Home Authors Posts by Bureau

Bureau

17673 POSTS 0 COMMENTS

ଓଡିଶା ମାନବାଧିକାର କମିଶନର କାର୍ଯ୍ୟକାରୀ ଅଧ୍ୟକ୍ଷ ହେଲେ ଜଷ୍ଟିସ ରଘୁବୀର ଦାସ

0
ଭୁବନେଶ୍ୱର ୧୬-୫ (ଓଡ଼ିଆ ପୁଅ) ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରଘୁବୀର ଦାସଙ୍କୁ ନୂଆ ଦାୟିତ୍ବ ମିଳିଛି। ଓଡିଶା ମାନବାଧିକାର କମିଶନର କାର୍ଯ୍ୟକାରୀ ଅଧ୍ୟକ୍ଷ ଦାୟିତ୍ବ ଭାବେ ନିଯୁକ୍ତି ମିଳିଛି। ନିୟମିତ...

ବାସୁଦେବ ମହୀପାଳମଣି

0
ଭୁବନେଶ୍ବର:୧୬-୫ (ଓଡ଼ିଆ ପୁଅ) ଆଜି ପୂର୍ବାହ୍ନ ୮.୩୦ ସମୟରେ ବାମଣ୍ଡା ରାଜା ସାର ବାସୁଦେବ ସୁଢଳ ଦେବଙ୍କ ୧୬୯ତମ ଜୟନ୍ତୀ ଉପଲକ୍ଷେ ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟି ପକ୍ଷରୁ ସ୍ଥାନୀୟ ମହାହିସାବରକ୍ଷକ (ଏଜି)...

ବିପ୍ଳବୀ ଧରଣୀଧରଙ୍କ ୭୫ତମ ତିରୋଧାନ ଦିବସ ପାଳନ

0
ଭୁବନେଶ୍ୱର, ୧୬ା୫ (ଓଡ଼ିଆ ପୁଅ) : କେନ୍ଦୁଝର ପ୍ରଜାମେଳିର ମହାନାୟକ ବିପ୍ଳବୀ ଧରଣୀଧର ନାଏକ (ଭୂୟାଁ) ଙ୍କ ୭୫ତମ ତିରୋଧାନ ଦିବସ ତାଙ୍କ ଭୁବନେଶ୍ୱରସ୍ଥ ଜୟଦେବ ବିହାର ନିକଟସ୍ଥ ପ୍ରତିମୂର୍ତ୍ତି ନିକଟରେ ଆଜି...

ବାଲିଅନ୍ତାରେ ମହାତ୍ମାଗାନ୍ଧୀଙ୍କ ୮୫ତମ ଅବସ୍ଥାନ ବାର୍ଷିକୀ ପାଳନ

0
ଭୁବନେଶ୍ୱର, ତା ୧୬ା୫ (ଓଡ଼ିଆ ପୁଅ) : ଜାତିର ପିତା ମହାତ୍ମାଗାନ୍ଧୀ ଓଡ଼ିଶା ପଦଯାତ୍ରା କରିବା ସମୟରେ ୧୯୩୪ ମସିହା ମଇ ମାସ ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ କୁଆଖାଇ ନଦୀରୁ...

ପେଟ ପାଇଁ ପାଣିଭାର

0
ରାଉରକେଲା ୧୬-୫ (ଓଡ଼ିଆ ପୁଅ/ସୁବୋଧ ନାୟକ) : ଏବେ ଗ୍ରୀଷ୍ମର ତତଲା ତାୱାରେ ରାଉରକେଲା। ପାରା ୪୩ ଡିଗ୍ରୀ ଉପରେ ରହୁଛି। ରାଉରକେଲାର ସହରତଳି ବସ୍ତି ଅଂଚଳ ଠାରୁ ଆରମ୍ଭ କରି ବସ୍ତି...

ମଧୁମେହ ସଚେତନତା ପଦଯାତ୍ରା

0
ରାଉରକେଲା ୧୬-୫ (ଓଡ଼ିଆ ପୁଅ/ସୁବୋଧ ନାୟକ) : ଗାୟତ୍ରୀ ଶକ୍ତିପୀଠ, ରାଉରକେଲା ଓ ରାଉରକେଲା ଡାଏବେଟିସ ଫୋରମ ର ମିଳିତ ଆନୁକୂଲ୍ୟରେ ଏକ ମଧୁମେହ ସଚେତନତା ପଦଯାତ୍ରା ର ଅନୁଷ୍ଠିତ ହୋଇଯାଇଛି।ଏହି ପଦଯାତ୍ରାକୁ...

ମା”ଙ୍କ ପାଇଁ ଉତ୍ସର୍ଗୀକୃତ କଳିଯୁଗର ଶ୍ରବଣକୁମାର !

0
ରାଉରକେଲା ୧୬-୫ (ଓଡ଼ିଆ ପୁଅ/ସୁବୋଧ ନାୟକ) : ନିଜ ଜନନୀଙ୍କ ମନର ଇଚ୍ଛାକୁ ସମ୍ମାନ ଜଣାଇ ତାଙ୍କୁ ଧରି ସ୍କୁଟରରେ ଭାରତ ଭ୍ରମଣରେ ବାହାରିଛନ୍ତି ଜଣେ କଳିଯୁଗର ଶ୍ରବଣ କୁମାର। ତାଙ୍କ ପାଖରେ...

ମାନବାଧିକାର କର୍ମୀଙ୍କ ୫ ବର୍ଷର ପ୍ରୟାସ : ଦେଶର ୧୨୦୦ ଡିଏମୟୁ ଟ୍ରେନ୍ କୋଚ୍ରେ...

0
ଭୁବନେଶ୍ୱର ୧୫-୫ (ଓଡ଼ିଆ ପୁଅ) ଦେଶରେ ଚାଲୁଥିବା ଡିଜେଲ୍ ଇଲେକ୍ଟ୍ରିକ୍ ମଲ୍ଟିପଲ୍ ୟୁନିଟ୍ (ଡିଏମୟୁ) ଟ୍ରେନ୍ କୋଚ୍ଗୁଡିକରେ ପାଇଖାନା ନଥିବାରୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ବିଶେଷକରି ମହିଳା, ବୟସ୍କ...

ପଶ୍ଚିମବଙ୍ଗବାସୀ ମମତା ବାନାର୍ଜୀଙ୍କ ଉପରେ ଆସ୍ଥା ହରାଇଛନ୍ତି – ଧର୍ମେନ୍ଦ୍ର ପ୍ରଧାନ

0
ପଶ୍ଚିମବଙ୍ଗବାସୀ ମମତା ବାନାର୍ଜୀଙ୍କ ଉପରେ ଆସ୍ଥା ହରାଇଛନ୍ତି - ଧର୍ମେନ୍ଦ୍ର ପ୍ରଧାନ କଲିକତାରେ ଅମିତ ଶାହଙ୍କ ରୋଡ’ସୋ ହିସାଂକାଣ୍ଡ ଘଟଣା ସମୟରେ ଉପସ୍ଥିତ ଥିଲେ କେନ୍ଦ୍ରମନ୍ତ୍ରୀ - ଆସନ୍ନ ପରାଜୟ ଡରରେ ଦିଦିଙ୍କ ଲୋକ ହିଂସାକୁ...

ଅମିତ ଶାହଙ୍କ ରୋଡ ଶୋ ଉପରେ ଆକ୍ରମଣ ପ୍ରତିବାଦରେ ରାଜ୍ୟ ବିଜେପିରେ କଳା କପଡା...

0
ପଶ୍ଚିମବଙ୍ଗରେ ଟିଏମ୍ସି ଦଳର ଗୁଣ୍ଡାମାନଙ୍କ ଦ୍ୱାରା ବଢୁଥିବା ରାଜନୈତିକ ହିଂସା ପ୍ରସଙ୍ଗରେ - ପଶ୍ଚିମବଙ୍ଗରେ ଗଣତନ୍ତ୍ରର ହତ୍ୟା ଚାଲିଛି - ଆସନ୍ନ ପରାଜୟ ଡରରେ ମମତା ଦିଦିଙ୍କ ଲୋକ ହିଂସାକୁ ଆପଣାଇଛନ୍ତି - ତୃଣମୁଳ କଂଗ୍ରେସର ଗୁଣ୍ଡାମାନେ...

ଖାଦ୍ୟ ସଂଗ୍ରହର ଅନ୍ୟ ଅନ୍ୱେଷଣ ‘ଅନଲାଇନ ଫୁଡ଼’

0
ରାଉରକେଲା ୧୫-୫ (ଓଡ଼ିଆ ପୁଅ/ସୁବୋଧ ନାୟକ) : ଖାଦ୍ୟ, ବସ୍ତ୍ର ଓ ବାସଗୃହ ମନୁଷ୍ୟର ତିନୋଟି ମୁଖ୍ୟ ଆବଶ୍ୟକତା। ଏହି ତିନୋଟି ଆବଶ୍ୟକତା ମଧ୍ୟରୁ ଖାଦ୍ୟ କୁ ମନୁଷ୍ୟ ପ୍ରାଥମିକତା ଦେଇଥାଏ। ଖାଦ୍ୟ...

୧୪ ମଇ ମଙ୍ଗଳବାର: ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

0
ମେଷ: ଘରେ ମିତ୍ର ଏବଂ ପରିଜନମାନଙ୍କର ଆବାଗମନରେ ଆନନ୍ଦର ମାହୌଲ ରହିବ। ଆକସ୍ମିକ ଉପହାରରେ ଖୁସି ମିଳିବ। ଆଜି ଆର୍ଥିକ ଲାଭ ମିଳିବାର ମଧ୍ୟ ସମ୍ଭାବନା ଅଛି। ଯାତ୍ରାର ପ୍ରସ୍ତୁତି କରିବେ। ଉତ୍ତମ...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ର ଟେଲିକମ ଓ ବିଦ୍ୟୁତ ବିଭାଗର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ୭...

0
ଭୁବନେଶ୍ବର, ୧୩.୫ (ଓଡ଼ିଆ ପୁଅ) କେନ୍ଦ୍ର ଟେଲିକମ ଓ ବିଦ୍ୟୁତ ବିଭାଗର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଫନି ବାତ୍ୟା ପ୍ରଭାବିତ...

ବଡ଼ବିଲ କାରୋ ନଦୀରେ ବୁଡ଼ି ଯୁବକ ମୃତ

0
ବଡ଼ବିଲ, ତା ୧୩ ମେ (ଓଡ଼ିଆ ପୁଅ/ସୀତାରାମ ଦିଖିତ) କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ନିମତୁର କାରୋ ନଦୀରେ ବୁଡ଼ି ଜଣେ ଯୁବକର ମୃତ୍ୟୁ ଘଟିଛି। ଉକ୍ତ ଯୁବକ ଜଣଙ୍କ ବଡ଼ବିଲ ଶ୍ରୀରାମନଗର...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ ୩୦ଟି ସଂସ୍ଥା ପକ୍ଷରୁ ୧୧ କୋଟି ୫୨ ଲକ୍ଷ

0
ଭୁବନେଶ୍ବର, ୧୩.୫ (ଓଡ଼ିଆ ପୁଅ) ଫନି ବାତ୍ୟା ଦୁର୍ଗତଙ୍କ ସହାୟତା ଓ ପୁନରୁଦ୍ଧାର ପାଇଁ ଆଜି ଅନେକ ସଂସ୍ଥା ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ ଦିଆଯାଇଛି। ଗୁଜୁରାଟ...

ବାତ୍ୟା ଫନିରେ କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ୫ ଲକ୍ଷ ପକ୍କା ଘର ଯୋଗାଇ ଦେବା ପାଇଁ...

0
ଭୁବନେଶ୍ୱର ୧୩-୫ (ଓଡ଼ିଆ ପୁଅ) ବାତ୍ୟା ଫନିରେ ପ୍ରଭାବିତ ପୁରୀ ଏବଂ ଖୋର୍ଦ୍ଧା ଜିଲ୍ଲାରେ ଅନେକ ଲୋକଙ୍କର ଘର ସମ୍ପୂର୍ଣ୍ଣ ଭାଙ୍ଗି ନଷ୍ଟ ହୋଇଯାଇଛି। ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ (PMAY) ପକ୍କା...

ଅବାଧ ମଦ କାରବାର ବନ୍ଦ ପାଇଁ ଥାନାରେ ଦ୍ୱାରସ୍ଥ ହେଲେ ମହିଳା

0
ପାଟଣା ୧୩-୫ (ଓଡ଼ିଆ ପୁଅ/ସନ୍ତୋଷ ପତି) - କେନ୍ଦୁଝର ଜିଲ୍ଲା ପାଟଣା ଥାନା ସାହାରପଡା ଫାଣ୍ଡି ଅଧିନ ଦାମାହୁଦା ପଞ୍ଚାୟତ କୁମୁଳାବାହାଳି ଗ୍ରାମ ତଥା ଏହାର ଆଖପାଖ ଅଞ୍ଚଳରେ ଅବାଧ ମଦ କାରବାରକୁ...

ହଜାର କିଲୋଲିଟର କିରୋସିନର ମୂଲ୍ୟ ୩.୨ କୋଟି ଟଙ୍କା: ପିଏସୟୁ ସିଏସଆଇଆର ଫଣ୍ଡରୁ ଯୋଗାଇ...

0
ବାତ୍ୟା ପ୍ରଭାବିତଙ୍କୁ ମାଗଣାରେ ୧ ହଜାର କିଲୋଲିଟର କିକିରୋସିନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପତ୍ରର ଉତ୍ତର: - ୩.୨ କୋଟି ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଅଥବା ରାଜ୍ୟ ତହବିଲକୁ ଯୋଗାଇ ଦିଆଯିବ - ଆଉ ଅତିରିକ୍ତ...

ଖରିଆର, ଗୋରୁ ବଜାର ଦୟନିୟ

0
ଖରିଆର ୧୨.୦୫.(ଓଡ଼ିଆ ପୁଅ /ସୁଜିତ ପ୍ରଧାନ ) ଖରିଆର ବିଜ୍ଞାପିତ ଅଂଚଳରେ ଥିବା ଗୋରୁ ବଜାର ଅବସ୍ଥା ଗୁରୁତର। ଏହି ଗୋରୁ ବଜାର ବହୁ ବର୍ଷରୁ ଚାଲିଛି। ଏହି ବଜାରକୁ କୋମନା, ବୋଡେ଼ନ,...

ରାଜ୍ୟ ସରକାର ଫନି ବିପର୍ଯୟର ପରିଚାଳନା କରିବାରେ ଅସମର୍ଥ : କଂଗ୍ରେସ

0
ଭୁବନେଶ୍ୱର – ୧୨.୫ (ଓଡ଼ିଆ ପୁଅ) – ରାଜ୍ୟରେ ୫ଟି ଜିଲ୍ଲାରେ ୫୦ଲକ୍ଷରୁ ତଦୁର୍ଦ୍ଧ ଲୋକ ଫନି ବାତ୍ୟା ଦ୍ୱାରା ପ୍ରଭାବିତ ହେଲେ। ରାଜ୍ୟ ସରକାର ବହୁ ଆଗରୁ ସମସ୍ତ ସୂଚନା ପାଇଥିଲେ...