Home ଓଡ଼ିଶା ବଢିଲା ପେଟ୍ରୋଲ ଦର

ବଢିଲା ପେଟ୍ରୋଲ ଦର

1411

ନୂଆଦିଲ୍ଲୀ,୨୩/୦୯,(ଓଡ଼ିଆ ପୁଅ ପି ନାଏକ): ପୁଣି ବଢ଼ିଲା ପେଟ୍ରୋଲ ଦର । ଏବେ ପେଟ୍ରୋଲର ଗୋଟିଏ ଲିଟର ପିଛା ୭୩.୯୧ ପଇସା ଦେବାକୁ ପଡିବ । ସାଉଦି ଆରବର ତେଲ କମ୍ପାନୀ ଉପରେ ଆସିଥିବା ସଙ୍କଟ ପରେ ଏହାର ପ୍ରଭାବ ଏବେ ବିଶ୍ୱ ବଜାର ଉପରେ ପଡିବା ଦେଖିବାକୁ ମିଳିଛି ।

ଏହାର ପ୍ରଭାବ ମଧ୍ୟ ଭାରତ ବଜାରରେ ପଡିଛି । ସୋମବାର ଦିନ ଦିଲ୍ଲୀରେ ପେଟ୍ରୋଲ ଦର ୨୯ ପଇସାକୁ ବୃଦ୍ଧି ପାଇଛି । ନୂଆ ଦର ଅନୁସାରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦାମ ବଢିକି ୭୩.୯୧ ଟଙ୍କାରେ ପହଞ୍ଚିଛି । ସେହିପରି ଡିଜେଲ୍‌ ଦର ବୃଦ୍ଧି ପାଇ ୬୬.୭୪ ପଇସାରେ ପହଞ୍ଚିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.