Home Authors Posts by Pramod Kumar Ray

Pramod Kumar Ray

9097 POSTS 0 COMMENTS

ବିଜୁସ୍ୱାସ୍ଥ୍ୟ ସ୍ମାର୍ଟକାର୍ଡ଼ ବାଣ୍ଟିବା ନାଁରେ ବିଜେଡ଼ି ଲୋକଙ୍କୁ ଭୁଆଁ ବୁଲାଉଛି, ବିଜେପିର ସାମ୍ବାଦିକ ସମ୍ମିଳନୀ

0
ଭଦ୍ରକ, ୨୧ା୧୧ (ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ) - କେନ୍ଦ୍ରର ବିଭିନ୍ନ ଯୋଜନାକୁ ବିଜେଡ଼ି ନିଜ ଦଳ ଓ ବାପା ନାଁରେ ଓଡ଼ିଶାରେ ବିଭିନ୍ନ ଯୋଜନା କରି ଲୋକଙ୍କୁ ଭୁଆଁ ବୁଲାଉଛି। ଯଦି ଓଡ଼ିଶା...

ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ସଂସ୍କାର ସପ୍ତାହ ପାଳନ ପାଇଁ ପ୍ରସ୍ତୁତି ବୈଠକ

0
ଭଦ୍ରକ, ୨୧ା୧୧ (ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ) - ଏହି ଜିଲାର ଧାମନଗର ସ୍ଥିତ କଣ୍ଟାବଣିଆ ମଠ ଠାରେ ବିଶ୍ୱହିନ୍ଦୁ ପରିଷଦର ପୁର୍ଣ୍ଣାଙ୍ଗ ସମିତି ଓ ସଂସ୍କାର ସପ୍ତାହ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି...

ବିଜେଡ଼ି ପ୍ରାର୍ଥୀ ଚୟନ ବିବାଦର ସମାଧାନ

0
ଭଦ୍ରକ, ୨୧ା୧୧ (ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ) - ଆଗାମୀ ପଂଚାୟତ ନିର୍ବାଚନ ପାଇଁ ଗୋପିନାଥପୁର ବିଜେଡ଼ି ସରପଂଚ ପ୍ରାର୍ଥୀ ହେବା ପାଇଁ ସୃଷ୍ଟି ହୋଇଥିବା ବିବାଦର ସମାଧାନ ହୋଇଥିବାର ଜଣାପଡ଼ିଛି। ଏହି ପଂଚାୟତ...

ମେଡିକାଲରେ ସ୍ୱଚ୍ଛଭାରତ ଅଭିଯାନ

0
ଭଦ୍ରକ, ୨୧ା୧୧ (ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ) - ଏହି ଜିଲାର ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରିଣୀ ଅନିତାରାଣୀ ରାଉତଙ୍କ ନେତୃତ୍ୱରେ ରବିବାର ସ୍ୱଚ୍ଛ ଭାରତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି।...

ଡଙ୍ଗା ଭସାଇବା ହେଲା କାଳ : ଆଖଣ୍ଡଳମଣିଙ୍କ ଶିବଗଙ୍ଗା ପୁଷ୍ପରିଣୀରେ ବୁଡିଗଲେ ୨ ଶିଶୁପୁତ୍ର,...

0
ଭଦ୍ରକ, ୨୧ା୧୧ (ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ) - ଆଜି ସନ୍ଧ୍ୟା ୫ଟା ସମୟରେ ଭଦ୍ରକର ପ୍ରସିଦ୍ଧ ଶୈବପୀଠ ଆରଡିର ଶିବଗଂଗା ପୁଷ୍ପରିଣୀରେ ଡଙ୍ଗା ଭସାଇବା ବେଳେ ଗୋଡ ଖସିଯିବାରୁ ଦୁଇଜଣ ଶିଶୁପୁତ୍ରଙ୍କ ମଧ୍ୟରୁ...

ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି ନେଇ ବିଜେଡ଼ିର ପ୍ରତିବାଦ ସଭା

0
ଭଦ୍ରକ, ୨୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କେନ୍ଦ୍ର ସରକାରଙ୍କ ବାରମ୍ବାର ରାଜ୍ୟକୁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ପ୍ରତିଶୃତି ଦେଇ ପୁଣି ପ୍ରତାରଣା କରିବା ସହିତ ରାଜ୍ୟ ସରକାରଙ୍କର...

ଭଣ୍ଡାରିପୋଖରୀ – ରନ୍ଧନ ଗ୍ୟାସ ମୂଲ୍ୟବୃଦ୍ଧି ପ୍ରତିବାଦରେ ବିଜେଡିର ବିକ୍ଷୋଭ

0
ଭଦ୍ରକ, ୨୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜାଳେଣୀ ଗ୍ୟାସ ମୂଲ୍ୟବୃଦ୍ଧି ପ୍ରତିବାଦରେ ବିଜୁ ଜନତା ଦଳ ପକ୍ଷରୁ ବ୍ଲକ ସମ୍ମୁଖରେ ଆଜି ବିକ୍ଷୋଭ ଓ ପ୍ରତିବାଦ କରାଯାଇଥିଲା ।...

ଗୁରୁଗ୍ରନ୍ଥ ସ୍ଥାପନ ସଂକଳ୍ପ

0
ଭଦ୍ରକ, ୨୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଦେବଭୂମି ଗବସାହି ପ୍ରଜ୍ଞାପୀଠ, ତଥା ଭଦ୍ରକ ଜିଲ୍ଲା ଗାୟତ୍ରୀ ପରିବାର କାର୍ଯ୍ୟାଳୟ ଠାରେ ଗୁରୁଗ୍ରନ୍ଥ ସ୍ଥାପନ ସଂକଳ୍ପ ସମାରୋହ ଅନୁଷ୍ଠିତ ହୋଇ...

ପ୍ର. ଲକ୍ଷ୍ମୀକାନ୍ତ ଥିଲେ ଜଣେ ବିଚକ୍ଷଣ ପ୍ରତିଭାର ଅଧିକାରୀ

0
ଭଦ୍ରକ, ୨୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପ୍ରଫେସର ଡ. ଲକ୍ଷ୍ମୀକାନ୍ତ ନାୟକଙ୍କ ଏକାଦଶାହ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳି ସଭା ତାଙ୍କ ପୁରୁଷୋତ୍ତମ ବିହାର ସ୍ଥିତ ବାସଭବନରେ ଅନୁଷ୍ଠିତ ହୋଇଯାଇଛି...

ପ୍ରକାଶ ପାଇଲା ସ୍ୱଚ୍ଛ ସର୍ବେକ୍ଷଣ ତାଲିକା, ଭାରତରେ ଭଦ୍ରକ ସହର ସ୍ଥାନ ୨୬୧, ରାଜ୍ୟରେ...

0
ଭଦ୍ରକ, ୨୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଇତିମଧ୍ୟରେ ଅମୃତ ଯୋଜନାରେ ଭଦ୍ରକ ପୌରାଞ୍ଚଳ ଅନ୍ତର୍ଭୁକ୍ତ ହେବାକୁ ୪ ବର୍ଷ ବିତିଗଲାଣି । ଏହି ୪ ବର୍ଷ ମଧ୍ୟରେ ପୌର...

୫ଗୋରୁ ଗାଡିରୁ ୧୧୦ ଗୋରୁ ଜବତ

0
ଭଦ୍ରକ, ୨୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଣ୍ଡାରିପୋଖରୀ ପୁଲିସ ଆଜି ପ୍ରତ୍ୟୁଷରେ ୫ ବେଆଇନ ଗୋରୁ ଗାଡି ଜବତ କରିଥିôବା ଜଣାଯାଇଛି । ୧୬ ନଂ ଜାତୀୟ ରାଜପଥର...

୬୪ ଜଣ ଭୂମିହୀନ, ଆଦିବାସୀ ଓ ହରିଜନଙ୍କର ୧୨୮ ଏକର ଜମି ହଡପ, ୪...

0
ଭଦ୍ରକ, ୨୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଚାନ୍ଦବାଲି ବ୍ଲକ୍ ଅଧୀନସ୍ଥ କରଞ୍ଜମାଳ, କଇଥଖୋଲା, ଧାମରା ଓ ଜାଗୁଳା ଗ୍ରାମପଞ୍ଚାୟତର ୩୦ ରୁ ଉର୍ଦ୍ଧ୍ୱ ଭୂମିହୀନ, ଆଦିବାସୀ...

ରନ୍ଧନ ଗ୍ୟାସ୍ ମୂଲ୍ୟବୃଦ୍ଧି ପ୍ରତିବାଦରେ ଭଦ୍ରକ ଯୁବ ବିଜେଡି ପକ୍ଷରୁ ଗଣଧାରଣା ଓ ବିକ୍ଷୋଭ

0
ଭଦ୍ରକ, ୨୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ରନ୍ଧନ ଗ୍ୟାସ୍‌ର ଅହେତୁକ ମୂଲ୍ୟ ବୃଦ୍ଧି ପ୍ରତିବାଦରେ ଆଜି ଭଦ୍ରକ ବିଜୁ ମହିଳା, ଯୁବ ଏବଂ ଛାତ୍ର ଜନତା ଦଳ ପକ୍ଷରୁ...

କୃଷି ବିଲ୍ ପ୍ରସଙ୍ଗରେ କୃଷକଙ୍କ ଆଗରେ ମୁଣ୍ଡ ନୁଆଁଇଛନ୍ତି ମୋଦି ସରକାର, କଂଗ୍ରେସ ପକ୍ଷରୁ...

0
ଭଦ୍ରକ, ୨୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କେନ୍ଦ୍ରର ମୋଦି ସରକାର କୃଷକ ଆନ୍ଦୋଳନ ଆଗରେ ମୁଣ୍ଡ ନୁଆଁଇଛନ୍ତି । ୩ ବିବାଦୀୟ କୃଷି ଆଇନ୍‌କୁ ପ୍ରତ୍ୟାହାର କରିନେଇଥିବାରୁ ଭଦ୍ରକ...

କ୍ଷେତ୍ରବାସୀ ହାଇସ୍କୁଲ ୧୯୮୬ ବ୍ୟାଚ୍‌ର ବନ୍ଧୁମିଳନ ଓ ଗୁରୁପୂଜନ

0
ଭଦ୍ରକ, ୨୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପ୍ରତ୍ୟେକ ଶିକ୍ଷାର୍ଥୀ କ୍ଷେତ୍ରରେ ତାର ବିଦ୍ୟାଳୟ ଜୀବନ ସବୁଠାରୁ ଶ୍ରେଷ୍ଠ ଓ ଅଭୁଲା ହୋଇଥାଏ । ଯାହା ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତଙ୍କ...

ଲୋକକଳା ଗ୍ରାମ ବନ୍ଧଟିଆରେ କାର୍ତ୍ତିକ ପୂର୍ଣ୍ଣିମା ମହୋତ୍ସବ ଓ ପ୍ରତିଯୋଗୀତା : ପ୍ରଚାର ପ୍ରସାର...

0
ଭଦ୍ରକ ୨୦-୧୧ (ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ) ସରକାରଙ୍କ ଦ୍ୱାରା ଘୋଷିତ ଲୋକକଳା ଗ୍ରାମ ରାଧାବଲ୍ଲଭପୁର ପଂଚାୟତର ବନ୍ଧଟିଆ ସ୍ଥିତ ଲକ୍ଷ୍ମୀନାରାୟଣ ପଡ଼ିଆ ଠାରେ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉପସଭାପତି ସୁବାଶ ଚନ୍ଦ୍ର...

ସଡକ ଦୁର୍ଘଟଣା, ୪ ଆହତ

0
ଭଦ୍ରକ ୨୦-୧୧ (ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ) ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ମଜୁରୀଗଡିଆ ଗ୍ରାମ ନିକଟରେ ଆଜି ଘଟିଥିବା ସଡକ ଦୁର୍ଘଟଣାରେ ୪ ଆହତ ହୋଇଛନ୍ତି।...

ପତ୍ନୀକୁ ହତ୍ୟା ଅଭିଯୋଗ, ସ୍ୱାମୀ ଗିରଫ

0
ଭଦ୍ରକ ୨୦-୧୧ (ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ) ଏହି ଜିଲାର ଧାମନଗର ବ୍ଲକ ଅନ୍ତର୍ଗତ ରଇପୁର ଗ୍ରାମର ପାଗଳ ରାଉତଙ୍କ ପୁଅ କାହ୍ନୁଚରଣ ଗତବର୍ଷ ୨୦୨୦ ବୈଦିକ ରିତୀରେ ପିରାହାଟ ଥାନା ଅନ୍ତର୍ଗତ ମଧୁପୁର...

ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗର ସମୂହ ଦୀପଦାନ

0
ଭଦ୍ରକ ୨୦-୧୧ (ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ) ବାରିପଦାସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଗରେ ଅବସ୍ଥାପିତ ନିର୍ବାହୀ ଅଧୀକ୍ଷଣ ଯନ୍ତ୍ରୀ ବିଜୟ କୁମାର ଦାସଙ୍କ ଆଶୁ ଆରୋଗ୍ୟ କାମନା କରି ଆଜି ଭଦ୍ରକ ଜିଲା ଗ୍ରାମ୍ୟ...

ଭଦ୍ରକ ଜେଲ୍‌ରୁ ଖସିଯାଉଥିବା ବିଚାରାଧୀନ ବନ୍ଦୀ ଧରାପଡିଲା

0
ଭଦ୍ରକ ୨୦-୧୧ (ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ) ଆଜି ଭଦ୍ରକ ସ୍ୱତନ୍ତ୍ର ଉପକାରାଗାରରୁ ଜଣେ ବିଚାରାଧୀନ ବନ୍ଦୀ ଶୌଚ ହେବାକୁ ଯାଇ ପାଇପ୍ ଯୋଗେ ପାଚେରୀ ଡେଇଁ ଖସିଯିବାବେଳେ ଧରାପଡିବା ଘଟଣା ଚର୍ଚ୍ଚାର ବିଷୟ...