ ଚାଷୀଙ୍କ ଧାନ କିଣା ବିବାଦ ଥମିବାର ନାଁ ଧରୁନାହିଁ । ପଞ୍ଚାୟତରେ ଆଜି ପୁଣି ଚାଷୀ...

ନିଆଁ ଲାଗି ପାଉଁରୁଟି ଫ୍ରାକ୍ଟି ସହ ୩ ବଖରା ଘର ଭସ୍ମୀଭୂତ

0
ଭଦ୍ରକ, ୨୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ମତୋ ଠାରେ ଆଜି ସକାଳ ସମୟରେ ହିମାଂଶୁ ପରିଡାଙ୍କ ପାଉଁରୁଟି ଫ୍ୟାକ୍ଟ୍ରିରେ କାମ ଚାଲିଥିବା ବେଳେ ଆଂଚରୁ ନିଆଁ ଉଠି ପ୍ରଥମେ...

ବୈତରଣୀ ଆଁରେ ଏବେ ଦଶଖଣ୍ଡ ଗାଁ ପିଲାଙ୍କ ଖେଳପଡିଆ

0
ଭଦ୍ରକ, ୨୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କେଉଁଠି ନଦୀକୁ ଧସିଗଲାଣି ତ କେଉଁଠି ପୁଣି ଆଁ କରି ରହିଛି । ଏମିତି ପାଖାପାଖି ଅଧ କିଲୋମିଟର ବ୍ୟାପି ନଈକୂଳ...