Bureau
ସଡକ ଦୁର୍ଘଟଣାରେ ଜଣେ ମୃତ୍ୟୁ
ବାଲିଗୁଡା, ୨୪/୪ (ଓଡ଼ିଆ ପୁଅ/ଏସ୍.କେ.ପାଣିଗ୍ରାହୀ) - ବାଲିଗୁଡା ଥାନା ଅନ୍ତର୍ଗତ ବାଦେକେତା ନିକଟରେ ଭାରସାମ୍ୟ ହରାଇ ମୋଟର ସାଇକେଲ ଦୁର୍ଘଟଣା ଗ୍ରସ୍ତ ହୋଇ ଚାଳକର ମୃତ୍ୟୁ ଘଟିଛି। ଚାଳକ ଜଣଙ୍କ କୃତମଗଡ ଗ୍ରାମର...
ଦଳୀୟ ଅନୁଶାସନ ଭଙ୍ଗ ଏବଂ ବିଶୃଙ୍ଖଳିତ କାର୍ଯ୍ୟ କାରଣରୁ ସୁଜାତା ବାରିକ ବିଜେପିରୁ ବହିଷ୍କୃତ
ଭୁବନେଶ୍ୱର, ୨୩/୦୪ (ଓଡ଼ିଆ ପୁଅ) : ଅନୁଶାସନ ଭଙ୍ଗ ଏବଂ ବିଶୃଙ୍ଖଳିତ କାର୍ଯ୍ୟ କାରଣରୁ ରାଜ୍ୟସଭାପତି ଶ୍ରୀ ବସନ୍ତ ପଣ୍ଡାଙ୍କ ଅନୁମୋଦନକ୍ରମେ ଆଳି ନିର୍ବାଚନ କ୍ଷେତ୍ରର ଶ୍ରୀମତୀ ସୁଜାତା ବାରିକଙ୍କୁ ଦଳର ପ୍ରାଥମିକ...
୧୯ ବର୍ଷରେ ବିଜେଡି ସରକାର ଯାହା ବିକାଶ କରିଛି ତାର ୫ ଗୁଣା ବିକାଶ...
ବାଲେଶ୍ୱରଠାରେ ବିଜୟ ସଙ୍କଳ୍ପ ସମାବେଶରେ ଯୋଗଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
- ଓଡିଶାର ବିକାଶରେ ଡବଲ ଇଜିଂନ ଲଗାଇବା ପାଇଁ ଓଡିଶାବାସୀ ବ୍ୟଗ୍ର ହେଲେଣି
- ବିଜେପିକୁ ୫ ବର୍ଷ ସୁଯୋଗ ଦିଅନ୍ତୁ। ଗତ ୧୯...
ଘସିପୁରା ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ବୁଥ୍ ରେ ନିର୍ବାଚନୀ ନିୟମ ଉଲ୍ଲଘନ ଏବଂ ଜୋରଜବରଦସ୍ତି...
ଭୁବନେଶ୍ୱର ୨୩.୪ (ଓଡ଼ିଆ ପୁଅ) – ତୃତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ୨୧ – ଘସିପୁରା ବିଧାନସଭା କ୍ଷେତ୍ରରେ ବିଭିନ୍ନ ପୁଲିଂ ବୁଥ୍ ରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶନାମାକୁ ଖୋଲାଖୋଲି...
ଓଡିଶା ଲୋକେ ନିଷ୍ପତି ନେଇ ସାରିଲେଣି ନବୀନ ବିଦା ହେବା ନିଶ୍ଚିନ୍ତ:ନରେନ୍ଦ୍ର ମୋଦି
କେନ୍ଦ୍ରପଡାରେ ବିଜୟ ସଙ୍କଳ୍ପ ସମାବେଶରେ ଯୋଗଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
- ଗତ ଦଶ ବାର ଦିନ ହେବ ଓଡିଶାରେ ଶାସନ କରୁଥିବା ବିଜେଡିର ଗୁଣ୍ଡାରାଜ ଏବଂ ହିଂସାରାଜ ଓଡିଶାର ଲୋକମାନଙ୍କୁ ଅସ୍ତବ୍ୟସ୍ତ କରିସାରିଲାଣି
-...
ମୁଖ୍ୟ ନିର୍ବାଚନ କମିଶନଙ୍କୁ ବିଜେଡିର ଗୁଣ୍ଡାରାଜ, ରାଜନୈତିକ ହତ୍ୟା ଓ ହିଂସାକାଣ୍ଡର ତାଲିକା ଦେଲା...
ଭୁବନେଶ୍ୱର, ୨୩/୦୪ (ଓଡ଼ିଆ ପୁଅ): ରାଜ୍ୟରେ ଶାସକ ଦଳର ଗୁଣ୍ଡମାନେ ନିର୍ବାଚନ ସୁପରିଚାଳନା କରିବାରେ ବାଧା ସୃଷ୍ଟି କରୁଛନ୍ତି। ଶାସକ ଦଳର ଇଙ୍ଗିତରେ ରାଜ୍ୟରେ ଗୁଣ୍ଡାମାନେ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ ଭିଆଇ ନିର୍ବାଚନରେ...
ଲୋକେ ମରି ଯାଆନ୍ତୁ, ମୁଁ କାମ କରିବି ନାହିଁ : ଚଣ୍ଡିଖୋଲ ପାଣ୍ଡି ଏସ.ଆଇ...
ଯାଜପୁର ୨୪/୪ (ଓଡ଼ିଆ ପୁଅ/ମାନସ ରାଉତ) ଯାଜପୁର ଜିଲ୍ଲାରେ ଏବେ ଖାକିଙ୍କ କାର୍ଯ୍ୟ ଏବଂ ବ୍ୟବହାରକୁ ନେଇ ଲୋକେ ଖୁବ୍ଧ ହେବାରେ ଲାଗିଛନ୍ତି। ଖାକି ପିନ୍ଦିଥିବା ବାବୁ ମାନେ ଇନ୍ଦ୍ରଚନ୍ଦ୍ର ମାନୁନଥିବା ବେଳେ...
ମେ ୧୯ରେ ପାଟକୁରା ବିଧାନସଭା ନିର୍ବାଚନ
ଭୁବନେଶ୍ୱର ୨୪-୪ (ଓଡ଼ିଆ ପୁଅ) ପାଟକୁରା ବିଧାନସଭା ନିର୍ବାଚନ ମେ'୧୯ ତାରିଖ ଦିନ ଅନୁଷ୍ଠିତ ହେବ। ନିର୍ବାଚନ ଆୟୋଗଙ୍କ ତରଫରୁ ଆଜି ଏ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏପ୍ରିଲ ୨୦ ତାରିଖ...
ସିଜେଆଇ ଯୌନ ଉତ୍ପୀଡ଼ନ ମାମଲା: ସୁପ୍ରୀମ କୋର୍ଟ ସିବିଆଇ, ଆଇବି, ଦିଲ୍ଲୀ ପୁଲିସ ମୁଖ୍ୟଙ୍କୁ...
ନୂଆ ଦିଲ୍ଲୀ ୨୪-୪ (ଓଡ଼ିଆ ପୁଅ) ସୁପ୍ରୀମ କୋର୍ଟ ବୁଧବାରଦିନ ସିବିଆଇ ଡାଇରେକ୍ଟର, ଦିଲ୍ଲୀ ପୁଲିସ କମିଶନର ଏବଂ ଇଂଟେଲିଜେନ୍ସ ବ୍ୟୁରୋ ଚିଫକୁ ସମନ ଜାରୀ କରିଛନ୍ତି। କୋର୍ଟ ଏହି ସମନରେ ନ୍ୟାୟିକ...
ତାଜା ଖବର: ମେ ୧୯ ରେ ହେବ ପାଟକୁରାରେ ନିର୍ବାଚନ
ଭୁବନେଶ୍ୱର ୨୪-୪ (ଓଡ଼ିଆ ପୁଅ) ମେ’ ୧୯ରେ ପାଟକୁରାରେ ହେବ ନିର୍ବାଚନ। ଏଥିପାଇଁ ନିର୍ବାଚନ କମିଶନ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ମେ ୧।
ସୂଚନାଯୋଗ୍ୟଯେ, ବିଜେଡି ପ୍ରାର୍ଥୀ...
ଦଶପଲା ନିର୍ବାଚନ ମଣ୍ଡଳୀର ୨୧୦ ଓ ୨୨୨ନଂ ବୁଥରେ ଆସନ୍ତା କାଲି ସାନି ଭୋଟ...
ନୟାଗଡ଼, ୨୪ା୪ (ଓଡ଼ିଆ ପୁଅ) : ସାଧାରଣ ନିର୍ବାଚନ ୨୦୧୯ ପରିପ୍ରେକ୍ଷୀରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ନୂଆଗାଁ ବ୍ଳକ ଅନ୍ତର୍ଗତ ବାହାଡ଼ାଝୋଲାର ବୁଥ୍ ନଂ.୨୧୦ ଓ ବେତନଟିର ବୁଥ୍ ନଂ.୨୨୨ରେ ସାନି ନିର୍ବାଚନ...
ଦୁବାଇରେ ୟୁଏଇ ଓଡ଼ିଶା ସମାଜ ପକ୍ଷରୁ ଓଡ଼ିଶା ଦିବସ ପାଳିତ
ସମ୍ବଲପୁର, ୨୪/୪ (ଓଡ଼ିଆ ପୁଅ) ୟୁନାଇଟେଡ଼ ଆରବ ଏମିରେଟ୍ସର ଓଡ଼ିଶା ସମାଜ ପକ୍ଷରୁ ନିକଟରେ ଉତ୍କଳ ଦିବସ ଉପଲକ୍ଷେ ଉତ୍ସବ-୨୦୧୯ ସମାରୋହ ସହକାରେ ଦୁବାଇର ହୋରାଇଜନ୍ ଇଂଟରନ୍ୟାସନାଲ ସ୍କୁଲ ଠାରେ ପାଳିତ ହୋଇଯାଇଛି।...
ବିଜେପି ଛାଡ଼ି କଂଗ୍ରେସରେ ମିଶିଲେ ସାଂସଦ ଉଦିତ୍ ରାଜ୍
ନୂଆ ଦିଲ୍ଲୀ ୨୪-୪ (ଓଡ଼ିଆ ପୁଅ) ଅସନ୍ତୁଷ୍ଟ ବିଜେପି ସାଂସଦ ବିଜେପିରୁ ଇସ୍ତପା ଦେଇ ଆଜି କଂଗ୍ରେସରେ ମିଶିଛନ୍ତି। ସୂଚନାଯୋଗ୍ୟଯେ, ଗତକାଲି ଭାରତୀୟ ଜନତା ପାର୍ଟୀର ଉତ୍ତର ପଶ୍ଚିମ ଦିଲ୍ଲୀ ଲୋକସଭା ଆସନରେ...
ତାଜାଖବର: ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍.ଡି.ତିୱାରୀଙ୍କ ପୁଅ ରୋହିତ ଶେଖର ହତ୍ୟା ମାମଲାରେ ପତ୍ନୀ ଅପୂର୍ବା...
ନୂଆ ଦିଲ୍ଲୀ ୨୪-୪ (ଓଡ଼ିଆ ପୁଅ) ରୋହିତ ଶେଖର ତିୱାରୀଙ୍କର ସଂଦିଗ୍ଧର ଅବସ୍ଥାରେ ହୋଇଥିବା ମୃତ୍ୟୁ ପରେ ପୁଲିସ ତାଙ୍କ ପତ୍ନୀ ଅପୂର୍ବା ଶୁକ୍ଲାଙ୍କୁ ଗିରଫ କରିଛି। ଦିଲ୍ଲୀ ପୁଲିସ ଆଜି ଦ୍ୱିପ୍ରହର...
କେନ୍ଦୁଝର : ୫ଟା ସୁଦ୍ଧା ମତଦାନ ହାର ୬୩.୩୮ ପ୍ରତିଶତ : ବିଳମ୍ବିତ ରାତ୍ରୀ...
କେନ୍ଦୁଝର, ୨୩ ଏପ୍ରିଲ ୧୯ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ତୃତୀୟ ପର୍ଯ୍ୟାୟ ନିର୍ବାଚନରେ କେନ୍ଦୁଝର ଜିଲ୍ଲାରେ ପ୍ରାୟତଃ ଶାନ୍ତିପୂର୍ଣ୍ଣ ରହିଥିବା ବେଳେ ସଂଧ୍ୟା ୫ ଟା ସୁଦ୍ଧା ମତ ଦାନ ହାର...
ସାରା ରାଜ୍ୟରେ ମୋଦିଙ୍କ ସମର୍ଥନରେ ଜୁଆର ସୁନାମୀର ରୂପ ନେବ-ଧର୍ମେନ୍ଦ୍ର ପ୍ରଧାନ
ଯାଜପୁର ଓ ବାଲେଶ୍ୱରରେ କେନ୍ଦ୍ରମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର
- ଯାଜପୁର ପାଇଁ ମୋଦିଙ୍କ ୬ ହଜାର କୋଟି ଟଙ୍କାର ତୈଳ ପ୍ରକଳ୍ପରେ ନବୀନ ବାଧକ ସାଜିଥିବା ବେଳେ ତୈଳ ପ୍ରକଳ୍ପକୁ ପୂରଣ କରିବ...
ଆସିଲା ସିସିଟିଭି ଫୁଟେଜ୍: ଏହିପରି ବ୍ୟାଗ୍ ରେ ବୋମା ଧରି ଚର୍ଚ୍ଚରେ ପ୍ରବେଶ କରିଥିଲା...
ନୂଆଦିଲ୍ଲୀ ୨୩-୪ (ଓଡ଼ିଆ ପୁଅ) ରବିବାର ଇଷ୍ଟର ଦିନ ଶ୍ରୀଲଙ୍କାର ରାଜଧାନୀ କଲୋମ୍ବୋ ସହିତ ଦେଶର ଅନେକ ଭାଗରେ ରବିବାରଦିନ ଖୀଷ୍ଟ୍ରିଆନ୍ ମାନଙ୍କର ପବିତ୍ର ପର୍ବ ଇଷ୍ଟର ଦିନ ଚର୍ଚ୍ଚ ଏବଂ ହୋଟେଲକୁ...
ISIS କରିଥିଲା ଶ୍ରୀଲଙ୍କାରେ ହୋଇଥିବା ସିରିଜ୍ ବୋମା ବିଷ୍ପୋରଣ! କଲୋମ୍ବୋରେ ପୁଣି ଆକ୍ରମଣର ଆଶଙ୍କା...
ନୂଆଦିଲ୍ଲୀ ୨୩-୪ (ଓଡ଼ିଆ ପୁଅ) ରବିବାର ଇଷ୍ଟର ଦିନ ଶ୍ରୀଲଙ୍କାର ରାଜଧାନୀ କଲୋମ୍ବୋର ଚର୍ଚ୍ଚ ଏବଂ ପଞ୍ଚତାରକା ହୋଟଲଗୁଡ଼ିକରେ ସିରିଜ୍ ବିଷ୍ପୋରଣରେ ଆଜିପର୍ଯ୍ୟନ୍ତ ୩୨୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଗଲାଣି ଏବଂ...
ଅପରାହ୍ଣ ୩ଟା ସୁଦ୍ଧା ଓଡ଼ିଶାର ମତଦାନ ହାର ୪୬.୨୯ ପ୍ରତିଶତ – ଅନ୍ୟରାଜ୍ୟରେ କେତେ?
ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଛି। ତେବେ ଅପରାହ୍ଣ ୩ଟା ସୁଦ୍ଧା ଓଡ଼ିଶାର ମତଦାନ ହାର ୪୬.୨୯ ପ୍ରତିଶତ ଥିବା ବେଳେ, ପଶ୍ଚିମବଙ୍ଗରେ ସର୍ବାଧିକ ୬୭.୫୨ ପ୍ରତିଶତ, ଆସାମରେ ୬୨.୧୩ ପ୍ରତିଶତ,...
ଗ୍ୟାଙ୍ଗରେପ୍ ପୀଡ଼ିତା ବିଲକିସ ବାନୋଙ୍କୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଏବଂ ଗୁଜରାତ ସରକାରରେ...
ନୂଆ ଦିଲ୍ଲୀ ୨୩-୪ (ଓଡ଼ିଆ ପୁଅ) ଲୋକସଭା ନିର୍ବାଚନ ମଧ୍ୟରେ ସୁପ୍ରୀମ କୋର୍ଟ ୨୦୦୨ର ଗୁଜରାତ ହିଂସାର ଗ୍ୟାଙ୍ଗରେପ ପୀଡ଼ିତାକୁ ନେଇକରି ରାଜ୍ୟ ସରକାରକୁ ନିର୍ଦେଶ ଦେଇଛନ୍ତି। ସୁପ୍ରୀମ କୋର୍ଟରେ ମଙ୍ଗଳବାରଦିନ ଶୁଣାଣି...







