Bureau
ଗଭୀର ଖାଲକୁ ଖସି ପଡ଼ିଲା ବସ, ୨୦ ଜଣଙ୍କର ମୃତ୍ୟୁ
ହିମାଞ୍ଚଳ ପ୍ରଦେଶର କୁଲ୍ଲୁ ବଡ଼ ବସ୍ ଦୁର୍ଘଟଣା
କୁଲ୍ଲୁ ୨୦-୬ (ଓଡ଼ିଆ ପୁଅ) ହିମାଞ୍ଚଳ ପ୍ରଦେଶର କୁଲ୍ଲୂ ରେ ଏକ ବଡ଼ ବସ୍ ଦୁର୍ଘଟଣା ହୋଇଯାଇଛି। ଏଠାରେ ଏକ ବସ ଖାଲକୁ ଖସି ପଡ଼ିଛି,...
ଖରା ଛୁଟିରେ ଘରୋଇ ସ୍କୁଲ ଖୋଲା ଥିଲା
ରାଉରକେଲା ୨୦-୬ (ଓଡ଼ିଆ ପୁଅ/ସୁବୋଧ ନାୟକ) : ମୌସୁମି ଆସିବାରେ ବିଳମ୍ବ ତଥା ରାଉରକେଲା ସମେତ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ବୃଦ୍ଧି ହେବା କାରଣରୁ ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ପକ୍ଷରୁ...
ହାଜତ ମୃତ୍ୟୁ ମାମଲାରେ ବରଖାସ୍ତ ଆଇପିଏସ୍ ଅଧିକାରୀ ସଞ୍ଜିବ ଭଟ୍ଟଙ୍କୁ ଆଜୀବନ କାରାଦଣ୍ଡ
ଗାନ୍ଧୀନଗର ୨୦-୬ (ଓଡ଼ିଆ ପୁଅ) ଗୁଜରାତରେ ସୌରାଷ୍ଟ୍ରର ଜାମନଗରର ଅଦାଲତ ପ୍ରାୟ ତିନି ଦଶକ ପୂର୍ବରୁ ହାଜତ ମୃତ୍ୟୁ ମାମଲାରେ ଆଇପିଏସ୍ ଅଧିକାରୀ ସଞ୍ଜିବ ଭଟ୍ଟଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି। ତାଙ୍କର ବର୍ତ୍ତମାନ...
ଜାମ୍ମୁକାଶ୍ମୀରରେ ଓଡ଼ିଆ ଜବାନଙ୍କ ଶହୀଦ ହେବା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଗଭୀର ଶୋକପ୍ରକାଶ, ୨୫ ଲକ୍ଷ...
ଭୁବନେଶ୍ୱର, ୧୯.୬ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାମ୍ମୁ କାଶ୍ମୀରରେ ଶହୀଦ ହୋଇଥିବା ଓଡ଼ିଆ ଜବାନ ଅଜିତ କୁମାର ସାହୁଙ୍କ ପାଇଁ ଗଭୀର ଶୋକପ୍ରକାଶ କରିଛନ୍ତି। ଆତଙ୍କବାଦୀଙ୍କ କାର୍ଯ୍ୟକଳାପକୁ ନିନ୍ଦା କରି...
ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତ ଅଭ୍ୟାସ
ଦେବଗଡ, ୨୦.୦୬ (ଓଡ଼ିଆ ପୁଅ/ପ୍ରଶାନ୍ତ ଭୁକ୍ତା) - ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଆନୁକୂଲ୍ୟରେ ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତ ଅଭ୍ୟାସ ଜିଲ୍ଲାସ୍ତରୀୟ “ମକ୍ଡ୍ରିଲ” ସ୍ଥାନୀୟ କଲେକ୍ଟରେଟ ସମ୍ମୁଖରେ ଆଜି ଅନୁଷ୍ଠିତ ହୋଇଯାଇଛି।...
୨୬ ନୁହେଁ, ଆସନ୍ତାକାଲି ଖୋଲିବ ସମସ୍ତ ସ୍କୁଲ
ଭୁବନେଶ୍ୱର ୨୦-୬ (ଓଡ଼ିଆ ପୁଅ) ପାଗ ବଦଳୁଛି। ନିଷ୍ପତ୍ତି ବଦଳୁଛି। ଜୁନ୍ ୨୬ରେ ନୁହେଁ, ଆସନ୍ତାକାଲି ଖୋଲିବ ସମସ୍ତ ସ୍କୁଲ। ପାଗରେ ପରିବର୍ତ୍ତନ ଯୋଗୁଁ ନିଷ୍ପତ୍ତି ବଦଳାଇଛନ୍ତି ସରକାର। ଏ ବିଷୟରେ ଆଜି...
AN-32 ବିମାନରେ ଯାତ୍ରା କରୁଥିବା ୧୩ ଯବାନଙ୍କ ମଧ୍ୟରୁ ୬ ଜଣଙ୍କର ମୃତ ଶରୀର...
ନୂଆଦିଲ୍ଲୀ ୨୦ ଜୁନ୍ (ଓଡ଼ିଆ ପୁଅ) : ଭାରତୀୟ ବାୟୁସେନାର AN-32 ବିମାନରେ ଯାତ୍ରା କରୁଥିବା ସମସ୍ତ ୧୩ ଯବାନମାନଙ୍କ ମଧ୍ୟରୁ ୬ ଜଣଙ୍କର ମୃତ ଶରୀର ମିଳି ଥିବା ବେଳେ ୭...
ଡିଡି ଫ୍ରି ଡିଶରେ ଦେଖି ହେବ ବାଂଲାଦେଶ ଓ ଦକ୍ଷିଣ କୋରିଆ ଚ୍ୟାନେଲ
ଭାରତ ୨୦-୬ (ଓଡ଼ିଆ ପୁଅ) -ବାଂଲାଦେଶ ସହଯୋଗ ପ୍ରତି ଏକ ବଡ଼ ପ୍ରୋତ୍ସାହନ ସ୍ୱରୂପ, ଭାରତ ସରକାର ବାଂଲାଦେଶ ଟିଭି ମାଲିକାନାରେ ଥିବା ବି ଟିଭି ୱାର୍ଲ୍ଡ ଚ୍ୟାନେଲକୁ ଦୂରଦର୍ଶନ ଫ୍ରି ଡିଶ...
ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ
ବାଲିଗୁଡା, ୧୯/୬ (ଓଡ଼ିଆ ପୁଅ/ସଞ୍ଜୟ ପାଣିଗ୍ରାହୀ) -ବାଲିଗୁଡା ରଥଯାତ୍ରା ପାଇଁ ସ୍ଥାନୀୟ ଉପଜିଲ୍ଲାପାଳ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଉପଜିଲ୍ଲାପାଳ ସିନେ୍ଧ ଦତାତ୍ରୟ ଭାଉସାହେବଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ରଥଯାତ୍ରା ପାଇଁ ତିନୋଟି...
ଜୁଲାଇ ୬ରୁ ଆରମ୍ଭ ହେବ ବିଜେପିର ସାଙ୍ଗଠନିକ ପର୍ବ
ବିଜେପିର ରାଜ୍ୟ ପଦାଧିକାର ବୈଠକ
- ଗଂଜାମ ଜିଲ୍ଲା ପୋଲସରା ପାଣ୍ଡିରିପଡା ପଂଚାୟତର ପୂର୍ବତନ ସରପଂଚଙ୍କ ପୁଅ ସୁଶାନ୍ତ ନାୟକଙ୍କୁ ରାଜନୈତିକ ହତ୍ୟାକୁ ନିନ୍ଦା
- ବାତ୍ୟା ଫନି ପରେ ରାଜ୍ୟସରକାର ବାତ୍ୟା ପ୍ରପୀଡିତଙ୍କୁ ଥଇଥାନ...
ଓପନ ବାଳିକା ଚେସ ଚମ୍ପିୟାନସିପରେ ଶ୍ରଦ୍ଧା ସୁମନ ଚମ୍ପିୟାନ
ରାଉରକେଲା ୨୦-୬ (ଓଡ଼ିଆ ପୁଅ/ସୁବୋଧ ନାୟକ): ସ୍ମାର୍ଟ ସିଟି ରାଉରକେଲାରେ ଅଲ ଓଡ଼ିଆ ଚେସ ଆସୋସିଏସନ ଓ ରାଉରକେଲା ଇସ୍ପାତ କାରଖାନାର କ୍ରୀଡ଼ା ବିଭାଗ ଆନୁକୂଲ୍ୟରେ ଆୟୋଜିତ ଓଡ଼ିଶା ରାଜ୍ୟ ୧୫ ବର୍ଷରୁ...
ଝିଅ ଜନ୍ମ କରି ବୋହୂ ନିର୍ଯ୍ୟାତିତ, ଥାନାରେ ମାମଲା
ରାଉରକେଲା ୨୦-୬ (ଓଡ଼ିଆ ପୁଅ/ସୁବୋଧ ନାୟକ): ରାଉରକେଲା ଟିମ୍ବର କଲୋନୀ ଅଂଚଳରେ ଏକ ଅମାନବୀୟ ଘଟଣା ପଦାକୁ ଆସିଛି। ପୁଅ ବଦଳରେ ଝିଅ ଜନ୍ମ କରିଥିବାରୁ ଅଳକା ବେହୁରିଆ(୨୭) ନାମକ ଜଣେ ବୋହୂଙ୍କୁ...
ଦେଶରେ ସିଟି ଗ୍ୟାସ ବିତରଣରେ ପୁଞ୍ଜି ନିବେଶ ପାଇଁ ରୁଷକୁ ଆମନ୍ତ୍ରଣ – ଧର୍ମେନ୍ଦ୍ର...
ରୁଷର ଉପ-ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ମଧ୍ୟରେ ବୈଠକ
ନୂଆଦିଲ୍ଲୀ/ଭୁବନେଶ୍ୱର, ଜୁନ ୧୯ (ଓଡ଼ିଆ ପୁଅ) – ରୁଷର ଉପ-ପ୍ରଧାନମନ୍ତ୍ରୀ ଏଚ୍.ଇ ୟୁରି ପି ତୃଟନେଭ ଏବଂ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ...
ନୂଆପଡ଼ା – ଭାଲୁ ଆକ୍ରମଣରେ ଜଣେ ଗୁରୁତର
ନୂଆପଡ଼ା- ୨୦/୦୬-(ଓଡିଆ ପୁଅ/ନନ୍ଦିଘୋଷ ଖମାରୀ)-ନୂଆପଡା ଜିଲ୍ଲା କୋମନା ବ୍ଲକ ବିଶିବାହାଲ ଜଙ୍ଗଳ ଆଡେ ଆଜି ଭୋର ସମୟରେ ଶୌଚ ଯାଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।
ମିଳିଥିବା ସୂଚନା ଅନୁସାରେ ଆହତ ଜଣକ...
ସମାଜବାଦୀ ପାର୍ଟୀର ନେତାଙ୍କୁ ଅପହରଣ ପରେ ହତ୍ୟା କଲେ ନକ୍ସଲ
ବିଜାପୁର ୧୯-୬ (ଓଡ଼ିଆ ପୁଅ) ଛତିଶଗଡ଼ର ବିଜାପୁର ଜିଲ୍ଲାରେ ମାଓବାଦୀମାନେ ସମାଜବାଦୀ ପାର୍ଟୀର ଜଣେ ନେତାଙ୍କୁ ହତ୍ୟା କରିଥିବା ସୂଚନା ମିଲିଛି। ଖବର ମୁତାବକ ନକ୍ସଲ ପ୍ରଥମେ ନେତାଙ୍କୁ ଅପହରଣ କରାଯାଇଥିଲା। କିନ୍ତୁ...
ଲୋକସଭା ବାଚସ୍ପତି ଭାବେ ଓମ ବିର୍ଲାଙ୍କ ନିର୍ବାଚନକୁ ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ
ନୂଆ ଦିଲ୍ଲୀ ୧୯-୬ (ଓଡ଼ିଆ ପୁଅ) ସଦନର ଉଚ୍ଚତମ ପରମ୍ପରା ଅନୁଯାୟୀ ସର୍ବସମ୍ମତି କ୍ରମେ ସପ୍ତଦଶ ଲୋକସଭାକୁ ବାଚସ୍ପତି ଭାବେ ଶ୍ରୀ ଓମ ବିର୍ଲାଙ୍କ ନିର୍ବାଚନକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱାଗତ...
ମହିଳା ବାଥରୁମରେ ଥିବା ସୁଯୋଗ ନେଇ ଟଙ୍କା ସୁନା ନେଇ ଚମ୍ପଟ ମାରିଲେ ରଙ୍ଗମିସ୍ତ୍ରୀ...
ଘଟଗାଁ,ତା ୧୯/୦୬ କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ତୋରାଣୀପୋଖରୀ ଗ୍ରାମର ପ୍ରସନ୍ନଜିତ ମିଶ୍ରଙ୍କ ଘରୁ ୩ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କାର ସୁନା ଗହଣା ସହ ଟଙ୍କା ନେଇ ଫେରାର୍ ହୋଇଯାଇଥିବା ଦୁଇ ଜଣ ଯୁବକକୁ...
ବିଜେପି ସାଂସଦ ଓମ ବିରଲା ଲୋକସଭାର ୧୭ ତମ ବାଚସ୍ପତି ନିର୍ବାଚିତ
ନୂଆ ଦିଲ୍ଲୀ ୧୯-୬ (ଓଡ଼ିଆ ପୁଅ) ଭାରତୀୟ ଜନତା ପାର୍ଟୀ ଲୋକସଭା ସାଂସଦ ଓମ ବିରଲା ବାଚସ୍ପତିଭାବେ ନିର୍ବାଚିତ ହୋଇଛନ୍ତି। ସେ ବହୁମତରେ ନିର୍ବାଚିତ ହୋଇଛନ୍ତି। ସପ୍ତଦଶ ଲୋକସଭାର ବାଚସ୍ପତି ଭାବେ ସେ...
ସିନାପାଲିରେ ମଧୁବାବୁ ପେନସନ ଭତ୍ତା ବଣ୍ଟନ
ନୂଆପଡ଼ା/ସିନାପାଲି-୧୮-୬-୧୯(ଓଡ଼ିଆପୁଅ/ହେରାମ୍ବ ମେହେର)ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଳକ କାର୍ଯ୍ୟାଳୟର ସଭାଗୃହରେ ମଧୁବାବୁ ପେନସନ ଯୋଜନାରେ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଭିନ୍ନକ୍ଷମ ଭତ୍ତାରେ ସର୍ବମୋଟ ୮୩୮ ଜଣ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଇଥିଲା।...
ସହିଦ ଓଡିଆ ଯବାନ ଅଜିତ ସାହୁଙ୍କ ବିୟୋଗରେ ରାଜ୍ୟ ବିଜେପିର ଗଭୀର ଶୋକ
ଭୁବନେଶ୍ୱର, ୧୮/୦୬ (ଓଡ଼ିଆ ପୁଅ) : ଜାମ୍ମୁ ଓ କାଶ୍ମୀରର ଅନନ୍ତନାଗରେ ସୁରକ୍ଷା କର୍ମୀ ଏବଂ ଆତଙ୍କବାଦୀ ଗୁଳିବିନିମୟରେ ଓଡିଆ ଯବାନ ଅଜିତ ସାହୁ ସହିଦ ହୋଇଛନ୍ତି। ଯବାନ ଅଜିତଙ୍କ ବିୟୋଗରେ ରାଜ୍ୟ...





