Home ଓଡ଼ିଶା ଓଡିଶା ମାନବାଧିକାର କମିଶନର କାର୍ଯ୍ୟକାରୀ ଅଧ୍ୟକ୍ଷ ହେଲେ ଜଷ୍ଟିସ ରଘୁବୀର ଦାସ

ଓଡିଶା ମାନବାଧିକାର କମିଶନର କାର୍ଯ୍ୟକାରୀ ଅଧ୍ୟକ୍ଷ ହେଲେ ଜଷ୍ଟିସ ରଘୁବୀର ଦାସ

439

ଭୁବନେଶ୍ୱର ୧୬-୫ (ଓଡ଼ିଆ ପୁଅ) ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରଘୁବୀର ଦାସଙ୍କୁ ନୂଆ ଦାୟିତ୍ବ ମିଳିଛି। ଓଡିଶା ମାନବାଧିକାର କମିଶନର କାର୍ଯ୍ୟକାରୀ ଅଧ୍ୟକ୍ଷ ଦାୟିତ୍ବ ଭାବେ ନିଯୁକ୍ତି ମିଳିଛି। ନିୟମିତ ଅଧ୍ୟକ୍ଷ ନିଯୁକ୍ତି ପର୍ଯ୍ୟନ୍ତ ଶ୍ରୀ ଦାସ ଏହି ଦାୟିତ୍ବ ତୁଲାଇବେ। ଏନେଇ ରାଜ୍ୟ ଆଇନ୍ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନାଯୋଗ୍ୟଯେ, ଶ୍ରୀ ଦାସ, ମାନବାଧିକାର କମିଶନର ସଦସ୍ୟ ଅଛନ୍ତି। ଜଷ୍ଟିସ୍‌ ରଘୁବୀର ଦାସଙ୍କୁ ଓଡ଼ିଶା ମାନବାଧିକାର କମିସନର ସଦସ୍ୟ ନିଯୁକ୍ତି ପାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.