Home କେନ୍ଦ୍ରାପଡ଼ା ବରିଷ୍ଠ ଆଇନଜୀବି ଆଶାନନ୍ଦ ସାହୁଙ୍କ ବିୟୋଗରେ ଜନଶକ୍ତି ପାର୍ଟିର ଶୋକ

ବରିଷ୍ଠ ଆଇନଜୀବି ଆଶାନନ୍ଦ ସାହୁଙ୍କ ବିୟୋଗରେ ଜନଶକ୍ତି ପାର୍ଟିର ଶୋକ

16

କେନ୍ଦ୍ରାପଡା, ୧୮/୧ (ଓଡ଼ିଆ ପୁଅ) – ବରିଷ୍ଠ ଆଇନଜୀବି ଆଶାନନ୍ଦ ସାହୁଙ୍କ ବିୟୋଗରେ ଜନଶକ୍ତି ପାର୍ଟି ପକ୍ଷରୁ ଗଭୀର ଶୋକବ୍ୟକ୍ତ କରାଯାଇଛି। ପାର୍ଟିର ରାଜ୍ୟ ସଭାପତି ତଥା ବରିଷ୍ଠ ଆଇନଜୀବି ପ୍ରଦୀପ କୁମାର ଦାଶ କହିଛନ୍ତି ଯେ ସ୍ୱର୍ଗତ ସାହୁ ଦେୱାନୀ ଓ ଫୈାଜଦାରୀ ମାମଲାର ଜଣେ ଦକ୍ଷ ଓ ଅଭିଜ୍ଞ ଆଇନଜୀବି ଭାବରେ ସାଧାରଣରେ ପରିଚିତ ଥିଲେ। ତାଙ୍କ ବିୟୋଗରେ ଶ୍ରୀ ଦାଶ ଗଭୀର ଶୋକବ୍ୟକ୍ତ କରିବା ସହ ତାଙ୍କ ପରିବାରବର୍ଗଙ୍କୁ ଏଭଳି ସମୟରେ ଈଶ୍ୱର ସହାୟ ହୁଅନ୍ତୁ ବୋଲି କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.