Home Authors Posts by Bureau

Bureau

17676 POSTS 0 COMMENTS

ନବଜାତ ଶିଶୁଙ୍କ ଆନୁବଂଶିକ ରୋଗର ନିଦାନ ଲାଗି ‘ଉମିଦ’ ଯୋଜନାର ଶୁଭାରମ୍ଭ

0
- ପ୍ରଥମ ପର୍ଯ୍ୟାୟରେ ୭ ଆକାଂକ୍ଷୀ ଜିଲ୍ଲାରେ ୧୦ହଜାର ଗର୍ଭବତୀ ଓ ୫ ହଜାର ନବଜାତଙ୍କ ପରୀକ୍ଷା କରାଯିବ - ଆନୁବଂଶିକ ରୋଗର ଚିକିତ୍ସା ଖର୍ଚ୍ଚ ବହନ କରିପାରୁନଥିବା ଲୋକମାନେ ଲାଭାନ୍ୱିତ ହେବେ :...

ଚାକିରିର ୭ ବର୍ଷ ମଧ୍ୟରେ ମୃତ୍ୟୁ ଘଟିଲେ ପରିବାରକୁ ମିଳିବ ୫୦% ବର୍ଦ୍ଧିତ ପେନସନ

0
- ସିସିଏସ ପେନସନ ନିୟମାବଳୀ, ୧୯୭୨ରେ ସଂଶୋଧନ - ୧ ଅକ୍ଟୋବର, ୨୦୧୯ରୁ ଲାଗୁ ହେବ ନୂଆ ନିୟମ ନୂଆ ଦିଲ୍ଲୀ ୨୩-୯ (ଓଡ଼ିଆ ପୁଅ) କେନ୍ଦ୍ରୀୟ ପ୍ରଶାସନିକ ସେବା (ପେନସନ) ନିୟମାବଳୀ, ୧୯୭୨ର ନିୟମ...

ଓଏସଏସସିର ନୂଆ ଚେୟାରମ୍ୟାନ

0
ଭୁବନେଶ୍ଵର,୨୩/୦୯,(ଓଡ଼ିଆ ପୁଅ ପି ନାଏକ): ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ୍‌ କମିଶନର (OSSC) ଚେୟାର୍‌ମ୍ୟାନ୍‌ ହେଲେ ବରିଷ୍ଠ ଆଇଏସ୍‌ ନିର୍ମଳା ଚନ୍ଦ୍ର ମିଶ୍ର । ପୂର୍ବରୁ ଏହି ପଦବୀରେ ମେଜର ଜେନରାଲ ଭବାନୀ ଶଙ୍କର...

ଏବେ ପୁଣି ଖୋଲିବ ବାର୍

0
ଭୁବନେଶ୍ଵର, ୨୩/୦୯, (ଓଡ଼ିଆ ପୁଅ ପି ନାଏକ): ପୁଣି ରାଜଧାନୀରେ ଖୋଲିବ ଡ୍ୟାନ୍ସ ବାର୍‌। ଏନେଇ ୭ଟି ଡ୍ୟାନ୍ସ ବାର୍‌କୁ ଅନୁମତି ଦେଇଛନ୍ତି ଅବକାରୀ କମିଶନର। ଅବକାରୀ ଆଇନ୍ ୪୪(୫)ର ଗାଇଡ୍ ଲାଇନ୍...

ଲୁହ ଗଡ଼େଇ ଗଡ଼େଇ କାନ୍ଦିଲେ ରାଖୀ ସାବନ୍ତ

0
ମୁମ୍ବାଇ ୨୩-୯ (ଓଡ଼ିଆ ପୁଅ) ଲୁହ ଗଡ଼େଇ ଗଡ଼େଇ କାନ୍ଦିଲେ ରାଖୀ ସାବନ୍ତ। ଏବେ ସେ ବହୁ ଚିନ୍ତିତ। ପତିଙ୍କର ଦୂରତ୍ତ୍ୱ ବଗଦାସ୍ତ କରିପାରୁନାହାଁନ୍ତି ରାଖୀ ସାବନ୍ତ। କାନ୍ଦିବା ପଛର କାରଣ ହେଉଛି...

ବଢ଼ିଲା ସୁନା ଦର

0
ନୂଆ ଦିଲ୍ଲୀ ୨୩-୯ (ଓଡ଼ିଆ ପୁଅ) କ୍ରମାଗତ ଭାବେ ଗତ ଚାରି ଦିନ ହେବ ସୁନାର ଦର ଖସୁଥିଲା। କିନ୍ତୁ ଆଜି ଏଥିରେ ଲାଗିଛି ବ୍ରେକ୍। ସୋମବାରଦିନ ଦିଲ୍ଲୀ ସର୍ରାଫା ବଜାରରେ ସୁନାର...

ସାପ କାମୁଡ଼ାରେ ୨ ଭଉଣୀ ମୃତ

0
ଅନୁଗୁଳ,୨୩/୦୯: ଜନ୍ମ ହେଲେ ଏକ ସମୟରେ ଓ ମରିଲେ ବି ଏକ ସମୟରେ । ଅନୁଗୁଳ ଜିଲ୍ଲା ବେନ୍ତପୁର ଗ୍ରାମରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ସାପ କାମୁଡ଼ାରେ ଯାଆଁଳା ଭଉଣୀଙ୍କ...

ବଢିଲା ପେଟ୍ରୋଲ ଦର

0
ନୂଆଦିଲ୍ଲୀ,୨୩/୦୯,(ଓଡ଼ିଆ ପୁଅ ପି ନାଏକ): ପୁଣି ବଢ଼ିଲା ପେଟ୍ରୋଲ ଦର । ଏବେ ପେଟ୍ରୋଲର ଗୋଟିଏ ଲିଟର ପିଛା ୭୩.୯୧ ପଇସା ଦେବାକୁ ପଡିବ । ସାଉଦି ଆରବର ତେଲ କମ୍ପାନୀ ଉପରେ...

୫ ମାଓବାଦୀ ସଫା

0
ଆନ୍ଧ୍ରପ୍ରଦେଶ,୨୩/୦୯,(ଓଡ଼ିଆ ପୁଅ ପି ନାଏକ): ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଜିଲ୍ଲାର ଗୁମରୀବାଲା ନିକଟସ୍ଥ ମଦିଲମ୍ମା ଜଙ୍ଗଲରେ ଆନ୍ଧ୍ର ଗ୍ରେହାଉଣ୍ଡ ଯବାନଙ୍କ ଏନ୍‌କାଉଣ୍ଟର । ଏନ୍‌କାଉଣ୍ଟରରେ କୋରାପୁଟ ଶ୍ରୀକାକୁଲମ ମାଓ ସଙ୍ଗଠନର ନେତ୍ରୀ ଅରୁଣାଙ୍କ ସମେତ...

ନନ୍ଦନକାନନକୁ ହରପିସ ଭୟ, ଗଲାଣି ୪ ହାତୀଙ୍କ ଜୀବନ

0
ଭୁବନେଶ୍ୱର,୨୩/୦୯,(ଓଡ଼ିଆ ପୁଅ ପି ନାଏକ): ନନ୍ଦନକାନନରେ ଏବେ ହରପିସ୍‌ ଆତଙ୍କ । ଭାଇରସ୍‌ ହରପିସ୍‌ ଆତଙ୍କରେ ଆତଙ୍କିତ ନନ୍ଦନକାନନ କର୍ତ୍ତୃପକ୍ଷ । ସ୍ୱଳ୍ପ ସମୟ ବ୍ୟବଧାନରେ ଏହି ହରପିସ୍‌ ଭାଇରସ୍‌ କାରଣରୁ ନନ୍ଦନକାନନରୁ...

ଜଙ୍ଗଲ ଭିତରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ

0
କଳାହାଣ୍ଡି,୨୩/୦୮,(ଓଡ଼ିଆ ପୁଅ ପି ନାଏକ): ଥମୁନି ଲଜ୍ଜା । ଜଙ୍ଗଲ ମଧ୍ୟରେ ଜଣେ ଯୁବତୀଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏଭଳି ଲଜ୍ଜାଜନକ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଜୁନାଗଡ...

ଅସଦାଚରଣ କରିବା ପଡିଲା ମହଙ୍ଗା, ଗିରଫ ହେଲେ ଫାର୍ମାସିଷ୍ଟ

0
ଭଦ୍ରକ,୨୩/୦୯,(ଓଡ଼ିଆ ପୁଅ ପି ନାଏକ): ମହଙ୍ଗା ପଡିଲା ପ୍ରସୂୂୂୂତୀ ଙ୍କୁ ଅସଦାଚରଣ କରିବା । ଅସଦାଚରଣ କରି ଶେଷରେ ଗିରଫ ହୋଇଛନ୍ତି ଫାର୍ମାସିଷ୍ଟ । ଜଣେ ପ୍ରସୂତୀଙ୍କୁ ଫାର୍ମାସିଷ୍ଟ ବଳାତ୍କାର ଉଦ୍ୟମ କରିଥିବା...

ନ୍ୟୁୟର୍କରେ ମୋଦି

0
ନୂଆଦିଲ୍ଲୀ,୨୩/୦୯,(ଓଡ଼ିଆ ପୁଅ ପି ନାଏକ): ହଷ୍ଟନରେ ହାଉଡି ମୋଦି କାର୍ଯ୍ୟକ୍ରମ ପରେ ମୋଦି ନିୟର୍କରେ ପହଞ୍ଚିଛନ୍ତି । ଜଳବାୟୁ ପରିବର୍ତ୍ତନ ଉପରେ ସଞ୍ଜୁକ୍ତ ରାଷ୍ଟ୍ର ମହାଶଚିବଙ୍କ ଶିଖର ସମ୍ମିଳନୀରେ ଭାଗ ନେବା ପାଇଁ...

ଚେନ୍ନାଇରେ ବି ପାଳନ ହେଲା ନୂଆଁଖାଇ

0
ଭୁବନେଶ୍ଵର,୨୩/୦୯,(ଓଡ଼ିଆ ପୁଅ ପି ନାଏକ): ଖାଲି ଓଡ଼ିଶା ନୁହେଁ ବରଂ ଓଡ଼ିଶା ବାହାରେ ଧୂମଧାମରେ ପାଳନ ହୋଇଛି ନୂଆଁଖାଇ । ଚେନ୍ନାଇରେ ନୂଆଖାଇ ଜୁହାର ମହା ସମାରହରେ ପାଳନ ହୋଇଯାଇଛି । ନୂଆଖାଇ...

ବିଜେପୁର ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି

0
ଭୁବନେଶ୍ଵର,୨୩/୦୯,(ଓଡ଼ିଆ ପୁଅ ପି ନାଏକ): ବିଜେପୁର ଉପନିର୍ବାଚନ ବିଗୁଲ୍ ବାଜିଛି । ଘୋଷଣା ହେଲା ବରଗଡ଼ ବିଜେପୁର ବିଧାନସଭା ଉପନିର୍ବାଚନ ତାରିଖ । ଅକ୍ଟୋବର ୨୧ରେ ହେବ ବିଜେପୁର ଉପନିର୍ବାଚନ । ନାମାଙ୍କନ...

କୋରାପୁଟ ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘର ମାସିକ ବୈଠକ ଓ ସମ୍ବର୍ଦ୍ଧନା ସଭା

0
କୋରାପୁଟ:୨୪/୯/୧୯(ଓଡିଆ ପୁଅ/ଅଭିନାଶ ଜାନାମ) ଉତ୍କଳ ସାମ୍ବାଦିକ ସଙ୍ଘ କୋରାପୁଟ ଜିଲ୍ଲା ଶାଖା ପକ୍ଷରୁ ନନ୍ଦପୁର ବ୍ଲକର ପାଡୁଆଡାକ ବଙ୍ଗଳାଠାରେ ମାସିକ ବୈଠକ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକାରି ସଭାପତି ଶ୍ରୀ...

କ୍ରମାଗତ ୭ମ ଦିନ ବଢ଼ିଲା ତୈଳ ଦର

0
ନୂଆ ଦିଲ୍ଲୀ ୨୩-୯ (ଓଡ଼ିଆ ପୁଅ) ପେଟ୍ରୋଲ-ଡିଜେଲର ଦରରେ ଲାଗିଛି ନିଆଁ ! କ୍ରମାଗତଭାବେ ସପ୍ତମ ଦିନ ବଢ଼ିଛି ତୈଳ ଦର। ପେଟ୍ରୋଲ-ଡିଜେଲର ଦର ଆଜି ପୁଣି ବଢ଼ିଛି। ସୋମବାରଦିନ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲର...

୫ ଦିନ ଯାଏଁ ବର୍ଷା

0
ଭୁବନେଶ୍ଵର,୨୩/୦୯,(ଓଡ଼ିଆ ପୁଅ ପି ନାଏକ):ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷକରି ୨୫ ଓ ୨୬ ତାରିଖରେ ସ୍ଥିତି ଅଧିକ ଖରାପ ହେବ। ଆସୁଛି ବଡ଼ ବର୍ଷା‌।...

ରାୟଗଡ଼ା ପୋଲିସ ହାତରେ ସେକ୍ସ୍ ରାକେଟ

0
ରାୟଗଡ଼ା,୨୩/୦୯,(ଓଡ଼ିଆ ପୁଅ ପି ନାଏକ): ରାୟଗଡା ସହରରେ ସେକ୍ସ ରାକେଟ ଠାବ କରିଛି ପୋଲିସ । ସ୍ଥାନୀୟ ଏଫସିଆଇ ଛକରେ ସେକ୍ସ ରାକେଟ ଠାବ କରାଯାଇଥିବା ବେଳେ ଏହି ଘଟଣାରେ ୩ ଜଣ...

ସୁଦୃଢ଼ ହେଲା ମୋଦି ଓ ଟ୍ରମ୍ପଙ୍କ ସମ୍ପର୍କ

0
ନୂଆଦିଲ୍ଲୀ,୨୩/୦୯,(ଓଡ଼ିଆ ପୁଅ ପି ନାଏକ): ମୋଦି ମୋଦି ନାରା ମଧ୍ୟରେ ଇତିହାସ ରଚିଛି ଭାରତ ଓ ଆମେରିକା ମଧ୍ୟରେ ସବୁଠାରୁ ବଡ଼ ଦ୍ୱିପାକ୍ଷିକ କାର୍ଯ୍ୟକ୍ରମ କୁହାଯାଉଥିବା ‘ହାଓଡି ମୋଦି’। ଏଥିପାଇଁ ହ୍ୟୁଷ୍ଟନ୍‌ରେ ଏନ୍ଆରଜି...