Home ଓଡ଼ିଶା ୧୧ ଫୁଟର ଅହିରାଜ ଉଦ୍ଧାର

୧୧ ଫୁଟର ଅହିରାଜ ଉଦ୍ଧାର

795

ଭୁବନେଶ୍ଵର,୩୦/୦୯,(ଓଡ଼ିଆ ପୁଅ ପି ନାଏକ): ଉଦ୍ଧାର ହେଲା ବିରାଟ ଅହିରାଜ ସାପ । ଔପଦା ବ୍ଲକ ଢୋଲପୁର ଗ୍ରାମର ଅନ୍ତର୍ଯ୍ୟାମୀ ରାଉତଙ୍କ ଓଳିପଠାରେ କାଠଭାଡ଼ି ତଳେ ଏକ ୧୧ ଫୁଟର ଅହିରାଜ ସାପ ଉଦ୍ଧାର କରାଯାଇଛି ।ସୂଚନାନୁସାରେ, କାଠ ଆଣିବାକୁ ଯାଇଥିବାବେଳେ ଘରଲୋକେ କାଠଭାଡ଼ି ତଳେ ସାପଟିକୁ ଦେଖିଥିଲେ । ଏନେଇ ବନ ବିଭାଗକୁ ଖବର ଦେଲାପରେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାରୀ ଟିମଙ୍କୁ ନେଇ ଓ୍ୱାଇଲ୍ଡ ଲାଇଫ୍‌ ଓ୍ୱାର୍ଡ଼େନ୍‌ ପ୍ରକାଶ ମର୍ଦରାଜ ପହଞ୍ଚି ସାପକୁ ଉଦ୍ଧାର କରିଥିଲେ । ଏହା ପରେ ସାପଟିକୁ କୂଳଡିହା ଅଭୟାରଣ୍ୟରେ ଛଡ଼ାଥିବାର ସୂଚନା ଦେଇଛନ୍ତି ବନବିଭାଗ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.