Home ଓଡ଼ିଶା ପୁଣି ଶସ୍ତା ହେଲା ସୁନା ଓଡ଼ିଶାଜାତୀୟବାଣିଜ୍ୟ ପୁଣି ଶସ୍ତା ହେଲା ସୁନା By Bureau - September 30, 2019 1518 0 0 0 0ନୂଆ ଦିଲ୍ଲୀ ୨୫-୯ (ଓଡ଼ିଆ ପୁଅ) ଚଳିତ ସପ୍ତାହର ପ୍ରଥମ ଦିନ ଶସ୍ତା ହୋଇଛି ସୁନା ଦର। ଆଜି ସୋମବାର ଦିନ ୨୪୦ ଟଙ୍କା ଶସ୍ତା ହୋଇଛି ସୁନା ଅର୍ଥାତ୍ ୩୮,୫୩୦ ଟଙ୍କା ପ୍ରତି ଦଶଗ୍ରାମ ହୋଇଛି। ସେହିପରି ରୁପାର ଦର ମଧ୍ୟ କମିଛି। ଆଜି ରୁପା କିଗ୍ରା ପ୍ରତି ୭୭୫ ଟଙ୍କା କମ ହୋଇ ୪୬,୪୮୦ ଟଙ୍କାରେ ପହଁଚିଛି। Tweet 0 0 0 0