Bureau
+୨ ବିଜ୍ଞାନ ପରୀକ୍ଷାରେ ଅବନ୍ତୀକା କଲେଜର ବାଜିମାତ୍
ଭଦ୍ରକ, ୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବହୁ ପ୍ରତୀକ୍ଷିତ +୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ଏଥିରେ ସାରା ଓଡ଼ିଶାରେ ନୈରାଶଜନକ ପରୀକ୍ଷା ଫଳ ହୋଇଥିଲେ ବି...
ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସମ୍ବର୍ଦ୍ଧନା ଜଣାଇଲେ ବିଭିନ୍ନ କର୍ମକର୍ତ୍ତା ଓ ଦଳୀୟ କର୍ମୀ
ଭୁବନେଶ୍ୱର, ୫/୬ (ଓଡ଼ିଆ ପୁଅ) : ରାଜ୍ୟରେ ବିଜୁ ଜନତା ଦଳ କ୍ରମାଗତ ଭାବରେ ପଞ୍ଚମଥର ପାଇଁ ବିଧାନସଭା ନିର୍ବାଚନ ବିପୁଳ ସଂଖ୍ୟାରେ ଜିତିବା ପରେ ଦଳର ସଭାପତି ତଥା ମୁଖମନ୍ତ୍ରୀ ନବୀନ...
ଦୋକାନ ଭିତରୁ ସାପ ଉଦ୍ଧାର, ବନବିଭାଗ କୁ ହସ୍ତାନ୍ତର
ଖଡିଆଳ/ନୂଆପଡା-୦୫.୦୬.୧୯(ଓଡିଆ ପୁଅ /ସୁଜିତ କୁମାର ପ୍ରଧାନ)ନୂଆପଡା ଜିଲ୍ଲା ଖଡିଆଳ ସହରରେ ଥିବା ମହେନ୍ଦ୍ରା କମ୍ପ୍ୟୁଟର ଦୋକାନ ଭିତରେ ଗୋଟିଏ ଚୁରିଆଖେଦୁ (ଚିତି) ପଶିଯାଇ ଦୋକାନ ଭିତରେ ରହିଥିଲା। କମ୍ପ୍ୟୁଟର ଦୋକାନୀ ଅତୁଲ୍ୟ ସେଠୀ...
କୂଅରେ ପଡିଲା ବରାହ ଗ୍ରାମବାସୀଙ୍କ ସହଯୋଗରେ ଉଦ୍ଧାର କଲେ ଜଙ୍ଗଲ ବିଭାଗ କର୍ମଚାରୀ
ଖଡିଆଳ/ନୂଆପଡା-୦୫.୦୬.୧୯(ଓଡିଆ ପୁଅ /ସୁଜିତ କୁମାର ପ୍ରଧାନ)ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଡୁମେରବାହାଲ ଗ୍ରାମର ମନବୋଧ ଘିଭେଲାଙ୍କ ପ୍ରଧାନକୂଅରେ ବୁଧବାର ସକାଳ ୫ ଘଂଟା ସମୟରେ ଏକ ଜଙ୍ଗଲିଆ ବରାହ ପଡିଯାଇଥିଲା। ବରାହ ପଡିଯାଇଥିବା...
ନୂଆପଡ଼ା: ପୋଖରୀରେ ବୁଡ଼ି ନାବାଳିକା ମୃତ: ୨ ଗୁରୁତର, ମେଡିକାଲରେ ଭର୍ତ୍ତି
ନୂଆପଡ଼ା ୫-୬ (ଓଡ଼ିଆ ପୁଅ) : ଦୁଃଖଦପୂର୍ଣ୍ଣ ଘଟଣା। ନୂଆପଡ଼ା ଜିଲ୍ଲାରେ ବୋଡେନ ଥାନା ଅନ୍ତର୍ଗତ ଧରଣୀମଲ ଗ୍ରାମରେ ଏକ ପୋଖରୀରେ ସ୍ନାନ କରୁଥିବା ବେଳେ ଏହି ଦୁଃଖଦ ଘଟଣା ଘଟିଛି। ମୃତ...
ଆଲାଏନ୍ସ ଏୟାର: ଭୁବନେଶ୍ୱର – ଝାରସୁଗୁଡ଼ା ବିମାନ ଚଳାଚଳର ଶୁଭାରମ୍ଭ
ଭୁବନେଶ୍ୱର/ଝାରସୁଗୁଡ଼ା ୫-୬ (ଓଡ଼ିଆ ପୁଅ) ଭୁବନେଶ୍ୱର - ଝାରସୁଗୁଡା ମଧ୍ୟରେ ଆଜି ବିମାନ ଚଳାଚଳ ଆରମ୍ଭ ହୋଇଛି। ବିମାନ ଚଳାଚଳ ମନ୍ତ୍ରାଳୟର ଯୁଗ୍ମ ସଚିବ ଉଷା ପାଢ଼ୀ ଯୋଗ ଦେଇଥିଲେ। ଆଜି ଭୁବନେଶ୍ୱରରୁ...
ହାସ୍ୟ ଅଭିନେତା ଦିନୟାର କଣ୍ଟ୍ରାକ୍ଟରଙ୍କର ନିଧନ : ପ୍ରଧାନମନ୍ତ୍ରୀ ଦେଲେ ଶ୍ରଦ୍ଧାଞ୍ଜଳି
ମୁମ୍ବାଇ ୫-୬ (ଓଡ଼ିଆ ପୁଅ) ଖ୍ୟାତନାମା ହାସ୍ୟ ଅଭିନେତା ଦିନୟାର କଣ୍ଟ୍ରାକ୍ଟରଙ୍କର ନିଧନ ହୋଇଯାଇଛି। ସେ ୭୯ ବର୍ଷରଥିଲେ ଏବଂ ବୟସାଧିକ ଜନିତ ରୋଗ ଗ୍ରସ୍ତ ଥିଲେ। ସେ ବୁଧବାର ଦିନ ସକାଳେ...
ଭାରତୀୟ ପାଣିପାଗ ବିଜ୍ଞାନର ମହା ନିର୍ଦ୍ଦେଶକ ହେଲେ ମୃତ୍ୟୁଞ୍ଜୟ ମହାପାତ୍ର
ଭୁବନେଶ୍ଵର ୪-୬ (ଓଡ଼ିଆ ପୁଅ) ଓଡ଼ିଆ ପାଣିପାଗ ବିଜ୍ଞାନୀ ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ଭାରତୀୟ ପାଣିପାଗ ବିଭାଗ ବିଜ୍ଞାନ କେନ୍ଦ୍ର(ଆଇଏମଡି)ର ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ସେ ଅଗଷ୍ଟ ୧ରୁ ମହାନିର୍ଦ୍ଦେଶକ ଭାବେ ସେ...
ପଶ୍ଚିମ ଓଡିଶାବାସୀଙ୍କ ସହ ପ୍ରତାରଣା ହୋଇଛି:ବିଜେପି
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ବିଧାନସଭା ଆସନକୁ ପ୍ରତ୍ୟାଖାନ କରିବା ପ୍ରସଙ୍ଗରେ
- ନବୀନବାବୁ କାହିଁକି ବିଜେପୁରବାସୀଙ୍କୁ ପ୍ରତ୍ୟାଖାନ କଲେ?
- ୨୦୧୮ ମସିହା ବିଜେପୁର ଉପ ନିର୍ବାଚନ, ସଦ୍ୟ ସମାପ୍ତ ସାଧାରଣ ନିର୍ବାଚନ ଏବଂ...
ମୁଖ୍ୟମନ୍ତ୍ରୀ ବିଜେପୁରରୁ ଇସ୍ତଫା ଦେଇ ପଶ୍ଚିମ ଓଡ଼ିଶାବାସୀଙ୍କ ବିଶ୍ୱାସ ଭଙ୍ଗ କରିଛନ୍ତି
ସମ୍ବଲପୁର, ୩/୬ - (ଓଡ଼ିଆ ପୁଅ) ବିଜେପୁରର ବିଧାୟକ ପଦରୁ ଇସ୍ତଫା ଦେଇ ଏହି ନିର୍ବାଚନ ମଣ୍ଡଳୀକୁ ପୁନର୍ବାର ନିର୍ବାଚନ ମୁହଁକୁ ଠେଲିଦେବା ପଶ୍ଚିମ ଓଡ଼ିଶା ପ୍ରତି ମୁଖ୍ୟମନ୍ତ୍ରୀଙ୍କ ବିଶ୍ୱାସ ଭଙ୍ଗ ଅଟେ...
ଅସ୍ୱାସ୍ତ୍ୟକର ଖାଦ୍ୟ ବିକ୍ରୟ ଉପରେ ଚଢାଉ
ସମ୍ବଲପୁର, ୩/୬ (ଓଡ଼ିଆ ପୁଅ) ଶୀତଳଷଷ୍ଟୀ ଯାତ୍ରାକୁ ନଜରରେ ରଖି ସମ୍ବଲପୁର ମହାନଗର ନିଗମ ପକ୍ଷରୁ ପ୍ରସ୍ତୁତି ଆରମ୍ବ ହୋଇଛି। ରାସ୍ତା ଘାଟର ମରାମତି ସହିତ ସହରର ବିଭିନ୍ନ ସଡ଼କରେ ପରିମଳ ବ୍ୟବସ୍ରାକୁ...
ରାଉରକେଲାରେ ସିଟୁର ସ୍ଥାପନା ଦିବସ
ରାଉରକେଲା, ୪-୬ (ଓଡ଼ିଆ ପୁଅ/ସୁବୋଧ ନାୟକ) : ସର୍ବଭାରତୀୟ ଶ୍ରମିକ ସଂଗଠନ ସିଟୁ(ସିଆଇଟିୟୁ)ର ପ୍ରତିଷ୍ଠା ଦିବସ ସେକ୍ଟର-୧୬ ସ୍ଥିତ ଶ୍ରମିକ ଭବନଠାରେ ପାଳିତ ହୋଇଛି। ପ୍ରତିଷ୍ଠା ଦିବସ ଉପଲକ୍ଷେ ସମ୍ପାଦବ ଶ୍ରମିକ ନେତା...
ପ୍ରତିରକ୍ଷା ମନ୍ତ୍ରୀଙ୍କ ସିଆଚୀନ ଗସ୍ତ
ନୂଆ ଦିଲ୍ଲୀ ୩-୬ (ଓଡ଼ିଆ ପୁଅ) ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ଆଜି ବିଶ୍ୱର ସର୍ବୋଚ୍ଚ ଯୁଦ୍ଧଭୂମି ସିଆଚୀନକୁ ପ୍ରଥମ ଗସ୍ତ କରିଛନ୍ତି। ଏହି ଗସ୍ତ ସିଆଚୀନ ଗ୍ଲାସିଅରର ଗୌରବଜ୍ଜ୍ୱଳ ଇତିହାସରେ...
ସଡ଼କ ଦୁର୍ଘଟଣାରେ ୩ ଆହତ
ତିର୍ତ୍ତୋଲ୦୪/୦୬ (ଓଡ଼ିଆ ପୁଅ/ଟୁକନ ସେଠୀ) -ତିର୍ତ୍ତୋଲ ଥାନା ଅନ୍ତର୍ଗତ ତେନ୍ତୁଲିପଦା ପଞ୍ଚାୟତ କଟକ - ପାରାଦ୍ୱିପ ରାସ୍ତା ବିଶ୍ୱନାଥ ପେଟ୍ରୋଲ ପମ୍ପ ସମୁଖରେ ସୋମବାର ପୂର୍ବାହ୍ନରେ ସଡ଼କ ଦୁର୍ଘଟଣାରେ ୩ଜଣ ଯୁବକ ଆହତ...
ଝଙ୍କଡ଼ ସାହିତ୍ୟ ସଂସଦ ପକ୍ଷରୁ ସ୍ୱର୍ଗତ ଝଙ୍କଡ଼ଶ୍ରୀ କାଳି ପ୍ରସନ୍ନ ପରିଜାଙ୍କ ବିୟୋଗରେ ଶୋକ...
ତିର୍ତ୍ତୋଲ୦୪/୦୬ (ଓଡ଼ିଆ ପୁଅ/ଟୁକନ ସେଠୀ) -ବିଶିଷ୍ଟ ସାରସ୍ୱତ ସାଧକ, ସାରଳା ସାହିତ୍ୟର ଗବେଷକ, ରାଜ୍ୟ ପୁରସ୍କାର ପ୍ରପ୍ତ କୃତି ପ୍ରଧାନ ଶିକ୍ଷକ ତଥା ସାହିତ୍ୟ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ସ୍ୱର୍ଗତ ଝଙ୍କଶ୍ରୀ କାଳୀ...
ବିଜେପୁରବାସୀଙ୍କ ଭଲ ପାଇବା ମୋତେ ଋଣୀ କରିଛି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୪/୬ (ଓଡିଆ ପୁଅ) : ୨୦୧୮ ବିଜେପୁର ଉପ-ନିର୍ବାଚନ ସମୟରେ ଆପଣମାନଙ୍କର ଭଲ ପାଇବା ମୋତେ ଅଭିଭୂତ କରିଥିଲା। ୨୦୧୯ ସାଧାରଣ ନିର୍ବାଚନରେ ପଶ୍ଚିମ ଓଡ଼ିଶାରୁ ପ୍ରାର୍ଥୀ ହେବା ପାଇଁ ମୋତେ...
ନଦୀଗର୍ଭରେ ବିଲିନ ହେବ ଝୁଲାବଣ ମଠ
ତିର୍ତ୍ତୋଲ୦୩/୦୬ (ଓଡ଼ିଆ ପୁଅ/ଟୁକନ ସେଠୀ) -ଦିନକୁ ଦିନ ବାଲି ମାଫିଆଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ମନଇଛା ମେସିନ୍ ଦ୍ୱାରା ବାଲି ଉତ୍ତଳନ କରାଯାଇ ମହାନଦୀ ଅଞ୍ଚଳରେ ଗଭିର ଗଣ୍ଡ ସଦୃଶ ସୃଷ୍ଟି କରାଯାଉଛି।...
ଦେଶର ନୂତନ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଠାରୁ ଦେଶବାସୀଙ୍କ ଆଶା
ଡ. ସମନ୍ୱୟ ନନ୍ଦ
ନରେନ୍ଦ୍ର ମୋଦି କ୍ୟାବିନେଟରେ ବର୍ତମାନ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ସାମିଲ କରିବା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ ନିଷ୍ପତି। ଅମିତ ଶାହଙ୍କର ଦଳୀୟ ସଂଗଠନରେ କାମ କରିବାର ପ୍ରବଳ...
କେବଳ ନାମ ପ୍ରଚାର: ସ୍ମାର୍ଟସିଟିରେ ଜଳବିହୀନ ଜଳଛତ୍ର!
ରାଉରକେଲା ୪-୬ (ଓଡ଼ିଆ ପୁଅ/ସୁବୋଧ ନାୟକ) : ସ୍ମାର୍ଟ ସିଟି ରାଉରକେଲାରେ ଥିବା ୧୦୦ରୁ ଉର୍ଦ୍ଧ ଜଳଛତ୍ର ସହରର ବିଭିନ୍ନ ପ୍ରମୁଖ ଛକ ଯେପରି ବିଶ୍ରା ଛକ, ଟ୍ରାଫିକ ଛକ, ପ୍ଲାଟଂ ସାଇଟ,...
ନୂଆପଡା – ଜଙ୍ଗଲୀ ଭାଲୁ ଆକ୍ରମଣରେ ଜଣେ ଗୁରୁତର
ନୂଆପଡା -୩/୬-(ଓଡ଼ିଆପୁଅ /ନନ୍ଦିଘୋଷ ଖମାରି )-ନୂଆପଡା ଜିଲ୍ଲା ବୋଡେନ ବ୍ଳକ୍ ଅନ୍ତର୍ଗତ ଭଇସାଦାନୀ ଗ୍ରାମର ଟଙ୍କଧର ପହରିଆ ଜଙ୍ଗଲୀ ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି।
ମିଲିଥିବା ସୂଚନା ମୁତାବକ ଟଙ୍କଧର ନିଜ ଚାଷ...









