Home Authors Posts by Bureau

Bureau

17676 POSTS 0 COMMENTS

ସାରନା ପୂଜା ସ୍ଥଳରେ ସେଲ୍ ସହାୟତାରେ ନୂଆ ଭବନ ନିର୍ମାଣ ହେବ – ଧର୍ମେନ୍ଦ୍ର...

0
ଓରାମ ସମାଜର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ - ସାରନା ଧର୍ମସ୍ଥଳର ଜମିକୁ ଫେରାଇବା ନିଷ୍ପତି ପାଇଁ ସେଲ୍ ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ରାଉରକେଲା, ସେପ୍ଟେମ୍ବର ୨୯ (ଓଡ଼ିଆ ପୁଅ) – ଆଗାମୀ ଦିନରେ...

ରାଉରକେଲାକୁ ଅତ୍ୟାଧୁନିକ ଷ୍ଟିଲ୍ କ୍ଲଷ୍ଟର କରିବା ଲକ୍ଷ୍ୟ – ଧର୍ମେନ୍ଦ୍ର ପ୍ରଧାନ

0
ରାଉରକେଲାରେ ଇସ୍ପାତ୍ କାର୍ଯ୍ୟ ସମୀକ୍ଷା ପରେ କେନ୍ଦ୍ରମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀ - ରାଉରକେଲା ଇସ୍ପାତ୍ କାରଖାନାକୁ ସଂପ୍ରସାରଣ କରାଯିବ - ସପ୍ତମ ବେତନ କମିଶନ ଅନୁସାରେ ଶ୍ରମିକ ମାନଙ୍କର ପାରିଶ୍ରମିକ ବୃଦ୍ଧି କରିବାକୁ ସେଲକୁ ପରାମର୍ଶ -...

୩୯ ତମ ପ୍ରତିଷ୍ଠା ଦିବସ ପାଳିତ

0
ବାଲିଗୁଡ଼ା, ୨୯/୯ (ଓଡ଼ିଆ ପୁଅ/ସଞ୍ଜୟ ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ବନବାସୀ ସେବା ସମିତି ଦ୍ୱାରା ପରିଚାଳିତ ଜିଲ୍ଲାର ଏକମାତ୍ର ରେଡ଼କ୍ରସ ଦୃଷ୍ଟିହୀନ ଉଚ୍ଚ ବିଦ୍ୟାଳୟର ୩୯ ତମ ପ୍ରତିଷ୍ଠା ଦିବସ...

ଦକ୍ଷତା ବିକାଶ ଯୋଜନା କର୍ମଶାଳା

0
ବାଲିଗୁଡ଼ା, ୨୯/୯ (ଓଡ଼ିଆ ପୁଅ/ସଞ୍ଜୟ ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ “ଶାନ୍ତିମୈତ୍ରୀ”ର ସଭାଗୃହ ପରିସର ମଧ୍ୟରେ ସମ୍ପାଦକ ତଥା ନିର୍ଦ୍ଦେଶକ ଭଗବାନ ଜେନାଙ୍କ ଅଧ୍ୟକ୍ଷତାରେ ଦକ୍ଷତା ବିକାଶ ସମ୍ପର୍କିତ ଏକ କର୍ମଶାଳା...

ଗ୍ରାମ ବିକାଶ ଯୋଜନା ପ୍ରଶିକ୍ଷଣ ଶିବିର ଉଦ୍ୟାପିତ

0
ବାଲିଗୁଡ଼ା, ୨୯/୯ (ଓଡ଼ିଆ ପୁଅ/ସଞ୍ଜୟ ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ତିତ “ଶାନ୍ତିମୈତ୍ରୀ”ର ତାଲିମ୍ ଗୃହ ପରିସର ମଧ୍ୟରେ ଗ୍ରାମ ବିକାଶ ଯୋଜନାର ଏକ ପ୍ରଶିକ୍ଷଣ ଶିବିର ତିନି ଦିନ ଧରି ଅନୁଷ୍ଠିତ...

ଅକ୍ଟୋବର ୨ ତାରିଖରୁ ରାଜ୍ୟବ୍ୟାପୀ ଗାନ୍ଧୀ ସଂକଳ୍ପ ପଦଯାତ୍ରା ଆରମ୍ଭ

0
କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କଟକ ଜିଲ୍ଲା ତଲେଙ୍ଗାପେଂଠସ୍ଥିତ ଗାନ୍ଧୀ ସ୍ମୃତି ପୀଠରୁ କରିବେ ପଦଯାତ୍ରା - ରାଜ୍ୟରେ ସମସ୍ତ ସଂସଦୀୟ ଏବଂ ବିଧାନସଭା କ୍ଷେତ୍ରରେ ଏହି ପଦଯାତ୍ରା ୧୫ ଦିନ ଧରି ଚାଲିବ -...

ଜୁନାଗଡ କଲେଜ ଛାତ୍ରୀ ଗଣଦୁର୍ଷ୍କମ ପ୍ରସଙ୍ଗ : ଜୁନାଗଡ ଗଣଦୁର୍ଷ୍କମ ଘଟଣାକୁ ଚପେଇଦେବାକୁ ଚାଲିଛି...

0
- ଗଣଦୁର୍ଷ୍କମ ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ରହିଛି ସଂପୃକ୍ତି - ମୁଖ୍ୟ ଅଭିଯୁକ୍ତକୁ ରାଜ ସାକ୍ଷୀ କରି ଜିଲ୍ଲା ଏସପି ଖସେଇ ଦେବାର ଯୋଜନା କରିଥିଲେ - ତଥ୍ୟ ପ୍ରମାଣକୁ ଗୁରୁତର ସହ...

ବିଜେପୁର ଉପ ନିର୍ବାଚନ ପ୍ରାର୍ଥୀ ଘୋଷଣା: ସନତ ଗଡତିଆ ହେଲେ ଦଳୀୟ ପ୍ରାର୍ଥୀ

0
ଭୁବନେଶ୍ୱର, ତା.୨୯/୦୯ (ଓଡ଼ିଆ ପୁଅ) : କେନ୍ଦ୍ରୀୟ ନିର୍ବାଚନ କମିଟିର ନିଷ୍ପତିକ୍ରମେ ଓଡିଶାରେ ହେବାକୁ ଥିବା (୨) ବିଜେପୁର ବିଧାନସଭା ଉପ ନିର୍ବାଚନ ପାଇଁ ଶ୍ରୀ ସନତ ଗଡତିଆଙ୍କ ନାମ ରାଷ୍ଟ୍ରୀୟ କାର୍ଯ୍ୟକାରୀ...

ରାଜ୍ୟ ସରକାର ଜାଣି ଶୁଣି ପିଆଜ ଦରକୁ ନିୟନ୍ତ୍ରଣ କରିବା ପାଇଁ ପଦକ୍ଷେପ ନେଉନାହାନ୍ତି:ବିଜେପି

0
ଭୁବନେଶ୍ୱର, ତା.୨୯/୦୯ (ଓଡ଼ିଆ ପୁଅ) : ରାଜ୍ୟରେ ପିଆଜ ଦର ହୁ ହୁ ହୋଇ ବଢୁଥିବା ବେଳେ ରାଜ୍ୟ ସରକାର କେବଳ ଗଣମାଧ୍ୟମରେ ବୟାନ ଦେବାରେ ସୀମିତ ଅଛନ୍ତି। କିଭଳି ସାଧାରଣ ଖାଉଟିକୁ...

ମୁଖ୍ୟମନ୍ତ୍ରୀ ହିଂଜିଳି ନଛାଡି କାହିଁକି ଛାଡିଲେ ବିଜେପୁର? – ବିଜେପି

0
ବିଜେପୁର ଉପନିର୍ବାଚନ ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀଙ୍କୁ ୫ଟି ପ୍ରଶ୍ନ ପଚାରିଲା ବିଜେପି - ମୁଖ୍ୟମନ୍ତ୍ରୀ ହିଂଜିଳି ନଛାଡି କାହିଁକି ଛାଡିଲେ ବିଜେପୁର? - ବିଜେପୁରରେ କଣ ବିକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ? - ବିଜେପୁର ବାସୀଙ୍କୁ ଦେଇଥିବା ପ୍ରତିଶୃତି...

ଏବିଇଓ ଓ ସିଆରସିସଙ୍କୁ ଦୁର୍ବ୍ୟବହାର ମହଙ୍ଗା ପଡିଲା, ଶିକ୍ଷକ ନିଲମ୍ବିତ

0
ବାଲିଗୁଡା, ୨୯/୯ (ଓଡ଼ିଆ ପୁଅ /ସଞ୍ଜୟ କୁମାର ପାଣିଗ୍ରାହୀ) ଏବିଇଓ ଓ ସିଆରସିସିଙ୍କୁ ର୍ଦୁବ୍ୟବହାର ମହଙ୍ଗା ପଡିଲା ଶିକ୍ଷକଙ୍କୁ। ଶିକ୍ଷକ ହେଲେ ନିଲମ୍ବିତ। ଘଟଣାଟି ଘଟିଛି ବାଲିଗୁଡାର ପାଟଖଣ୍ଡା ୟୁପିଏସ ବିଦ୍ୟାଳୟରେ। ଏହି...

ଓଡ଼ିଆ ବିଭାଗ ତରଫରୁ ପାଠ ଚକ୍ର ଆୟୋଜନ

0
ବାଲିଗୁଡା, ୨୯/୯ (ଓଡ଼ିଆ ପୁଅ /ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ତରଫରୁ "ଲୋକ ସାହିତ୍ୟ ରେ ଲୋକ ଜୀବନ...

ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମ ବାର୍ଷିକ ଅବସରରେ ବ୍ଲକ ସ୍ତରିୟ ଚୟନ ପ୍ରତିଯୋଗିତା...

0
ବାଲିଗୁଡା, ୨୯/୯ (ଓଡ଼ିଆ ପୁଅ /ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡର ତୁମୁଡିବନ୍ଧ ବ୍ଲକ ସ୍ଥିତ ମେଡିକାଲ କଲୋନୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଜାତୀୟ ପିତା ମହାତ୍ମା...

ପ୍ରାଥମିକ ଚିକିତ୍ସା ତାଲିମ ଶିବିର

0
ବାଲିଗୁଡା, ୨୯/୯ (ଓଡ଼ିଆ ପୁଅ /ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟର ଯୁବ ରେଡକ୍ରସ ବିଭାଗ ତରଫରୁ ଏକ ପ୍ରାଥମିକ ଚିକିତ୍ସା ତାଲିମ ଶିବିର ମହାବିଦ୍ୟାଳୟର ଅଧ୍ୟକ୍ଷ...

ପୂର୍ବତନ ମେୟରଙ୍କ ଘରୁ ମିଳିଲା ୪୭୦୦ କୋଟିର ୧୧,୭୯୩ କିଲୋ ସୁନା ଇଟା, ହୋଇପାରେ...

0
ନୂଆ ଦିଲ୍ଲୀ ୨୯-୯ (ଓଡ଼ିଆ ପୁଅ) ଚୀନର ଡନଝୋଊ ଅଞ୍ଚଳର ଜଣେ ୫୭ ବର୍ଷୀୟ ପୂର୍ବତନ ମେୟର ଝାଂଗ କ୍ଵୀଙ୍କର ଘରେ ପୁଲିସ ପ୍ରାୟତଃ ୪୭୦୦ କୋଟି ଟଙ୍କାର ସୁନା ଇଟା ଜବତ...

ବିହାରରେ ବର୍ଷାର ତାଣ୍ଡବଲୀଳା, ଗଲାଣି ୧୦ ଜୀବନ

0
ପାଟନା,୨୯/୦୯,(ଓଡ଼ିଆ ପୁଅ ପି ନାଏକ): ବିହାରରେ ବର୍ଷାର ତାଣ୍ଡବ । ଲଗାଣ ବର୍ଷା ଯୋଗୁ ପରିସ୍ଥିତି ସାଙ୍ଘାତିକ ହେବାରେ ଲାଗିଛି । ବିହାରର ଭାଗଲପୁରରେ ପ୍ରବଳ ବର୍ଷା ଯୋଗୁ କେଉଁଠି କାନ୍ଥ ପଡିଛି...

କୂଅରୁ ମୃତ ଦେହ ଉଦ୍ଧାର

0
ଗଞ୍ଜାମ,୨୯/୦୯,(ଓଡ଼ିଆ ପୁଅ ପି ନାଏକ): ଗଞ୍ଜାମ ଜିଲ୍ଲା ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ବିଦୂତପୁରୀ କଲୋନୀର ଏକ ପରିତ୍ୟକ୍ତ କୂଅରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ମିଳିଛି । ତାଙ୍କ ନାଁ ବୁଡୁ ପାଢ଼ୀ (୪୫)...

ମୋଦିଙ୍କ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ

0
ନୂଆଦିଲ୍ଲୀ,୨୯/୦୯,(ଓଡ଼ିଆ ପୁଅ ପି ନାଏକ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ଟର୍ମରେ ୪ର୍ଥ ଥର ମନ୍‌ କି ବାତ୍‌ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି । ଦୂରଦର୍ଶନ ଓ ରେଡିଓରେ ମନର କଥା କହୁଛନ୍ତି...

ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥୀଙ୍କ ନାମ ଘୋଷଣା କରିବ ବିଜେପି

0
ଭୁବନେଶ୍ଵର,୨୯/୦୯,(ଓଡ଼ିଆ ପୁଅ ପି ନାଏକ):ଆଜି ପ୍ରାର୍ଥୀ ଘୋଷଣା କରିବ ବିଜେପି । ଅକ୍ଟୋବର ୨୧ତାରିଖରେ ହେବାକୁ ଥିବା ବିଜେପୁର ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିବ ବିଜେପି । ଏନେଇ ଆଜି...

ପାରିବାରିକ କଳାକୁ କେନ୍ଦ୍ର କରି ଭାଇକୁ ଗୁଳି ମାରିଲା ଭାଇ

0
ଢେଙ୍କାନାଳ,୨୯/୦୯,(ଓଡ଼ିଆ ପୁଅ ପି ନାଏକ): ପାରିବାରିକ କଳହକୁ ନେଇ ଭାଇକୁ ଗୁଳି ମାରିଲା ଭାଇ । ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ବେଲଟିକିର ଗ୍ରାମରେ । ବଡ଼...