Home ଓଡ଼ିଶା ତାଜା ଖବର: ମେ ୧୯ ରେ ହେବ ପାଟକୁରାରେ ନିର୍ବାଚନ ଓଡ଼ିଶାକେନ୍ଦ୍ରାପଡ଼ାଜିଲ୍ଲା ପରିକ୍ରମା ତାଜା ଖବର: ମେ ୧୯ ରେ ହେବ ପାଟକୁରାରେ ନିର୍ବାଚନ By Bureau - April 24, 2019 89 0 0 0 0ଭୁବନେଶ୍ୱର ୨୪-୪ (ଓଡ଼ିଆ ପୁଅ) ମେ’ ୧୯ରେ ପାଟକୁରାରେ ହେବ ନିର୍ବାଚନ। ଏଥିପାଇଁ ନିର୍ବାଚନ କମିଶନ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ମେ ୧। ସୂଚନାଯୋଗ୍ୟଯେ, ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ମୃତ୍ୟୁ ଯୋଗୁ ସ୍ଥଗିତ ରହିଥିଲା ନିର୍ବାଚନ। Tweet 0 0 0 0