Home ଓଡ଼ିଶା ଏହି ୨ ଜିଲ୍ଲାରେ ମରୁଡି ଆଶଙ୍କା

ଏହି ୨ ଜିଲ୍ଲାରେ ମରୁଡି ଆଶଙ୍କା

230

ଭୁବନେଶ୍ୱର,୧୨ ।୮(ଓଡିଆ ପୁଅ/ପଙ୍କଜିନୀ ନାୟକ): ଏବେ ସାରା ରାଜ୍ୟରେ ବର୍ଷା ହେଉଥିବା ବେଳେ ସୁନ୍ଦରଗଡ ଓ ଦେବଗଡ ଜିଲ୍ଲାରେ ମରୁଡି ପରିସ୍ଥିତି ଉପୁଜିଥିବା ଦେଖିବାକୁ ମିଳିଛି । ଏହି ୨ ଜିଲ୍ଲାରେ ସ୍ୱାଭାବିକଠାରୁ ବହୁ କମ୍ ପରିମାଣର ବର୍ଷା ହୋଇଛି । ଏହା ଛଡା ୧୦ଟି ଜିଲ୍ଲାରେ ସ୍ୱଳ୍ପ ବୃଷ୍ଟିପାତ ମଧ୍ୟ ହୋଇଛି ।

ସେହି ୧୦ଟି ଜିଲ୍ଲା ହେଉଛି- ନୂଆପଡା, ଢେଙ୍କାନାଳ, ଭଦ୍ରକ, ବୌଦ୍ଧ, କେନ୍ଦୁଝର, ବଲାଙ୍ଗୀର, ସମ୍ବଲପୁର, ମୟୂରଭଞ୍ଜ, ଅନୁଗୁଳ ଓ କେନ୍ଦ୍ରପଡା । ଆଗାମୀ ଦିନରେ ବର୍ଷା ନହେଲେ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି ହେବ ବୋଲି ଏସଆରସିଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.