Home Authors Posts by Chitta Ranjan Das

Chitta Ranjan Das

908 POSTS 0 COMMENTS

କେନ୍ଦ୍ରାପଡାରେ ୭ମ କରୋନା ସନ୍ଦିଗ୍ଧ, ଘରେ ପର୍ଯ୍ୟବେକ୍ଷଣରେ ରହିବାକୁ ଡାକ୍ତରଙ୍କ ପରାମର୍ଶ

0
କେନ୍ଦ୍ରାପଡା ୧୮/୩ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୭ଜଣ କରୋନା ସନ୍ଦିଗ୍ଧ ଚିକିତ୍ସିତ ହେବାକୁ ଆସିଥିବା ଡାକ୍ତରଖାନା ସୁତ୍ରରୁ ଜଣାପଡିଛି। ରାଜ୍ୟ ବାହାରୁ ନିକଟରେ ଘରକୁ ଫେରିଥିବା ଜିଲ୍ଲାର...

ସମ୍ପାଦକଙ୍କ ଅବହେଳାରୁ ଚାଷୀଙ୍କ ଧାନ ବିକ୍ରୀ ହୋଇନପାରିବା ଅଭିଯୋଗ

0
କେନ୍ଦ୍ରାପଡା ୧୯/୩ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଜିଲ୍ଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ଛତର ସେବା ସମବାୟ ସମିତି ସମ୍ପାଦକଙ୍କ ଅବହେଳାରୁ ଧାନ ବିକ୍ରୀ କରିବାକୁ ଅପେକ୍ଷାରତ ଚାଷୀମାନେ ହତାଶ ହୋଇ ପଡିିଥିବା...

କରୋନା ସନ୍ଦିଗ୍ଧ ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ଜିଲ୍ଲାର ସମସ୍ତ ପିଏଚସି ଓ ସିଏଚସି ପ୍ରସ୍ତୁତ

0
କେନ୍ଦ୍ରାପଡା ୧୮/୩ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ମଙ୍ଗଳବାର ସନ୍ଧ୍ୟାରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ସଦର ମହକୁମାରେ ଥିବା ମୁଖ୍ୟ ଚିକିତ୍ସାଳୟ ସମେତ ସମସ୍ତ ପିଏଚସି...

କରୋନା ଭୂତାଣୁ ସଂକ୍ରମଣରୁ ସୁରକ୍ଷା ପାଇଁ ବାଲିଆ ସରସ୍ୱତୀ ଶିଶୁବିଦ୍ୟାମନ୍ଦିର ପକ୍ଷରୁ ଜନସଚେତନତା

0
କେନ୍ଦ୍ରାପଡା ୧୮/୩ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ରାଜ୍ୟ ସରକାରଙ୍କ ପକ୍ଷରୁ ସ୍କୁଲ ଛୁଟି ଘୋଷଣା କରାଯିବା ପରେ ବାଲିଆ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସମସ୍ତ ଗୁରୁଜୀ, ଗୁରୁମା ଶିଶୁମନ୍ଦିର ପରିଚାଳନା କମିଟି...

ମହାକାଳପଡା ଥାନା ପୋଲିସର ଉଦାସୀନତା ବିରୋଧରେ ଜିଲ୍ଲାପାଳଙ୍କୁ ଅଭିଯୋଗ

0
କେନ୍ଦ୍ରାପଡା ୧୮/୩ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଜିଲ୍ଲାର ମହାକାଳପଡା ଥାନା ପୋଲିସର ଉଦାସୀନତା ବିରୋଧରେ ବୁଧବାର ଏକ ଦଳିତ ପରିବାରର ସଦସ୍ୟମାନେ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଥିବା ଜଣାପଡିଛି। ଅଭିଯୋଗ ଅନୁଯାଇ...

ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ କୃଷକ ଦୀନବନ୍ଧୁ ରାଉତଙ୍କ ସ୍ମୃତିସଭା

0
କେନ୍ଦ୍ରାପଡା ୧୮/୩ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ସଂଗଠନର ସକ୍ରୀୟ ସଭ୍ୟ ତଥା କୃଷକ ସୂର୍ଗତ ଦୀନବନ୍ଧୁ ରାଉତଙ୍କ ବିୟୋଗରେ ଏକ ସ୍ମୃତିସଭା ଓସ୍ତପୁର ପଂଚାୟତର ପୂର୍ବତନ...

କରୋନା ଭୂତାଣୁ ସମ୍ପର୍କୀତ ଜିଲ୍ଲା ସ୍ତରୀୟ ବୈଠକ

0
କେନ୍ଦ୍ରାପଡା ୧୮/୩ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଜିଲ୍ଲାପାଳଙ୍କ ସଦଭାବନା ସଭା ଗୃହରେ ବୁଧବାର ଅପରାହ୍ନରେ କରୋନା ଭୂତାଣୁ ସମ୍ପର୍କୀତ ଏକ ସଚେତନତା ବୈଠକ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।...

କେନ୍ଦ୍ରାପଡା ପଂଚାୟତ ସମିତିର କରୋନା ଭୂତାଣୁ ସମ୍ପର୍କୀତ ସ୍ୱତନ୍ତ୍ର ବୈଠକ

0
କେନ୍ଦ୍ରାପଡା ୧୮/୩ -(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) କେନ୍ଦ୍ରାପଡା ପଂଚାୟତ ସମିତିର ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ ବୁଧବାର ପୂର୍ବାହ୍ନରେ କରୋନା ଭୂତାଣୁ ସଂକ୍ରମଣରୁ ସୁରକ୍ଷା ପାଇଁ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି।...

ଚଳିତବର୍ଷ ବାଲିଆ ମଧୁସାଗର ମହୋତ୍ସବ ଅନିଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ସ୍ଥଗିତ

0
କେନ୍ଦ୍ରାପଡା ୧୬/୩ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାଲିଆ ଚଂଳର ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ନେଇ ବିଗତ ୪ବର୍ଷ ଧରି ଅନୁଷ୍ଠିତ ହୋଇଆସୁଥିବା ମଧୁସାଗର ମହୋତ୍ସବ ମାର୍ଚ୍ଚମାସ...

ପୈାରସଂସ୍ଥା ପକ୍ଷରୁ ୩ୟ ପର୍ଯ୍ୟାୟ ରୂପାନ୍ତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

0
କେନ୍ଦ୍ରାପଡା ୧୬/୩ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ପୈାରସଂସ୍ଥା ପକ୍ଷରୁ ସ୍ଥାନୀୟ ଡାକ୍ତରଖାନାଛକରେ ୩ୟ ପର୍ଯ୍ୟାୟ “ରୂପାନ୍ତରଣ” କାର୍ଯ୍ୟକ୍ରମ ରବିବାର ସକାଳ ୮ଟା ସମୟରେ ଅନୁଷ୍ଠିତ ହୋଇଯାଇଛି। ୫-ଟି ମିଶନର ଏକ...

ବାଲିଆ ଦୋଳମେଲଣ ଅନୁଷ୍ଠିତ

0
କେନ୍ଦ୍ରାପଡା ୧୬/୩ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ୨୫୦ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଚାଲିଆସିଥିବା କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାଲିଆ ଦୋଳ ମେଲଣ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ ମଠ...

ମରଣାନ୍ତକ ଆକ୍ରମଣରେ ବୃଦ୍ଧା ଗୁରୁତ୍ତର, ପୋଲିସର ନିଷ୍କ୍ରୀୟତା ବିରୋଧରେ ଜିଲ୍ଲାପାଳଙ୍କୁ ଅଭିଯୋଗ

0
କେନ୍ଦ୍ରାପଡା ୧୬/୩ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଏକ ନଳକୂପରୁ ପାଣିନେବାକୁ ନେଇ ଜନୈକ ବୃଦ୍ଧା ଓ ତାଙ୍କ ପୁଅକୁ ମରଣାନ୍ତକ ଆକ୍ରମଣ ହୋଇଥିବା ଘଟଣାରେ ପୋଲିସର ନିଷ୍କ୍ରୀୟତା ବିରୋଧରେ ଜିଲ୍ଲାପାଳଙ୍କୁ ଅଭିଯୋଗ...

ବାଲିଆ ସରକାରୀ ଉଚ୍ଚ ବିଦ୍ୟାଳୟର ପାଚିକା ଶେଷରେ ନ୍ୟାୟ ପାଇଲେ

0
କେନ୍ଦ୍ରାପଡା ୧୬/୩ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାଲିଆ ସରକାରୀ ଉଚ୍ଚ ବିଦ୍ୟାଳୟର ପାଚିକା ଶେଷରେ ନ୍ୟାୟ ପାଇଥିବା ଦେଖାଯାଇଛି। ଘଟଣାରୁ ପ୍ରକାଶ ଯେ ପ୍ରାୟ ୧୮ମାସ ତଳେ...

ବାଲିଆ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଛାତ୍ରଛାତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

0
କେନ୍ଦ୍ରାପଡା ୧୬/୩ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାଲିଆସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୧୦ମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ୯ମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ...

ଅଭୟା ସଂସ୍କୃତ ବିଦ୍ୟାଳୟ ପୁରାତନ ଛାତ୍ରସଂସଦର ବନ୍ଧୁମିଳନ

0
କେନ୍ଦ୍ରାପଡା ୧୬/୩ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ପୈାରାଚଂଳ ଅନ୍ତର୍ଗତ ଅଭୟା ସଂସ୍କୃତ ବିଦ୍ୟାଳୟ ପୁରାତନ ଛାତ୍ରସଂସଦର ଏକ ବନ୍ଧୁ ମିଳନ ଉତ୍ସବ ସଂସଦର ସଭାପତି ପଣ୍ଡିତ ଧ୍ରୁବ ଚରଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ...

ପୂର୍ବତନ ବିଧାୟକଙ୍କ ମଣୀବେଦ୍ରିକା ଆଶ୍ରମର ବାର୍ଷିକୋତ୍ସବରେ ଯୋଗଦାନ

0
କେନ୍ଦ୍ରାପଡା ୧୫/୩ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପୁରୁଷୋତ୍ତମପୁର ପଂଚାୟତର ବରହମପୁର ଗ୍ରାମର ମଣୀବେଦ୍ରିକା ଆଶ୍ରମର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କେନ୍ଦ୍ରାପଡାର ପୂର୍ବତନ ବିଧାୟକ କିଶୋର...

କରୋନା ଭୂତାଣୁ ସଂକ୍ରମଣ ଆଶଙ୍କାରେ ପୂର୍ବରୁ ଅନୁମତି ଥିବା ସମସ୍ତ ଅପେରା ଓ ଯାତ୍ରା...

0
କେନ୍ଦ୍ରାପଡା ୧୫/୩ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ନୋଟିଫିକେସନ ନମ୍ବର ୧୭୦୬ ତା ୧୩.୦୩.୨୦୨୦ରିଖରେ ରାଜ୍ୟ ସରକାର କରୋନା ଭୂତାଣୁ -୧୯କୁ ରାଜ୍ୟର...

ପାୟଲ ମ୍ୟୁଜିକ ସ୍କୁଲ ପକ୍ଷରୁ କରୋନା ଭୂତାଣୁ ସଂକ୍ରମଣରୁ ସୁରକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମ

0
କେନ୍ଦ୍ରାପଡା ୧୫/୩ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଇନ୍ଦୁପୁର ପଂଚାୟତରେ ପାୟଲ ମ୍ୟୁଜିକ ସ୍କୁଲ ପକ୍ଷରୁ କରୋନା ଭୂତାଣୁ ସଂକ୍ରମଣରୁ ସୁରକ୍ଷା ନିମନ୍ତେ ଏକ ଜନସଚେତନତା କାର‌୍ୟ୍ୟକ୍ରମ ଅନୁଷ୍ଠିତ...

ଜିଲ୍ଲା ଓକିଲ ସଙ୍ଘ ନିର୍ବାଚନ ପ୍ରତିଦ୍ୱନ୍ଦିତାରେ ୧୭ଜଣଙ୍କ ପ୍ରାର୍ଥୀପତ୍ର କାଏମ ରହିଲା

0
କେନ୍ଦ୍ରାପଡା ୧୩/୩ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡା ଜିଲ୍ଲା ଓକିଲ ସଙ୍ଘର ବିଭିନ୍ନ ପଦ ନିମନ୍ତେ ନିର୍ବାଚନ ଆସନ୍ତା ୨୯ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ବିଭିନ୍ନ ପଦବୀରେ ମନୋନୟନପତ୍ର ଦାଖଲ...

ଆନ୍ତର୍ଜାତୀୟ ମହିଳା ଦିବସରେ ମହିଳା ସରପଂଚ ସମ୍ବର୍ଦ୍ଧିତ

0
କେନ୍ଦ୍ରାପଡା ୧୩/୩ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ସମୟ ଲାଇଭ ପକ୍ଷରୁ ଭୂଭନେଶ୍ୱରସ୍ଥିତ ଏସପ୍ଲାନେଡରେ ସମୟ ଲାଇଭ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ରାଜ୍ୟର ବହୁ ବିଦୁଷୀ ମହିଳାଙ୍କୁ ସମାଜ...