Pramod Kumar Ray
ଆନ୍ତ ଜିଲ୍ଲା କ୍ଲବ କ୍ରିକେଟ : ବିଜୟଭାନୁ ଗ୍ରୀନ ଓ କଳିଙ୍ଗ କ୍ଳବ ବିଜୟୀ
ଭଦ୍ରକ, ୨୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଚରମ୍ପା ରେଲୱେ ଗ୍ରାଉଣ୍ଡ ଓ ଭଦ୍ରକ କଲେଜ ପଡ଼ିଆରେ ଓଡ଼ିଶା କ୍ରିକେଟ ଆସୋସିଏସନ ଆନୁକୂଲରେ ‘ଭିଜନ -୨୦୨୪’ ଜିଲ୍ଳା କ୍ରିକେଟ ଆସୋସିଏସନ...
ଡ. ସଦାନନ୍ଦ ଦୀକ୍ଷିତଃ ହେଲେ ଲୋକଭାଷା ପ୍ରଚାର ସମିତିର ରାଷ୍ଟ୍ରୀୟ ଅଧ୍ୟକ୍ଷ
ଭଦ୍ରକ, ୨୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସମଗ୍ର ବିଶ୍ୱରେ ସଂସ୍କୃତ ଭାଷାକୁ ଲୋକପ୍ରିୟ ଲୋକଭାଷାରେ ପରିଣତ କରିବା ଲକ୍ଷ୍ୟରେ ୧୯୮୩ ମସିହାରେ ପ୍ରତିଷ୍ଠିତ ଲୋକଭାଷା ପ୍ରଚାର ସମିତି ଦେଶର...
ଭଦ୍ରକର ଅମ୍ଳାନ ପ୍ରତିଭା ଥିଲେ ପ୍ରାଣକୃଷ୍ଣ ବିଶ୍ୱାଳ
ଭଦ୍ରକ, ୨୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକର ତୃତୀୟ ପୌରପାଳକ ସ୍ୱର୍ଗତ ପ୍ରାଣକୃଷ୍ଣ ବିଶ୍ୱାଳ ଥିଲେ ଏକାଧାରରେ ଜଣେ କର୍ମଯୋଗୀ, ନିରଳସ ସମାଜସେବୀ, ସ୍ୱାଭିମାନୀ ବିପ୍ଳବୀ, ଦୀନ ଦରିଦ୍ରର...
ପ୍ରଥମ ଥର ପାଇଁ ହରିବୋଲ କ୍ଷେତ୍ରର ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଭଜନ ଭିଡ଼ିଓ ଲୋକାର୍ପିତ
ଭଦ୍ରକ, ୨୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଗୋପାଳବିନ୍ଧା ଗ୍ରାମରେ ଅନୁଷ୍ଠିତ ତ୍ରିଦିବସୀୟ ଆଞ୍ଚଳିକ ବିଶ୍ୱଶାନ୍ତି ମହାଯଜ୍ଞର ଦ୍ୱିତୀୟ ଦିନରେ କେଶପୁର ହରିବୋଲ କ୍ଷେତ୍ରରେ ବିଜେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ...
ଗାନ୍ଧୀଙ୍କ ଭଦ୍ରକକୁ ପ୍ରଥମ ଆଗମନର ଶତ ବାର୍ଷିକୀ ପାଳନ ନିମନ୍ତେ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି...
ଭଦ୍ରକ, ୨୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ଓଡ଼ିଶାକୁ ପ୍ରଥମ ଆଗମନର ଶହେ ବର୍ଷ ପୁର୍ତ୍ତି ପରିପ୍ରେକ୍ଷୀରେ ଏହାକୁ ସ୍ମରଣୀୟ କରିବା ପାଇଁ ରାଜ୍ୟ...
ଛିନତାଇ କରି ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ଗିରଫ
ଭଦ୍ରକ, ୨୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ୨୦୨୦ ମସିହା ମହାଶିବରାତ୍ରୀରେ ଏକ ଛିନତାଇ ଘଟଣାରେ ସଂପୃକ୍ତ ଥାଇ ଫେରାର ଥିବା ମୁଖ୍ୟ ଅଭିଯୁକ୍ତକୁ ଧୂଷୁରୀ ପୁଲିସ ଗିରଫ କରିଛି...
ବନ୍ଧୁପତ୍ନୀଙ୍କୁ ଅସଦାଚରଣ କରି ୱାର୍ଡ ମେମ୍ବର ବନ୍ଧୁ ଗିରଫ
ଭଦ୍ରକ, ୨୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଦୁଇ ଉତ୍ତମ ବନ୍ଧୁଙ୍କ ମଧ୍ୟରେ ବୁଝାମଣା ଠିକ ଥିବା ବେଳେ ପରବର୍ତୀ ସମୟରେ ସେହି ବନ୍ଧୁ ବିଶ୍ୱାସଘାତକତା କରି ବନ୍ଧୁଙ୍କ ପତ୍ନୀକୁ...
ଭଦ୍ରକ କଲେଜରେ ‘ମୋ କଲେଜ’ ଅଭିଯାନ କାର୍ଯ୍ୟକ୍ରମ
ଭଦ୍ରକ, ୨୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ‘ମୋ କଲେଜ’ ଅଭିଯାନ ଭିଡିଓ କନଫେରେନ୍ସ ମାଧ୍ୟମରେ ଶୁଭାରମ୍ଭ କରିବା ସହ ପୋର୍ଟାଲ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...
ବେନ୍ତାଳ ପଂଚାୟତରେ ବିଧାୟକଙ୍କ ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍ଘାଟନ ଓ ଶିଳାନ୍ୟାସ
ଭଦ୍ରକ, ୨୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଭଦ୍ରକ ବ୍ଲକ୍ ଅନ୍ତର୍ଗତ ବେନ୍ତାଳ ପଂଚାୟତରେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍ଘାଟନ ସହ ଶିଳାନ୍ୟାସ...
ଓସିଏ ‘ଭିଜନ-୨୦୨୪’ ଆନ୍ତଃ ଜିଲ୍ଲା କ୍ଲବ ସିନିୟର ଲିଗ୍ ଟୁର୍ଣ୍ଣାମେଣ୍ଟ, ବିଜୟଭାନୁ ରେଡ ଓ...
ଭଦ୍ରକ, ୨୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଚରମ୍ପା ରେଲୱେ ଗ୍ରାଉଣ୍ଡ ଓ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପଡ଼ିଆ ଦୁଇଟି ସ୍ଥାନରେ ଓଡ଼ିଶା କ୍ରିକେଟ ଆସୋସିଏସନ ଆନୁକୁଲ୍ୟରେ ‘ଭିଜନ-୨୦୨୪’...
ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ବେଖାତିର, ବିନା ପାଲ ଢ଼ଙ୍କାରେ ଅଳିଆ ବୋହୁଛି ପୌରପାଳିକା ଗାଡ଼ି
ଭଦ୍ରକ, ୨୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସହରର ଅଳିଆ ଆବର୍ଜନା ପରିବହନ ସମୟରେ ଦାୟିତ୍ୱହୀନ ଆଚରଣ ପ୍ରଦର୍ଶନ କରୁଛନ୍ତି ପୌର କର୍ତ୍ତୃପକ୍ଷ । ଏଦିଗରେ ଉଚ୍ଚତମ ନ୍ୟାୟାଳୟଙ୍କ ପୂର୍ବରୁ...
ଉତ୍କଳକେଶରୀ ଆଗରପଡ଼ା ମହୋତ୍ସବ ୪ର୍ଥ ସନ୍ଧ୍ୟା, ଏ ମାଟିର ପ୍ରତି ସ୍ପନ୍ଦନରେ ପ୍ରବାହିତ ଦେଶପ୍ରେମର...
ଭଦ୍ରକ, ୨୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଆଗରପଡ଼ା ସ୍ଥିତ ହେମପଦ୍ମ ଗ୍ୟାଲେକ୍ସି ଠାରେ ଚାଲିଥିବା ସପ୍ତମ ବାର୍ଷିକ ଉତ୍କଳ କେଶରୀ ଆଗରପଡ଼ା ମହୋତ୍ସବର ଚୁତର୍ଥ ସନ୍ଧ୍ୟାର...
ୱାଟର ଏଟିଏମ୍ ଅଚଳ : ମରାମତି କରୁନି ପୌର ପ୍ରଶାସନ
ଭଦ୍ରକ, ୨୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ପୌର ପ୍ରଶାସନ କେବଳ ଏବେ ସାମାଜିକ ଗଣମାଧ୍ୟମରେ ନିଜର ଢୋଲ ନିଜେ ବଜାଉଛି । ସ୍ୱଚ୍ଛ ସର୍ବେକ୍ଷଣ ଦିଗରେ ନିଆଯାଉଥିବା...
କଡା ଆଇନ ସତ୍ତ୍ୱେ ଥମୁନି ଶିଶୁ ନିର୍ଯ୍ୟାତନା , ଅନୁସୂଚୀତ ଜନଜାତିର ନାବାଳିକା ଉଦ୍ଧାର...
ଭଦ୍ରକ, ୨୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଥମୁନି ଶିଶୁ ନିର୍ଯ୍ୟାତନା । ନିଜର ସୁଖ ସ୍ୱାଛନ୍ଦ୍ୟ ପାଇଁ ନାବାଳକ ଓ ନାବଳିକାମାନଙ୍କୁ ଘରେ ରଖି ଖଟାଇବା ଯେମିତି ଏକ...
ଅର୍ଥ ଅଭାବରୁ ଚିକିତ୍ସାରୁ ବଞ୍ôଚତ ଅସହାୟ ଗୋପାଳକୁ ସହାୟତା ଲୋଡା
ଭଦ୍ରକ, ୨୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ସରସଦା ପଞ୍ଚାୟତ ଅନ୍ତର୍ଗତ ଊତ୍ତରାଗଡିଆ ଗ୍ରାମର ରୋଗାକ୍ରାନ୍ତ ଗୋପାଳ ହେମ୍ରମ(୭୦) ବେସାହାରା ହୋଇବାରଓଳି ଶୁଣ୍ଡିପିଣ୍ଡା ହେଉଥିବା...
‘ମୋ ସରକାର’ ଛାଟ; ଅତିରିକ୍ତ ତହସିଲଦାରଙ୍କୁ ତତ୍କାଳ ହଟାଇଲେ ଜିଲ୍ଲାପାଳ
ଭଦ୍ରକ, ୨୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଅତିରିକ୍ତ ତହସିଲଦାର ଶରତ ଚନ୍ଦ୍ର ସ୍ୱାଇଁଙ୍କୁ ଆଜି ଛୁଟିଦିନରେ ତହସିଲରୁ ହଟାଇ ନିଆଯାଇ ଭଦ୍ରକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ...
ଚାନ୍ଦବାଲି : ଓରାସାହିରେ କୃଷକ ମଂଚ ପକ୍ଷରୁ ଗଣଧାରଣା
ଭଦ୍ରକ, ୨୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଚାନ୍ଦବାଲି ବ୍ଲକ୍ ଓରାସାହି ଓ କାଣ୍ଡଗରଡି ପଂଚାୟତର ଚାଷୀଙ୍କ ମିଳିତ କୃଷକ ମଂଚ ପକ୍ଷରୁ ଆଜି ଓରାସାହି ସେବା...
ଟାର୍ଗେଟ୍ ନାହିଁ କହି ଧାନ କିଣୁନାହିଁ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ , ଧାନବସ୍ତା...
ଭଦ୍ରକ, ୨୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲାରେ ଚାଷୀକୂଳଙ୍କ ମଥାରେ ଏବେ ପଡିଛି ଚଡକ । ଋଣ କରଜ କରି ସେମାନଙ୍କର ଯେଉଁ କଷ୍ଟଲବ୍ଧ ଫସଲକୁ ଅମଳ...
ଓସିଏ ‘ଭିଜନ-୨୦୨୪’ ଆନ୍ତଃ ଜିଲା କ୍ଲବ ସିନିୟର ଲିଗ୍ ଟୁର୍ଣ୍ଣାମେଣ୍ଟ, ଉତ୍କଳିକା କ୍ଲବ ଓ...
ଭଦ୍ରକ, ୨୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଚରମ୍ପା ରେଲୱେ ଗ୍ରାଉଣ୍ଡ ଓ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପଡ଼ିଆ ଦୁଇଟି ସ୍ଥାନରେ ଓଡ଼ିଶା କ୍ରିକେଟ ଆସୋସିଏସନ ଆନୁକୁଲ୍ୟରେ ‘ଭିଜନ-୨୦୨୪’...
ଆଦାନୀ ଧାମରା ପୋର୍ଟ ପକ୍ଷରୁ ୧୩ତମ ଆନ୍ତଃ ଗ୍ରାମପଞ୍ଚାୟତ ଭଲିବଲ୍ ଟୁର୍ଣ୍ଣାମେଣ୍ଟ, ଅମନ ନଗର...
ଭଦ୍ରକ, ୨୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଦାନୀ ଧାମରା ପୋର୍ଟର ସାମାଜିକ ଦାୟିତ୍ୱବୋଧ ବିଭାଗ ଆଦାନୀ ଫାଉଣ୍ଡେସନ୍ ଦ୍ୱାରା ଦୋସିଙ୍ଗା ବଜାର ପଡିଆରେ ଜିଲା ପ୍ରସାଶନ ତଥା ଦୋସିଙ୍ଗା...
























