Home Authors Posts by Debadatta Rath

Debadatta Rath

2473 POSTS 0 COMMENTS

ଉତ୍ତରାଖଣ୍ଡ ବିନାଶକାରୀ ବାତ୍ୟା:୫ ବର୍ଷ ପରେ ମିଳିଲା ୨୧ କଙ୍କାଳ!

0
ଭୁବନେଶ୍ୱର;୧୫,ଅକ୍ଟୋବର:"ତିତିଲି" ଯିବା ପରେ ଏବେ ବିଭିର୍ଣ୍ଣ ସ୍ଥାନରୁ ଗୋଟିଏ ପରେ ଗୋଟିଏ ଜୀବନହାନି ଘଟଣା ଜଣାପଡ଼ୁଛି।ମାଟି ତଳେ ଦବି ହୋଇ ରହିଥିବା ମୃତ ଦେହ ଉଦ୍ଧାର ହେଉଛି।ସତେ,କେତେ ଭୟଙ୍କର ଏ ବାତ୍ୟା ଏବଂ...

ବଳାତ୍କାର ଅଭିଯୁକ୍ତ ପାଦ୍ରୀଙ୍କୁ ଜାମିନ:ପାସପୋର୍ଟ ଜମା କରିବାକୁ ନିର୍ଦ୍ଦେଶ

0
ଭୁବନେଶ୍ୱର;୧୫,ଅକ୍ଟୋବର:ପଞ୍ଜାବ,ଜଳନ୍ଧର ଅଞ୍ଚଳର ଜଣେ ପାଦ୍ରୀ ତଥା ପୂର୍ବତନ ବିଷପ,ଫ୍ରେଙ୍କୋ ମୁଲକ୍କଲଙ୍କ ଉପରେ ୪ ବର୍ଷ ପୂର୍ବେ ଜଣେ ନନଙ୍କୁ ବଳାତ୍କାର କରିଥିବାର ଅଭିଯୋଗ ହୋଇଥିଲା।ଯାହା ଉପରେ କେରଳ ହାଇକୋର୍ଟ ଫ୍ରେଙ୍କୋଙ୍କୁ ଜାମିନ ଦେଇ...

ମୋନାଲିସାଙ୍କ ଦାଣ୍ଡିଆ

0
ଭୁବନେଶ୍ୱର;୧୫,ଅକ୍ଟୋବର:ଭୋଜପୁରୀ ଫିଲ୍ମ ଜଗତର ବୋଲ୍ଡ ଅଭିନେତ୍ରୀ ତଥା "ବିଗ ବସ"ର ପୂର୍ବ କଣ୍ଟେଷ୍ଟାଣ୍ଟ ମୋନାଲିସାଙ୍କର ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି।ଭିଡିଓଟିରେ ନବରାତ୍ରୀ ଉପଲକ୍ଷେ ମୋନାଲିସା ଦାଣ୍ଡିଆ କରୁଥିବାର ରହିଛି।ଭିଡିଓ ଟିକୁ ମୋନାଲିସା...

ଅବବ୍ଦୁଲ କଲାମଙ୍କ ନାମରେ ନୂଆ ଜୀବ!

0
ପୃଥିବୀ ପୃଷ୍ଠରେ ମିଳୁ ନାହାଁନ୍ତି ଏହି ଜୀବ! ଭୁବନେଶ୍ୱର;୧୫,ଅକ୍ଟୋବର:ଭାରତର ଭୂତପୂର୍ବ ରାଷ୍ଟ୍ରପତି,ଭାରତ ରତ୍ନ ଡଃ:ଅବଦ୍ଦୁଲ କଲାମଙ୍କ ନାମରେ ନାମିତ ହୋଇଛି ଏକ ନୂଆ ଜୀବ!ଶୁଣି ଆଶ୍ଚର୍ଯ୍ୟ ହେଉଥିଲେ ମଧ୍ୟ ଏହା ସତ୍ୟ। ନାସାର ବୈଜ୍ଞାନିକଙ୍କ ଦ୍ଵାରା...

ଆରଏସଏସ ପକ୍ଷରୁ ବିଜୟା ଦଶମୀ ଉତ୍ସବ

0
ଭୁବନେଶ୍ୱର;୧୪,ଅକ୍ଟୋବର:ସଙ୍ଗଠନରୁ ଶକ୍ତି ଆସିଥାଏ।ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପ୍ରତ୍ୟେକ ହିନ୍ଦୁଙ୍କୁ ସଂଗଠିତ କରିବାକୁ କରିବାକୁ ଚାହୁଁଛି।୧୯୨୫ରେ ସଂଘ ପ୍ରତିଷ୍ଠା ପୂର୍ବରୁ ଡକ୍ଟର ହେଡ଼ଗେୱାର ଭାରତ ବର୍ଷର ପରାଧୀନ ହେବାର କାରଣ ଖୋଜିଥିଲେ।ଅନେକ ଚିନ୍ତନ...

ମି ଠୁ” କୁ ନେଇ ମହିଳା “ଠୁ ଲେଟ” କାହିଁକି? :ବିଜେପି ମହିଳା ମୋର୍ଚ୍ଚା

0
ଭୁବନେଶ୍ୱର;୧୪,ଅକ୍ଟୋବର:"ମି ଠୁ" କୁ ନେଇ ମହିଳା "ଠୁ ଲେଟ" କାହିଁକି?ଏପରି ପ୍ରଶ୍ନ ଉଠାଇଛନ୍ତି ବିଜେପି ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷା ବିଜୟା ରହାତକର।ରହାତକରଙ୍କ କହିବା ଅନୁଯାୟୀ ଯେଉଁ ମହିଳା ମାନଙ୍କର "ମି ଠୁ"...

ନବୀନ ସରକାରକୁ ଉପାଡ଼ି ଫିଙ୍ଗ…କିଏ ଏବଂ କେବେ ପ୍ରଥମେ କହିଥିଲା?

0
ଭୁବନେଶ୍ୱର;୧୪,ଅକ୍ଟୋବର:ବିଜେପି ରାଷ୍ଟ୍ରୀୟ ଅଧକ୍ଷ ଅମିତ ଶାହା କିଛି ଦିନ ତଳେ ଓଡ଼ିଶା ଆସିଥିବା ସମୟରେ କହିଥିଲେ ଯେ ନବୀନ ସରକାର ପୋଡ଼ା ଟ୍ରାନ୍ସଫର୍ମର।ଏହାକୁ ଉପାଡ଼ି ଫିଙ୍ଗ।ଶାହାଙ୍କର ଏହି ପଦଟିଏ କଥା ସେ ସମୟରେ...

ଡିସେମ୍ବର ୬ରୁ ଆରମ୍ଭ ହେବ ରାମ ମନ୍ଦିର ନିର୍ମାଣ!

0
ବାବର ନାମରେ ମସଜିଦ କରାଇ ଦେବୁନି:ବେଦାନ୍ତି ଭୁବନେଶ୍ୱର;୧୪,ଅକ୍ଟୋବର:୧୯ ପୂର୍ବରୁ ଆରମ୍ଭ ହେବ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ!ଏପରି କହିଛନ୍ତି ରାମ ଜନ୍ମଭୂମି ନ୍ୟାସର କାର୍ଯ୍ୟକାରୀ ଅଧକ୍ଷ ଡଃ: ରାମ ବିଳାସ ବେଦାନ୍ତି।ଏହା ସହ ସେ...

ସନ୍ଥ ସମାଜ ପ୍ରସ୍ତାବ ଗୃହୀତ:ଏଲ୍ହାବାଦ ହେବ ପ୍ରୟାଗରାଜ!

0
ଲକ୍ଷୌ;୧୪,ଅକ୍ଟୋବର:ଏଲ୍ହାବାଦ ହେବ ପ୍ରୟାଗରାଜ!ଏଲ୍ହାବାଦର ନାମ ପରିବର୍ତ୍ତନ କରାଯାଇ ରଖାଯିବ ପ୍ରୟାଗରାଜ!ଉତ୍ତରପ୍ରଦେଶ ଯୋଗୀ ସରକାର ଏହିପରି ନିଷ୍ପତ୍ତି ନେଇଛନ୍ତି।ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହିପରି କିଛି ସୂଚନା ଦେଇଛନ୍ତି।ରାଜ୍ୟପାଳ ରାମ ନାୟକ ମଧ୍ୟ ଏପରି ନାମ...

ଶିବସେନା ମହିଳା ମୋର୍ଚ୍ଚାର ଆତ୍ମହତ୍ୟା ଧମକ

0
ତିରୁବନନ୍ତପୁରମ/ଭୁବନେଶ୍ୱର;୧୪,ଅକ୍ଟୋବର:କେରଳ ସ୍ଥିତ ସବରୀମାଳା ମନ୍ଦିରରେ ସବୁ ବୟସର ମହିଳାଙ୍କ ପ୍ରବେଶ ଅନୁମତିକୁ ତୀବ୍ର ବିରୋଧ କରିଛି ଶିବସେନା।ଶିବସେନାର ରାଜ୍ୟ ମହିଳା ମୋର୍ଚ୍ଚା(ବିଭାଗ) ଏହାକୁ ବିରୋଧ କରି ସାମୁହିକ ଆତ୍ମହତ୍ୟା ଧମକ ଦେଇଛି।ଦଳ ପକ୍ଷରୁ...

ସନ୍ଧ୍ୟାରେ ପ୍ୟାକେଜ ଘୋଷଣା;ଚାଷ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି:ନବୀନ

0
ଚାଷ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି:ନବୀନ ବ୍ରହ୍ମପୁର;୧୩,ଅକ୍ଟୋବର:ଗଞ୍ଜାମ ଏବଂ ଗଜପତି ଜିଲ୍ଲାର ବନ୍ୟା ପ୍ରିପିଡ଼ିତ ଅଞ୍ଚଳ ଆକାଶମାର୍ଗରୁ ହେଲିକେପ୍ଟର ଯୋଗେ ପରିଦର୍ଶନ କରିବା ପରେ ନବୀନ ପଟ୍ଟନାୟକ ଆସି ପହଞ୍ଚିଥିଲେ ବ୍ରହ୍ମପୁର ରଙ୍ଗେଇଲୁଣ୍ଡା ସ୍ଥିତ...

ଗଞ୍ଜାମ:ରିଲିଫ ପାଇଁ ବାହାରିଲା ନୌସେନା ବିମାନ

0
ଆସିକା ଏବଂ ପୁରୁଷୋତ୍ତମପୁର ଅଞ୍ଚଳରେ ନୌସେନା ବିମାନ ଦ୍ୱାରା କରାଯିବ ଏୟାରଡ୍ରପ ବ୍ରହ୍ମପୁର;୧୩,ଅକ୍ଟୋବର:ଗଞ୍ଜାମ ଜିଲ୍ଲା ଆସିକା ଏବଂ ପୁରୁଷୋତ୍ତମପୁର ଅଞ୍ଚଳରେ ବନ୍ୟାଜଳର ବନ୍ଦୀ ଭିତରେ ରହିଥିବା ଲୋକଙ୍କୁ ରିଲିଫ ପ୍ରଦାନ କରିବା ପାଇଁ ବ୍ରହ୍ମପୁର...

ବିଜେଡିର ୧୪ ମୁଖପାତ୍ର;ଜଣେ ମହିଳା

0
ଭୁବନେଶ୍ୱର;୧୨,ଅକ୍ଟୋବର:ବିଜୁ ଜନତା ଦଳର ମୁଖପାତ୍ର ଭାବରେ ୧୪ ଜଣଙ୍କୁ ଦାୟିତ୍ୱ ଦିଆଯାଇଛି।ନବୀନ ପଟ୍ଟନାୟକ ଏମାନଙ୍କୁ ଦାୟିତ୍ୱ ପ୍ରଦାନ କରିଛନ୍ତି।ସେମାନେ ହେଲେ ପ୍ରସନ୍ନ ଆଚାର୍ଯ୍ୟ,ଦେବୀ ମିଶ୍ର,ପ୍ରତାପ ଦେବ,ପ୍ରଶାନ୍ତ ନନ୍ଦ,ରବି ନନ୍ଦ,ପୁଷ୍ପେନ୍ଦ୍ର ସିଂଦେଓ,ସମୀର ଦାଶ,ସସ୍ମିତ ପାତ୍ର,ଅମର...

ବନ୍ଦ ହୋଇଯିବ ଇଣ୍ଟରନେଟ!

0
ଭୁବନେଶ୍ୱର;୧୨,ଅକ୍ଟୋବର:ବନ୍ଦ ହୋଇଯିବ ଇଣ୍ଟରନେଟ!ଇଣ୍ଟରନେଟ ବ୍ୟବହାରକାରୀଙ୍କ ପାଇଁ ଆଗାମୀ ଦୁଇ ଦିନ ଏପରି ପରିସ୍ଥିତି ସୃଷ୍ଟି କରିପାରେ।ସୂଚନା ଅନୁସାରେ ଆଗାମୀ ଦୁଇ ଦିନ ସାରା ଦୁନିଆରେ ଇଂଟରନେଟ୍ ସେବା ବନ୍ଦ ହୋଇପାରେ।ରସିଆ ଟୁଡ଼େର ରିପୋର୍ଟ...

ତିତିଲି ତାଣ୍ଡବ:ମଲାଗୁଣୀରେ ବନ୍ୟା; ରେଲୱେ ପୋଲ ପାଖଦେଇ ଯାଉଛି ପାଣି

0
ରେଲୱେ ପୋଲ ପାଖଦେଇ ଯାଉଛି ପାଣି:ଦେଖନ୍ତୁ ଭିଡିଓ... ଭୁବନେଶ୍ୱର;୧୨,ଅକ୍ଟୋବର:ସାମୁଦ୍ରିକ ଝଡ଼ ତିତଲିର ପ୍ରଭାବରେ ବିଭିର୍ଣ୍ଣ ସ୍ଥାନରେ ବାତ୍ୟା ଉତ୍ପାତ କରିବା ପରେ ୧୧ ତାରିଖ ବର୍ଷାର ପ୍ରଭାବରେ ଖୋର୍ଦ୍ଧା ଜିଲ୍ଲାର କେତେକ ସ୍ଥାନରେ ବନ୍ୟା...

ତିତଲିର ପ୍ରଭାବ:ଲାଗି ରହିଛି ବର୍ଷା ଏବଂ ପବନ

0
ବ୍ରହ୍ମପୁର/ଗୋପାଳପୁର/ରଙ୍ଗେଇଲୁଣ୍ଡା;୧୧,ଅକ୍ଟୋବର:ତିତଲିର ପ୍ରଭାବରେ ଗୋପାଳପୁର,ରଙ୍ଗେଇଲୁଣ୍ଡା ଅଞ୍ଚଳରେ ଲାଗି ରହିଛି ବର୍ଷା ଏବଂ ପବନ।ଦଲକାଏ ପବନ ଏବଂ ବର୍ଷା ପୁଣି ପବନ ଏପରି ଲାଗି ରହିଛି।କେତେକ ସ୍ଥାନରେ ଗଛ ଉପୁଡ଼ି ରାସ୍ତା ଉପରେ ପଡ଼ି ରହିଛି।ଏବେ...

୩ରେ ଓଡ଼ିଶା ଆସିବେ ତୋଗାଡ଼ିଆ

0
ଭୁବନେଶ୍ୱର;୨୫,ସେପ୍ଟେମ୍ବର:ଆସନ୍ତା ଅକ୍ଟୋବର ୩ ତାରିଖ ଦିନ ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦ(ଏଏଚପି)ର ପ୍ରତିଷ୍ଠାତା ଅଧ୍ୟକ୍ଷ ଡଃ:ପ୍ରବୀଣ ତୋଗାଡ଼ିଆ ଓଡ଼ିଶା ଆସୁଛନ୍ତି।ଭୁବନେଶ୍ୱର ୟୁନିଟ-୪ ସ୍ଥିତ ଇନଷ୍ଟିଚିୟୁଟ ଅଫ ଇଞ୍ଜିନିୟରସଠାରେ ତୋଗାଡ଼ିଆ କାର୍ଯ୍ୟକର୍ତ୍ତା ମାନଙ୍କୁ ଉଦବୋଧନ ଦେବେ...

ହଠାତ ଶାହାଙ୍କ ଓଡ଼ିଶା ଗସ୍ତର କାରଣ କ’ଣ? ଭୁଆଁ ବନିଯିବେ କି ଶାହା!

0
ଭୁବନେଶ୍ୱର:କୁଆଡ଼ିକି ଯିବ ଓଡ଼ିଶା ରାଜନୀତିର ମୋଡ଼?ଓଡ଼ିଶା ରାଜନୀତିରେ ଏବେ ଯେଉଁ ବିଷୟ ସବୁଠାରୁ ଅଧିକ ଆଲୋଚନା ହେଉଛି ତାହା ହେଲା ନୂଆ ଦଳ ଗଠନ।ନୂଆ ଏକ ମେଣ୍ଟ।ବୈଜୟନ୍ତ ପଣ୍ଡା ବିଜେଡିରୁ ବହିଷ୍କୃତ ହେବା...

ବାବା ସଲେଇଲେ,,ମାତା ଚିଲେଇଲେ…

0
-ଦେବଦତ୍ତ ରଥ ଏପରି ଏକ କାହାଣୀ ଥିଲା।ଥରେ କିଛି ଲୋକ ଏକ ଡଙ୍ଗାରେ ନଦୀ ପାର ହେଉଥିଲେ।ତେବେ ହଠାତ ଝଡ଼ ତୋଫାନ ଆସିଲା।ନାଆ ଟଳମଳ ହେଲା।ନଦୀକୁ ଡେଇଁ ପହଁରି ପହଁରି ଯିଏ ଯାହା ଜୀବନ...

ଶିକ୍ଷା ଓ ଆମ ଗାଁ କାଶୀ

0
ଶିକ୍ଷା ଓ ଆମ ଗାଁ କାଶୀ -ଦେବଦତ୍ତ ରଥ ଶିକ୍ଷା କ'ଣ?ଯାହା ଆମେ ସ୍କୁଲ ବା କଲେଜ ଆଦି ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରିଥାଏ ତାହା କ'ଣ ଶିକ୍ଷା?କେହି କେହି କୁହନ୍ତି ଏହା ଶିକ୍ଷା ନୁହେଁ ଏହା...