Home Authors Posts by Pramod Kumar Ray

Pramod Kumar Ray

9097 POSTS 0 COMMENTS

ଗୁରୁତର ଆହତଙ୍କ ସହାୟତା ପାଇଁ ହାତ ବଢାଇଲା ଭଦ୍ରକ ଡାକ ବିଭାଗ

0
ଭଦ୍ରକ, ୧୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଘୋଷରା ବଜାର ଉପ ଡାକଘରେ କାର୍ଯ୍ୟରତ ଜଣେ ଭିନ୍ନକ୍ଷମ ଗ୍ରାମୀଣ ଡାକ କର୍ମଚାରୀ ଏକ ସଡକ ଦୁର୍ଘଟଣାରେ ଗୁରୁତର ଆହତ...

ଭଦ୍ରକ ସାହିତ୍ୟ ସଂସ୍କୃତି ପରିଷଦର ସାମ୍ବାଦିକ ସମ୍ମିଳନୀ

0
ଭଦ୍ରକ, ୧୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ସାହିତ୍ୟ ସଂସ୍କୃତି ପରିଷଦ ପକ୍ଷରୁ ଆଜି ସନ୍ଧ୍ୟାରେ ମହେନ୍ଦ୍ର ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।...

ବିବାଦ ଘେରରେ ଶ୍ୟାମସୁନ୍ଦରପୁର ସେବା ସମବାୟ ସମିତି, ଅଚଳାବସ୍ଥାକୁ ନେଇ ଚାଷୀମାନେ ଜିଲାପାଳଙ୍କ ଦ୍ୱାରସ୍ଥ

0
ଭଦ୍ରକ, ୧୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ତିହିଡି ବ୍ଲକ୍ ଅଧୀନସ୍ଥ ଶ୍ୟାମସୁନ୍ଦରପୁର ସେବା ସମବାୟ ସମିତିର ସଂପାଦକ କାଳନ୍ଦୀ ଚରଣ ଦାସଙ୍କ ନିଲମ୍ବନକୁ ନେଇ ବିବାଦ ଜୋର ଧରିଛି...

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା, ଧାରଣା ଦେଲେ ସାମ୍ବାଦିକ, ଆତ୍ମ ସମର୍ପଣ କଲା ଅଭିଯୁକ୍ତ

0
ଭଦ୍ରକ, ୧୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଦିନ ଦ୍ୱିପ୍ରହରରେ ଜଣେ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ କରିବା ଘଟଣାରେ ଭଣ୍ଡାରିପୋଖରୀ ଥାନା ଅଧିକାରୀ ଅଭିଯୁକ୍ତକୁ ଗିରଫ କରିବାରେ ଟାଳଟୁଳ...

କାଦବରାଙ୍ଗ ଆଡିଆ ଭାୟା ବାଙ୍କତିରା ରାସ୍ତା ଜରାଜୀର୍ଣ୍ଣ, ଠିକାଦାରି ପ୍ରିତି ଯୋଗୁଁ ରାସ୍ତା ଅବସ୍ଥା...

0
ଭଦ୍ରକ, ୧୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଗ୍ରାମ ଉନ୍ନୟନ ବିଭାଜନ (୧)ଅଧିନ ବନ୍ତ ବ୍ଲକର କାଦବରାଙ୍ଗ ଠାରୁ ଆଡିଆ ଭାୟା ବାଙ୍କତିରା ରାସ୍ତାଟି ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି...

ଗୋଚର ଜମିରୁ ଜବର ଦଖଲ ଉଚ୍ଛେଦ ହେଉନି, ତହସିଲ ସମ୍ମୁଖରେ ଗ୍ରାମବାସୀଙ୍କ ଧାରଣା

0
ଭଦ୍ରକ, ୧୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଗୋଚର ଜମିକୁ କିଛି ଖଳ ପ୍ରକୃତିର ବ୍ୟକ୍ତି ଜବର ଦଖଲ କରି ରଖିଛନ୍ତି । ଗ୍ରାମବାସୀ ବାରମ୍ବାର ଜିଲ୍ଲା,ତହସିଲ ଓ ସ୍ଥାନୀୟ...

ବାଂଶଡା- ଦିଗଛିଆ ରାସ୍ତା ସଂପ୍ରସାରଣରେ ବାଧକ ଥିବା ଅବରୋଧକାରୀଙ୍କୁ ହଟାଗଲା

0
ଭଦ୍ରକ, ୧୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବାଂଶଡା-ଦିଗଛିଆ ରାସ୍ତା ସଂପ୍ରସାରଣରେ ବାଧକ ଥିବା ଜବରଦଖଲକାରୀ ମାନଙ୍କୁ ଆଜି ହଟାଯାଇଛି । ଏହି ରାସ୍ତାକୁ ରାସ୍ତା ଗୃହ ନିର୍ମାଣ ବିଭାଗ...

ଉନ୍ନତି ନାମରେ ଚାଲିଛି ବ୍ୟାପକ ଦୁର୍ନିତୀ- କଂଗ୍ରେସ ନେତା ନଳିନୀ

0
ଭଦ୍ରକ, ୧୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଉନ୍ନତି ନାମରେ ଚାଲିଛି ମହା ଦୁର୍ନିତୀ । ଦୁର୍ନିତୀର ଗନ୍ତାଘର ପାଲଟିଛି ଭଦ୍ରକ ବିଧାନସଭା କ୍ଷେତ୍ରର ବ୍ଲକ ଓ ପୌର କାର୍ଯ୍ୟାଳୟ...

ବିପ୍ଳବୀ ଚକ୍ରଧର ବେହେରାଙ୍କ ଜୟନ୍ତୀ ପାଳନ ଉପଲକ୍ଷେ ଜିଲ୍ଲାସ୍ତରୀୟ ବକ୍ତୃତା ପ୍ରତିଯୋଗିତା

0
ଭଦ୍ରକ, ୧୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ସ୍ତରରେ ବିପ୍ଳବୀ ଚକ୍ରଧର ବେହେରାଙ୍କ ଜୟନ୍ତୀ ପାଳନ ଉପଲକ୍ଷେ ହାଇସ୍କୁଲ ସ୍ତରୀୟ ପିଲାମାନଙ୍କ ମଧ୍ୟରେ ଏକ ଜିଲ୍ଲା ସ୍ତରୀୟ...

ଭଣ୍ଡାରିପୋଖରୀ ଜନ ଶୁଣାଣି ଶିବିରରେ ୪୩ଟି ଅଭିଯୋଗ ଆଗତ

0
ଭଦ୍ରକ, ୧୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଚଳିତ ମାସର ଦ୍ୱିତୀୟ ସୋମବାରରେ ଭଣ୍ଡାରିପୋଖରୀ ବ୍ଲକ୍‌ରେ ଜିଲ୍ଲାପାଳ ଓ ଏସ୍‌.ପି.ଙ୍କ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି ।...

ଜାତୀୟ ମତ୍ସ୍ୟ ଚାଷୀ ଦିବସ ପାଳିତ

0
ଭଦ୍ରକ, ୧୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜିଲା ମତ୍ସ୍ୟ ବିଭାଗ କାର୍ଯ୍ୟାଳୟରେ ଆଜି ଜାତୀୟ ମତ୍ସ୍ୟ ଚାଷୀ ଦିବସ ପାଳିତ ହୋଇଯାଇଛି । ସହକାରୀ ମତ୍ସ୍ୟ ଅଧିକାରୀ ଭଣ୍ଡାରିପୋଖରୀ...

ପିରହାଟରେ ଭାଜପାର ଗରିବ କଲ୍ୟାଣ ଜନ ସଭା, ରାଜ୍ୟରେ ୫୦ ପ୍ରତିଶତ ମହିଳାମାନଙ୍କ ପାଇଁ...

0
ଭଦ୍ରକ, ୧୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଅଧୀନ ତିହିଡି ବ୍ଲକର ପିରହାଟ ସ୍ଥିତ ବାସନ୍ତୀ ପଡିଆରେ ଭାଜପାର ସେବା ସୁଶାସନ ଓ...

୫ ଡକାୟତ ଗିରଫ, ମାରଣାସ୍ତ୍ର, ମୋବାଇଲ ସହ ୨ ବାଇକ୍ ଜବତ

0
ଭଦ୍ରକ, ୧୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବନ୍ତ ପୁଲିସ ୫ ଜଣ ଡକାୟତଙ୍କୁ ଗିରଫ କରିଥିବା ଜଣାଯାଇଛି । ଗିରଫ ଆସାମୀ ମାନେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ...

ଶ୍ରାବଣ ୨ୟ ସୋମବାରରେ ଆଖଣ୍ଡଳମଣିଙ୍କୁ ଜଳଲାଗି କଲେ ହଜାର ହଜାର କାଉଡିଆ, ପୀଠରେ ବ୍ୟାପକ...

0
ଭଦ୍ରକ, ୧୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପବିତ୍ର ଶ୍ରାବଣମାସରେ ୨ୟ ସୋମବାରରେ ଆରଡିପୀଠ ବାବା ଆଖଣ୍ଡଳମଣିଙ୍କୁ ଜଳଲାଗି କରିବା ପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ହଜାର ହଜାର କାଉଡିଆଙ୍କ...

ପୋଖରୀ ପୁନଃରୁଦ୍ଧାର କାର୍ଯ୍ୟ ନାମରେ ମନରେଗା ଅର୍ଥ ହରିଲୁଟ ଘଟଣା, ମାମଲା ଋଜୁ

0
ଭଦ୍ରକ, ୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ସାନଶାସନ ପଞ୍ଚାୟତ ବଡଶାସନ ଗ୍ରାମରେ ପୋଖରୀ ପୁନଃରୁଦ୍ଧାର ନାମରେ ଅର୍ଥ ହରିଲୁଟ ହୋଇଥିବା ଅଭିଯୋଗ ଉପରେ...

ଏବିଭିପିର ୭୫ତମ ପ୍ରତିଷ୍ଠା ଦିବସ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଳିତ

0
ଭଦ୍ରକ, ୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି), ଭଦ୍ରକ ପକ୍ଷରୁ ପରିଷଦର ୭୫ତମ ପ୍ରତିଷ୍ଠା ଦିବସ ଏବଂ ରାଷ୍ଟ୍ରୀୟ ବିଦ୍ୟାର୍ଥୀ ଦିବସ ଜାନୁଗଞ୍ଜ ସ୍ଥିତ...

ଅଶ୍ୱିନୀ ନାୟକ ରାଜ୍ୟ ସମବାୟ ସଂଘ ନିର୍ଦ୍ଦେଶକ ଭାବେ ନିର୍ବାଚିତ

0
ଭଦ୍ରକ, ୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବିଶିଷ୍ଟ ସମବାୟବିତ୍‌, ର୍ପୂବତନ ଶାଖା ପରିଚାଳକ, ପୂର୍ବତନ ସମ୍ପାଦକ ବାଲେଶ୍ୱର ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ଅଶ୍ୱିନୀ ନାୟକ ବିଜୁ ଜନତା...

ନିଦାବିଷ୍ଣୁ ସାଜିଛି ଭଦ୍ରକ ପୂର୍ତ୍ତ ବିଭାଗ, ଜିଲାପାଳଙ୍କ ନିର୍ଦ୍ଦେଶ ସତ୍ୱେ ମରାମତି ହେଲାନାହିଁ ଆଖଣ୍ଡଳମଣି-ଭଦ୍ରକ...

0
ଭଦ୍ରକ, ୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ରାଜ୍ୟର ପ୍ରସିଦ୍ଧ ଶୈବପୀଠ ଆରଡି ଧାମର ଆଖଣ୍ଡଳମଣିଙ୍କ ମନ୍ଦିରରେ ଇତିମଧ୍ୟରେ ଆରମ୍ଭ ହୋଇଯାଇଛି ଶ୍ରାବଣୀ ବ୍ରତ । ପବିତ୍ର ଶ୍ରାବଣ ସୋମବାରରେ...

ଚାନ୍ଦବାଲିର ଶୀତଳପୁର ଗାଁରେ କୁମ୍ଭୀର ଆତଙ୍କ, ବିଦ୍ୟାଳୟକୁ ଯାଉନାହାଁନ୍ତି ଛାତ୍ରଛାତ୍ରୀ, ସଂଜରେ ନଦୀବନ୍ଧକୁ ଯିବାରେ...

0
ଭଦ୍ରକ, ୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲାର ଚାନ୍ଦବାଲି ବ୍ଲକ୍ ଅଧୀନସ୍ଥ ଶୀତଳପୁର ଗାଁରେ ଏବେ କୁମ୍ଭୀର ଆତଙ୍କ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ଖେଳାଇ ଦେଇଛି...

ଖାକିରେ କଳଙ୍କ, ମଦ୍ୟପ କନେଷ୍ଟବଳଙ୍କ ଦାଦାଗିରିର ଭିଡିଓ ଭାଇରାଲ

0
ଭଦ୍ରକ, ୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜଣେ ମଦ୍ୟପ କନେଷ୍ଟବଳଙ୍କ ଦାଦାଗିରିର ଭିଡିଓ ଭାଇରାଲ ହେବା ପରେ ତାହା ଭଦ୍ରକ ଭଳି ଏକ ସମ୍ବେଦନଶୀଳ ଜିଲାରେ ପୁଲିସର ଖାକି...