Chitta Ranjan Das
କେନ୍ଦ୍ରାପଡା ବିଧାୟକଙ୍କ ପୌରାଚଂଳ ପରିଦର୍ଶନ
କେନ୍ଦ୍ରାପଡା ୨୭/୪ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କରୋନା ଲକଡାଉନର ପ୍ରାୟ ଏକମାସ ପରେ ସୋମବାର ପୂର୍ବାହ୍ନରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା କେନ୍ଦ୍ରାପଡା ସହରରେ ପହଁଚି ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସହିତ...
କେନ୍ଦ୍ରାପଡା ବ୍ଲକ କର୍ମଚାରୀମାନେ ଗୋଟିଏ ଦିନର ଦରମା ଦେଲେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ
କେନ୍ଦ୍ରାପଡା ୨୫/୪(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ବ୍ଲକର ସମସ୍ତ କର୍ମଚାରୀମାନେ ସେମାନଙ୍କ ଗୋଟିଏ ଦିନର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଥିବା ଜଣାପଡିଛି। ବିଡିଓ ସୁଧିର କୁମାର ସିଂ କର୍ମଚାରୀମାନେ...
ଜିଲ୍ଲାପାଳଙ୍କ ବିଭିନ୍ନ ପଂଚାୟତ ପରିଦର୍ଶନ ଓ କରୋନା ପ୍ରସ୍ତୁତିର ସମୀକ୍ଷା
କେନ୍ଦ୍ରାପଡା ୨୫/୪(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଜିଲ୍ଲାପାଳ ସମର୍ଥ ବର୍ମା ଶନିବାର କେନ୍ଦ୍ରାପଡା ବ୍ଲକର ବିଭିନ୍ନ ପଂଚାୟତକୁ ପରିଦର୍ଶନରେ ଯାଇ ସେହିସବୁ ପଂଚାୟତରେ କରୋନା ମୁକାବିଲା ନିମନ୍ତେ ଗ୍ରହଣ କରାଯାଇଥିବା ପଦକ୍ଷେପ ଗୁଡିକ...
କଜଳା ଅନୁସୂଚିତ ଜନଜାତି ବସ୍ତିରେ ଖାଦ୍ୟ ସହାୟତା ପାଇଁ ପ୍ରଶାସନକୁ ଦାବି
କେନ୍ଦ୍ରାପଡା ୨୫/୪(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ପୈାରାଚଂଳ ଅନ୍ତର୍ଗତ କଜଳା ଅନୁସୂଚିତ ଜନଜାତି ଓ କେଳା ବସ୍ତିରେ ରାସନକାର୍ଡରୁ ବଂଚିତ ଲୋକମାନେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଁଚି ସେମାନଙ୍କୁ କରୋନା ଲକଡାଉନ...
ଜମଧର ବାଙ୍କବନ୍ଧ ଛକରେ ବର୍ଷା ପାଣି ଭିତରେ ଅସହାୟା ମହିଳା
କେନ୍ଦ୍ରାପଡା ୨୫/୪(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଜମଧର ପଂଚାୟତର ବାଙ୍କବନ୍ଧ ଛକ ନିକଟରେ ଏକ ଭଙ୍ଗାଘର ଭିତରେ ବାସ କରୁଛନ୍ତି ଜଣେ ଅସହାୟା ମହିଳା। ୨/୩ଦିନ ହେବ ଲଗାତର...
ଜିଲ୍ଲାପାଳଙ୍କ ଭିଡିଓ କନଫରେନ୍ସ ଯୋଗେ ଜିଲ୍ଲାର ସରପଂଚମାନଙ୍କ ସହ ଆଲୋଚନା
କେନ୍ଦ୍ରାପଡା ୨୫/୪ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଜିଲ୍ଲାପାଳ ସମର୍ଥ ବର୍ମା ଆଜି ଜିଲ୍ଲା କାର୍ଯ୍ୟାଳୟ ପରିସରରୁ ଜିଲ୍ଲାର ସମସ୍ତ ୯ଟି ବ୍ଲକର ସରପଂଚମାନଙ୍କ ସହିତ ଭିଡିଓ କନଫରେନ୍ସିଂ ମାଧ୍ୟମରେ କରୋନା ମୁକାବିଲା...
କରୋନା ଲଢେଇରେ ସାମିଲ ହେଲେ ଏମ.ବି.ଏ.ଛାତ୍ର
କେନ୍ଦ୍ରାପଡା ୨୫/୪ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କରୋନା ଭାଇରସ ଏବେ ସାରା ବିଶ୍ୱକୁ କବଳିତ କରି ରଖିଛି। ପ୍ରତିଦିନ ହଜାର ହଜାର ଲୋକ ଏହି ଭାଇରସ ପ୍ରଭାବରେ ମୃତ୍ୟୁ ବରଣ କରୁଛନ୍ତି।...
ରେସୱା ସ୍ୱାଧାର ଗୃହ ପରିସର ସାନିଟାଇଜ ହେଲା
କେନ୍ଦ୍ରାପଡା ୨୫/୪ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ସହରର ମନକରପୁରସ୍ଥିତ ରେସୱା ସ୍ୱଧାର ଗୃହ ପରିସରକୁ ଆଜି ସାନିଟାଇଜ କରାଯାଇଛି। ସହକାରୀ ଅଗ୍ନିଶମ ଅଧିକାରୀ ବୀରଭଦ୍ର ଟୁଡୁଙ୍କ ନେତୃତ୍ୱରେ ଅଗ୍ନିଶମ ବିଭାଗର...
ଭାଗବତପୁର ପଂଚାୟତର ଅଗ୍ନି ବିପନ୍ନ ପରିବାରକୁ ସହାୟତା
କେନ୍ଦ୍ରାପଡା ୨୫/୪ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭାଗବତପୁର ପଂଚାୟତର ଶ୍ୟାମସୁନ୍ଦରପୁର(କିଜାଙ୍ଗପଡା)ଗ୍ରାମର ବୀରବର ରାଉତଙ୍କ ପୁଅ ପଦ୍ମ ଚରଣ ରାଉତଙ୍କ ଘର ଉପରେ ଘଡଘଡି ପଡି ତାଙ୍କର ୨ବଖରା...
କରୋନା ମୁକାବିଲା ପାଇଁ ଡାକ୍ତରଙ୍କ ସଚେତନତା ଓ ମାସ୍କ, ଗ୍ଲୋବସ ବଂଟନ
କେନ୍ଦ୍ରାପଡା ୨୫/୪ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁରସ୍ଥିତ ବସନ୍ତକୁମାରୀ ଗ୍ରାମୀଣ ଚକ୍ଷୁ ଚିକିତ୍ସାଳୟର ପ୍ରତିଷ୍ଠାତା ଡାକ୍ତର ବିମଳାକାନ୍ତ ପ୍ରସାଦ ତ୍ରିପାଠୀଙ୍କ ସୁପୁତ୍ର ଡା.ସରୋଜ କୁମାର ତ୍ରିପାଠୀ କେନ୍ଦ୍ରାପଡା...
ମହାକାଳପଡା ଗୋଗୁଆରେ ଯୁବ ଆଇନଜୀବିଙ୍କ କରୋନା ସଚେତନତା
କେନ୍ଦ୍ରାପଡା ୨୫/୪ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଜିଲ୍ଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ଗୋଗୁଆ ପଂଚାୟତରେ ଯୁବ ଆଇନଜୀବି ତଥା ସମାଜସେବୀ ପ୍ରତାପ ଚନ୍ଦ୍ର ଦାସଙ୍କ ତତ୍ୱାବଧାନରେ “ବିଶ୍ୱ ମହାମାରୀ କରୋନା” ସମ୍ପର୍କରେ...
ଭାଗବତପୁର ପଂଚାୟତରେ ଅସହାୟଙ୍କୁ ଶୁଖିଲା ଖାଦ୍ୟ ଦାନ
କେନ୍ଦ୍ରାପଡା ୨୩/୪ (ଓଡ଼ିଆ ପୁଅ ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଆଂଚଳିକ ଅବସରପ୍ରାପ୍ତ କର୍ମଚାରୀ ସଙ୍ଘ, ବରିଷ୍ଠ ନାଗରିକ ମଂଚ ଓ ବାଲିଆ ମଧୁସାଗର ମହୋତ୍ସବ କମିଟିର ମିଳିତ ଆନୁକୁଲ୍ୟରେ...
ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଗରୀବଙ୍କୁ ଶୁଖିଲା ଖାଦ୍ୟ...
କେନ୍ଦ୍ରାପଡା ୨୩/୪ (ଓଡ଼ିଆ ପୁଅ ଚିତ୍ତରଞ୍ଜନ ଦାସ) - ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆଜି ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମ ପରିସରରେ ଶୁଖିଲା ଖାଦ୍ୟ ବଂଟନ କରାଯାଇଛି।...
ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ମହାକାଳପଡା ବିକାଶ ମଂଚର ଦାନ
କେନ୍ଦ୍ରାପଡା ୨୩/୪ (ଓଡ଼ିଆ ପୁଅ ଚିତ୍ତରଞ୍ଜନ ଦାସ) - ବିଶ୍ୱ ମହାମାରୀ କରୋନା ଭାଇରସ ପ୍ରଭାବରେ ସମଗ୍ର ଦେଶର ଅର୍ଥନୀତି ଭୁଷୁଡି ପଡିଛି। ଆମ ଦେଶ ତଥା ଆମ ରାଜ୍ୟ ଏହି ମହାମାରୀ...
କପାଳେଶ୍ୱର ପଂଚାୟତ ପକ୍ଷରୁ ମାସ୍କ ବଂଟନ
କେନ୍ଦ୍ରାପଡା ୨୩/୪ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ଗ୍ରାମପଂଚାୟତର ସରପଂଚ ଗାୟତ୍ରୀ ମହାନ୍ତିଙ୍କ ପକ୍ଷରୁ ଆଜି ପଂଚାୟତର ବିଭିନ୍ନ ଗ୍ରାମ ଏବଂ ୱାର୍ଡ ଗୁଡିକରେ ମାସ୍କ ବଂଟନ...
କେନ୍ଦ୍ରାପଡା ଅର୍ବାନବ୍ୟାଙ୍କ ପକ୍ଷରୁ ମାସ୍କ ସାନିଟାଇଜର ବଂଟନ
କେନ୍ଦ୍ରାପଡା ୨୪/୪ (ଓଡ଼ିଆ ପୁଅ ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ଅର୍ବାନ ବ୍ୟାଙ୍କ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ କୋଭିଡ -୧୯ ବିଶ୍ୱ ମହାମାରୀ ପରିପ୍ରେକ୍ଷୀରେ ସଚେତନତା ପଦକ୍ଷେପ ଗ୍ରହଣ ପୂର୍ବକ ମାସ୍କ...
ଜିଲ୍ଲାର ୮୦ବର୍ଷ ବୟସରୁ ଉର୍ଦ୍ଧ୍ୱ ଭତ୍ତା ହିତାଧିକାରୀଙ୍କୁ କୋଭିଡ-୧୯ ସୁରକ୍ଷା କିଟ୍ସ ପ୍ରଦାନ
କେନ୍ଦ୍ରାପଡା ୨୨/୪ ( ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ର ଓ ରାଜ୍ୟ ସରକାର ସଂପ୍ରତି କରୋନା ସୁରକ୍ଷା ନିମନ୍ତେ ଲୋକମାନଙ୍କୁ ବିଭିନ୍ନ ପ୍ରକାର ସହାୟତା ପ୍ରଦାନ କରୁଥିଲା ବେଳେ କେନ୍ଦ୍ରାପଡା ଜିଲ୍ଲା...
ସମୀର ଟିଭିଏସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ହଜାରଟଙ୍କା ଦାନ
କେନ୍ଦ୍ରାପଡା ୨୨/୪ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ପୈାରାଚଂଳ ଅନ୍ତର୍ଗତ କେଶପୁର ବଜାରରେ ଅବସ୍ଥିତ ସମୀର ଟିଭିଏସ ପକ୍ଷରୁ ପରିଚାଳନା ନିର୍ଦେଶକ ସମୀର କୁମାର ଚାନ୍ଦ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ତାଙ୍କ ଆବାସିକ...
ନିଖିଳ ଓଡିଶା ଆଶାକର୍ମୀ ସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ହଜାର ଟଙ୍କା ଦାନ
କେନ୍ଦ୍ରାପଡା ୨୨/୪ ( ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କରୋନା ମହାମାରୀର ମୁକାବିଲା ନିମନ୍ତେ ନିଖିଳ ଓଡିଶା ଆଶାକର୍ମୀ ସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ହଜାର୧୦ଟଙ୍କା ଦାନ କରାଯାଇଛି। ଏଭଳି ଦୁର୍ଦ୍ଦିନ...
କେନ୍ଦ୍ରାପଡା ବ୍ଲକରୁ ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସ ଯୋଗେ କରୋନା ସମ୍ପର୍କିତ ଆଲୋଚନା
କେନ୍ଦ୍ରାପଡା ୨୨/୪ ( ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ପଂଚାୟତ ସମିତି ଭିଡିଓ କନଫରେନ୍ସ ରୁମରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ସହିତ କରୋନା ସମ୍ପର୍କରେ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭିଡିଓ କନଫରେନ୍ସ...