Home ଓଡ଼ିଶା ସାପ କାମୁଡ଼ାରେ ୨ ଭଉଣୀ ମୃତ

ସାପ କାମୁଡ଼ାରେ ୨ ଭଉଣୀ ମୃତ

234

ଅନୁଗୁଳ,୨୩/୦୯:

ଜନ୍ମ ହେଲେ ଏକ ସମୟରେ ଓ ମରିଲେ ବି ଏକ ସମୟରେ । ଅନୁଗୁଳ ଜିଲ୍ଲା ବେନ୍ତପୁର ଗ୍ରାମରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ସାପ କାମୁଡ଼ାରେ ଯାଆଁଳା ଭଉଣୀଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ବେନ୍ତପୁର ଗ୍ରାମର ସୁମନ୍ତ ସାହୁଙ୍କ ଜାଆଁଳ ଝିଅ ରୋଜାଲାନି ସାହୁ ଓ ସୂଜାତା ସାହୁ । କଟକ ସ୍ଥାନାନ୍ତରେ ବେଳେ ଉଭୟଙ୍କୁ ମୃତ୍ୟୁ ହୋଇଛି ।ସୂଚନା ଅନୁସାରେ, ଗତକାଲି ରାତିରେ ୨ ଭଉଣୀ ଘରେ ଶୋଇଥିବା ବେଳେ ଏକ ବିଷାକ୍ତ ସାପ ସେମାନଙ୍କୁ କାମୁଡ଼ି ଦେଇଥିଲା । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ କଟକ ନିଆଯାଉଥିବାବେଳେ ଉଭୟଙ୍କର ମୃତ୍ୟୁ ଘଟିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.