Home ଆନ୍ତର୍ଜାତୀୟ ଅବବ୍ଦୁଲ କଲାମଙ୍କ ନାମରେ ନୂଆ ଜୀବ!

ଅବବ୍ଦୁଲ କଲାମଙ୍କ ନାମରେ ନୂଆ ଜୀବ!

342

ପୃଥିବୀ ପୃଷ୍ଠରେ ମିଳୁ ନାହାଁନ୍ତି ଏହି ଜୀବ!
ଭୁବନେଶ୍ୱର;୧୫,ଅକ୍ଟୋବର:ଭାରତର ଭୂତପୂର୍ବ ରାଷ୍ଟ୍ରପତି,ଭାରତ ରତ୍ନ ଡଃ:ଅବଦ୍ଦୁଲ କଲାମଙ୍କ ନାମରେ ନାମିତ ହୋଇଛି ଏକ ନୂଆ ଜୀବ!ଶୁଣି ଆଶ୍ଚର୍ଯ୍ୟ ହେଉଥିଲେ ମଧ୍ୟ ଏହା ସତ୍ୟ।
ନାସାର ବୈଜ୍ଞାନିକଙ୍କ ଦ୍ଵାରା ଆବିଷ୍କୃତ ଏକ ନୂଆ ଜୀବ(ବ୍ୟାକ୍ଟେରିଆ)ର ନାମ ଅବବ୍ଦୁଲ କଲାମଙ୍କ ନାମରେ ନାମିତ ହୋଇଛି।ତେବେ,ଏ ପର୍ଯ୍ୟନ୍ତ ଏହି ନୂଆ ଜୀବ/ବ୍ୟାକ୍ଟେରିଆର କେବଳ ଏକ ପ୍ରଜାତି ଅନ୍ତରାଷ୍ଟ୍ରୀୟ ଅନ୍ତରୀକ୍ଷ ଷ୍ଟେସନ(ଆଇଏସଏସ)ରେ ହିଁ ଦେଖିବାକୁ ମିଳୁଛି।ଏହା ପୃଥିବୀ ପୃଷ୍ଟରେ ଦେଖିବାକୁ ମିଳନ୍ତି ନାହିଁ।ନାସାର ଜେଟ ପ୍ରୋପସ୍ଲନ ଲାବୋରଟାରୀ ଅନ୍ତ୍ରଗହୀ ଯାତ୍ରା ଉପରେ କାମ କରୁଥିବା ସମୟରେ ଅନ୍ତରାଷ୍ଟ୍ରୀୟ ଅନ୍ତରୀକ୍ଷ ଷ୍ଟେସନର ଫିଲଟର ଏହି ନୂଆ ବ୍ୟାକ୍ଟେରିଆ/ଜୀବର ଆବିଷ୍କାର କରିଛି।ଏବଂ ପୂର୍ବତନ ରାଷ୍ଟ୍ରପତି କଲାମଙ୍କ ସମ୍ମାନର୍ଥେ ତାହାର ନାମ କରଣ “ସୋଲିବେକିଲସ କଲାମୀ” କରାଯାଇଛି।/ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.