Home ଓଡ଼ିଶା ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆଜି ବଲାଙ୍ଗୀର ବନ୍ଦ

ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆଜି ବଲାଙ୍ଗୀର ବନ୍ଦ

143

ବଲାଙ୍ଗୀର,୧୮/୦୯,(ଓଡ଼ିଆ ପୁଅ ପି ନାଏକ): ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆଜି ବଲାଙ୍ଗିର ବନ୍ଦ ଡ଼ାକରା ଦେଇଛି ଜିଲ୍ଲା ଓକିଲ ସଂଘ ।  ଜିଲ୍ଲାର ସବୁ କେନ୍ଦ୍ର ଓ ରାଜ୍ୟ ସରକାରୀ କାର୍ଯ୍ୟାଳୟ, ଜୀବନବୀମା, ବ୍ୟାଙ୍କକୁ ବନ୍ଦ କରିଛି ସଂଘ । ତେବେ ସ୍କୁଲ, କଲେଜ ସହ ଅନ୍ୟ ଶିକ୍ଷାନୁଷ୍ଠାନକୁ ବନ୍ଦ ଡାକରାରୁ ବାଦ୍ ଦିଆଯାଇଛି। ସେହିପରି ଗାଡିମଟର ଚଳାଚଳ ସ୍ୱାଭାବିକ ରହିବା ସହ ଦୋକାନବଜାର ଖୋଲା ରହିଥିବା ଜଣାପଡ଼ିଛି।

ସିନ୍ଧୁଙ୍କୁ ବାହା ହେବାକୁ ଦାବି କଲେ ୭୦ ବର୍ଷର ବୃଦ୍ଧ: କହିଲେ, ନ’ହଲେ ଉଠାଇ ନେବି!

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.