Bureau
ବିଦ୍ୟାକନକ ସୃଜନ ଅନୁଷ୍ଠାନ ପକ୍ଷରୁ କାଉଡ଼ିଆଙ୍କ ସମ୍ମାନାର୍ଥେ ଭଜନ ସମାରୋହ
ଭୁବନେଶ୍ୱର, ୧୧.୮ (ଓଡ଼ିଆ ପୁଅ) : ଶ୍ରାବଣ ମାସ ଶେଷ ସୋମବାର ୧୨ ତାରିଖ କାଉଡ଼ିଆମାନଙ୍କ ଜଳାଭିଷେକ ଲିଙ୍ଗରାଜ ମନ୍ଦିରରେ ହୋଇଥିବା ପରିପ୍ରେକ୍ଷୀରେ ଓ ତାଙ୍କ ସମ୍ମାନାର୍ଥେ ରାମେଶ୍ୱର ପାଟଣାସ୍ଥିତ ବିଦ୍ୟାକନକ ସୃଜନ...
ନବୀନଙ୍କୁ ଚିଠି ଲେଖିଲେ ବିଜେପି ସାଂସଦ
ଭୁବନେଶ୍ୱର,୧୨ ।୮(ଓଡିଆ ପୁଅ /ପଙ୍କଜିନୀ ନାୟକ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ବିଜେପି ସାଂସଦ ଚିଠି ଲେଖିଛନ୍ତି । ତେବେ ଆୟୁଷ୍ମାନ ଭାରତ ଯୋଜନା ସମ୍ପର୍କରେ ଉଭୟ ଲୋଭସଭା ଓ ରାଜ୍ୟସଭାର ସବୁ...
ଏହି ୨ ଜିଲ୍ଲାରେ ମରୁଡି ଆଶଙ୍କା
ଭୁବନେଶ୍ୱର,୧୨ ।୮(ଓଡିଆ ପୁଅ/ପଙ୍କଜିନୀ ନାୟକ): ଏବେ ସାରା ରାଜ୍ୟରେ ବର୍ଷା ହେଉଥିବା ବେଳେ ସୁନ୍ଦରଗଡ ଓ ଦେବଗଡ ଜିଲ୍ଲାରେ ମରୁଡି ପରିସ୍ଥିତି ଉପୁଜିଥିବା ଦେଖିବାକୁ ମିଳିଛି । ଏହି ୨ ଜିଲ୍ଲାରେ ସ୍ୱାଭାବିକଠାରୁ...
ଆସନ୍ତା ୫ରୁ ଗ୍ରାହକଙ୍କୁ ଫାଇବର ସେବା ଯୋଗାଇବ ଜିଓ
ନୂଆଦିଲ୍ଲୀ,୧୨ ।୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଗ୍ରାହକଙ୍କ ପାଇଁ ଆସନ୍ତା ୫ରୁ ଆରମ୍ଭ ହେବାକୁ ଯାଉଅଛି ବାଣିଜ୍ୟିକ ଜିଓ ଫାଇବର ସେବା । କମ୍ପାନୀ ପ୍ରାୟ ୨ କୋଟି ଘରକୁ ଜିଓ ଫାଇବର...
ଆଖି ବୁଜିଲା ପ୍ରିୟଙ୍କା
ଭୁବନେଶ୍ଵର,୧୨/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ଆଖି ବୁଜିଲା ବାଘୁଣୀ ପ୍ରିୟଙ୍କା । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବାଘୁଣୀ ପ୍ରିୟଙ୍କାର ଆଜି ମୃତ୍ୟୁ ହୋଇଛି ।
ମୃତ ବାଘୁଣୀ ପ୍ରିୟଙ୍କାର ବୟସ ୧୯ ବର୍ଷ ୫...
ବୋକାରୋ ଠାରେ ଏଲ୍ ପିଜି ବଟଲିଂ ପ୍ଲାଂଟ ଓ ପିଓଏଲ୍ ଟର୍ମିନାଲର ଶିଳାନ୍ୟାସ କଲେ...
ଝାଡଖଣ୍ଡର ଦ୍ରୁତ ବିକାଶ ପାଇଁ ପେଟ୍ରୋଲିୟମ ଓ ଇସ୍ପାତ୍ ମନ୍ତ୍ରାଳୟ କାର୍ଯ୍ୟରତ - ଧର୍ମେନ୍ଦ୍ର ପ୍ରଧାନ
- ଝାଡଖଣ୍ଡର ରୋଜଗାର, ଅର୍ଥନୀତି ଓ ମାଆ ଭଉଣୀଙ୍କୁ ସ୍ୱାବଲମ୍ବୀ କରିବା ଦିଗରେ ଅନେକ ଗୁରୁତ୍ୱପୂର୍ଣ୍ଣ ଯୋଜନା...
ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଜାତୀୟ କୃମିନାଶକ ଦିବସ ପାଳିତ
ଜଗତସିଂହପୁର-୧୧/୮(ଓଡିଆ ପୁଅ / ନୃସିଂହ ଚରଣ ବାରିକ)- ଶୁକ୍ରବାର ଦିନ ଜଗତସିଂହପୁର ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଜାତୀୟ କୃମିନାଶକ ଦିବସ ପାଳିତ ହୋଇ...
ବୈଜ୍ଞାନିକ ଓ ବୈଷୟିକ ପଦ୍ଧତିରେ ମୂଲ୍ୟଯୁକ୍ତ ନାରୀକେଳ ଚାଷ ସଂପର୍କୀୟ ଜିଲ୍ଲାସ୍ତରୀୟ କର୍ମଶାଳା
ଜଗତସିଂହପୁର-୧୧/୮(ଓଡିଆ ପୁଅ / ନୃସିଂହ ଚରଣ ବାରିକ)- ସ୍ଥାନୀୟ ଟାଉନ୍ ହଲ(ନିମାଇଁ ଭବନ)ପରିସରରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଓର୍ ମାସ ଆନୁକୂଲ୍ୟରେ ବୈଜ୍ଞାନିକ ଓ ବୈଷୟିକ ପଦ୍ଧତିରେ ମୂଲ୍ୟଯୁକ୍ତ ନାରୀକେଳ ଚାଷ...
ଉପକୂଳ ଓଡିଶା ବିକାଶ ପରିଷଦର ସାଂଗଠନିକ ବୈଠକ
ଜଗତସିଂହପୁର : ୧୧/୮ (ଓଡିଆ ପୁଅ / ନୃସିଂହ ଚରଣ ବାରିକ) - ସାମ୍ବାଦିକ ଅଜୟ ଜେନାଙ୍କ ଅଧ୍ୟକ୍ଷତାରେ ଉପକୂଳ ଓଡିଶା ବିକାଶ ପରିଷଦର ଏକ ସାଂଗଠନିକ ବୈଠକ ରାହାମା ସ୍ଥିତ ସ୍ୱାଧୀନ...
ଆମେରିକା ରେ ମାଗଣାରେ ହିନ୍ଦୀ ପଢ଼ିବେ ଛାତ୍ର ଛାତ୍ରୀ
ନୂଆଦିଲ୍ଲୀ,୧୨/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଆମେରିକାରେ ହିନ୍ଦୀକୁ ପ୍ରୋତ୍ସାହିତ କରିବା ପାଇଁ ଭାରତୀୟ ଦୂତାବାସ ଲୋକ ମାନଙ୍କ ଦାବିକୁ ଆଖିରେ ରଖି ଜର୍ଜ ୱାସିଂଟନ୍ ୟୁନିଭର୍ସସିଟିରେ ଛାତ୍ର ମାନଙ୍କ ପାଇଁ ନିଶୁଳ୍କ ହିନ୍ଦୀ...
୧୨୦ ସେକେଣ୍ଡରେ ହ୍ୟାକ ହେବ ଆଇଫୋନ
ନୂଆଦିଲ୍ଲୀ,୧୨/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଆପଲ ଆଇଫୋନର ସବୁଠୁ ଖାସ୍ ଫିଚର ଏବେ ସୁରକ୍ଷିତ ନାହିଁ। ଏକ ରିସର୍ଚ୍ଚ ରିପୋର୍ଟ ମୁତାବକ ଆପଲ ଡିଭାଇସର ଫେସ୍ ଆଇଡି ଫିଚରରେ ବଡ ବଗ ରହିଛି...
ନାଁକୁ ସରକାରୀ: ଆରଜିଏଚରେ ଟାଇଫଏଡ଼ ଟେଷ୍ଟ ବନ୍ଦ!
ରାଉରକେଲା ୧୧-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : ସ୍ମାର୍ଟସିଟି ରାଉରକେଲାରେ ଦିନକୁ ଦିନ ବହୁ ଅବ୍ୟବସ୍ଥା ନଜରକୁ ଆସୁଛି। ରାଉରକେଲା ସରକାରୀ ହସ୍ପିଟାଲ(ଆରଜିଏଚ) ନାମରେ ଅଭିଯୋଗ ପରେ ଅଭିଯୋଗ ଉଠୁଛି। ହେଲେ ସମସ୍ୟାର...
ସ୍ତ୍ରୀର କଟା ମୁଣ୍ଡ ଧରି ବୁଲିଲା ସ୍ବାମୀ
ଆନ୍ଧ୍ରପ୍ରଦେଶ,୧୨/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ସାତ ଜନ୍ମକୁ ସାଥି ହୋଇ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ପ୍ରଦୀପ ଓ ମଣିକ୍ରାନ୍ତି। କିନ୍ତୁ ଏହି ବନ୍ଧନକୁ ସଠିକ ଭାବେ ନିଭାଇପାରିନଥିଲେ ଦୁହେଁ। ବିବାହ ପରେ...
ଏକଳ ପୁରୁଷ ସରକାରୀ କର୍ମଚାରୀମାନଙ୍କ ପାଇଁ ସନ୍ତାନ ପାଳନ ଅବକାଶ ବୃଦ୍ଧିକୁ ପ୍ରତିରକ୍ଷା ମନ୍ତ୍ରୀ...
ନୂଆ ଦିଲ୍ଲୀ ୧୧-୮ (ଓଡ଼ିଆ ପୁଅ) ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ଏକଳ ପୁରୁଷ ସରକାରୀ କର୍ମଚାରୀମାନଙ୍କ ପାଇଁ ସନ୍ତାନ ପାଳନ ଅବକାଶ ବା ଚାଇଲ୍ଡ କେୟାର ଲିଭ (ସିସିଏଲ) ଲାଭର...
ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଆରମ୍ଭ ହେଲା ‘ସମଗ୍ର ଶିକ୍ଷା-ଜଳ ସୁରକ୍ଷା’ ଅଭିଯାନ
- ଶୁଭାରମ୍ଭ କଲେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଶ୍ରୀ ରମେଶ ପୋଖରିୟାଲ ନିଶଙ୍କ ଓ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂ ଶେଖାୱତ
- ଦେଶର ୧୦କୋଟିରୁ ଊର୍ଦ୍ଧ୍ୱ...
ଦେଶବ୍ୟାପୀ ସମ୍ପ୍ରସାରିତ ହେବ ରୋଟାଭାଇରସ ଟିକାକରଣ : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ –...
ନୂଆ ଦିଲ୍ଲୀ ୧୧-୮ (ଓଡ଼ିଆ ପୁଅ) ଆସନ୍ତା ସେପ୍ଟେମ୍ବର ମାସ ସୁଦ୍ଧା ଦେଶର ସମସ୍ତ ୩୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ପ୍ରତ୍ୟେକ ଶିଶୁଙ୍କୁ ରୋଟାଭାଇରସ ଟିକା ଯୋଗାଇ ଦିଆଯିବ। ନବନିର୍ବାଚିତ...
ସ୍ୱାଧୀନତା କପ ଫୁଟବଲ ପ୍ରତିଯୋଗିତା: କ୍ୱାଟର ଫାଇନାଲ ରେ କ.ନୂଆଗାଁ ଓ ନନ୍ଦମାହା ବିଜୟୀ
ବାଲିଗୁଡା, ୧୧-୮ (ଓଡ଼ିଆ ପୁଅ/ସଞ୍ଜୟ ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ କ୍ରୀଡା ସଂଘ ଆନୁକୁଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ପରିସର ମଧ୍ୟରେ ୭୩ତମ ସ୍ୱାଧୀନତା ଦିବସ ଉପଲକ୍ଷେ ସ୍ୱାଧୀନତା...
ଅଜଣା ଶିଶୁର ମୃତ ଦେହ ଉଦ୍ଧାର
ସିନାପାଲି ୧୧-୮ ( ଓଡ଼ିଆ ପୁଅ -ହେରାମ୍ବ ମେହେର) ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଯୁଗେନପଦର ନିକଟ ଉଦନ୍ତୀ ନଦୀ ତୀରରେ ଏକ ଅଜଣା ଶିଶୁର ମୃତଦେହ ଉଦ୍ଧାର ହୋଇଛି। ବିଶ୍ୱସ୍ତ ସୂତ୍ରରୁ...
ଭାରତମାତା ପୂଜନ ସମିତିର ସ୍ୱାଧୀନତା ଦିବସ ପାଳନ ପ୍ରସ୍ତୁତି ବୈଠକ
କଟକ-୧୧-୮ (ଓଡ଼ିଆ ପୁଅ) : ଶୁକ୍ରବାରଦିନ ଭାରତମାତା ପୂଜନ ସମିତିର ସ୍ୱାଧୀନତା ଦିବସ ପାଳନର ସଫଳତା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସି.ଡ଼ି.ଏ ସେକ୍ଟର-୭ସ୍ଥିତ ସମିତିର କାର୍ଯ୍ୟଳୟଠାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ...
ବୁର୍ଲା ଭିମସାରରେ ଜନସଚେତନତା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦ୍ୱାରା ଦୁଇଟି ଏଲଇଡ଼ି ଡ଼ିସପ୍ଲେ ବୋର୍ଡ଼ ଉନ୍ମୋଚିତ
ସମ୍ବଲପୁର, ୧୧।୦୮ (ଓଡ଼ିଆ ପୁଅ) -ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଜନସଚେଜନତା ବୃଦ୍ଧି ତଥା ସ୍ୱାସ୍ଥ୍ୟ ସେବା ସମ୍ପର୍କିତ ସମସ୍ତ ଅପଡ଼େଟ ସୂଚନା ଲୋକଙ୍କ ନିକଟରେ ପହଞ୍ଚାଇବା ଉଦ୍ୟୋଶ୍ୟରେ ମାନ୍ୟବର ମନ୍ତ୍ରୀ ସ୍ୱାସ୍ଥ୍ୟ ଓ ପରିବାର...






