Bureau
ଅଯୋଧ୍ୟା କେସ ପାଇଁ ସୁପ୍ରୀମ କୋର୍ଟ ସ୍ଥିର କଲେ ଡେଡଲାଇନ: ୧୮ ଅକ୍ଟୋବରରେ ସମ୍ପୂର୍ଣ୍ଣ...
ନୂଆ ଦିଲ୍ଲୀ ୧୮-୯ (ଓଡ଼ିଆ ପୁଅ) ଦଶକ ପୁରୁଣା ରାମ ଜନ୍ମଭୂମି ଏବଂ ବାବରୀ ମସ୍ଜିଦ ପ୍ରପର୍ଟୀ ବିବାଦରେ ନିଷ୍ପତି ନଭେମ୍ବର ପୂର୍ବରୁ ଆସିପାରେ। ମାମଲାର ଶୁଣାଣି କରି ସୁପ୍ରୀମ କୋର୍ଟର ପ୍ରଧାନ...
ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆଜି ବଲାଙ୍ଗୀର ବନ୍ଦ
ବଲାଙ୍ଗୀର,୧୮/୦୯,(ଓଡ଼ିଆ ପୁଅ ପି ନାଏକ): ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆଜି ବଲାଙ୍ଗିର ବନ୍ଦ ଡ଼ାକରା ଦେଇଛି ଜିଲ୍ଲା ଓକିଲ ସଂଘ । ଜିଲ୍ଲାର ସବୁ କେନ୍ଦ୍ର ଓ ରାଜ୍ୟ ସରକାରୀ...
ଆକାଶବାଣୀ ପକ୍ଷରୁ ବିଶ୍ୱକର୍ମା ପୂଜା
ସମ୍ବଲପୁର, ୧୮/୯ (ଓଡ଼ିଆ ପୁଅ) - ସମ୍ବଲପୁର ଆକାଶବାଣୀ କେନ୍ଦ୍ର ଓ ମାନେଶ୍ୱରଠାରେ ଥିବା ଆକାଶବାଣୀର ପ୍ରସାରଣ କେନ୍ଦ୍ରରେ ବିଶ୍ୱବିନ୍ଧାଣୀ ପ୍ରଭୁ ବିଶ୍ୱକର୍ମାଙ୍କ ପୂଜା ଧୁମଧାମରେ ପାଳିତ ହୋଇଯାଇଛି। ମାନେର୍ଶ୍ୱ ଟ୍ରାନ୍ସମିସନ କେନ୍ଦ୍ରଠାରେ...
ରେଭେନ୍ସାରେ ପୁଣି ରାଗିଂ
କଟକ,୧୮/୦୯,(ଓଡ଼ିଆ ପୁଅ ପି ନାଏକ):ପୁଣି ସାମ୍ନାକୁ ଆସିଛି ରାଗିଂ ଘଟଣା । ତେବେ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ଆସିଛି ରାଗିଂ ଅଭିଯୋଗ । ସୂଚନା ଅନୁସାରେ, ଛାତ୍ର ଜଣକ ଯୁକ୍ତ ୩ର ପ୍ରଥମ ବର୍ଷରେ...
ପିଣ୍ଡ ଦାନ କରି ଫେରିବା ବେଳେ ଦୁର୍ଘଟଣା, ୨ ମୃତ
କେନ୍ଦୁଝର,୧୮/୦୯,(ଓଡ଼ିଆ ପୁଅ ପି ନାଏକ): ଟ୍ରକ ସହ ଟ୍ରାଭେଲର ଗାଡ଼ି ଧକ୍କା । ଫଳରେ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ଏହାସହ ଅନ୍ୟ ୬ ଜଣ ଆହତ ଥିବା ଜଣାପଡ଼ିଛି...
ତାଳଚେର ସାର କାରଖାନାରେ କୋଇଲା ବାଷ୍ପୀକରଣ ୟୁନିଟ ପ୍ରତିଷ୍ଠା ଲାଗି ଚୁକ୍ତି ସ୍ୱାକ୍ଷରିତ –...
- ରାଜ୍ୟରେ କୃଷକଙ୍କ ପାଇଁ ୟୁରିଆର ଉପଲବ୍ଧତା ବୃଦ୍ଧି ପାଇବ
- କାରଖାନା ଦ୍ୱାରା ୪, ୫୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ
ନୂଆ ଦିଲ୍ଲୀ ୧୮-୯ (ଓଡ଼ିଆ ପୁଅ) ୟୁରିଆ ଏବଂ ଆମୋନିଆ ଉତ୍ପାଦନ...
ସୁ-୩୦ଏମକେଆଇରୁ ଅସ୍ତ୍ର କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
ନୂଆ ଦିଲ୍ଲୀ ୧୮-୯ (ଓଡ଼ିଆ ପୁଅ) ଆକାଶରୁ ଆକାଶକୁ ଗତିଶୀଳ କ୍ଷେପଣାସ୍ତ୍ର ଅସ୍ତ୍ରକୁ ଓଡିଶା ଉପକୂଳରୁ ସଫଳତାର ସହ ପରୀକ୍ଷଣ କରାଯାଇଛି। ପରୀକ୍ଷାମୂଳକ ଭାବେ ଏହି କ୍ଷେପଣାସ୍ତ୍ରକୁ ଆଜି ସୁ-୩୦ଏମକେଆଇରୁ ପରୀକ୍ଷଣ କରାଯାଇଥିଲା।...
ଦୁଇ ବାଇକ୍ ମୁହାଁମୁହିଁ, ଜଣେ ମୃତ
ନୟାଗଡ଼,୧୮/୦୯,(ଓଡ଼ିଆ ପୁଅ ପି ନାଏକ): ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଦୁଆରଗାଁ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଫଳରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର...
୪ ଦଫା ଦାବି ନେଇ ଆଜି ୧୨ ଘଣ୍ଟିଆ କଟକ ବନ୍ଦ
କଟକ,୧୮/୦୯,(ଓଡ଼ିଆ ପୁଅ ପି ନାଏକ): ଆଜି ୧୨ ଘଣ୍ଟିଆ ବନ୍ଦ କଟକ ସହର । ୪ ଦଫା ଦାବି ନେଇ ହିନ୍ଦୁ ସେନା ଓ କଟକ ସହର ସୁରକ୍ଷା ସମିତି ପକ୍ଷରୁ ଏହି...
ମାନବ ମହାକାଶ ଅଭିଯାନ ଲାଗି ଇସ୍ରୋକୁ ପ୍ରଯୁକ୍ତି ସହାୟତା ଯୋଗାଇ ଦେବ ଡିଆରଡିଓ
ନୂଆ ଦିଲ୍ଲୀ ୧୮-୯ (ଓଡ଼ିଆ ପୁଅ) ମାନବ ମହାକାଶ ଯାନ ସାମର୍ଥ୍ୟ ପ୍ରଦର୍ଶନ କରିବା ଉଦ୍ଦେଶ୍ୟରେ ମହାକାଶକୁ ମଣିଷ ପଠାଇବା ଅଭିଯାନ ଲାଗି ମାନବ କୈନ୍ଦ୍ରିକ ବ୍ୟବସ୍ଥାର ବିକାଶ ଉଦ୍ଦେଶ୍ୟରେ ଭାରତୀୟ ମହାକାଶ...
ପୁନେରେ ଧୁମଧାମରେ ପାଳିତ ହେଲା ନୂଆ ଖାଇ ଭେଟ୍ ଘାଟ୍
" ନୂଆଁଖାଇ " ପଶ୍ଚିମ ଓଡିଶାର ମହାନ ଗଣପର୍ବ। ଗତ ୧ରବିବାରଦିନ ପୁନେ ଠାରେ ଭେଟ୍ ଘାଟ୍ କଲ୍ଚରାଲ୍ ଆସୋସିଏସନ୍ ତରଫରୁ ମହା ଆଡମ୍ବର ସହକାରେ ଆୟୋଜନ କରାଯାଇଥିଲା। ଏହି ନୂଆଁଖାଇ ଭେଟ୍...
ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
ଭୁବନେଶ୍ଵର,୧୮/୦୯,(ଓଡ଼ିଆ ପୁଅ ପି ନାଏକ): ଆଜି ରାଜ୍ୟର କେତେକ ସ୍ଥାନରେ ବର୍ଷା ହୋଇପାରେ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଉତ୍ତରକେନ୍ଦ୍ରୀୟ ବଙ୍ଗୋପସାଗର ଓ ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ...
ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ଆଇ ପାଇଁ ପ୍ରସ୍ତୁତ
ନୂଆଦିଲ୍ଲୀ,୧୮/୦୯,(ଓଡ଼ିଆ ପୁଅ ପି ନାଏକ): ଧର୍ମଶାଳାରେ ପ୍ରଥମ ଟି-୨୦ଆଇ ମ୍ୟାଚ୍ ବର୍ଷା ଯୋଗୁଁ ବନ୍ଦ ହେବାପରେ, ଭାରତ ଓ ଦକ୍ଷିଣ ଆଫ୍ରିକା ଟିମ୍ ମୋହାଲିରେ ଦ୍ୱିତୀୟ ଟି-୨୦ଆଇ ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି...
ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ବାଧାପ୍ରାପ୍ତ ହେବ ବିମାନ ଚଳାଚଳ
ଭୁବନେଶ୍ଵର,୧୮/୦୯,(ଓଡ଼ିଆ ପୁଅ ପି ନାଏକ): ୮ ମାସ ପର୍ଯ୍ୟନ୍ତ ବିମାନ ଚଳାଚଳ ପ୍ରଭାବିତ ହେବ ବୋଲି ସୂଚନା ମିଳିଛି । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ରନ୍-ୱେ ମରାମତି ପାଇଁ ଏହି ନିଷ୍ପତ୍ତି...
NRC ଦ୍ବାରା ହଇରାଣ ହେଉଛନ୍ତି କିନ୍ନର
ନୂଆଦିଲ୍ଲୀ,୧୮/୦୯,(ଓଡ଼ିଆ ପୁଅ ପି ନାଏକ): ଦେଶର ପ୍ରଥମ କିନ୍ନର ଜଜ୍ ସ୍ୱାତି ବିଧାନ ବରୁଆ ନ୍ୟାସନାଲ ସିଟିଜେନ ରେଜିଷ୍ଟର(ଏନ୍ଆର୍ସି) ମାମଲାରେ କିନ୍ନରଙ୍କ ସ୍ୱର ହୋଇ ଆଗକୁ ଆସିଛନ୍ତି । ସେ ଏହି ମାମଲାରେ...
ବାଚସ୍ପତିଙ୍କ କଟୁ ବାଣୀ
ଭୁବନେଶ୍ଵର,୧୭/୦୯,(ଓଡ଼ିଆ ପୁଅ ପି ନାଏକ): ଏଣିକି ମନ ଇଛା ଘର ରଖି ପାରିବେନି ପୂର୍ବତନ ବିଧାୟକ । ଏବେ ଏହି ପ୍ରସଙ୍ଗ ଉପରେ ପୁରା ଆକ୍ସନ ମୁଡ଼୍କୁ ଓହ୍ଲାଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ...
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୬୯ତମ ଜନ୍ମ ଦିବସର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଜଳ ସଂରକ୍ଷଣ ଏବଂ ‘ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍’ ସଚେତନତା ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ଜଗନ୍ନାଥଙ୍କ ଆଶୀର୍ବାଦ ଭିକ୍ଷା କଲେ ଧର୍ମେନ୍ଦ୍ର ପ୍ରଧାନ
- ପ୍ରଧାନମନ୍ତ୍ରୀ ମୋଦି ଦେଶରେ ଏକ ନୂଆ ଜାଗରଣ ତିଆରି...
ଖଟିଆରେ ହାତଗୋଡ଼ ବାନ୍ଧି ପ୍ରେମିକକୁ ଜିଅନ୍ତା ଜଳେଇଦେଲେ – ଏହା ଶୁଣି ମା’ର ଉଡ଼ିଗଲା...
ହରଦୋଇ ୧୭-୯ (ଓଡ଼ିଆ ପୁଅ) ଜଣେ ଯୁବକକୁ ଜିଅନ୍ତା ଜଳାଇ ଦେଇଥିବା ମାମଲାରେ ଏବେ ଏକ ନୂଆ ମୋଡ଼ ସାମନାକୁ ଆସିଛି। ସୂଚନା ଅନୁସାରେ ଯେଉଁ ଯୁବକକୁ ଜିଅନ୍ତା ଜଳାଇ ଦିଆଯାଇଥିଲା, ସେ...
ଏନଟିପିସି ର ୩ଟି ୟୁନିଟ ହେଲା ବନ୍ଦ
ତାଳଚେର,୧୭/୦୯,(ଓଡ଼ିଆ ପୁଅ ପି ନାଏକ): ଏନଟିପିସି ପରିଚାଳିତ ତାଳଚେର ଥର୍ମାଲ ପାୱାର ଷ୍ଟେସନରେ ଏବେ ଦେଖା ଦେଇଛି କୋଇଲାର ଘୋର ଅଭାବ । ଫଳରେ ଥର୍ମାଲ କର୍ତ୍ତୃପକ୍ଷ ଏହାର ୩ଟି ୟୁନିଟକୁ ବନ୍ଦ...
ଆସିବ ନୂଆ ସଂସ୍କୃତି ନୀତି
ଭୁବନେଶ୍ଵର,୧୭/୦୯,(ଓଡ଼ିଆ ପୁଅ ପି ନାଏକ): ସରକାର ଆଣିବେ ନୂଆ ସଂସ୍କୃତି ନୀତି ! ହେଲେ ସଂସ୍କୃତି ପାଇଁ ସରକାର କେତେ ସଚେତନ ତାହା ସ୍ପଷ୍ଟଭାବେ ବାରିହେଉଛି ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପାଠ ପଢାଯାଉଥିବା...







