Home ଓଡ଼ିଶା ନବୀନଙ୍କୁ ଚିଠି ଲେଖିଲେ ବିଜେପି ସାଂସଦ

ନବୀନଙ୍କୁ ଚିଠି ଲେଖିଲେ ବିଜେପି ସାଂସଦ

230

ଭୁବନେଶ୍ୱର,୧୨ ।୮(ଓଡିଆ ପୁଅ /ପଙ୍କଜିନୀ ନାୟକ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି  ବିଜେପି ସାଂସଦ ଚିଠି ଲେଖିଛନ୍ତି । ତେବେ ଆୟୁଷ୍ମାନ ଭାରତ ଯୋଜନା ସମ୍ପର୍କରେ ଉଭୟ ଲୋଭସଭା ଓ ରାଜ୍ୟସଭାର ସବୁ ବିଜେପି ସାଂସଦ ଏହି ଚିଠି ଲେଖିଛନ୍ତି । ଚିଠିରେ ବିଜେପିର ମୋଟ୍ ୧୨ ସାଂସଦଙ୍କ ସ୍ୱାକ୍ଷର ରହିଛି ।

ଲୋକସଭାରେ ୮ ସାଂସଦ ଓ ରାଜ୍ୟସଭାର ସାଂସଦ ଅଶ୍ୱିନୀ ବୈଷ୍ଣବ ଏଥିରେ ସ୍ୱାକ୍ଷର କରିଛନ୍ତି । ତେବେ ଓଡିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ଚିଠିରେ ନିବେଦନ କରିଛନ୍ତି ସାଂସଦ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.