Home ଓଡ଼ିଶା ସନ୍ଥ ସମାଜ ପ୍ରସ୍ତାବ ଗୃହୀତ:ଏଲ୍ହାବାଦ ହେବ ପ୍ରୟାଗରାଜ!

ସନ୍ଥ ସମାଜ ପ୍ରସ୍ତାବ ଗୃହୀତ:ଏଲ୍ହାବାଦ ହେବ ପ୍ରୟାଗରାଜ!

106

ଲକ୍ଷୌ;୧୪,ଅକ୍ଟୋବର:ଏଲ୍ହାବାଦ ହେବ ପ୍ରୟାଗରାଜ!ଏଲ୍ହାବାଦର ନାମ ପରିବର୍ତ୍ତନ କରାଯାଇ ରଖାଯିବ ପ୍ରୟାଗରାଜ!ଉତ୍ତରପ୍ରଦେଶ ଯୋଗୀ ସରକାର ଏହିପରି ନିଷ୍ପତ୍ତି ନେଇଛନ୍ତି।ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହିପରି କିଛି ସୂଚନା ଦେଇଛନ୍ତି।ରାଜ୍ୟପାଳ ରାମ ନାୟକ ମଧ୍ୟ ଏପରି ନାମ ପରିବର୍ତ୍ତନ ନିଷ୍ପତ୍ତିକୁ ସ୍ୱୀକୃତି ଦେଇ ସାରିଛନ୍ତି।ସୂଚନାଯୋଗ୍ୟ ଯେ ଉତ୍ତରପ୍ରଦେଶର ସନ୍ଥ ସମାଜ ଯୋଗୀ ଆଦିତ୍ୟନାଥଙ୍କୁ ଏଲ୍ହାବାଦ ସହର ନାମ ପରିବର୍ତ୍ତନ କରି ପ୍ରୟାଗରାଜ ରଖିବାକୁ ପ୍ରସ୍ତାବ ଦେଇଥିଲେ।ପୂର୍ବରୁ ଯୋଗୀ ସରକାର ମୁଗଲସରାଇ ନାମ ପରିବର୍ତ୍ତନ କରି ଦିନ ଦୟାଲ ଉପାଧ୍ୟାୟ ରଖି ସାରିଛନ୍ତି।/ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.