Home ଓଡ଼ିଶା ଏବେ ଶୁଖିଲା ରହିବ ପାଗ

ଏବେ ଶୁଖିଲା ରହିବ ପାଗ

603

ଭୁବନେଶ୍ଵର,୧୬/୦୯,(ଓଡ଼ିଆ ପୁଅ ପି ନାଏକ): ଏବେ ଆଉ ହେବନି ବର୍ଷା । ଗତ କିଛି ଦିନ ଲଗାତର ବର୍ଷା ହେବା ଫଳରେ ଜନଜୀବନ ବ୍ୟସ୍ତ ହୋଇପଡିଥିଲା । ମାତ୍ର ଏବେ ଏଥିରୁ ଆଶ୍ୱସ୍ତି ମିଳିବ । ଆସନ୍ତା ୨୦ ତାରିଖ ଯାଏ ଓଡ଼ିଶାର ଅଳ୍ପ କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ବଡ଼ ବର୍ଷାର ସମ୍ଭାବନା ନଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।  ୧୬ ତାରିଖ ସୁଦ୍ଧା ଦକ୍ଷିଣ ଓଡ଼ିଶା ସମେତ ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.