Home Authors Posts by Jyoti Ranjan Das

Jyoti Ranjan Das

59 POSTS 0 COMMENTS

ଗଞ୍ଜାମ ଜିଲ୍ଲାର ମେଘଝୋଳି ଗ୍ରାମରେ ଦନ୍ତା ହାତୀକୁ ହତ୍ୟା

0
ବ୍ରହ୍ମପୁର : ୧୬/୧୨ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ପାରାଲାଖେମୁଣ୍ଡି ଡିଭିଜନ ଚନ୍ଦ୍ରଗିରି ରେଞ୍ଜ ଭୀଷ୍ମଗିରି ସେକ୍ସନ ଗଡ଼ସାମନ୍ତରାୟପୁର ବିଟ ଅଞ୍ଚଳରେ ଦନ୍ତା ହାତୀର ଅପମୃତ୍ୟୁ ହୋଇଛି। ଦିଗପହଣ୍ଡି ବ୍ଲକ୍ ନିମଖଣ୍ଡି ପେଣ୍ଠ ପଞ୍ଚାୟତ...

କର୍କଟ ରୋଗ ସଚେତନତା ପାଇଁ ସାଇକେଲରେ ଅଭିଯାନ

0
ରୋଗ ବିଜୟିନୀ ମନୀଷା କୋଇରାଲା ଅଭିଯାନର ଶୁଭାରମ୍ଭ କଲେ ବ୍ରହ୍ମପୁର : ୨/୧୨/୨୦୧୮ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) କର୍କଟ ରୋଗର କାରଣ ଓ ନିରାକରଣ ସଂପର୍କରେ ନିରବଚ୍ଛିନ୍ନ ଭାବେ ଜନସଚେତନତା ସୃଷ୍ଟି କରି...

ଭାର ଉତ୍ତୋଲନରେ ଛାତ୍ରୀଙ୍କ କୃତିତ୍ୱ

0
ବ୍ରହ୍ମପୁର: ୧/୧୨/୨୦୧୮(ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ଚିକିଟୀ କଲେଜ ଛାତ୍ରୀ ବନିତା ଘଡେଇ ସର୍ବ ଭାରତୀୟ ମହିଳା ଭାରତ୍ତୋଳନ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଇଚ୍ଛା ଓ ଏକାଗ୍ରତା ଥିଲେ ସୁଯୋଗ...

ସ୍କୁଲ ବସ୍ ର ରେଡ଼ିଏଟର ଫାଟି ୪ ଛାତ୍ର ଆହତ : ଅଭିଭାଵକ ମହଲରେ...

0
ବ୍ରହ୍ମପୁର: ୨୯/୧୧/୨୦୧୮ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ବ୍ରହ୍ମପୁର ଅରବିନ୍ଦନଗର ନିକଟରେ ଥିବା ଏକ ଘରୋଇ ଇଂରାଜୀ ମାଧ୍ୟମ ଶିକ୍ଷାନୁଷ୍ଠାନର ପିଲାଙ୍କୁ ନେଇ ଯାଉଥିବା ଏକ ଭ୍ୟାନର ରେଡ଼ିଏଟର ଫାଟିଯିବାରୁ ସମ୍ମୁଖରେ ବସିଥିବା...

ଏନକାଉଣ୍ଟରରେ ଆହତ ଦୁର୍ଦ୍ଧାନ୍ତ ଅପରାଧୀ ଚିକିତ୍ସାଧୀନ ଅବସ୍ଥାରେ ହସପିଟାଲରୁ ଫେରାର: ପାଞ୍ଚ ପୋଲିସ ସସପେଣ୍ଡ

0
ବ୍ରହ୍ମପୁର: ୨୫/୧୧/୨୦୧୮ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ଏକ ଏନକାଉଣ୍ଟର ଘଟଣାରେ ପୋଲିସ କବ୍ଜାକୁ ଆସିଥିବା ଅପରାଧୀ ଚିକିତ୍ସାଧୀନ ଅବସ୍ଥାରେ ହସପିଟାଲରୁ ଚମ୍ପଟ ମାରିଛି। ତାକୁ ପୁଣି ଧରିବାକୁ ପୋଲିସର ଏକ ସ୍ୱତନ୍ତ୍ର...

ବୁଗୁଡ଼ାରେ ଆଇନଜୀବୀଙ୍କୁ ମାଡ଼: ଘଟଣାକୁ ଗଞ୍ଜାମ ଜିଲ୍ଲା ବ୍ୟାପି ଆଇନଜୀବୀ ମାନଙ୍କ ନିନ୍ଦା ଓ...

0
ବ୍ରହ୍ମପୁର : ୧୩/ ୧୧ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ଗଞ୍ଜାମ ଜିଲ୍ଲାର ବୁଗୁଡା ଠାରେ ପୋଲିସ ମାଡ଼ରେ ଆଇନଜୀବୀ ଆହତ ହୋଇଥିବା ଅଭିଯୋଗ ଘଟଣା ଆଲୋଡନ ସୃଷ୍ଟି କରିଛି। ଆଜି ମଧ୍ୟାହ୍ନରେ...

ଛତ୍ରପୁରରେ ବ୍ୟାଙ୍କ ସମ୍ମୁଖରୁ ଜମାକାରୀଙ୍କ ୩୦ ହଜାର ଟଙ୍କା ଲୂଟ

0
ବ୍ରହ୍ମପୁର :୨୬/୦୯ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାଶ) ଛତ୍ରପୁର ଏସ .ବି .ଆଇ. ଶାଖା ସମ୍ମୁଖରେ ଜଣେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ଠାରୁ ୩୦ ହଜାର ଟଙ୍କା ଲୂଟ ହୋଇଛି। ଆଜି ପୂର୍ବାହ୍ନପ୍ରାୟ...

ଆୟ ବହିର୍ଭୁତ ସମ୍ପତ୍ତି ମାମଲାରେ ଗୁଣୁପୁର I.T.D.A.ଜୁନିଅର ଇଂଜିନିୟର ଫସିଲେ

0
ବ୍ରହ୍ମପୁର: ୧୯/୦୯ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ବ୍ରହ୍ମପୁର ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଗୁଣପୁର ଆଇ.ଟି.ଡି.ଏ. ର ଜୁନିଅର ଇଂଜିନିୟର ଶ୍ରୀ ଗଗନ...

ଦାମୋଦର ବାବୁଙ୍କ ବାଣକୁ ଆୟୁଧ କଲା କଂଗ୍ରେସ : ବ୍ରହ୍ମପୁରରେ ବିକ୍ଷୋଭ ସମାବେଶରେ ଦୁର୍ନୀତି...

0
ବ୍ରହ୍ମପୁର:୧୮/୦୯/୨୦୧୮ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ରାଫେଲ ଯୁଦ୍ଧ ବିମାନ କିଣା ଘଟଣାର ତଦନ୍ତ ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦେଶ ବାସୀଙ୍କୁ ବିଶ୍ୱାସଘାତ କରିଥିବା ଅଭିଯୋଗ କରି ଆଜି ଭାରତୀୟ...

ଓଡ଼ିଶାର ଲକ୍ଷାଧିକ ଶିଶୁ ନିମ୍ନମାନର ପୋଲିଓ ପ୍ରତିଷେଧକ ଡୋଜ ନେଲେ : ନିର୍ଦ୍ଧିଷ୍ଟ ଔଷଧ...

0
ବ୍ରହ୍ମପୁର: ୧୫/୦୯ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ନିମ୍ନମାନର ପୋଲିଓ ଭେକ୍ସିନ ଯୋଗଣରୁ ଶିଶୁ ମାନଙ୍କୁ ପୋଲିଓ ନିରାକରଣ ଔଷଧ ଦିଆଯାଇପାରୁନାହିଁ। ରାଜ୍ୟ ସରକାରଙ୍କ ଏକ ନିର୍ଦ୍ଦେଶନାମା ପରେ ବାୟୋମେଡ ସଂସ୍ଥା ଦ୍ୱାରା...

ମହିଳା, ଶିଶୁ ଚାଲାଣ ଓ ବାଲ୍ୟ ବିବାହ ଓଡ଼ିଶାରେ ଉଦବେଗଜନକ

0
ବ୍ରହ୍ମପୁର: ୧୨/୦୯/୨୦୧୮ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) " ବାଲ୍ୟ ବିବାହ ଓ ଯୁବତୀ ଚାଲାଣ ରେ ପିଡୀତାଙ୍କ ଉଦ୍ଧାର ଓ ଥଇଥାନ " ଶୀର୍ଷକ ଗଞ୍ଜାମ ଜିଲ୍ଲା ସ୍ତରୀୟ ସଚେତନତା କର୍ମଶାଳା...

ଭାରତ ବନ୍ଦ : ଗଞ୍ଜାମ ଜିଲ୍ଲାରେ ସଫଳ ଓ ଶାନ୍ତିପୂର୍ଣ୍ଣ

0
ବ୍ରହ୍ମପୁର : ୧୦/୦୯ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ଘଟଣାରେ ଆଜି ବିପକ୍ଷ ଦଳ ଗୁଡିକ ପକ୍ଷରୁ ଭାରତ ବନ୍ଦ ପାଳନ ଅବସରରେ ଗଞ୍ଜାମ ଜିଲ୍ଲାରେ ସାଧାରଣ...

ବଜ୍ରାଘାତରେ ଦୁଇ ମହିଳା ମୃତ – ୧୨ ମହିଳା ଆହତ

0
ବ୍ରହ୍ମପୁର: ୧୫/୦୭ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ଭଞ୍ଜନଗର ବ୍ଲକର ମହାଗୁଡା ଗ୍ରାମରେ ଆଜି ଅପରାହ୍ନରେ ବର୍ଷା ସହ ବଜ୍ରାଘାତ ହେବା ଫଳରେ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ହୋଇଛି ଏବଂ ୧୨...

ପଥର ଫୁଟାକୁ ବିରୋଧ କରି ଆନ୍ଦୋଳନ: ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ

0
ବ୍ରହ୍ମପୁର ୭-୭ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ହିଞ୍ଜିଳି ଥାନା ଅନ୍ତର୍ଗତ ବାଦି ଆମ୍ବ ଗାଆଁରେ ଉତ୍ତେଜନା। ପଥର ବ୍ଲାଷ୍ଟିଂକୁ ବିରୋଧ କରି ଗ୍ରାମବାସୀ କରିଛନ୍ତି ଆନ୍ଦୋଳନ। ସ୍କୁଲରେ ପକାଇଛନ୍ତି ତାଲା। ବାହାରେ...

ପୁଣି ବ୍ରହ୍ମପୁର ପୋଲିସର ଏନକାଉଣ୍ଟର- ଜଣେ ଆହତ

0
ବ୍ରହ୍ମପୁର: ୪/୦୭/୨୦୧୮ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ବ୍ରହ୍ମପୁର ପୋଲିସର ପୁଣି ଏକ ଏନକାଉଣ୍ଟର। ପୋଲିସ ଗୁଳିର ଶିକାର ଦୁର୍ଦାନ୍ତ ଅପରାଧୀ କୁନା ବେହେରା। କୁନାର ଗୋଡ଼ରେ ବାଜିଛି ଗୁଳି। ଗୁରୁତର ଅବସ୍ଥାରେ...

ବ୍ରହ୍ମପୁରରେ ଇଦ ଉଲ ଫିତର ପାଳନ

0
ବ୍ରହ୍ମପୁର: ୧୬/୦୬ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ମୁସଲିମ ସମ୍ପ୍ରଦାୟ ପକ୍ଷରୁ ଆଜି ବ୍ରହ୍ମପୁର ଠାରେ ଆନନ୍ଦ ଉଲ୍ଲାସରେ ପବିତ୍ର ଇଦ ଉଲ ଫିତର ପର୍ବ ପାଳନ କରାଯାଇଛି। ଦୀର୍ଘ ଏକ ମାସ...

ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ସଂଗ୍ରାମ ପାଇଁ ମହାରଥୀଙ୍କ ଆହ୍ୱାନ

0
ବ୍ରହ୍ମପୁର: ୧୨/୦୬/୨୦୧୮ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଠାରୁ ହିସାବ ତଲବ ପାଇଁ ଗଞ୍ଜାମ ଜିଲ୍ଲା ଯୁବ କଂଗ୍ରେସ କର୍ମୀମାନେ ଜାଗି ଉଠିବାକୁ ରାଜ୍ୟ ଯୁବ କଂଗ୍ରେସ ସଭାପତି ଶ୍ରୀ...

ଚାଷୀଙ୍କ ବଳରେ ବି.ଜେ. ପି.ର ଶକ୍ତି ପ୍ରଦର୍ଶନ: ଛତ୍ରପୁରରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ

0
ବ୍ରହ୍ମପୁର: ୧୦/୦୧/୨୦୧୮ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ଚାଷୀଙ୍କ ସମସ୍ୟା ଓ ମଣ୍ଡି କାର୍ଯ୍ୟକାରୀ କରିବା ଦିଗରେ ସରକାରଙ୍କ ଉଦାସୀନତାର ପ୍ରତିବାଦରେ ଆଜି ଭାରତୀୟ ଜନତା ପାର୍ଟି ଗଞ୍ଜାମ ଶାଖା ପକ୍ଷରୁ ଛତ୍ରପୁର...

ବ୍ରହ୍ମପୁରରେ ସି.ପି.ଆଇ.ଏମ. ଓଡିଶା ରାଜ୍ୟ ସମ୍ମିଳନୀ

0
ବ୍ରହ୍ମପୁର: ୭/୦୧/୨୦୧୮ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ ) ଓଡିଶା ଶାଖା ପକ୍ଷରୁ ଆଜି ବ୍ରହ୍ମପୁର ଠାରେ ତିନି ଦିନିଆ ୨୧ଶ ରାଜ୍ୟ ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ...