Bureau
ପୁଣି ଶସ୍ତା ହେଲା ସୁନା
ନୂଆ ଦିଲ୍ଲୀ ୨୫-୯ (ଓଡ଼ିଆ ପୁଅ) ଚଳିତ ସପ୍ତାହର ପ୍ରଥମ ଦିନ ଶସ୍ତା ହୋଇଛି ସୁନା ଦର। ଆଜି ସୋମବାର ଦିନ ୨୪୦ ଟଙ୍କା ଶସ୍ତା ହୋଇଛି ସୁନା ଅର୍ଥାତ୍ ୩୮,୫୩୦ ଟଙ୍କା...
ବାଘ ଆକ୍ରମଣରେ ବୃଦ୍ଧ ଗୁରୁତର
ଅନୁଗୁଳ, ୩୦/୦୯, (ଓଡ଼ିଆ ପୁଅ ପି ନାଏକ): ଅନୁଗୁଳରେ ଏକ କଲରାପତରିଆ ବାଘ ଆତଙ୍କ ଦେଖିବାକୁ ମିଳିଛି। ଗତକାଲି ଅନ୍ତୁଳିୟାର କୁପୁରୁଟାପ ଗ୍ରାମରେ ଜଣକୁ କଲରାପତରିଆ ବାଘ ଆକ୍ରମଣ କରିଥିଲା। ଏଥିରେ ଜଣେ...
ନୂଆ ଦାୟିତ୍ବ ନେଲେ ରାକେଶ କୁମାର ସିଂହ ଭଦୌରିଆ
ନୂଆଦିଲ୍ଲୀ,୩୦/୦୯,(ଓଡ଼ିଆ ପୁଅ ପି ନାଏକ): ଭାରତୀୟ ବାୟୁସେନାର ମୁଖ୍ୟ ଭାବେ ଦାୟିତ୍ୱ ନେଲେ ରାକେଶ କୁମାର ସିଂହ ଭଦୌରିଆ । ଆଇଆାର ମାର୍ଶାଲ ରାକେଶ କୁମାର ଭଦୌରିଆ ଆଜି ୩୦ ସେପ୍ଟେମ୍ବରରେ ବାୟୁସେନାର...
ପଶ୍ଚିମବଙ୍ଗ ରେ ଅଘଟଣ, ଭାରସାମ୍ୟ ହରାଇ ଓଲଟିଲା ଡଙ୍ଗା
ନୂଆଦିଲ୍ଲୀ,୩୦/୦୯,(ଓଡ଼ିଆ ପୁଅ ପି ନାଏକ):ଆଜି ପଶ୍ଚିମବଙ୍ଗରେ ଏକ ବଡ଼ ଧରଣ ଅଘଟଣ ଘଟିଯାଇଛି । ପଶ୍ଚିମବଙ୍ଗର ମେଦିନାପୁର ଜିଲ୍ଲା ଅନ୍ତର୍ଗତ ରୂପନାରାୟଣ ନଈରେ ଏକ ଯାତ୍ରୀବାହି ଡ଼ଙ୍ଗା ଓଲଟିଛି । ଯେତେବେଳେ କି...
ଜଳସ୍ତର ବୃଦ୍ଧି ଯୋଗୁଁ ଖୋଲିଲା ୭ଟି ଗେଟ
ସମ୍ବଲପୁର,୩୦/୦୯,(ଓଡ଼ିଆ ପୁଅ ପି ନାଏକ): ବଢିଲା ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ପୁଣି ଖୋଲିଲା ଆଉ ୭ ଟି ଗେଟ୍ । ଜଳଭଲଣ୍ତାର ଉପର ମୁଣ୍ତରେ ଲଗାଣ ବର୍ଷା ଯୋଗୁ ଜଳ ସ୍ତର...
ଆଜି ନାମାଙ୍କନ ଭରିଲେ ରୀତା ସାହୁ ଓ ଦିଲ୍ଲୀପ ପଣ୍ଡା
ଭୁବନେଶ୍ଵର,୩୦/୦୯,(ଓଡ଼ିଆ ପୁଅ ପି ନାଏକ): କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡା ପଦ୍ମପୁରର ଉପଜିଲ୍ଲାପାଳଙ୍କ ଅଫିସରେ ନାମାଙ୍କନ ପତ୍ର ଭରିସାରିଥିବାବେଳେ ବିରାଟ ସମର୍ଥକଙ୍କ ସହ ବିଜେଡିର ରୀତା ସାହୁ ମଧ୍ୟ ନାମାଙ୍କନ ପତ୍ର ଭରିସାରିଛନ୍ତି...
ବିହାରରେ ଲଗାଣ ବର୍ଷା ଯୋଗୁଁ ଗଲାଣି ୨୯ ଜୀବନ
ବିହାର,୩୦/୦୯,(ଓଡ଼ିଆ ପୁଅ ପି ନାଏକ): ବିହାରରେ କିଛି ଦିନ ହେବ ପ୍ରକୃତିର ତାଣ୍ଡବ ଚାଲିଛି । ଲାଗାଣ ବର୍ଷା କମିବାର ନା ନେଉ ନାହିଁ । ଯାହାଦ୍ୱାରା ବନ୍ୟାର ବିଭିସିକା ଜାରି ରହିଛି...
ଚୋରି କରୁଥିବା ବେଳେ ଛେଚା ଖାଇଲା ଚୋର
ବାଲେଶ୍ଵର,୩୦/୦୯,(ଓଡ଼ିଆ ପୁଅ ପି ନାଏକ): ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଶ୍ୟାମରାୟପୁର ଗ୍ରାମରେ ବିଳମ୍ବିତ ରାତିରେ ଘରେ ପସି ଚୋରି କରୁଥିବା ସମୟରେ ଗ୍ରାମବାସୀଙ୍କ ଦ୍ୱାରା ଧରାପଡି ନିର୍ଧୁମ ଛେଚା ଖାଇଲେ ୩...
ଜୀବନ ବୀମା କର୍ମଚାରୀ ସଂଘର ଜୋନାଲ ସମ୍ମିଳନୀ ଉଦଘାଟିତ
ସମ୍ବଲପୁର, ୨୯/୯ (ଓଡ଼ିଆ ପୁଅ) - ଭାରତୀୟ ଜୀବନ ବୀମା ନିଗମ କର୍ମଚାରୀ ଏସୋସିଏସନ ପୂର୍ବ-କେନ୍ଦ୍ରୀୟ ଜୋନର ୫ମ ତ୍ରିବାର୍ଷିକ ସମ୍ମିଳନୀ ଆଜି ସମ୍ବଲପୁର ତପସ୍ୱିନୀ ପ୍ରେକ୍ଷାଳୟ ଠାରେ ଉଦଘାଟିତ ହୋଇଛି। ଜୋନାଲ...
କୋଇଲା ବୋଝେଇ ଟ୍ରେନ ଲାଇନଚ୍ୟୁତ
ଭଦ୍ରକ,୩୦/୦୯,(ଓଡ଼ିଆ ପୁଅ ପି ନାଏକ): କୋଇଲା ବୋଝେଇ ଟ୍ରେନ୍ ଲାଇନଚ୍ୟୁତ ହୋଇଛି । ମିଳିଥିବା ସୂଚନା ଅନୁସାରେ, ଧାମରା ବନ୍ଦରରୁ ଖଡକପୁର ଅଭିମୁଖେ ଯାଉଥିବା ଏକ କୋଇଲା ବୋଝେଇ ମାଲବାହୀ ଟ୍ରେନ ହଠାତ...
ମୋବାଇଲ ଚୋରି ଘଟଣାରେ ୫ ଅଭିଯୁକ୍ତ ଗିରଫ
ନୂଆପଡା,୩୦/୦୯,(ଓଡ଼ିଆ ପୁଅ ପି ନାଏକ): ଚୋରି ମାମଲାରେ ୫ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ତେବେ ନୂଆପଡ଼ା ଜିଲ୍ଲା କୋମନା ଥାନା ତରବୋଡରେ ଥିବା ଦିନେଶ ଯାଦବଙ୍କ ମୋବାଇଲ...
ସରକାରଙ୍କ ଦୃଷ୍ଟି ଆଢ଼ୁଆଳରେ ମୁଟୁରିଗଡ଼ ପ୍ରାଥମିକ ସ୍କୁଲ : ବିବଦସଙ୍କୁଳ ଶ୍ରେଣୀଗୃରେ ୨ ବର୍ଷ...
ଭଦ୍ରକ, ୨୯.୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସରକାର ଗ୍ରାମାଞ୍ଚଳରମାନଙ୍କରେ ଶିକ୍ଷାର ଅଗ୍ରଗତି ପାଇଁ ବିଭିନ୍ନ ପ୍ରକାର ଯୋଜନା ପ୍ରସ୍ତୁତ କରୁଛନ୍ତି। ପିଲାମାନେ କିପରି ପାଠ ପ୍ରତି ଆଗ୍ରହ ପ୍ରକାଶ...
ଉପନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲର ଆଜି ଶେଷ ଦିନ
ଭୁବନେଶ୍ଵର,୩୦/୦୯,(ଓଡ଼ିଆ ପୁଅ ପି ନାଏକ): ବିଜେପୁର ଉପନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲର ଆଜି ଶେଷ ଦିନ । ଆଜି ତିନି ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡ଼ି ଓ କଂଗ୍ରେସ ପ୍ରାର୍ଥୀ ପଦ୍ମପୁର...
ମହୁମାଛି ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ
ଢେଙ୍କାନାଳ,୩୦/୦୯,(ଓଡ଼ିଆ ପୁଅ ପି ନାଏକ): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଲୋଧଣୀ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ମହୁମାଛି ଆକ୍ରମଣରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି । ତେବେ ମୃତକ ଜଣଙ୍କ...
୧୧ ଫୁଟର ଅହିରାଜ ଉଦ୍ଧାର
ଭୁବନେଶ୍ଵର,୩୦/୦୯,(ଓଡ଼ିଆ ପୁଅ ପି ନାଏକ): ଉଦ୍ଧାର ହେଲା ବିରାଟ ଅହିରାଜ ସାପ । ଔପଦା ବ୍ଲକ ଢୋଲପୁର ଗ୍ରାମର ଅନ୍ତର୍ଯ୍ୟାମୀ ରାଉତଙ୍କ ଓଳିପଠାରେ କାଠଭାଡ଼ି ତଳେ ଏକ ୧୧ ଫୁଟର ଅହିରାଜ ସାପ...
‘ଶୋଲେ’ ର ‘କାଲିଆ’ ବିଜୁ ଖୋଟେଙ୍କର ପରଲୋକ
ମୁମ୍ବାଇ ୩୦-୯ (ଓଡ଼ିଆ ପୁଅ) ବଲିଉଡ଼୍ ର ଖ୍ୟାତନାମା ଅଭିନେତା ବିଜୁ ଖୋଟେଙ୍କର ୭୮ ବର୍ଷ ବୟସରେ ନିଧନ ହୋଇଯାଇଛି। ଅଭିନେତା ମରାଠୀ ଫିଲ୍ମ ସହିତ ଅନ୍ୟ ଭାଷାରେ ମଧ୍ୟ ଉଲ୍ଲେଖନୀୟ କାମ...
ବ୍ୟଙ୍ଗ ଓ ହାସ୍ୟଧର୍ମୀ ଲେଖା ସମାଜର ଦର୍ପଣ ସଦୃଶ
ଭଦ୍ରକ, ୨୯.୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଶ୍ରୀମତୀ ବସନ୍ତ ମିଶ୍ରଙ୍କ ସମ୍ପାଦିତ ବ୍ୟଙ୍ଗ ଓ ହାସ୍ୟଧର୍ମୀ ପତ୍ରିକା ‘ଆମ ବ୍ୟଙ୍ଗ ପସରା’ର ସାରଦିଆ ସଂଖ୍ୟା ଓ ଶ୍ରୀମତୀ ମିଶ୍ରଙ୍କର ଗୀତିକବିତା...
ପୂର୍ବ ଭାରତର ପୁଞ୍ଜିକୁ ବହୁ ଗୁଣିତ କରିବାର ସମୟ ଆସିଛି – ଧର୍ମେନ୍ଦ୍ର ପ୍ରଧାନ
ରାଉରକେଲାରେ ମହାରାଜା ଅଗ୍ରସେନ୍ ସମାଜ ଜୟନ୍ତୀ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ
- ପୂର୍ବ ଭାରତ ବିକାଶ ନହେଲେ ଭାରତର ବିକାଶ ଅସମ୍ଭବ
- କେନ୍ଦୁଝର, ସୁନ୍ଦରଗଡର ଲୁହାପଥର ଦୁନିଆର ସବୁ ରାଷ୍ଟ୍ର ଠାରୁ ଅନ୍ୟତମ
- ରାଉରକେଲାର ଅର୍ଥନୀତିକୁ...
ସାରନା ପୂଜା ସ୍ଥଳରେ ସେଲ୍ ସହାୟତାରେ ନୂଆ ଭବନ ନିର୍ମାଣ ହେବ – ଧର୍ମେନ୍ଦ୍ର...
ଓରାମ ସମାଜର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ
- ସାରନା ଧର୍ମସ୍ଥଳର ଜମିକୁ ଫେରାଇବା ନିଷ୍ପତି ପାଇଁ ସେଲ୍ ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ
ରାଉରକେଲା, ସେପ୍ଟେମ୍ବର ୨୯ (ଓଡ଼ିଆ ପୁଅ) – ଆଗାମୀ ଦିନରେ...
ରାଉରକେଲାକୁ ଅତ୍ୟାଧୁନିକ ଷ୍ଟିଲ୍ କ୍ଲଷ୍ଟର କରିବା ଲକ୍ଷ୍ୟ – ଧର୍ମେନ୍ଦ୍ର ପ୍ରଧାନ
ରାଉରକେଲାରେ ଇସ୍ପାତ୍ କାର୍ଯ୍ୟ ସମୀକ୍ଷା ପରେ କେନ୍ଦ୍ରମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀ
- ରାଉରକେଲା ଇସ୍ପାତ୍ କାରଖାନାକୁ ସଂପ୍ରସାରଣ କରାଯିବ
- ସପ୍ତମ ବେତନ କମିଶନ ଅନୁସାରେ ଶ୍ରମିକ ମାନଙ୍କର ପାରିଶ୍ରମିକ ବୃଦ୍ଧି କରିବାକୁ ସେଲକୁ ପରାମର୍ଶ
-...





